ଖୁବ ପଇସା କମେଇବାର ଅଛି ତ ଆପଣ ଏଠାରେ ରଖନ୍ତୁ ଏକ ଲବଙ୍ଗ ଆଉ ଅଳେଇଚ…

ଆଜିର ଦୁନିଆ ରେ ପଇସା କମେଇବା ପାଇଁ ସମସ୍ତେ ଚାହାନ୍ତି। ସମସ୍ତେ ଏହା ପାଇଁ ପରିଶ୍ରମ ବି କରନ୍ତି। ସମସ୍ତେ ଜୀବନ ଲଗେଇକି ପରିଶ୍ରମ କରନ୍ତି ମାତ୍ର ସମସ୍ତ ଲୋକ ଏଥିରେ ସଫଳତା ପାଆନ୍ତି ନାହିଁ। କିଛି ହି ଲୋକ ଥାଆନ୍ତି ଯେଉଁମାନେ କି ସଫଳତା ପାଆନ୍ତି। ଆଉ ବାକି ଅଧିକାଂଶ ଲୋକ ସଫଳତା ପାଇଁ ନଥାନ୍ତି। ଅସଫଳ ହେଇ ଯାଆନ୍ତି। ତ ଆମେ ସର୍ବଦା ଭାବିଥାଉ କି କର୍ମ କରି ଚାଲିଲେ ହି ଆମକୁ ଫଳ ମିଳିଥାଏ ମାତ୍ର ଆମକୁ ଏହା ଜାଣିବା ଦରକାର କି ଭାଗ୍ୟ ବି ବହୁତ ଜରୁରୀ ହେଇଥାଏ। ଆମ ଭାଗ୍ୟରେ ଥିଲେ ହି ଆମକୁ ସଫଳତା ମିଳେ ନହେଲେ କର୍ମ ତ ଅନେକ ଲୋକ କରନ୍ତି। ତ ଆମେ ଜାଣିବା ଦରକାର କି ଯେଉଁ ଲୋକମାନେ ଆଜିର ଦୁନିଆ ରେ ଧନୀ ହେଉଛନ୍ତି ଆଉ ସେମାନଙ୍କ ପାଖରେ କୋଟି କୋଟି ଟଙ୍କା ଅଛି ସେମାନେ ବି ଅନେକ ପ୍ରକାରର ପୂଜା ପାଠ କରନ୍ତି।
ତେଣୁ ଭାଗ୍ୟ ସଭିଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହେଇଥାଏ। ଆଜି ଆମେ ଆପଣଙ୍କ ସେପରି ହି ଏକ ଉପାୟ କହିବାକୁ ଯାଉଛୁ ଯାହା କି ଆପଣଙ୍କ ଭାଗ୍ୟ କୁ ନଜାବୁତ କରି ପାରିବ।ଆପଣ ଦେଖିଥିବେ କି ଅନେକ ଧନୀ ଲୋକ ବିନା କାହାକୁ କହି କିଛି ଭିତର ଉପାୟ କରନ୍ତି ଯାହା କି କାହାକୁ ବି ଜଣା ନଥାଏ। ଏହି ଉପାୟ ର ଅର୍ଥ କି ସେମାନେ ବିନା କିଛି ପରିଶ୍ରମ ରେ ହି ଅନେକ ଲାଭର ଅଧିକାରୀ ହେଇଯିବେ। ତ ଆସନ୍ତୁ ଜାଣିବା ଏପରି ହି ଏକ ଉପାୟ
ଆପଣ ଶୁକ୍ରବାର ଦିନ ଯାହା କି ମାତା ଲକ୍ଷ୍ମୀ ଙ୍କର ବାର ମାନା ଯାଇଥାଏ, ଆପଣ ସେହି ଦିନ ସନ୍ଧ୍ୟା ସମୟରେ ଗାଧେଇ ସାରି ତଥା ଧୋଇ ଧାଇ ସାରି ମାତା ଲକ୍ଷ୍ମୀ ଙ୍କର ଫୋଟୋ ସାମନା ରେ ଏକ ଘିଅ ର ଦୀପ ଜଳେଇ ଦିଅନ୍ତୁ। ଶୁକ୍ରବାର ମାତା ଲକ୍ଷ୍ମୀ ଙ୍କର ବାର ହେଇଥାଏ ତେଣୁ ତାଙ୍କୁ ପ୍ରସନ୍ନ କରିବା ସବୁଠୁ ସହଜ ହେଇଥାଏ। ଆପଣ ସେହି ସମୟରେ ଏକ ଘିଅ ର ଦୀପ ଜଳେଇ ଦିଅନ୍ତୁ।
ତା ପରେ ଆପଣ ଏକ ଲବଙ୍ଗ ଆଉ ଅଳେଇଚ ଯାହା ବି ବିନା ଭଙ୍ଗା ରୁଜା ହେଇଥିବ, ତାକୁ ନିଜ ହାତ ଉପରେ ରଖିଦିଅନ୍ତୁ। ନିଜର ଡାହାଣ ହାତ ରେ ରଖିକି ଆପଣ ଏକ ମନ୍ତ୍ର ର ଜପ କରନ୍ତୁ।
ଏହି ମନ୍ତ୍ର ର ନାମ ହେଉଛି ଓଁ ମହାଲକ୍ଷମଇ ନମଃ। ଏହାକୁ ଆପଣ ପ୍ରାୟ ଦଶ ଥର ଜପ କରିସାରିବା ପରେ ସେହି ଲବଙ୍ଗ ଆଉ ଅଳେଇଚ କୁ ଆପଣ ଏକ ହଳଦିଆ କପଡା ଆଣିକି ସେଥିରେ ସିଲେଇ କରି ଦେଇକି ରଖି ଦିଅନ୍ତୁ ଆଉ ସେହି ସିଲେଇ ହେଇଥିବା କପଡା କୁ ଆପଣ ନିଜର ସିନ୍ଦୁକ ଅଥବା ଯେଉଁଠାରେ ମହତ୍ତ୍ୱପୂର୍ଣ କାଗଜ ଯେପରି କି ଜମି ଜମା କାଗଜ ଥାଏ ସେଠାରେ ରଖି ଦିଅନ୍ତୁ।
ଏହାକୁ ଆପଣ ପର୍ସ ରେ ରଖନ୍ତୁ ନାହିଁ କାରଣ ଚମଡା ରେ ରହିବା ଦ୍ୱାରା ତାହା ବହୁତ ନକାରାତ୍ମକ ଶକ୍ତି ଦେଇଥାଏ। ତେଣୁ ଏହାକୁ ଆପଣ ନିଜର ସିନ୍ଦୁକ ଅଥବା ଆଲମୀରା ରେ ରଖି ଦିଅନ୍ତୁ ଏହାଦ୍ୱାରା ଆପଣଙ୍କର ପଇସା ବଞ୍ଚିବାକୁ ଲାଗିବ।