March 21, 2025

Odia Express

Leading Odia News Portal of Odisha

ଆଜିର ଚତୁର ପ୍ରଶ୍ନ – ଏପରି କେଉଁ ଜିନିଷ ଅଛି ସ୍ୱାମୀ ସ୍ତ୍ରୀ କୁ ଜୀବନସାରା ପାଇଁ ଦେଇଥାଏ କିନ୍ତୁ ସ୍ତ୍ରୀ ସ୍ୱାମୀ କି ଦେଇ ପାରେନାହିଁ? ଉତ୍ତର ଜଣା ଥିଲେ କୁହନ୍ତୁ ..

ନମସ୍କାର ବନ୍ଧୁଗଣ | ଆଜି ପୁଣି କିଛି ଜଣ ଅଜଣା କଥା କୁ ନେଇକି ଆପାଣାଙ୍କ ପାଖକୁ ଅଶିଚୁ |ତେବେ ଏହି ପ୍ରଶ୍ନ ଉତର ପଢ଼ିବାର ମନ ଆପଣଙ୍କ ଅଛି ଅର୍ଥାତ ଆପଣ ଜଣେ ଜ୍ଞାନ ଆହରଣ କରିବାର ଇଚ୍ଛା ରଖିବା ଲୋକ |ଆପଣ ମାତ୍ର ଅଳ୍ପ କିଛି ଜ୍ଞାନୀ ଲୋକଙ୍କ ଭିତରୁ ଜଣେ |ତେବେ ଚାଲନ୍ତୁ ଆଜିର ପ୍ରଶ୍ନ ଓ ଉତ୍ତର ଆରମ୍ଭ କରିବା

ପ୍ରଶ୍ନ ୧: ତାହା କଣ ଯାହାର ନା ତ ଆଖି ଅଛି ଆଉ ନା ହି କାନ ଅଛି ମାତ୍ର ତାହା ଚାଲିପାରେ ଆଉ କହିପାରେ?

ଉତ୍ତର :ପଇସା

ପ୍ରଶ୍ନ ୨: କେଉଁ ଡ୍ରେସ ଆପଣ ପିନ୍ଧିପାରିବେ ନାହିଁ?

ଉତ୍ତର : ଆଡ୍ରେସ

ପ୍ରଶ୍ନ ୩: ଏପରି ଏକ ଜିନିଷ ଯାହାକୁ ସବୁ ପିଲା ଖାଆନ୍ତି ମାତ୍ର ପସନ୍ଦ କରନ୍ତି ନାହିଁ?

ଉତ୍ତର : ମାଡ଼

ପ୍ରଶ୍ନ ୪: ଏପରି ଜିନିଷ ଯାହା ଫାଟେ ମାତ୍ର ଆବାଜ ହୁଏ ନାହିଁ?

ଉତ୍ତର : କ୍ଷୀର

ପ୍ରଶ୍ନ ୫:ବର୍ଷ ସାରା ମୋତେ ବ୍ୟବହାର କର ଆଉ ବର୍ଷ ଶେଷ ରେ ଫିଙ୍ଗି ଦିଅ?

ଉତ୍ତର : କ୍ୟାଲେଣ୍ଡର

ପ୍ରଶ୍ନ ୬: ଏପରି ଏକ ଜୀଵ ଯାହାର ଆଖି କି କାନ ନାହିଁ?

ଉତ୍ତର :କଇଁଛ

ପ୍ରଶ୍ନ ୭: କେଉଁ ଏକ ଜିନିଷ ଯାହା ଭିତରୁ ଜଣେ ଉଦିଗଲେ ଆଉ ଜଣେ ବି ଉଡ଼ିଯାଏ?

ଉତ୍ତର : ଭରସା ଅଥବା ପ୍ରେମ

ପ୍ରଶ୍ନ ୮: କେଉଁ ଜିନିଷ ଯାହା ଗରମ ହେଉ ବା ଥଣ୍ଡା ସର୍ବଦା ଥଣ୍ଡା ହି ରହିଥାଏ?

ଉତ୍ତର : ବରଫ

ପ୍ରଶ୍ନ ୯: ତାହା କଣ ଯାହା କି କିଛି ବି କହିବା ଦ୍ୱାରା ଭାଙ୍ଗିଯାଏ?

ଉତ୍ତର : ଶାନ୍ତି

ପ୍ରଶ୍ନ ୧୦: ଅମିତାଭ ବଚନ ଭାରତ ର କେଉଁ ସହର ରେ ରୁହନ୍ତି?

ଉତ୍ତର : ମୁମ୍ବାଇ

ପ୍ରଶ୍ନ ୧୧: ଦୁନିଆ ର ସବୁଠୁ ଲମ୍ବା ପୋକ?

ଉତ୍ତର : ଷ୍ଟିକ ଇଂସେକ୍ଟ

ପ୍ରଶ୍ନ ୧୨: ଭାରତୀୟ ନୋଟ ରେ ତାର ଦାମ କେତେ ଭାଷା ରେ ଲେଖା ଯାଇଥାଏ?

ଉତ୍ତର : ୧୫ ଭାଷା ରେ

ପ୍ରଶ୍ନ ୧୩: ଧଳା ହାତୀ କେଉଁ ଦେଶ ରେ ମିଳନ୍ତି?

ଉତ୍ତର : ଥାଇଲାଣ୍ଡ ରେ

ପ୍ରଶ୍ନ ୧୪: ମନୁଷ୍ୟ ଆଖିର ମେଗା ପିକ୍ସେଲ କେତେ?

ଉତ୍ତର : ୫୭୬

ପ୍ରଶ୍ନ ୧୫: ମରିବା ପରେ କେତେ ପ୍ରକାର ବଦଳ ହୁଏ?

ଉତ୍ତର : ୭ପ୍ରକାର

ପ୍ରଶ୍ନ ୧୬: କେଉଁଠାର ଲୋକ ଦିନକୁ ପ୍ରାୟ ୧୫ କୋଟି ଚା କପ ପିଇ ନିଅନ୍ତି?

ଉତ୍ତର : ଇଂଲଣ୍ଡ ର ଲୋକ

ପ୍ରଶ୍ନ ୧୭: ଚିତା କେତେ ବେଗ ଯାଏ ଦୌଡିପାରେ?

ଉତ୍ତର : ୧୫୦ କିମି ପ୍ରତି ଘଣ୍ଟା

ପ୍ରଶ୍ନ ୧୮: ଭାରତରେ କେବେ ସର୍ବପ୍ରଥମେ ବୈଦ୍ୟୁତିକ ଟ୍ରେନ ଚଲା ଯାଇଥିଲା?

ଉତ୍ତର : ୩ ଫେବୃଆରୀ ୧୯୨୫ କୁ

ପ୍ରଶ୍ନ ୧୯: କେଉଁ ଦେଶରେ ପ୍ଲାଷ୍ଟିକ ବ୍ୟବହାର ଉପରେ ସଜା ଦିଆଯାଏ?

ଉତ୍ତର : ଇଂଜ୍ରଏଲ ର ଲୋକ

ପ୍ରଶ୍ନ ୨୦: ପାନ କାର୍ଡ ରେ ଝିଅ ଙ୍କ ସହ କେଉଁ ଲୋକର ନାମ ଥାଏ?

ଉତ୍ତର : ତାଙ୍କ ପିତାଙ୍କ ନାମ

ପ୍ରଶ୍ନ ୨୧: ଇଂରେଜ ଭାରତକୁ ପ୍ରଥମେ କେଉଁ ତାରିଖ ରେ ଆସିଲେ?

ଉତ୍ତର : ୧୫ ଫେବୃଆରୀ ୧୪୯୮

ପ୍ରଶ୍ନ ୨୨: ଭାରତରେ କେତେ ପ୍ରତିଶତ ଲୋକ ବିନା ଟିକେଟ ରେ ଟ୍ରେନ ରେ ଯାତ୍ରା କରନ୍ତି?

ଉତ୍ତର : ୪୦% ଲୋକ

ପ୍ରଶ୍ନ ୨୩: ଫାଶୀ ପରେ କଏଦୀ ର ଶରୀର ସହ କଣ କରାଯାଏ?

ଉତ୍ତର : ପୋଷ୍ଟ ମର୍ତ୍ତମ କରାଯାଏ

ପ୍ରଶ୍ନ ୨୪: ଫେସବୁକ ର ମାଲିକ କିଏ?

ଉତ୍ତର : ମାର୍କ ଜୟୁକନ ବର୍ଗ

ପ୍ରଶ୍ନ ୨୫: କେଉଁ ଶବ କୁ ଚୁପ ଚାପ କଢ଼ାଯାଏ?

ଉତ୍ତର : କିନ୍ନର ର ଶବ କୁ

ପ୍ରଶ୍ନ ୨୬: କେଉଁ ଫଳ ଖାଇବା ପରେ ଆମକୁ ସବୁ ଜିନିଷ ଦୁଇ ଗୁଣ ଦେଖାଯାଏ?

ଉତ୍ତର : ମ୍ୟାଟ ଫରୁଟ

ପ୍ରଶ୍ନ ୨୭: ଟି ସିରିଜ ଦିନକୁ କେତେ ପଇସା ରୋଜଗାର କରେ?

ଉତ୍ତର : ୩୦ ରୁ ୫୦ ଲକ୍ଷ

ପ୍ରଶ୍ନ ୨୮: କଣ ମାଛ ମାନଙ୍କୁ ବି ଶୋଷ ଲାଗେ?

ଉତ୍ତର  : ନା

ପ୍ରଶ୍ନ – ୨୯ – ଏପରି କେଉଁ ଜିନିଷ ଅଛି ସ୍ୱାମୀ ସ୍ତ୍ରୀ କୁ ଜୀବନସାରା ପାଇଁ ଦେଇଥାଏ କିନ୍ତୁ ସ୍ତ୍ରୀ ସ୍ୱାମୀ କି ଦେଇ ପାରେନାହିଁ

ଉତ୍ତର – ଏହାର ସଠିକ ଉତ୍ତର ହେଲା ସରନେମ ବା ସାଙ୍ଗିଆ

Leave a Reply

Your email address will not be published. Required fields are marked *