ଭାରତର ନକ୍ସାକୁ କିଏ ବନାଇଥିଲେ ? ପ୍ରାୟ ୯୯ ପ୍ରତିଶତ ଲୋକ ଏହାର ସଠିକ ଉତ୍ତର ଜାଣି ନାହାନ୍ତି
ସଂଘ ଲୋକ ସେବା ଆୟୋଗ ପରୀକ୍ଷା ଦେଶର ସବୁଠାରୁ ପ୍ରତିଷ୍ଠିତ ପରୀକ୍ଷା ଅଟେ ଯାହାକୁ ପାର୍ କରିପାରିବା ସମସ୍ତଙ୍କ ହାତରେ ନଥାଏ, ୟୁପିଏସ୍ ସି ପରିକ୍ଷା ତିନୋଟି ଚରଣରେ ହୋଇଥାଏ , ପ୍ରଥମ ହେଲା Preliminary, ଦ୍ୱିତୀୟଟି ହେଲା Main, ଏହି ପରୀକ୍ଷା ଯାହା ବିନା ପେପର୍ ହୋଇଥାଏ , ପରୀକ୍ଷାର ତୃତୀୟ ଚରଣ ହେଲା ପର୍ସନାଲିଟି ଟେଷ୍ଟ, ଯାହା ବହୁତ ହିଁ କଠିନ ହୋଇଥାଏ , ଏଥିରେ କ୍ୟାଣ୍ତିଡେଟ୍ ର ଭାବନା, ତର୍କଶକ୍ତି ଓ କ୍ଷମତାକୁ ପରଖାଯାଇଥାଏ , ଏଥିରେ ଏମିତି କିଛି ପ୍ରଶ୍ନ ପଚାରାଯାଏ ଯାହା ଦିମାଗ ଘୁମାଇଦିଏ , ଆଇଏଏସ୍ ଆଇପିଏସ୍ ଅଫିସର ହେବାର ସ୍ୱପ୍ନ ଦେଖୁଥିବା କ୍ୟାଣ୍ତିଡେଟ୍ ଏଇ ଷ୍ଟେଜ୍ କୁ ଆସି ବହୁତ୍ ଫେଲ୍ ମାରିଦିଅନ୍ତି , କାରଣ ଏଇ ପ୍ରଶ୍ନଗୁଡିକ ବହୁତଥର ଦିମାଗ ଘୁମାଇଦିଏ , ଆଜି ଆମେ ଆପଣଙ୍କୁ ୟୁପିଏସ୍ ସି ଇଣ୍ଟରଭ୍ୟୁର କିଛି ପ୍ରଶ୍ନଗୁଡିକ ବିଷୟରେ କହିବୁ, ଯାହା ଆପଣଙ୍କ ତର୍କଶକ୍ତି, ଓ ବୁଦ୍ଧିମତା ଯାଞ୍ଚ କରିବାରେ ଜଣାଯାଏ , ଆସନ୍ତୁ ଜାଣିବା ସେହି ପ୍ରଶ୍ନଗୁଡିକ ଉପରେ ନଜର ।
୧) କଣ ଗୋଟେ ମିନିଟ୍ ରେ ୬୧ ସେକେଣ୍ତ ହୋଇପାରିବ ?
ଉତର : ହଁ ଆଜ୍ଞା ହୋଇପାରିବ , ସବୁ ଗୋଟେ ବର୍ଷରେ ଦୁଇ ମିନିଟ୍ ଏମିତି ଆସିଥାଏ ,ଯେଉଁଥିରେ ୬୧ ସେକେଣ୍ତର ହୋଇଥାଏ ।
୨) ଆପଣ ଡ୍ୟାମ୍ ବନାଇବାକୁ ଯିବେ ଓ ସେଠାରେ ଆଦିବାସୀ ମାଇଗ୍ରେଡ୍ ଥିବେ , ସେ ଯଦି ନ ମାନିଲେ ତେବେ ଡ୍ୟାମ୍ କିପରି ହେବ ? ଉତ୍ତର- ଡ୍ୟାମ୍ ବନାଇବା ପ୍ରକିୟା ଆରମ୍ଭ କରିବା ପୁର୍ବରୁ ସେଠାକାର ଆଦିବାସୀ ଓ ସ୍ଥାନୀୟ ଲୋକଙ୍କୁ ଡାକି କଥାବାର୍ତ୍ତା କରିଲେ ଭଲ ହେବ , ଯାହାଦ୍ୱାରା ତାଙ୍କୁ କୁହାଯାଇପାରିବ କି ଡ୍ୟାମ୍ ବନାଇଲେ କେତେ ଲାଭଦାୟକ ହୋଇପାରିବ , ଏଥିରେ ଏତେ ଲୋକଙ୍କୁ ପାଣି ମିଳିପାରିବ , ଓ ରୋଜଗାର ବି ମିଳିପାରିବ ।
୩) ରେଳର ଧାରଣାର କଡରେ ଲାଗିଥିବା (W/L Whistle board) ମତଲବ କଣ ହୋଇଥାଏ ?
ଉତ୍ତର : ଏହାର ମତଲବ ଏହାକି ହର୍ଣ୍ଣ ବଜାଇବା ସହ ହୋଇଥାଏ, ଯେଉଁଠି ଏହିପ୍ରକାରର ବୋର୍ଡ ଲାଗିଥାଏ, ସେଠାରେ ହର୍ଣ୍ଣ ବଜାଇବା ହୋଇଥାଏ ।
୪) ଭାରତର ନକ୍ସାକୁ କିଏ ବନାଇଥିଲେ ? ଉତ୍ତର- ୩୦୦ ଇଷ୍ଟପୁର୍ବରେ ଗ୍ରୀସ୍ ର ଶାସକ ସିକନ୍ଦର ଗ୍ରୀସର ଗଣିତଜ୍ଞ ଇରେଟୋସ୍ଥନିଜ୍ ଙ୍କୁ ପ୍ରଥମଥର ଭାରତର୍ ମାନଚିତ୍ର ପ୍ରସ୍ତୁତ କରିବାର ଆଦେଶ ଦେଇଥିଲେଏ, ଇରେଟୋସ୍ଥନିଜ୍ ଙ୍କ ଦ୍ୱାରା ପ୍ରସ୍ତୁତ୍ ମାନଚିତ୍ର କୁ ତଳେ ଦିଆଯାଇଥିବା ଚିତ୍ର ପରି ଦେଖାଯାଉଥିଲା, ଭାରତୀୟ ନକ୍ସା ତିଆରି କରିବାରେ ତିନି ନାମ ପ୍ରମୁଖ ରହିଛି , କାରଣ ଏଥିରେ ସମୟ ଥିବାରେ ପରିବର୍ତ୍ତନ ଓ ଅପଡେଟ୍ ହୋଇଛି, ଏହି ନାଁ ହେଲା ୧)ଇରେଟୋସ୍ଥନିଜ୍୨) ଟଲମି ୩) ବିଲିୟମ୍ ଲମ୍ବେଟନ୍ ଓ ଜର୍ଜ ଏଭେରେଷ୍ଟ ଖାସ୍ ଶ୍ରେୟ ଦୁହିଁଙ୍କୁ ଦିଆଯାଏ , ୱିଲିୟମ୍ ଲାମ୍ବେଟନ୍ ଓ ଜର୍ଜ ଏଭେରେଷ୍ଟ ଭାରତର ପ୍ରଥମ ସଠିକ୍ ମାନଚିତ୍ର ବନାଇଥିଲେ ।
୫) କଣ ଆପଣ ନାଁ ନେଇ ଲଗାତାର ତିନିଦିନ ବୁଧବାର, ଶୁକ୍ରବାର ଓ ରବିବାରକୁ ନାଁ ଦେଇପାରିବେ ? ଉତ୍ତର : କାଲି ଆଜି ଓ କାଲି
୬) ଫାଶିଦେବାପରେ ଆସାମୀର ବଡିକୁ କଣ କରାଯାଏ ? ଉତ୍ତର ; ଅପରାଧୀକୁ ଫାସିରେ ଝୁଲାଇବାପରେ ଅପରାଧୀକୁ କମ୍ ସେ କମ୍ ଦୁଇଘଣ୍ଟା ସେମିତି ଝୁଲାଇ ରଖାଯାଏ, ୨ ଘଣ୍ଟାପରେ ଡାକ୍ତର୍ ସେଠାକୁ ଆସନ୍ତି, ଓ ଶବକୁ ଚେକ୍ କରନ୍ତି, ମେଡିକାଲ୍ ଟିମ୍ ତାଙ୍କୁ ମୃତ ଘୋଷିତ କରନ୍ତି, ଏହାପରେ ତାଙ୍କର ପୋଷ୍ଟମର୍ଟମ୍ ହୋଇଥାଏ ।
୭) ଗୋଟେ ବ୍ୟକ୍ତିର ପାଖରେ ୨ ଟି ହଳଦିଆ ୨ ଟି ନୀଳ ମେଡିସିନ୍ ଅଚି, ତାକୁ ସେ ବିନା ଦେକି ଦୁଇ ରଙ୍ଗରୁ ଗୋଟେ ଗୋଟେ ଖାଇବାର ଅଛି, ତେବେ ସେ କେଉଁଟା ଖାଇବ ? ଉତ୍ତର : ଚାରୋଟି ମେଡିସିନ୍ ରୁ ଅଧା ଅଧା ଭାଙ୍ଗିକରି ।
୮) ବର୍ଷାରେ ବେଙ୍ଗ ଅଚାନକ କେଉଁଠୁ ଆସନ୍ତି ?
ଉତ୍ତର- ବେଙ୍ଗମାନେ ଓଦାଓ ଅନ୍ଧକାର ବାତାବରଣ ଅଧିକା ପସନ୍ଦ କରନ୍ତି, ବର୍ଷା ସମୟରେ ସେ ନିଜ ସହଯୋଗିଙ୍କୁ ଖୋଜିବାରେ ବାହାରକୁ ଆସନ୍ତି , କାରଣ ତାଙ୍କର ପ୍ରଜନନର ସମୟ ହୋଇଥାଏ, ବର୍ଷାରେ ବେଙ୍ଗ କେଞ୍ଚୁଅ ଭୋଜନ କରିବାରେ ବାହାରକୁ ବାହାରନ୍ତି ।
୯)ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କୁ ୪ ଟି ଛୁଆ ଜନ୍ମ କରିବାକୁ କହେ ତେବେ କଣ କରିବେ ?
ଉତ୍ତର- ପ୍ରଥମେ ମୁଁ ମୋର ସ୍ୱାମୀଙ୍କୁ ବୁଝାଇବି କି ଏହା ଠିକ୍ ନୁହେଁ ଓ ଯଦି ନ ମାନନ୍ତି ତେବେ ରାଇଟ୍ ଟୁ ରିଜେକ୍ଟ ଅଧିକାର ତାଙ୍କୁ କହିବି କାରଣ ଛୁଆ ଜନ୍ମ କରିବାର ଦ୍ୱାରା ଜନସଂଖ୍ୟା ବଢିଥାଏ , ପରିବାର ନିୟୋଜନ ହିଁ ରାସ୍ତା ଅଟେ, ଏହା ଛଡା ଅଧିକା ଛୁଆ ଜନ୍ମ କରିବା ଏକ୍ ମାର ସ୍ୱାସ୍ଥ୍ୟ ପାଇଁ ଖରାପ ଅଟେ , ପରିବାର ଉପରେ ଆର୍ଥିକ ବୋଝ ଦୃଷ୍ଟିରୁ ଏହା ଭୁଲ୍ ଅଟେ ।
୧୦) ମାନିନିଅନ୍ତୁ ଆପଣଙ୍କ ନିଯୁକ୍ତି ଜିଲ୍ଲା ଅଧିକାରୀ ହିସାବରେ ଜମ୍ମୁ କାଶ୍ମୀରରେ ହୋଇଥାଏ , ଓ ସେଠାରେ ଆତଙ୍କବାଦୀ ଆକ୍ରମଣ କରିଦିଅନ୍ତି , ତେବେ କଣ କରିବେ ?
ଉତ୍ତର ; ସବୁଠାରୁ ପ୍ରଥମେ ସୁନିଶ୍ଚିତ୍ କରିବି କି ସେ ଆକ୍ରମଣ ଆଖପାଖରେ ଥିବା ସାଧାରଣ ଜନତାଙ୍କୁ କେଉଁ କ୍ଷତି ହେଉନଥିବ , ତାହାପରେ କଣ୍ଟ୍ରୋଲ୍ ରୁମ୍ ଯାଇକରି ଏକ୍ସଟ୍ରା ଫୋର୍ସ ଡକାଇବି, ଓ ଚେଷ୍ଟା କରିବିକି ଆତଙ୍କବାଦୀଙ୍କୁ ଜୀବିତ ଅବସ୍ଥାରେ ଧରା ହୋଇପାରିବ , ଯାହାଦ୍ୱାରା ପଠାଇଥିବା ବ୍ୟକ୍ତି କିମ୍ବା ଗ୍ରୁପର ନାଁ ଜଣାପଡିପାରେ , ଓ ଭାରତୀୟ ସଂବିଧାନ ଅନୁସାରେ ଦଣ୍ତବିଧାନ ହୋଇପାରିବ ।
୧୧) ଓକିଲ୍ କଳା ରଙ୍ଗର କୋର୍ଟ କଣ ପାଇଁ ପିନ୍ଧନ୍ତି ? ଉତ୍ତର ; ଓକିଲ କଳାରଙ୍ଗର କୋର୍ଟ ପିନ୍ଧିବାର ପ୍ରାବଧାନ ଇଂଲଣ୍ତରୁ ଆରମ୍ଭ ହୋଇଥିଲା, କଳା କୋର୍ଟ ଅନୁଶାସନଓ ଆତ୍ମବିଶ୍ୱାସର ପ୍ରତିକ ହୋଇଥାଏ, କଳା ରଙ୍ଗରେ ଶକ୍ତି ଓ ଅଧିକାର ପ୍ରତିକ ବୋଲି ବି ମାନାଯାଏ ।
୧୨) ଆକାଶରୁ ପଡୁଥିବା ବିଜୁଳି କେତେ ୱାଟ୍ ର ହୋଇଥାଏ ? ଉତ୍ତର- ଆକାଶରେ ପଡୁଥିବା ବିଜୁଳି ପ୍ରାୟ ୪-୫ କିମି ଲମ୍ବା ହୋଇଥାଏ, ଏଥିରେ ୧୦ କୋଟି ୱାଟ୍ ସହ ୧୦ ହଜାର ଆମ୍ପିୟର୍ କରେଣ୍ଟ୍ ଲାଗିଥାଏ , ଏକ ଆକାଶର ବିଜୁଳିରେ ଏତେ ପାୱାର୍ ହୋଇଥାଏ କି ସେ ୩ ମାସ ଯାଏଁ ୧୦୦ ୱାଟର ବଲବ୍ କୁ ଜଳାଇପାରିବ ।
୧୩) ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଜୀବନରେ ଥରେ ଫ୍ରୀରେ ମିଳେ କିନ୍ତୁ ତୃତୀୟଥର୍ ନୁହେଁ ?ଉତ୍ତର- ଦାନ୍ତ
୧୪) ସେ କେଉଁ ଜୀବ ଅଟେ ଯିଏ ଭୋକ ଲାଗିଲେ କଂକ୍ରିଟ୍ ପଥରକୁ ବି ଖାଇପାରିବ ? ଉତ୍ତର- ଶୁତୁରରମୃଗ