January 26, 2025

Odia Express

Leading Odia News Portal of Odisha

ସମସ୍ତଙ୍କ ସାମ୍ନାରେ ମାତ୍ର ୪ ବର୍ଷ ବୟସରେ ଏହି ବଡ ଅଭିନେତା ଜୁହି ଚାୱଲାଙ୍କୁ କରିଥିଲେ ପ୍ରପୋଜ, ତାହାପରେ ଯାହା ହେଲା କେହି ବି ଭାବିନଥିବେ..

ନିଜ ମନମୋହକ ସ୍ମାଇଲ୍ ରୁ ସମସ୍ତଙ୍କୁ ଦ୍ୱିୱାନା କରିଥିବା ଅଭିନେତ୍ରୀ ଜୁହି ଚାୱଲା ବଲିଉଡ୍ ରେ ଜଣେ ବଡ ଆକ୍ଟର ତାଙ୍କୁ ସମସ୍ତଙ୍କ ସାମ୍ନାରେ ପ୍ରପୋଜ କରିଥିଲେ,  ଏହି କଥା ସେହିଦିନରଅଟେ , ଯେବେ ଜୁହି ଚାୱଲାଙ୍କ ବଲିଉଡ୍ ରେ ସିକ୍କା ଚାଳୁଥିଲା, ମାନେ ଯେବେ ଜୁହିଙ୍କ କ୍ୟାରିୟର ଚରମ ସୀମାରେ ଥିଲା, ତାଙ୍କର ସବୁ ଫିଲ୍ମ ହିଟ୍ ହେଉଥିଲା, ସବୁ ଧ୍ୟାନ ତାଙ୍କର ଫିଲ୍ମ ଉପରେ ହେଉଥିଲା,  ଏହି ସମୟରେ ତାଙ୍କ ସହ ଏମିତି କିଛି ଘଟିଲା ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ବଲିଉଡ୍ ରେ ଜୁହିଙ୍କୁ ସିମ୍ପଲ୍ ଓ ସୁନ୍ଦରତାର ଟ୍ୟାଗ୍ ଲାଗିଛି , ଜଣେଇବୁ କି ଜୁହି ଅଧିକାଂଶ ସମୟ ବିନା ମେକଅପ୍ ରେ ରୁହନ୍ତି , ସେ ସିମ୍ପଲ୍ ରହିବା ପସନ୍ଦ କରନ୍ତି , ଯାହାର କାରଣରୁ ତାଙ୍କୁ ବହୁତ ଫିଲ୍ମରୁ ହାଲକା ମେକଅପ୍ କରିଥିବାର୍ ନଜର କରାଯାଇଛି , ଜୁହିଙ୍କ ମାନିବାକଥା କି ଅସଲ ସୁନ୍ଦରତା ମଣିଷର ମନରେ ହୋଇଥାଏ , ଜୁହି ଗୋଟେରୁ ଅଧିକା ହିଟ୍ ଫିଲ୍ମ ଦେଇଛନ୍ତି ।

ଜୁହି ଚାୱଲା ନିଜ କ୍ୟାରିୟରର ଆରମ୍ଭ ୧୯୯୬ ରେ ଫିଲ୍ମ ସଲାମତ୍ ରୁ କରିଥିଲେ,  କିନ୍ତୁ ଏହି ଫିଲ୍ମ ଅଧିକା ସଫଳତା ପାଇନଥିଲା, ଯାହାପରେ ଜୁହି କୟାମତ୍ ସେ କୟାମତ୍ ତ୍କ୍ ହମ୍ ହୈ ରାହି ପ୍ୟାର୍ କେ , ଓ ୟସ୍ ବସ୍ ପରି ଫିଲ୍ମରେ ଜବରଦସ୍ତ ରୋଲ୍ ନିଭାଇଲେ , ଓ ତାପରେ ସେ ଆଉ ପଛକୁ ବୁଲି ଚାହିଁନାହାନ୍ତି,  ଏହି ଦିନରେ ସେ ନିଜ ଲାଇଫ୍ ରେ ପୁରା ବ୍ୟସ୍ତ ହୋଇସାରିଛନ୍ତି । ଅଭିନେତ୍ରୀ ଜୁହି ଚାୱଲାଙ୍କ ସେମିତି ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି , କିନ୍ତୁ ତାଙ୍କ ମଧ୍ୟରେ ଗୋଟିଏ ନାଁ ଆସେ ଇମରାନ୍ ଖାନଙ୍କର, ହଁ ଆଜ୍ଞା , ଇମରାନ୍ ଖାଁ ଜୁହିଙ୍କ ପ୍ରେମରେ ପଡିଯାଈଥିଲେ,  ଯାହାର୍ କାରଣରୁ ଇମରାନ୍ ସମସ୍ତଙ୍କ ସାମ୍ନାରେ ଜୁହିଙ୍କ ସହ ଏମିତି କିଛି କରିବସିଲେ ଯାହାପରେ ଜୁହି ଯାହା କଲେ ତାହାକୁ ଜାଣିଲେ ତାଙ୍କର ନିରିହ ପଣିଆର ପ୍ରଶଂସା କରିବାକୁ ଲାଗିବେ , ହଁ ଆଜ୍ଞା ଏହି କଥା ସେହି ଦିନର ଅଟେ ଯେବେ ଜୁହି ଅମୀରଙ୍କ ସହ ଫିଲ୍ମ କରୁଥିଲେ

ସେହି ସେଟ୍ ରେ ଇମରାନ୍ ଙ୍କ ହରକତ୍ ଜୁହିଙ୍କୁ ବଡ ପଦକ୍ଷେପ ନେବାକୁ ବାଧ୍ୟ କରିଦେଇଥିଲା ହଁ ଆଜ୍ଞା ,ଜୁହି କୟାମତ୍ ସେ କୟାମତ୍ ତକ୍ ସୁଟିଙ୍ଗ୍ କରୁଥିଲେ,  ତେବେ ଅମୀରଙ୍କ ସହ ଇମରାନ୍ ସେ ସେଟ୍ କୁ ଆସିଥିଲେ,  ଜୁହିଙ୍କୁ ଦେଖିକରି ଇମରାନ୍ ପୁରା ପାଗଲ ହୋଇଗଲେ,  ତାଙ୍କ ଦ୍ୱାରା ଯଦି ସଂମ୍ଭବ ହୋଇପାରନ୍ତା ସେ ଅମୀର୍ ଖାଁଙ୍କୁ ହଟାଇ ଜୁହିଙ୍କ ସାଙ୍ଗରେ ସୁଟିଙ୍ଗ୍ କରିଥାନ୍ତେ , ଏତିକି ନୁହେଁ କଥା ଆଗକୁ ବଢିଗଲା ଓ ଇମରାନ୍ ଜୁହିଙ୍କପାଇଁ ମୁଦି ନେଇକରି ପହଞ୍ଚିଲେ , ହଁ ଆଜ୍ଞା ଇମରାନ୍ ଜୁହିଙ୍କ ପାଇଁ ପ୍ରପୋଜ ଉଦ୍ଧେଶ୍ୟରେ ସେଟ୍ ରେ ମୁଦି ନେଇକରି ପହଞ୍ଚିଥିଲେ,  ଯାହାପରେ ଜୁହି ବହୁତ ନିରିହ ପଣିଆ ଦେଖାଇ ଇମରାଙ୍କ ପ୍ରପୋଜର ଉତ୍ତର ଦେଇଥିଲେ । ଯେବେ ଇମରାନ୍ ଜୁହିଙ୍କୁ ପ୍ରପୋଜ କଲେ , ତେବେ ସେ କେବଳ ଚାରିବର୍ଷର ଥିଲେ

ଇମରାନ୍ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ସେ ମୋର ପ୍ରଥମ କ୍ରସ୍ ଥିଲେ , ଯାହାଙ୍କୁ ମୁଁ ବିବାହ କରିବାକୁ ଚାହୁଁଥିଲି , ଏହି କାରଣ ଥିଲା   ଜୁହିଙ୍କୁ ସେ ବିବାହ କରିବାକୁ ମନ ବଳାଇଥିଲେ,  ଏତିକି ନୁହେଁ ଜୁହି ବି ପ୍ରପୋଜକୁ ସ୍ୱୀକାରକରି ରିଙ୍ଗ୍ ନେଇଗଲେ , କିନ୍ତୁ ପରେ ଜୁହି ଫେରାଇଦେଲେ , ଜୁହି ସେହି ଚାରିବର୍ଷର ଛୁଆର ମନ ଭାଙ୍ଗିବାକୁ ଚାହୁଁନଥିଲେ, ଏହି କାରଣରୁ ଯେବେ ଇମରାନ୍ ଖାଁ ସେଟ୍ ରେ ପ୍ରପୋଜ କଲେ ସେ ରିଙ୍ଗ୍ ନେଇଯାଇଥିଲେ । ମନେ ପକାଇଦେବୁ କି ଜୁହି ଏବେ ବିବାହିତ ଅଛନ୍ତି , ଏତିକି ନୁହେଁ ଜୁହି ନିଜ ସ୍ୱାମୀଙ୍କ ସହ ବହୁତ ଖୁସିରେ ଅଛନ୍ତି , ଜୟ ମେହେଟ୍ଟାଙ୍କ ପ୍ରଥମ ସ୍ତ୍ରୀ ପ୍ଲେନ୍ କ୍ରାସ୍ ରେ ଦେହାନ୍ତ ହୋଇଯାଇଥିଲା , ଯାହାପରେ ଜୁହି ଜୟ ମେହେଟ୍ଟାଙ୍କୁ ସଂମ୍ଭାଳିଲେ , ଏହି ମଧ୍ୟରେ ତାଙ୍କ ସଂମ୍ପର୍କରେ ଘଟିଷ୍ଠତା ବଢିଲା,  ପରେ ବନ୍ଧୁତା ପ୍ରେମରେ ବଦଳିଗଲା,  ଓ ଏବେ ଦୁହେଁ ସ୍ୱାମୀ ସ୍ତ୍ରୀ ଅଛନ୍ତି ।

Leave a Reply

Your email address will not be published. Required fields are marked *