ଏହି ୪ ଟି ନାମର ଝିଅଙ୍କୁ ବାହା ହେଲେ ଭାଗ୍ୟ ପରିବର୍ତ୍ତନ ହୋଇଯିବ..

ନମସ୍କାର,ଆଜି ଆମେ ଝିଅ ମାନଙ୍କ ବିଷୟରେ ଏକ ସୁନ୍ଦର ବିଷୟ ଵସ୍ତୁ ନେଇ ଆସିଛୁ।ଯାହାକୁ ଆପଣ ମାନେ ଜାଣିବା ନିଶ୍ଚିନ୍ତ ଆଵଶ୍ୟକ।କୁହାଯାଏ କି ଏହି ୪ ଟି ନାମ ଧାରୀ ଝିଅ ସବୁଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି।ପୁଅ ପିଲା ଏହି ବିଷୟ ବସ୍ତୁକୁ ନିଶ୍ଚିନ୍ତ ପଢ଼ନ୍ତୁ କାହିଁକିନା ହୋଇପାରେ କି ଏ ନାମ ଭିତରୁ ଆପଣଙ୍କ ଜୀବନ ସାଥିଙ୍କ ନାମ ବି ଥାଇ ପାରେ।ଏହି ଦୁନିଆରେ ପ୍ରତ୍ୟକ ବ୍ୟକ୍ତି କୌଣସି ନା କୌଣସି ରୂପରେ ଅଲଗା ହୋଇଥାନ୍ତି।ସମସ୍ତଙ୍କ ହାବ ଭାବ ଆଉ ବ୍ୟବହାର ବିଚାର ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି।ସେଠି ଆମ ଜ୍ୟୋତିଷ ଶାସ୍ତ୍ର ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ସମସ୍ତଙ୍କ ବିଷୟରେ କହିଥାନ୍ତି।
ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ବ୍ୟବହାର ସହିତ ତାର ଜୀବନରେ ସବୁ ପ୍ରକାରର ବିଶେଷ ପ୍ରଭାବ ପକେଇଥାଏ।ଯଦି ଆମେ ଆମ ନାମ ଅନୁସାରେ ନିଜେ ନିଜର ଜୀବନ ସାଥିକୁ ବଛିଥାଉ ତାହେଲେ ଆମ ଭିତରେ ପ୍ରସ୍ପରଙ୍କର ଅଭ୍ୟାସ ସବୁ ମେଳ ଖାଇଥାଏ।ଆଉ ଆମେ ତାଙ୍କୁ ବହୁତ ଭଲ ବୋଲି ଆମେ ଜାଣିଥାଉ।ଯଦି ଦୁଇଜଣଙ୍କ ଅଭ୍ୟାସ ବହୁତ ଭଲ ଭାବରେ ମିଶିଥାଏ ତାହେଲେ ଜୀବନ ବହୁତ ଖୁସିରେ ବ୍ୟତୀତ ହୋଇଥାଏ।ଆଜ୍ଞା ହଁ ଶାସ୍ତ୍ରରେ ଏହି ନାମର ଲୋକଙ୍କୁ ବହୁତ ଭାଗ୍ୟଶାଳୀ ବୋଲି ଆମେ ଜାଣିଥାଉ।ଏମାନଙ୍କ ଜୀବନ ବହୁତ ଭଲ ଖୁସିରେ ବ୍ୟତୀତ ହୋଇଥାଏ ତା ସହିତ ଏମାନଙ୍କୁ ବାହା ହୋଉଥିବା ଲୋକ ସେମାନେ ବହୁତ ଭଲ ଓ ଖୁସିରେ ରହିଥାନ୍ତି।
ଆଜି ଆମେ ଏଠି ଆପଣଙ୍କୁ ୪ ଟି ନାମର ଝିଅଙ୍କ ବିଷୟରେ କହିବୁ ଯାହାଙ୍କୁ ବାହାହେବା ଦ୍ୱାରା ଆପଣଙ୍କ ଭାଗ୍ୟ ଉଦୟ ହେବା ସୁନିଶ୍ଚିତ ହୋଇଥାଏ।ଆସନ୍ତୁ ଜାଣିବା ସେ ଝିଅ ମାନଙ୍କ ବିଷୟରେ।
୧.D ନାମକ ଝିଅ:-ଆମେ ଆପଣଙ୍କୁ କହି ଦେବୁ କି ଯେଉଁ ଝିଅମାନଙ୍କ ନାମ ଏହି D ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଭାଗ୍ୟରେ ବହୁତ ତେଜ ବାନ ହୋଇଥାନ୍ତି।ଏମାନେ। ଯେଉଁ ଘରକୁ ଯାଆନ୍ତି ସେଘର ହସ ଓ ଖୁସିରେ ପରିପୁର୍ଣ୍ଣ ହୋଇଯାଏ।ଆଉ ସେଠାରେ ଧନର ଅପାର ବର୍ଷା ହେବାର ଲାଗେ।ଯଦି ଆମେ ସିଧାସଳଖ ଭାଷାରେ କହିବା ତାହେଲେ ଏମାନେ ନିଜ ଶଶୁର ଘରକୁ ସୁଖ ଓ ସଂବୃଦ୍ଧି ଆଣିଥାନ୍ତି।ଆଉ ଯେଉଁ ଘରେ ଏଝିଅ ମାନଙ୍କ ର ବାହାଘର ହୋଇଥାଏ।ସେ ଘର ଲୋକମାନଙ୍କ ଭାଗ୍ୟରେ ଅପାର ପରିବର୍ତ୍ତନ ଆସିଥାଏ।ଆଉ ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଭରପୁର କୃପା ଥାଏ।
୨.J ନାମକ ଝିଅ:-ଆମେ ଆପଣଙ୍କୁ ଖୀ ରଖୁଛୁ ଯାହାର ନାମ ଏହି J ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବି ଭାଗ୍ୟର ବହୁତ ପ୍ରଖର ହୋଇଥାନ୍ତି।ଏହା ବ୍ୟତୀତ ଏ ଝିଅମାନେ ବହୁତ ହସମୁଖୀ ହୋଇଥାନ୍ତି।ଏମାନେ ନିଜ ଆଖ ପାଖରେ ହସ ଖୁସି ବାଣ୍ଟିବାକୁ ବହୁତ ଭଲ ପାଆନ୍ତି।ଏମାନେ ସମସ୍ତଙ୍କୁ ଖୁସି କରୁ ଥିବାରୁ ଏମାନଙ୍କ ଭାଗ୍ୟ ଏମାନଙ୍କ ସହିତ ସବୁବେଳେ ରହିଥାଏ।ଏମାନେ ଯେଉଁଠି କୁ ଯାଆନ୍ତି ସେଠାରେ ଖୁସିର ବତାଵରଣ ରହିଥାଏ।
୩.P ନାମକ ଝିଅ:-ଯେଉଁ ଝିଅର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି।ଏହା ସହିତ ଏମାନଙ୍କ ହୃଦୟ ବହୁତ କୋମଳ ଆଉ ସଫା ହୋଇଥାଏ।ଯାହା ସହିତ ଏମାନଙ୍କ ବାହାଘର ହୋଇଥାଏ ସେମାନେ ବହୁତ ଭାଗ୍ୟ ସାଳି ହୋଇଥାନ୍ତି।ଇଏ ନିଜ ଜୀବନ ସାଥୀଙ୍କ ପ୍ରତି ବହୁତ ସଚ୍ଚୋଟ ଥାନ୍ତି।ସେ ନିଜ ଜୀବନର ଟିକିନିକି କଥା ନିଜ ଜୀବନ ସାଥି ସହିତ ବାଣ୍ଟି ଥାନ୍ତି।
୪.L ନାମକ ଝିଅ:-ଏହି ନାମର ଝିଅ ମଧ୍ୟ ଭାଗ୍ୟର ବହୁତ ଧନୀ ହୋଇଥାନ୍ତିତ।ଏମାନଙ୍କ ସଂକଳ୍ପ ବହୁତ ଦୃଢ଼ ହୋଇଥାଏ,ଇଏ ନିଜ ଜୀବନ ସାଥି ସହିତ ନିଜ ପରିବାରର ବହୁତ ଭଲ ରେ ଧ୍ୟାନ ରଖନ୍ତି।ଏମାନେ ଥରେ ଯେଉଁ ସଂକଳ୍ପ କରନ୍ତି ସେ ତାକୁ ନିଶ୍ଚିନ୍ତ ଭବାରେ ପୁର୍ଣ୍ଣ କରନ୍ତି।ଏମାନେ ନିଜ ଜୀବନ ସାଥୀର ଖୁସି ପାଇଁ ବହୁତ ଚେଷ୍ଟା କରନ୍ତି।ଆଉ ସବୁ ଭଲ ମନ୍ଦ ଜିନିଷର ବହୁତ ଧ୍ୟାନ ରଖନ୍ତି।ସେଥିପାଇଁ କୁହାଯାଏ ଏହି ଝିଅ ମାନଙ୍କୁ ଭାଗ୍ୟରେ ଥିଲେ ହିଁ ଆପଣ ବାହା ହୋଇବିପରିବେ।