ଏହି ତେଲ ସମସ୍ତ ଔଷଧ ଉପରେ ଅଟେ- ଗୋଡ଼ ଦରଜ, ଓଜନ ବୃଦ୍ଧି ତଥା ଅନ୍ୟ ଅନେକ ବେମାରି ପାଇଁ ଏହା ରାମବାଣ ଅଟେ..

ଆଜି ଆମେ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି କହିବାକୁ ଯାଉଛୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ରାମବାଣ ସାବ୍ୟସ୍ତ ହେବାକୁ ଯାଉଛି। ଆଜି ଆମେ ଆପଣଙ୍କ ପାଖରେ ଗୋଟେ ଏପରି ତେଲ ବାବଦରେ କହିବାକୁ ଯାଉଛୁ ଯାହା କି ସମସ୍ତ ଔଷଧ ଠାରୁ ଉପରେ। ଆଜି ଆମେ ଆପଣଙ୍କ ମାଛ ତେଲ ବାବଦରେ କହିବାକୁ ଯାଉଛୁ ଯାହା କି ଆମ ପାଇଁ ବହୁତ ଉପଯୋଗୀ ଅଟେ। ଯେଉଁ ଲୋକ ମାନେ ଆମିଷ ଜିନିଷ କିଛି ସେବନ କରନ୍ତି ନାହିଁ ସେମାନଙ୍କ ପାଇଁ ମାଛ ର ତେଲ ଏକ ରାମ ବାଣ ସାବ୍ୟସ୍ତ ହେଇଥାଏ। ତ ଆଜି ଆମେ ଆପଣଙ୍କ ପାଖରେ ମାଛ ତେଲ ର ଉପକାରୀତା କହିବାକୁ ଯାଉଛୁ କି ଆମକୁ ଏହା ସେବନ କରିବା ଦ୍ୱାରା କି କି ପ୍ରଭାବ ମିଳି ଥାଏ।
୧: ଡିପ୍ରେସନ କୁ ଦୂର କରନ୍ତୁ: ଏଥିରେ ମିଳୁଥିବା ଅ ଓମେଗା ଥ୍ରୀ ତଥା ପୃଷ୍ଟିସାର ଆମର ମସ୍ତିଷ୍କ ରେ ଡିପ୍ରେସନ ତଥା ମାନସିକ ଚିନ୍ତା କୁ ଦୂର କରି ଥାଏ। ଏହାଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ।
୨: ଏଥିରେ ଥିବା ଓମେଗା ଅଏଲ ଆମ ଶରୀରର ଅନେକ ରୋଗ ଭଲ କରିଥାଏ। ଏହା ଆମ ଶରୀର ର ବ୍ୟାଡ କୋଲେଷ୍ଟରଲ କୁ ଦୂର କରି ଗୂଡ଼ କୋଲେଷ୍ଟରଲ ର ମାତ୍ରା ବୃଦ୍ଧି କରିଥାଏ। ଯାହାଦ୍ୱାରା ଆମ ହୃଦ ରୋଗ ନା ବରାବର ଥାଏ।
୩: ଆପଣଙ୍କ ଶରୀର ରେ ଫୁଲିବା ରୋଗ ହୁଏତ ଥାଇରେଡ଼ ଅଥବା ଆର୍ଥ୍ରାଇଟିସ ପାଇଁ ହେଇଥାଏ। ମାତ୍ର ମାଛ ତେଲ ଏହାକୁ କମ କରିଥାଏ। ଦିନରେ ତିନି ଗ୍ରାମ ମାଛ ତେଲ ଖାଇଲେ ତାହା ଦେହର ଫୁଲା ଫୁଲି କୁ କମ କରିଥାଏ।
୪: ମାଛର ତେଲ ସେବନ କରିବା ଦ୍ୱାରା ତାହା ଶରୀର ରେ ଯେକୌଣସି ଦରଜ ଯେପରି କି ଆଣ୍ଠୁ ଗଣ୍ଠି ଦରଜ ତଥା କମର ଦରଜ ଆଦି କୁ ଭଲ କରିଥାଏ। ଆପଣଙ୍କୁ ବାସ ମାଛ ତେଲ ପୁରା ଶୁଦ୍ଧ ଖାଇବାର ଅଛି।
୫: ସୁନ୍ଦରତା: ତ୍ୱଚା ର ସୁନ୍ଦରତା ପାଇଁ ଆମକୁ ମାଛ ତେଲ ର ଆବଶ୍ୟକତା ବହୁତ ପଡିଥାଏ। ଏହା ଭିତରେ ଡିଏଚଏ ତଥା ଅନ୍ୟ ଫ୍ୟାଟି ଏସିଡ ଥାଏ ଯାହା କି ତ୍ୱଚା ର ସୁନ୍ଦରି କୁ ପ୍ରଭାବିତ କରେ ଆଉ ଆମକୁ ସୁନ୍ଦର କରିଥାଏ।
୬: ଗର୍ଭାବସ୍ଥା: ଗର୍ଭାବସ୍ଥା ରେ ଏହି ତେଲର ଡିଏଚଏ ଶିଶୁ ର ଅନେକ ଅଙ୍ଗ ର ବିକାଶ ଦିଗ ରେ ସହାୟକ ହେଇ ଥାଏ। ଏହାଦ୍ୱାରା ଶିଶୁ ର ଆଖି ତଥା ନାକ ର ବିକାଶ ସମ୍ଭବପର ହେଇଥାଏ।
୭: ଆପଣ ଯଦି ଏହି ତେଲର ସେବନ ପରେ ସବୁଦିନ ବ୍ୟାୟାମ କରନ୍ତି ତ ଆପଣଙ୍କର ଫ୍ୟାଟ ସବୁ ତରଳି ଯିବ ତଥା ଆପଣଙ୍କର ଓଜନ କମ ହେଇଯିବ। ଆପଣ ପତଳା ହେଇଯିବେ।
ଏହାକୁ ଅଧିକ ରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଯାହା ଦ୍ୱାରା ସେମାନେ ବି ଲାଭବାନ ହେବେ।