May 20, 2025

Odia Express

Leading Odia News Portal of Odisha

ସୁନ୍ଦରତାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଭାଉଜ ଦେଇଥାନ୍ତି ତାଙ୍କୁ ମାତ୍ , ବିଶ୍ୱାସ ନ ଆସିଲେ ନିଜେ ଦେଖିନିଅନ୍ତୁ ..

ସେମିତି ହିନ୍ଦୀ ସିନେମା ଜଗତରେ ଯେତେ ବି ଅଭିନେତ୍ରୀ ଅଛନ୍ତି ସମସ୍ତେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ଜଣାଯାଆନ୍ତି । ସେଥିରୁ କିଛି ମିସ୍ ଇଣ୍ତିଆ,ମିସ୍ ୟୁନିଭର୍ସ, ଓ ମିସ୍ ୱାର୍ଲଡ୍ ରହିସାରିଛନ୍ତି । ସେ ଅଭିନେତ୍ରୀରେ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବି ଅଛନ୍ତି । ଯାହାଙ୍କ ସୁନ୍ଦରତାର ଚର୍ଚ୍ଚା ଦେଶରେ ନୁହେଁ ବିଦେଶରେ ବି ଅଛି । ଐଶ୍ୱର୍ଯ୍ୟା ଯେଉଁଠି କୁ ବି ଯାଆନ୍ତି ସେଠାରେ ନିଜ ଅଭିନୟର ଯାଦୁ ଓ ସୁନ୍ଦରତାରେ ଲୋକଙ୍କୁ ଦିୱାନା ବନାଇଦିଅନ୍ତି। ସେମିତି ଐଶ୍ୱର୍ଯ୍ୟା ଫିଲ୍ମରେ କମ୍ ନଜର ଆସୁଛନ୍ତି କିନ୍ତୁ ନିଜ ବ୍ୟୁଟି ୱିଥ୍ ବ୍ରେନ୍ ସକାଶେ ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି  ୧୯୯୪ ର୍ ସେ ମିସ୍ ୱାର୍ଲଡ୍ ବିଜେତା ହୋଇଥିଲେ  , ବଚ୍ଚନ ପରିବାର ବୋହୁ ଐଶ୍ୱର୍ଯ୍ୟାଙ୍କ ସୁନ୍ଦରତାରେ ଟକ୍କର ଦେବା ବାକି ଅଭିନେତ୍ରୀଙ୍କୁ ଭାରି ପଡିଥାଏ ।

କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଐଶ୍ୱର୍ଯ୍ୟାଙ୍କ ଘରେ ଆଉ ଜଣେ ସୁନ୍ଦରୀ ଅଛନ୍ତି ଯିଏ ସୁନ୍ଦରତାରେ ବହୁତ ଆଗୁଆ ଅଛନ୍ତି , ସେ ଆଉ କେହି ନୁହେଁ ବରଂ ଐଶ୍ୱର୍ଯ୍ୟା ରାୟଙ୍କ ଭାଉଜ ଶ୍ରୀମା ରାୟ ଅଟନ୍ତି । ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ । ଐଶ୍ୱର୍ଯ୍ୟା ଶଶୁରଘର ମାନେ ବଚ୍ଚନ ପରିବାରର ସବୁ ଗୋଟେ ସଦସ୍ୟ ବିଷୟରେ ସମସ୍ତେ ଜାଣିଛନ୍ତି , କିନ୍ତୁ ଐଶ୍ୱର୍ଯ୍ୟା ବାପଘର ଲୋକଙ୍କ ବିଷୟର୍ ବହୁତ କମ୍ ଲୋକ ଖବର ଆସିଥାଏ , ଐଶ୍ୱର୍ଯ୍ୟା ଭାଉଜଙ୍କ ବିଷୟରେ ଜଣାନଥିବ ,ଐଶ୍ୱର୍ଯ୍ୟାଙ୍କ ବଡ ଭାଇଙ୍କ ନାଁ ଆଦିତ୍ୟ ରାୟ ଅଟେ,

ସେ ମର୍ଚ୍ଚାଣ୍ଟ ନେଭିରେ ଇଞ୍ଜିନିୟର ପଦରେ କାମ କରିସାରିଛନ୍ତି , ତାଙ୍କର ସ୍ତ୍ରୀ ଓଐଶ୍ୱର୍ଯ୍ୟା ଙ୍କ ଭାଉଜ ଶ୍ରୀମା ରାୟ ବି ବୋଲଡ୍ ଓ ସୁନ୍ଦର ଅଟନ୍ତି । ସେମିତି ଶ୍ରୀମା ଫିଲ୍ମରେ କାମ କରୁନାହାନ୍ତି କିନ୍ତୁ ସେ ନିଜକୁ କେଉଁ ମଡେଲ୍ କିମ୍ବା ଅଭିନେତ୍ରୀଙ୍କ ପରି ନିଜକୁ ମେନେଣ୍ଟ୍ କରିଛନ୍ତି , ଏହାକୁ ପ୍ରମାଣିତ କରିଥାଏ ତାଙ୍କ ସୋସିଆଲ୍ ମିଡିଆ ଏକାଉଣ୍ଟ, ଯେଉଁଟି ସେ ବହୁତଥର ନିଜର ଫଟୋ ଗୁଡିକ ସେୟାର୍ କରନ୍ତି ।

ସେମିତି ମାଙ୍ଗାଲୋରରେ ରହୁଥିବା ଶ୍ରୀମା ଏବେ ନିଜ ସ୍ୱାମୀଙ୍କ ସହ ଆମେରିକାରେ ରହୁଛନ୍ତି , ଶ୍ରୀମା ଫ୍ୟାସନ୍ ବ୍ଲଗର ହେବା ସହ ହୋମ ମେକର୍ ବି ଅଟନ୍ତି , ୨୦୦୯ ରେ ଶ୍ରୀମା ମିସେସ୍ ଇଣ୍ତିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ,  ସେ ଏହି ପ୍ରତିଯୋଗିତାରେ ଫାଷ୍ଟ ରନର୍ସ ଅଫ୍ ରହିଥିଲେ , ଶ୍ରୀମା ନିଜ କ୍ୟାରିୟରର ଆରମ୍ଭରେ ମଡେଲିଙ୍ଗ୍ କରିସାରିଛନ୍ତି, ଶ୍ରୀମା ଓ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଗୋଟିଏ କଥା କମନ୍ ଅଟେ,  ତାହା ହେଲା ଦୁହେଁ ମଡେଲିଙ୍ଗ୍ ଦୂନିଆଁରୁ ଆସିଛନ୍ତି , ବୋଧେ ଏହି କାରଣରୁ ଦୁହେଁ ନଣନ୍ଦ ଓ ଭାଉଜ ବହୁତ ଭଲ ବଣ୍ତିଙ୍ଗ୍ ରଖନ୍ତି , ଓ ଦୁହେଁ ଦେଖିବାକୁ ବି ସୁନ୍ଦର ଲାଗନ୍ତି । କିଛି ବର୍ଷ ପୁର୍ବରୁ ଶ୍ରୀମା ରାୟ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଜଣେ ଫ୍ୟାନ୍ ପଚାରିଲେ କି ଆପଣଙ୍କ ଛୁଆଙ୍କୁ କଣ କହୁଛନ୍ତି ତାଙ୍କର ପିଇସି ଏତେ ଲୋକପ୍ରିୟ ଅଟନ୍ତି ,

ଏହା ଉପରେ ଶ୍ରୀମା କହନ୍ତି କି ଐଶ୍ୱର୍ଯ୍ୟା ରାୟଙ୍କୁ ଛୁଆ ଗୁଲୁ ପିଇସି କହି ଡାକନ୍ତି , ଆପଣଙ୍କୁ କହିଦେବୁ କି ଉଭୟ ନଣନ୍ଦ ଓ ଭାଉଜ୍ ଦୁହେଁଙ୍କ ମଡେଲିଙ୍ଗ୍ ଟିପ୍ସ ଜଣେ ଅନ୍ୟ ଜଣଙ୍କ ସହ ସେୟାର୍ କରନ୍ତି , ଏହାର ଅନ୍ଦାଜା ଶ୍ରୀମାଙ୍କ ଏକ ବୟାନରୁ ଲାଗିଥିଲା,  ଏକ ଇଣ୍ଟରଭ୍ୟୁରେ ଶ୍ରୀମା କହିଲେ କି ମୁଁ ଐଶ୍ୱର୍ଯ୍ୟା ଙ୍କୁ ସୁପରଷ୍ଟାର୍ ହିସାବରେ ଦେଖେନାହିଁ, ସବୁଠାରୁ ପ୍ରଥମେ ସେ ମୋର ନଣନ୍ଦ ଅଟନ୍ତି ଓ ପରେ ଜଣେ ଭଲ ବନ୍ଧୁ ଅଟନ୍ତି ।କହିଦେବୁ କି ଶ୍ରୀମା ମଡେଲିଙ୍ଗ୍ ଦୁନିଆଁରୁ ଦୁରେଇ କରି ନିଜ ଛୁଆ ଓ ପରିବାରକୁ ସଂମ୍ଭାଳୁଛନ୍ତି , ଶ୍ରୀମାଙ୍କ ଦୁଇଟି ପୁଅ ଅଛନ୍ତି ଯାହାଙ୍କ ନାଁ ବିହାନ ଓ ଶିବାଂଶ୍ ଅଟେ , ଆପଣଙ୍କୁ କହିଦେବୁକି ଶ୍ରୀମା ଓ ଆଦିତ୍ୟଙ୍କ ଲଭ୍ ମ୍ୟାରେଜ୍ ହୋଇଥିଲା,  ଏବେ ସେ ଆମେରିକାରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *