July 1, 2025

Odia Express

Leading Odia News Portal of Odisha

ମାତ୍ର ସାତ ଦିନରେ ସମାପ୍ତ କରନ୍ତୁ ଉଚ୍ଚ ରକ୍ତ ଚାପ – ଏବେ ଏହି ଘରୋଇ ଉପାୟ ଜାଣିରଖନ୍ତୁ…

ଆଜି ଆମେ ଆପଣଙ୍କ ପାଖରେ ଉଚ୍ଚ ରକ୍ତ ଚାପ ବାବଦରେ କହିବାକୁ ଯାଉଛୁ। ଏହା ଏକ ଅତ୍ୟନ୍ତ ସାଧାରଣ ରୋଗ ଅଟେ ଯାହା କି ମହାମାରୀ ଭଳି ସାରା ଜଗତ ରେ ବ୍ୟାପି ଚାଲିଛି। ଏହାର କାରଣ ଲୋକ ମାନଙ୍କର ଭୁଲ ଖାନ ପାନ । ସହର ଇଲାକା ମାନଙ୍କରେ ପ୍ରାୟ ୫ ରୁ ୧ ବ୍ୟକ୍ତି ଉଚ୍ଚ ରକ୍ତ ଚାପ ର ଶିକାର ଅଟେ। ଗ୍ରାମୀଣ ଅଂଚଳ ମାନଙ୍କରେ ଯେଉଁଠାରେ କି ଲୋକ ଅଧିକ ଶାରୀରିକ ପରିଶ୍ରମ କରନ୍ତି ସେଠାରେ ବି ପ୍ରାୟ ପ୍ରତ୍ୟେକ ୧୦ ରୁ ୧ ବ୍ୟକ୍ତି ଏହାର ଶିକାର ଅଟେ। ତ ଆଜିର ଏହି ଲିଖଣି ରେ ଆମେ ଆପଣଙ୍କ ପାଖରେ ହାଇ ବ୍ଲଡ଼ ପ୍ରେସର ର ଚିକିତ୍ସା କହିବାକୁ ଯାଉଛୁ।

ପ୍ରଥମ ଚିକିତ୍ସା ଏହାର ହେଉଛି କି ଆପଣ ବାସ ବେସି ଶାରୀରିକ ପରିଶ୍ରମ କରନ୍ତୁ। ଏହାଦ୍ୱାରା ହି ଆପଣଙ୍କ ବ୍ଲଡ଼ ପ୍ରେସର କମି ଯାଇପାରିବ।ଦ୍ୱିତୀୟ ଉପାୟ ଭାବେ ଆପଣ ଏକ ଗ୍ଲାସ ରେ ଅଧା ଚାମଚ ମେଥି ଦାନା ଭିଜେଇ ରଖିଦିଅନ୍ତୁ। ସକାଳୁ ଉଠି ଆପଣ ଖାଲି ପେଟ ରେ ସେହି ପାଣି ପିଅନ୍ତୁ ଆଉ ସେହି ଦାନା କୁ ଚୋବେଇ ଖାଆନ୍ତୁ। ଏହା ହାଇ ବ୍ଲଡ଼ ପ୍ରେସର କୁ କମ କରାଏ। ଏହା ଆପଣଙ୍କ ପାଇଁ ବହୁତ ଉପଯୋଗୀ ଅଟେ।

ଦ୍ୱିତୀୟ ଯାହା ଉପାୟ ଆମେ ଆପଣଙ୍କ କହିବାକୁ ଯାଉଛୁ ତାହା ହେଉଛି କି ଆପଣ ପାଞ୍ଚଟି ତୁଳସୀ ପତ୍ର ତଥା ଦୁଇଟି ନିମ୍ବ ପତ୍ର କୁ ପେଷି ଦିଅନ୍ତୁ। ତା ପରେ ଆପଣ ତାକୁ ଏକ ଗ୍ଲାସ ରେ ସକାଳୁ ଖାଲି ପେଟ ରେ ପିଅନ୍ତୁ। ଏହା ବି ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେଇ ପାରେ। ଏହା ବି ଆପଣଙ୍କର ହାଇ ବ୍ଲଡ଼ ପ୍ରେସର କୁ କମେଇ ପାରେ।

ତୃତୀୟ ବା ଶେଷ ଉପାୟ ଯାହା ମୁ ଆପଣଙ୍କୁ କହିବାକୁ ଯାଉଛି ତାହା ହେଉଛି ରସୁଣ ଉପରେ ଆଧାରିତ। ଆପଣ ରସୁଣ ର ଏକ ପାଖୁଡା ଆଣି ତାକୁ ଟ୍ୟାବ୍ଲେଟ ଭଳି ପାଣି ସହ ଖାଇବାର ଅଛି। ଆପଣ ରସୁଣ କୁ ପାଣି ସହ ଟ୍ୟାବ୍ଲେଟ ପରି ନେଇ ପାରିବେ। ଅଥବା ଆପଣ ବାସ ତାକୁ ଗିଲି ପାରିବେ। ଏହା ଆପଣଙ୍କ ଶରୀର ଭିତରକୁ ଯାଇ ଆପଣଙ୍କ ବ୍ଲଡ଼ ପ୍ରେସର କୁ କମ କରାଏ। ଏହା ଆମ ଶରୀର ପାଇଁ ଉପଯୋଗୀ ଥାଏ ଆଉ ଆପଣଙ୍କ ପାଇଁ ଏହା ବ୍ଲଡ଼ ପ୍ରେସର ରୋଧକ ଭଳି କାମ କରି ଥାଏ।

ଆପଣ ଏହି ଉପର ତିନୋଟି ଉପାୟ କରିଲେ ପ୍ରାୟ ୧୫ ଦିନ ଭିତରେ ବ୍ଲଡ଼ ପ୍ରେସର କୁ କମେଇ ପାରିବେ। ମାତ୍ର ଆଜିଠୁ ଆପଣଙ୍କ ପାଖରେ ଶପଥ ନେବାର ଅଛି କି ଆପଣ ସର୍ବଦା ଶାରୀରିକ ପରିଶ୍ରମ କରିବେ ତଥା ଆପଣ ସର୍ବଦା ଗରମ ପାଣି ପିଇବେ। ଏହାଦ୍ୱାରା ବି ଆପଣ ନିଜର ରକ୍ତ ଚାପ କୁ ନିୟନ୍ତ୍ରଣ ରେ ରଖି ପାରିବେ। ଏହାର ପ୍ରଭାବ ଆପଣଙ୍କୁ କରି ସାରିବା ପରେ ଦେଖିତେ ମିଳିବ।

Leave a Reply

Your email address will not be published. Required fields are marked *