March 22, 2025

Odia Express

Leading Odia News Portal of Odisha

ସିଂହ ରାଶି ଆପଣଙ୍କ ଯୋଡି କାହା ସହିତ ବହୁତ ଭଲ ରହିବ ?ଯଦି ଆପଣଙ୍କ ସିଂହ ରାଶି କିମ୍ବା ଆପଣଙ୍କ ପ୍ରିୟ ଲୋକଙ୍କ ସିଂହ ରାଶି ତେବେ ନିଶ୍ଚୟ ପଢନ୍ତୁ ..

ଆଜି ଆମେ ଜାଣିବା ସିଂହ ରାଶି ବିଶିଷ୍ଟ ଲୋକଙ୍କ ଯୋଡି ସବୁଠାରୁ ଭଲ କାହା ସହିତ ହେବ।ସେ ଆପଣଙ୍କ ବିବାହ ହେଉ,ଆପଣଙ୍କ ଜୀବନ ସାଥି ,ଆପଣଙ୍କ ଭଲ ପାଇବା ନହେଲେ ଆପଣଙ୍କ ସାଥି ହୁଅନ୍ତି।ଯେଉଁମାନେ ଅଛନ୍ତି ସବୁଠାରୁ ଭଲ କାହା ସହିତ ହୋଇ ପାରିବ ଏହା ସଂପୂର୍ଣ୍ଣ ଭାବରେ ଜ୍ୟୋତିଷ ଶାସ୍ତ୍ର ଉପରେ ନିର୍ଭର କରେ।ଆପଣଙ୍କୁ ନାମ ଓ ରାଶି ଅନୁସାରେ କହିବୁକି କେଉଁ ମାନେ ଆପଣଙ୍କ ଯତ୍ନ ନେବେ ସେ ବିଷୟରେ ଜାଣିବା।ଏମାନଙ୍କ ସ୍ୱାମୀ ସ୍ଵୟଂ ସୁର୍ଯ୍ୟ ଅଟନ୍ତି।ଏମାନେ ପ୍ରତିଟି କଥାରର ଅଧିକ ମୁଣ୍ଡ ଖେଳାନ୍ତି।ସମସ୍ତଙ୍କ ଉପରେ ବହୁତ ଶିଘ୍ର ବିଶ୍ୱାସ କରନ୍ତି।ଦୂରଦୃଷ୍ଟି ବହୁତ ରଖନ୍ତି

ଏମାନେ ବହୁତ ସୁନ୍ଦର ହୋଇଥାନ୍ତି ଓ ସୁନ୍ଦର ଜିନିଷ ପ୍ରତି ଏମାନଙ୍କର ମୋହ ଆସିଥାଏ।ବେଳେ ବେଳେ କାମୁକ ହୋଇଥାନ୍ତି ,ସେମିତିରେ ଜୀବନକୁ ଉପଭୋଗ କରିବା ଆପଣଙ୍କୁ ପସନ୍ଦ ହୋଇଥାଏ।ଭୋଜନ କମ କରିଥାନ୍ତି ଓ ଜୀବନକୁ ବହୁତ ଭଲ ଭାବରେ ବଞ୍ଚିଥାନ୍ତି।ଏମାନଙ୍କ ଭିତରେ ଆତ୍ମ ବିଶ୍ୱାସ,ଆଉ ସୁଖ,ସକାରାତ୍ମକ ଉର୍ଜା ଭରି ରହିଥାଏ।ଆପଣଙ୍କ ଚେହେରା ଆକର୍ଷଣ ସୃଷ୍ଟି କରିଥାଏ।ଆପଣଙ୍କୁ ଦେଖିଲେ ଲାଗିବ ଆପଣ ଯେମିତି ବହୁତ ବୁଦ୍ଧିମାନ ହୋଇଥାନ୍ତି।ଏମାନଙ୍କ ଦୁନିଆର କୌଣସି କାମ ଅସମ୍ଭବ ହୋଇନଥାଏ।ସମସ୍ତଙ୍କୁ ବିପରୀତ ପରିସ୍ଥିତିରେ ସଠିକ ରାସ୍ତା ଦେଖାନ୍ତି।

ଏମାନେ ନିଜ କଥା ଦେଲେ ଭାଙ୍ଗନ୍ତି ନାହିଁ,ଆପଣ ବହୁତ ଶିଘ୍ର ଲୋକଙ୍କ ଭାବନାରେ ବହିଯାନ୍ତି ଓ ଯାହାଫଳରେ ତାଙ୍କୁ ଧୋକା ମିଳେ।ଦେଖିବାକୁ ଗଲେ ଆପଣ ପ୍ରେମ ପାଇଁ ହିଁ ତିଆରି ହୋଇଛନ୍ତି,ଯାହାକୁ ଭଲ ପାନ୍ତି ନିଜ ଜୀବନ ସାରାତାଙ୍କୁ ରଖନ୍ତି।ଏମାନେ ବହୁତ ସଚ୍ଚୋଟ ଅଟନ୍ତି।ଏମାନେ ନିଜ ବ୍ୟକ୍ତିଗତ ଜୀଵନରେ ଅନ୍ୟ ତୃତୀୟ କାହାକୁ ଯିବାକୁ ସଯୋଗ ଦିଅନ୍ତି।ଯଦି ଭଲ ପାଇବା ଜୀବନରେ କୌଣସି ଅସୁବିଧା ହୋଇଥାଏ ତାହେଲେ ଏମାନେ ଗଭୀର ଚିନ୍ତାରେ ବୁଡି ରହିଥାନ୍ତି।ଆଉ ସାଙ୍ଗେ ସାଙ୍ଗେ କିଛି କରିବାକୁ ବାହାରନ୍ତି।ଆମେ ଆପଣଙ୍କୁ କହିବୁ ସେ କେଉଁମାନେ ଯିଏ ଏମାନଙ୍କ ଜୀବନକୁ ଆସି ତାଙ୍କୁ ପରିବର୍ତ୍ତନ କରନ୍ତି।

ଯେଉଁମାନଙ୍କ ନାଁ ଏ ଅକ୍ଷରରୁ ଆରମ୍ଭ ସେମାନେ ଆପଣଙ୍କୁ ଉଚିତ ରାସ୍ତା ଦେଖେଇବେ।ଦ୍ଵିତୀୟରେ ଭ,ୟ,ଲ,ଅ ୪ ଟି ଏମିତି ଅକ୍ଷର ଅଛି ଯାହା ଆପଣଙ୍କ ପାଇଁ ବହୁତ ଲକି ହୋଇଥାଏ।ଏମାନେ ଆପଣଙ୍କ ସହିତ ରହିଲେ ଆପଣଙ୍କ ଜୀବନ ପରିବର୍ତ୍ତନ ହୋଇଯିବ।ତଥାପି ଆପଣ ଆଖି ବନ୍ଦ କରି ଭୁଲରେ କାହା ଉପରେ ବିଶ୍ୱାସ କରିବେ ନାହିଁ।ଏମାନେ ଏତେ ସହଜରେ କାହା ଉପରେ ବିଶ୍ୱାସ କରୁଥିବାରୁ ବହୁତ ଅଧିକ ଧୋକା ଖାନ୍ତି।ତଥାପି ସେ ନିଜର ଏହି ଗୁଣଙ୍କୁ ପରିବର୍ତ୍ତନ କରିବୁତ।

ଏବେ ଆସନ୍ତୁ ଜାଣିବା ତାଙ୍କର ବୈବାହିକ ଜୀବନ ବିଷୟରେ।ଏମାନନଙ୍କ ବୈବାହିକ ଜୀବନରେ ସାଧାରଣତଃ ଖଟା ଓ ମିଠାର ପରିସ୍ଥିତି ସୃଷ୍ଟି କରିଥାଏ।ମାନେ ବେଳେ ବେଳେ ବହୁତ ଭଲ ଓ ମଝିରେ ମଝିରେ ବହୁତ ଖରାପ ହୋଇଯାଏ କିନ୍ତୁ ବାହା ଘର ଭାଙ୍ଗିବେନି।କାହିଁକିନା ୟାଙ୍କୁ ସମ୍ପର୍କ ଭାଙ୍ଗିବା ଜଣାନଥାଏ ଓ ନିଜ ଜୀବନ ସାଥିକୁ ହସି ଭୁଲ ମାଗି ନିଅନ୍ତି ଆଉ ସବୁ ଠିକ କରିଥାନ୍ତି।

ଆପଣଙ୍କ ପାଇଁ ଲକୀ ରାଶି ଯାହା ସହିତ ଆପଣଙ୍କ ବିବାହ କରିବାକୁ ଚାହୁଁଛ ନ୍ତି ତାହେଲେ ସେ ଝିଅର ରାଶି ହେଉଛି ବିଛା, କୁମ୍ଭ ରାଶି ଓ ବୃଷଭ ରାଶି।ଏମାନଙ୍କ ମନ କଥା ପଚାରି ବୁଝନ୍ତୁ ଆଉ ତାଙ୍କୁ ଖୁସି ଦେବାକୁ ଚେଷ୍ଟା କରୁଛନ୍ତି।ଯଦି ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା କିମ୍ବା ପାଟି ତୁଣ୍ଡ ହେଲେ ଆପଣ ଭଗବାନ ଶିଵଙ୍କ ନାମ ନେବେ ଓ ଯେମିତି ନିୟମିତ ଭାବରେ ଜଳ ଅର୍ପଣ କରିବେ।

Leave a Reply

Your email address will not be published. Required fields are marked *