March 21, 2025

Odia Express

Leading Odia News Portal of Odisha

ଘରର ବାସ୍ତୁ ଅନୁସାରେ ଏହି ଦିଗରେ ଭୁଲ୍ ରେ ବି ରଖନ୍ତୁ ନାହିଁ ୱାସିଙ୍ଗ୍ ମେସିନ୍ , ନହେଲେ ହୋଇଯିବେ କଙ୍ଗାଳ..

ଆଜିର ବିଜ୍ଞାନ ଯୁଗରେ ସବୁ ଜିନିଷ ଆଗକୁ ବଢିସାରିଛି , ସେ ଚିକିତ୍ସା ମାମଲାରେ ହେଉ କିମ୍ବା ଆଧୁନିକ ସବୁ ଦିନ କିଛି ନା କିଛି ନୁଆ ବିକାଶ ହେଉଛି , ଆପଣଙ୍କୁ କହିଦେବୁ କି ଏହି ବିକାଶ କାରଣରୁ ଲୋକେ ବହୁତ ଉନ୍ନତି କରିଯାଉଛନ୍ତି , ଯାହାର କାରଣରୁ ଏବେ ସବୁଦିନ କିଛି ନା କିଛି ଆବିଷ୍କାର ହେଉଛି , ଯାହାର କାରଣରୁ ମଣିଷ ପୁର୍ବ ଅପେକ୍ଷା ଅଧିକା ସହଜ ହୋଇଯାଉଛି , ସେମିତି ଏହି କଥା ମାନିବାକୁ ପଡିବ କି ବୈଜ୍ଞାନିକଙ୍କ କାରଣରୁ ନାନାପ୍ରକାରର ଜିନିଷ ସହଜ ହୋଇସାରିଛି , ଆଜି ଆମେ ସେହି ଆବିଷ୍କାରରୁ ଗୋଟେ ଆବିଷ୍କାର ବିଷୟରେ କହିବୁ , ଯାହା ୱାସିଙ୍ଗ୍ ମେସିନ୍ ଅଟେ , ହଁ ଆଜ୍ଞା ଏହି କଥା ସମସ୍ତେ ଜାଣିଥିବେ କି ଏହାର ଆବିଷ୍କାର କପଡା ଧୋଇବା କାମ ପାଇଁ ହୋଇଥିଲା , ଯେଉଁଥିରେ ସହଜରେ କପଡା ଧୋଇହୋଇଯାଉଥିଲା । ଓ ସମୟ ବି ବଞ୍ଚିଯାଉଥିଲା । ସେମିତି ଏହି ୱାସିଙ୍ଗ୍ ମେସିନ୍ ସବୁଘରେ ଦେଖିବାକୁ ମିଳିଯାଏ , କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ୱାସିଙ୍ଗ୍ ମେସିନ୍ ଯେମିତି ଆଧୁନିକ ମେସିନ୍ ଉପରେ ବାସ୍ତୁଶାସ୍ତ୍ରର କିଛି ନିୟମ ଲାଗୁ ହୋଇଥାଏ

ଯଦି ତାହାର ସଠିନ ପାଳନ ନ କରାଯାଏ ତେବେ ଏହା ମଣିଷ ଜୀବନରେ ନାନାଦି ଅସୁବିଧା ଆଣିପାରେ,  ସେମିତି ମାନାଯାଏ କି ଯଦି ଆପଣଙ୍କ ଘରର ବାସ୍ତୁ ଅନୁସାରେ ହୋଇଛି ତେବେ ଘରେ ସୁଖ ଓ ଧନର ପ୍ରାପ୍ତି ହୋଇଥାଏ , ଆପଣଙ୍କ ଜୀବନରେ ସବୁ ଅସୁବିଧା ଦୂର୍ ହୋଇଯାଏ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆପଣଙ୍କ ଘରର ମୁଖ୍ୟ କବାଟ, ବେଡରୁମ୍, ପୁଜାଘର, କିଚେନ୍ , ଓ ଟୟଲେଟ୍ କେଉଁ ଦିଗରେ ହେବା ଦରକାର , ଆପଣଙ୍କ ଆଲମୀରା କେଉଁଠି ରହିବା ଦରକାର । ବାସ୍ତୁଶାସ୍ତ୍ରର ଉପଯୋଗରୁ ଘରେ ଶାନ୍ତି ରହିଥାଏ , ବାସ୍ତୁ ଶାସ୍ତ୍ରକୁ ଆଧୁନିକ ସମୟର ବିଜ୍ଞାନ ଆର୍କିଟେକ୍ଚର ର ପ୍ରାଚୀନ ସ୍ୱରୁପ ବୋଲି ମାନାଯାଇଛି , ଡିଜାଇନ୍ ଦିଶାତ୍ମକ ସରେକ୍ଷଣ ଆଧାରରେ କରିପାରିବେ , ଏହା ହିନ୍ଦୁ ବାସ୍ତୁକଳା ରେ ଲାଗୁ ହୋଇଥାଏ , ହିନ୍ଦୂ ମନ୍ଦିରରେ ବାହାନ ସହିତ , ବାସନ ଫର୍ଣ୍ଣିଚର, ମୁର୍ତିକଳା, ଚିତ୍ରଗୁଡିକ ଆଦି ।

ଆପଣଙ୍କୁ ବୋଧେ ଜଣାନଥିବ କି ବାସ୍ତୁ ଉତ୍ତର,ଦକ୍ଷିଣ, ପୁର୍ବ ପଶ୍ଚିମ ଏହି ଚାର ମୁଳଦିଗରେ ଅଛି , ବାସ୍ତୁ ବିଜ୍ଞାନରେ ଏହି ଚାରୋଟି ଦିଗ ଛଡା ୪ ଟି ବିଦିଶା ଅଛି , ଆକାଶ ଓ ପାତାଳ ବି ଏହି ଦିଗର ସ୍ୱରୁପ ସାମିଲ୍ ହୋଇଛି ,ବାସ୍ତୁ ଶାସ୍ତ୍ର ଦ୍ୱାରା ଆମର ଜୀବନରେ ଯୋଡି ହୋଇଥିବା ସବୁ ବସ୍ତୁର ଏକ ନିଶ୍ଚିତ ଦିଗ ନିର୍ଦ୍ଧାରିତ ହୋଇଥାଏ , ଯାହା ବହୁତ ହିଁ ଆବଶ୍ୟକ ହୋଇଥାଏ , ବାସ୍ତୁର ଅନୁସାରେ ଯଦି ନିର୍ଦ୍ଧାରିତ ବସ୍ତୁ ନିର୍ଦ୍ଧାରିତ ଦିଗରେ ରଖାଯାଏ , ତେବେ ସେ ଶୁଭ ସଙ୍କେତ ହୋଇଥାଏ , ଏଥିରେ ଆପଣଙ୍କ ପରିବାର ସୁଖ ସମୃଦ୍ଧି ବଢିଥାଏ ,

ଏହି ସଂନ୍ଧର୍ଭ ରେ ଆଜି ଆମେ ୱାସିଙ୍ଗ୍ ମେସିନ୍ ସହ ଯୋଡି ହୋଇଥିବା ବାସ୍ତୁ ଶାସ୍ତ୍ରର ନିୟମ ବିଷୟରେ କହିବାକୁ ଯାଉଛୁ , ଯାହା ସମସ୍ତଙ୍କୁ ଜାଣିବା ଦରକାର । ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ବାସ୍ତୁଶାସ୍ତ୍ରର ଅନୁସାରେ ୱାସିଙ୍ଗ୍ ମେସିନ୍ କେବେ ଭୁଲ୍ ରେ ଉତ୍ତର-ପୁର୍ବ ଦିଗରେ ନ ରଖିବେ , ଏହା ଆପଣଙ୍କ ପରିବାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ , ମାନାଯାଏ କି ଏହି ଦିଗରେ ୱାସିଙ୍ଗ୍ ମେସିନ୍ ରଖିଲେ ଅଶୁଭ ହୋଇଥାଏ,

ସେମିତି ଘରର ଦକ୍ଷିଣ-ପଶ୍ଚିମ ଦିଗରେ ୱାସିଙ୍ଗ୍ ମେସିନ୍ ରଖିବା ଅଶୁଭ ମାନାଯାଇଛି, କାରଣ ଏହି ଦିଗରେ ୱାସିଙ୍ଗ୍ ମେସିନ୍ ରଖିଲେ ଘରେ ନକରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ,  ସେଥିପାଇଁ ଭୁଲ୍ ରେ ସେହି ଦିଗରେ ରଖନ୍ତୁ ନାହିଁ , ଏବେ ଆପଣଙ୍କୁ ଲାଗୁଥିବ କି ୱାସିଙ୍ଗ୍ ମେସିନ୍ କେଉଁ ଦିଗରେ ରଖିଲେ ଶୁଭ ହେବ , କହିଦେବୁ କି ଘରର ଦକ୍ଷିଣପୁର୍ବ ଦିଗରେ ୱାସିଙ୍ଗ୍ ମେସିନ୍ ରଖିଲେ ଶୁଭ ହୋଇଥାଏ , ଏମିତି କରିଲେ ପରିବାରର ସ୍ୱାସ୍ଥ୍ୟ ବି ଭଲ ରହିଥାଏ , ଆପଣଙ୍କ ଜୀବନରେ ସବୁ ବାଧାବିଘ୍ନ ଦୁର ହୋଇଯାଏ

Leave a Reply

Your email address will not be published. Required fields are marked *