March 17, 2025

Odia Express

Leading Odia News Portal of Odisha

ଯେବେ ସୈଫ୍ ଅଲ୍ଲୀ ଖାଙ୍କ ପ୍ରଥମ ବାହାଘରରେ ପହଞ୍ଚିଲେ କରୀନା କପୁର୍ , କିଛି ଏହିପରି ଭାବେ ଦେଇଥିଲେ ବିବାହର ଶୁଭେଚ୍ଛା…

ଯଦି କଥା ହେବା ବଲିଉଡ୍ ଫିଲ୍ମ ଜଗତ ବିଷୟରେ ତେବେ କିଛି ଜଣାଶୁଣା କପଲ୍ସଙ୍କ ମଧ୍ୟରୁ ସୈଫ୍ ଅଲ୍ଲୀ ଖାନ୍ ଓ କରିନା କାପୁର୍ ଙ୍କ ନାଁ ବହୁତ୍ ଅଧିକା ଶୁଣିବାକୁ ମିଳିଥାଏ , ଏହି ଯୋଡି ଫ୍ୟାନ୍ସଙ୍କୁ ଅଧିକା ପସନ୍ଦ ଆସିଥାଏ , ଯଦି ଆମେ ତାଙ୍କ ବିବାହ କଥା କହିବା ତେବେ ଏହା ଅଲଗା ଅଟେ, ସୈଫ୍ କରିନାଙ୍କ ବୟସରୁ ବହୁତ ବଡ ଅଟନ୍ତି । ଓ ତାହା ସହ କରିନାଙ୍କୁ ସେ ଦ୍ୱିତୀୟ ବିବାହ କରିଛନ୍ତି ।ସୈଫ୍ ଯାହାଙ୍କୁ ପ୍ରଥମ ବିବାହ କରିଥିଲେ ତାଙ୍କ ନାଁ ଥିଲା ଅମୃତା ସିଂ, ସୈଫ୍ ଙ୍କ ପୁର୍ବରୁ ସେ ଜଣାଶୁଣା ଅଭିନେତ୍ରୀ ଥିଲେ , ଧୀରେ ଧୀରେ ପ୍ରେମ ବଢିବାକୁ ଲାଗିଲା , ଓ ଦୁହେଁ ୧ ବର୍ଷ ପରସ୍ପର ଡେଟ୍ କରିବାକୁ ଲାଗିଲେ , ଯାହାପରେ ୧୯୯୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଆଶ୍ଚର୍ଯ୍ୟର କଥା  ଏହାକି ସୈଫ୍ ଓ ଅମୃତାଙ୍କ ବିବାହ ସମାରୋହରେ କରିନା ବି ଆସିଥିଲେ

ଏହାପରେ ସାରା ଅଲ୍ଲୀ ଖାନ୍ ଓ ଇବ୍ରାହିମ୍ ନାମକ ସୈଫଙ୍କ ଦୁଇଟି ଛୁଆ ଅଛନ୍ତି । ଯଦି କଥା ହେବା ଏହି ବିବାହରେ ସାମିଲ୍ ହୋଇଥିବା କରିନାଙ୍କର ତେବେ ସେ ବୟସରେ ବହୁତ୍ ଛୋଟ ଥିଲେ , ଓ ସେ ତାଙ୍କ ବିବାହରେ ବଧାଇ ବି ଦେଇଥିଲେ,  ଏହି କଥା ବହୁତ କମ୍ ବୟସର ଅଟେ,  ଯେଉଁ ସମୟରେ କରିନା ବଲିଉଡ୍ ରେ ଡେବ୍ୟୁ ବି କରିନଥିଲେ ।

ଯେପରି ଆମେ ଆପଣଙ୍କୁ କହିଲୁ ସୈଫ୍ ଓ ଅମୃତାଙ୍କ ବିବାହ ସମାରୋହରେ କରିନା ପହଞ୍ଚିଥିଲେ,  କରିନା ଏହି ସମାରୋହ ନିଜ ଭଉଣୀ କରିସ୍ମାଙ୍କ ସହ ଯୋଗ ଦେଇଥିଲେ , କରିନା ଓ କରିସ୍ମା ଦୁହେଁଙ୍କ ବୟସ ବହୁତ କମ୍ ଥିଲା, ଓ ଏହି ସମୟରେ କରିନା ଦୁହେଁ ଦମ୍ପତିଙ୍କୁ ମୁବାରକ୍ ଅଙ୍କଲ୍ କହି ଶୁଭେଚ୍ଛା ଦେଇଥିଲେ । ଯଦି କଥା ହେବା ଅମୃତାଙ୍କର ତେବେ ସେ ସାରା ଓ ଇବ୍ରାହିମଙ୍କ ପାଇଁ ପୁରା କ୍ୟାରିୟର ଶେଷ କରିଦେଲେ , ଏମିତିରେ ସେ ତାଙ୍କ ଲାଳନପାଳନ କରିବାରେ ଓ ତାଙ୍କୁ ଦୁଇ ସମୟ ଖାଇବା ପିଇବା ଦେବାରେ ସମୟ ଅତିବାହିତ କରିଦେଲେ , କିନ୍ତୁ କିଛି ସମୟ ଅତିବାହିତହ୍ ହେବାପରେ ଏହି ସଂମ୍ପର୍କରେ ଫାଟ ଆସିବା ଆରମ୍ଭ ହୋଇସାରିଥିଲା,  ଓ ଦୁହେଁ କିଛି ବର୍ଷ ପରେ ଅଲଗା ହୋଇଗଲେ,  ଏହାପରେ ପ୍ରଥମ ସ୍ତ୍ରୀ ଅମୃତାଙ୍କ ସହ ୨୦୦୪ ରେ ସୈଫ୍ ଅଲ୍ଲୀ ଖାନ୍ ଛାଡପତ୍ର ନେଇଗଲେ ।

କିନ୍ତୁ ଏହାପରେ ସୈଫ୍ ଙ୍କ ଜୀବନରେ ଏକ ଭିନ୍ନ ମୋଡ ନେଲା , ହଁ ଆଜ୍ଞା ସୈଫ୍ ଓ କରିନାଙ୍କ ଆଫେୟାର୍ ଆସିଥିଲା ସାମ୍ନାକୁ ଦୁହେଁ ବିବାହ ବି କରିନେଲେ , କରିନାଙ୍କ କଥା କହିଲେ ସୈଫ୍ ଅଲ୍ଲୀ ଖାନ୍ ଙ୍କ ଠାରୁ ସେ ବୟସରେ ଛୋଟ ଥିଲେ , ତାଙ୍କ ବୟସ ମଧ୍ୟରେ ୧୧ ବର୍ଷର ଅନ୍ତର ଥିଲା,  ଦୁହେଁ ପ୍ରାୟ ୪-୫ ବର୍ଷ ଡେଟ୍ କଲେ , ତାପରେ ୨୦୧୨ ରେ  ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ , ସୈଫ୍ ଅଲ୍ଲୀ ଖାନ୍ ଙ୍କ ଯେଉଁ ବିବାହ ଅମୃତାଙ୍କ ସହ ହୋଇଥିଲା,  ସେ ନିଜ ଘର ଲୋକଙ୍କ ବିପକ୍ଷରେ ଯାଇକରି ବିବାହ କରିଥିଲେ,  କିନ୍ତୁ କରିନାଙ୍କ ସହ ସେ ଏହି ବିବାହ ସମସ୍ତଙ୍କ ମଞ୍ଜୁରୀ ଆଣି କରିଥିଲେ , କହିଦେବୁ କି କରିନା ସୈଫଙ୍କ ଏକ ପୁଅ ଅଛି ଯାହାଙ୍କ ନାଁ ତୈମୁର୍ ଅଟେ,  ଏବେ କିଛିଦିନ ହେବ ଖବର ଆସିଛି କି କରିନା ଆଉଥରେ ମା ହେବାକୁ ଯାଊଛନ୍ତି , ଏହାର ବିଷୟରେ ସେ ନିଜେ ସୋସିଆଲ୍ ମିଡିଆରେ ଅପଡେଟ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *