ପରୀକ୍ଷାରେ ଆସିଲା ଏପରି ପ୍ରଶ୍ନ – ଗରିବ- ଧନୀ ସବୁ ଏହି ଜିନିଷ ଖାଈବା ପାଇଁ ଲୋକ ଆଣିଥାନ୍ତି କିନ୍ତୁ ତାକୁ ଖାଆନ୍ତି ନାହିଁ – ସେହି ଜିନିଷ କଣ ? ଜବାବ ଶୁଣି ହେଇଗଲା ଚାକିରୀ..
ସଂଘ ଲୋକ ସେଭା ଆୟୋଗ(ୟୁପିଏସ୍ ସି) ସିଭିଲ୍ ସର୍ଭେସେସ୍ ପରୀକ୍ଷା ୨୦୨୦ ର ଆଡମିଟ୍ କାର୍ଡ ଜାରିକରିଦେଇଛନ୍ତି , ୟୁପିଏସ୍ ସି ର ଅଫିସିଆଲ୍ ୱେବସାଇଟ୍ ରେ ଆଶାର୍ଥୀ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିନିଅନ୍ତୁ , କୋରନା ମାହାମାରୀ ପ୍ରକୋପ ମଧ୍ୟରେ କ୍ୟାଣ୍ତିଡେଟ୍ସ ପରୀକ୍ଷା ଦେବାକୁ ପହଞ୍ଚିବେ , ୟୁପିଏସ୍ ସି ପରୀକ୍ଷା ହିଁ ନୁହେଁ ଇଣ୍ଟରଭ୍ୟୁର୍ ବହୁତ ଚର୍ଚ୍ଚା ହୋଇଥାଏ , ଏଠାରେ ପର୍ସନାଲିଟି ଟେଷ୍ଟରେ ଖତରନାକ ପ୍ରଶ୍ନଗୁଡିକ କରାଯାଏ , କିଛି ପ୍ରଶ୍ନ ସହଜ ହୋଇଥାଏ ,କିନ୍ତୁ ତାହାର ଉତ୍ତର ଦେଲାବେଳକୁ ମୁସକିଲ୍ ହୋଇଯାଏ , ଏହି ପ୍ରଶ୍ନଗୁଡିକ ପଜଲ୍ ପରି ହୋଇଥାଏ, ଯାହା ମୁଣ୍ତ ଘୁମାଇଦେଇଥାଏ , ଏମିତିରେ ଆଜି ଆମେ ଆପଣଙ୍କୁ ମୋକ୍ ଟେଷ୍ଟରେ ଓ ମୋକ୍ ଇଣ୍ଟରଭ୍ୟୁରେ କିଛି ପ୍ରଶ୍ନଗୁଡିକ ନେଇକରି ଆସିଛୁ ।
୧) Calculator କୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର : Calculatorରକୁ ହିନ୍ଦୀରେ ଗଣକ କିମ୍ବା ପରିକଳକ କୁହାଯାଇଥାଏ , କ୍ୟାଲକୁଲେଟରର ବ୍ୟବହାର ୧୭ତମ ଦଶନ୍ଧୀରୁ କ୍ୟାଲକୁଲେଟର ଶବ୍ଦର ସହ ହୋଇଛି , କେହି ଏହାର ହିନ୍ଦୀ ନାଁ ନିଏନାହିଁ ।
୨) ମଶା କେଉଁ ଲୋକଙ୍କର ରକ୍ତ ଅଧିକା ଶୋଷି ଥାଏ ? ଉତ୍ତର : ଏକ ରିସର୍ଚ୍ଚର ମୁତାବିକ ୦ ବ୍ଲଡ୍ ଗ୍ରୁପ୍ ଲୋକଙ୍କୁ A ବ୍ଲଡ୍ ଗ୍ରୁପ୍ ତୁଳନାରେ ଦୁଇଗୁଣା ମଶା କାମୁଡିଥାଏ , ସେମିତି B ଗ୍ରୁପ୍ କୁ ପ୍ରାୟତ୍ଃ ମଶା କାମୁଡିଥାଏ ।
୩) ତାହା କଣ ଅଟେ ଯାହାକି ଯାହା ପାଖରେ ଯେତେ ବି ଥିବ କମ୍ ହିଁ ଦେଖାଯିବ ? ଉତ୍ତର : ଅନ୍ଧକାର
୪) କଣ ଅଛି ଯାହା ଆପଣଙ୍କୁ କେବେ ପ୍ରଶ୍ନ ପଚାରାଯାଏ ନାହିଁ , କିନ୍ତୁ ଜବାବ୍ ଦେବାକୁ ପଡିଥାଏ , ଉତ୍ତର- ଫୋନ୍ କଲ୍
୫) ଲୋକେ ଏହି ଜିନିଷ ଖାଈବା ପାଇଁ ଆଣିଥାନ୍ତି କିନ୍ତୁ ପରେ ତାହାକୁ ଆଲମୀରାରେ ରଖିଦିଅନ୍ତି ? ଉତ୍ତର :ଚାମଚ ଓ ପ୍ଲେଟ୍
୬) ପାଣିର କୌଣସି ରଙ୍ଗ କଣ ପାଇଁ ନଥାଏ ? ପାଣି ଅକ୍ସିଜେନ୍ ଓ ହାଇଡ୍ରୋଜେନ୍ ର ଅଣୁଗୁଡିକରେ ମିଶିକରି ହୋଇଛି, ଯାହା ଉର୍ଜାକୁ ଅବଶୋଷିତ କରିବାରେ ଅସମର୍ଥ ଅଟେ ,ଏଥିପାଇଁ ପ୍ରକାଶ ପଡିବାପରେ ବି ପାଣି ରଙ୍ଗ ବେରଙ୍ଗ ଦେଖାଯାଏ
୭) ଛିଙ୍କ ଆସିଲେ ଆଖି ବନ୍ଦ କଣ ପାଇଁ ହୋଇଯାଏ ? ଉତ୍ତର : ଛିଙ୍କ ଆସିଲେ ମସ୍ତିସ୍କର ସବୁ ପ୍ରକାରର ଅବରୋଧ ହଟାଇବାର ନିର୍ଦ୍ଧେଶ ଦେଇଥାଏ , ଯାହା ଏହି ନର୍ଭକୁ ମିଳିଥାଏ , ଏହି କାରଣରୁ ଆଖି ବନ୍ଦ ହୋଇଯାଇଥାଏ , ଏହା ଉପରେ ଗବେଷଣା କରାଗଲା ଯାହାର ଅନୁସାରେ , ଆଖି ଓ ନାକ କ୍ରୋନିୟଲ୍ ନର୍ଭସ୍ ସହ ଯୋଡି ହୋଇଛି, ଛିଙ୍କ ଆସିଲେ ଫୁସଫୁସ୍ ରେ ଅଧିକା ବେଗରେ ପବନ ବାହାରିଥାଏ , ଏଥିପାଇଁ ଛିଙ୍କ ଆସିଲେ ଆଖି ବନ୍ଦ ହୋଇଯାଏ ।
୮) ଦହିକୁ ଗରମ କଲେ କଣ ହେବ ? ଉତ୍ତର : ଦହିକୁ ଗରମ କଲେ ଦହି ଫୁଟିବାକୁ ଲାଗିବ , ଯାହାକୁ ଦହିରେ ଗାଂଠ ହୋଇଯିବ , ଓ ପାଣି ଅଲଗା ହୋଇଯିବ , ଗରମ କରିଲେ ଦହିର ବ୍ୟାକ୍ଟେରିଆ ମରିଯିବେ , ଓ ଏହାର ସ୍ୱାଦ କଞ୍ଚା କ୍ଷୀର ପରି ହୋଇଯୀବ ।
୯) ପାର୍ଲେ ଜିରେ ଏହି ଜି ର କଣ ମତଲବ ହୋଇଥାଏ ? ଉତ୍ତର : ପାର୍ଲେ ଜି ବିସ୍କୁଟରେ ଜିର ମତଲବ ବହୁତ ପ୍ରକାର ଅଛି, ଯେମିତି ପାର୍ଲେ ଜି କୁ ୧୯୮୦ ର ଦଶକରେ ଗ୍ଲୁକୋ କୁହାଯାଉଥିଲା, ଯାହାର ମତଲବ ଥିଲା ଗ୍ଲୁକୋଜ, ପରେ ଏହାକୁ ଜି ଫର୍ ଜିନିୟସ୍ କୁହାଯିବାକୁ ଲାଗିଲା ।
୧୦) ସେ କେଉଁ ଜିନିଷ ଅଟେ ଯାହା ବୁଡିବାର ଦେଖି କେହି ବଞ୍ଚାଇବାକୁ ଆସନ୍ତି ନାହିଁ ? ଉତ୍ତର : ଅସ୍ତ ହେଉଥିବା ସୁର୍ଯ୍ୟ
୧୧) ଯଦି ଦିନରେ ତାରା ଚମକିବ ଓ ରାତିରେ ସୁର୍ଯ୍ୟ ଦେଖାଦେବେ ତେବେ କଣ ହେବ ? ଉତ୍ତର : କିଛି ହେବ ନାହିଁ , ଆପଣ ଦୁହେଁଙ୍କ ନାଁ ବଦଳାଇ ନେବେ , ଦିନକୁ ରାତି ଓ ରାତିକୁ ଦିନ କହିବାକୁ ଲାଗିବେ ।
୧୨) ସେ କେଉଁ ଜିନିଷ ଅଟେ ଯାହାର ଫାଟିଲେ ଆବାଜ୍ ହୁଏ ନାହିଁ ? ଉତ୍ତର : କ୍ଷୀର
୧୩) ମୋତେ କମ୍ ଭାବିବ ନାହିଁ , ଇଂରାଜୀରେ ଅନୁବାଦ କରନ୍ତୁ ? ଉତ୍ତର୍ :Don’t underestimate me.
୧୪) ସେ କେଉଁ ପକ୍ଷୀ ଅଟେ ଯାହାର ପଛ ଆଡକୁ ଉଡିପାରିବ ? ଉତ୍ତର : ହମିଙ୍ଗ୍ ପକ୍ଷୀ