ଜୁହି ଚାୱଲାଙ୍କ ଠାରୁ ଅଧିକା ସୁନ୍ଦରୀ ଓ ଗ୍ଲାମରର୍ସ ଦେଖାଯାଆନ୍ତି ତାଙ୍କର ଝିଅ, ଫଟୋ ଦେଖିକରି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆମର ବଲିଉଡ୍ ରେ ଏମିତି ଅଭିନେତ୍ରୀ ଅଛନ୍ତି ଯାହା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି , ଓ ଫିଲ୍ମ ଜଗତରେ ନିଜ ସୁନ୍ଦରତା ପାଇଁ ଫେମସ୍ ଅଟନ୍ତି , ଯଦି ଆମେ ୯୦ ଦଶକର କଥା କହିଲେ ତେବେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏକି ବଲିଉଡ୍ ରେ ବହୁତ ନାଁ କମାଇଛନ୍ତି , ଯଦି ଆମେ ହିରୋଇନଙ୍କ କଥା କହିବା ତେବେ ସେଥିରୁ ବହୁତ ସାରା ଅଭିନେତ୍ରୀ ଅଛନ୍ତି ଯିଏକି ବର୍ଷ ବର୍ଷ ଧରି ଅଭିନୟରୁ ଲୋକଙ୍କର ମନ ଜିତିଛନ୍ତି , କିନ୍ତୁ ସେଥିରୁ କିଛି ନିଜ ଫିଲ୍ମ ସଫରରେ ଅଲବିଦା କରିସାରିଛନ୍ତି, ଓ ସେଥିରୁ ଜଣେ ଆମର ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ଜୁହି ଚାୱଲା ନିଜ ଜମାନାରେ ଟପ୍ ହିରୋଇନ୍ ରୁ ଜଣେ ଥିଲେ । ଜୁହି ଚାୱଲା ବଲିଉଡ୍ ରେ ଜଣେ ବଡ୍ ଅଭିନେତ୍ରୀ ଅଟନ୍ତି , ଜୁହି ନିଜ ଚୁଲବୁଲି ଅନ୍ଦାଜ ପାଇଁ ଓ ଶାନଦାର୍ ଅଭିନୟ ପାଇଁ ଜଣାଯାଆନ୍ତି , ଜୁହି ନିଜ କ୍ୟାରିୟରରେ ସୁପରହିଟ୍ ଫିଲ୍ମ ଦେଇଛନ୍ତି , ଜୁହି ଚାୱଲା ଫିଲ୍ମ ୧୯୮୬ ରେ ସଲାମତ୍ ରୁ ନିଜ ଅଭିନୟ ଆରମ୍ଭ କରିଥିଲେ , କିନ୍ତୁ ଜୁହିଙ୍କ ଅସଲ ପରିଚୟ ଅମୀର୍ ଖାନଙ୍କ ସହ ଫିଲ୍ମ କୟାମତ୍ ସେ କୟାମତ୍ ତକ୍ ରୁ ମିଳିଥିଲା, ଇଣ୍ତଷ୍ଟ୍ରିରେ ନିଜ ଅଲଗା ପରିଚୟ ସେହି ଫିଲ୍ମରୁ ବନାଇଥିଲେ । ଏହାପରେ ସେ ସୁପରଷ୍ଟାର୍ ହୋଇଗଲେ
ନିଜ କମାଲ୍ ର ଅଭିନୟ ଦ୍ୱାରା ସେ ଲକ୍ଷାଧିକ ଲୋକଙ୍କର ହୃଦୟରେ ରାଜ୍ କରନ୍ତି , ସେ ସେମିତି ଏବେ ବଡ ପର୍ଦାରେ ନଜର ଆସୁନାହାନ୍ତି କିନ୍ତୁ ତାଙ୍କୁ କେହି ବି ଭୁଲିପାରିବେନି । ବହୁତ ବର୍ଷ ହେଲା ନିଜ ଅଭିନୟର ଯାଦୁ ଦେଖାଇଥିବା ଜୁହି ଚାୱଲା ନିଜ ଫିଲ୍ମୀ କ୍ୟାରିୟର ମଧ୍ୟରେ ବହୁତ ସାରା ସୁପରହିଟ୍ ଫିଲ୍ମ ଦେଇଛନ୍ତି , ଆପଣଙ୍କୁ କହିଦେବୁ କି ଏତେ ସୁନ୍ଦରତା ପାଇଁ ତାଙ୍କ ପଛରେ ସାହାରୁଖ୍ ଓ ଅମୀର୍ ଖାନ୍ ଥିଲେ , କହିଦେବୁ କି ଜୁହି ୧୯୯୫ ରେ ବିଜନେସ୍ ମ୍ୟାନ୍ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ , ଏହି ସମୟରେ ତାଙ୍କର ଦୁଇଟି ଛୁଆ ଅଛନ୍ତି ଜଣେ ହେଲେ ଜାହ୍ନବି ୨୦୦୧ ଓ ପୁଅ ଅର୍ଜୁନ୍ ମେହେଟ୍ଟା ୨୦୦୩ ରେ କହିଦେବୁ କି ଜୁହି ନିଜ ଛୁଆଙ୍କୁ ଲାଇମ୍ ଲାଇଟ୍ ରୁ ଦୁରେଇ ରଖିଛନ୍ତି , କାରଣ ତାଙ୍କୁ ପସନ୍ଦ ନଥିଲା ।
ସୁଚନା ପାଇଁ ଜଣେଇଦେବୁ କି ଆମର ବଲିଉଡ୍ ରେ ନିଜ ସୁନ୍ଦର ହସ ଓ ଭଲ ଅଭିନୟରୁ ଲକ୍ଷାଧିକ ଦର୍ଶକଙ୍କୁ ନିଜ ଫ୍ୟାନ୍ କରିଥିବା ଅଭିନେତ୍ରୀ ଜୁହି ଚାୱଲା ଏବେ ଝିଅ ଜାହ୍ନବୀଙ୍କ ସହ ବଲିଉଡ୍ ରେ ପାଦ ଦେବାକୁ ଯାଉଛନ୍ତି , କିନ୍ତୁ ଏବେ କାର କଥା କହିଲେ ଜୁହି ଚାୱଲା ନିଜ ଅଭିନୟର କ୍ୟାରିୟର ଶେଷ କରିସାରିଛନ୍ତି । ଖବର ଅନୁସାରେ ଏବେ ସେ ନିଜ ଝିଅ ଜାହ୍ନବୀଙ୍କ ଡେବ୍ୟୁରେ ଅଧିକା ଫୋକସ୍ କରିଛନ୍ତି , ଜାହ୍ନବୀ ମେହେଟ୍ଟା ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶାନାଲ୍ ସ୍କୁଲରୁ ନିଜ ବେସିକ୍ ପାଠପଢା ପୁରା କରି ସେ ଏବେ ଲଣ୍ତନରେ ଆଗର ପାଠପଢା ପୁରା କରୁଛନ୍ତି , କହିଦେବୁ କି ଜାହ୍ନବୀ ପଢିବାରେ ବହୁତ ତେଜ୍ ଅଟନ୍ତି , ଯାହାର୍ କାରଣରୁ ସେ ସ୍କୁଲରେ ଟପ୍ ୧୦ ଛାତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି ।
ଜାହ୍ନବୀ ଏବେ ଆଇପିଏଲ୍ ଅକ୍ସନ୍ ର ସଦସ୍ୟ ହୋଇଛନ୍ତି , ଏବେ ସେ ବଲିଉଡ୍ ରେ ଧମାଲ୍ ମଚାଇବାକୁ ରେଡି ଅଛନ୍ତି, ଏବେ ଜୁହି ମିଡିଆ ଆଗରେ ଏକ ଖୁଲାସା କଲେ କି ତାଙ୍କ ଝିଅ ଜାହ୍ନବୀ ଦିପିକା ଓ ବରୁଣଙ୍କ ବହୁତ୍ ବଡ ଫ୍ୟାନ୍ ଅଟେ, କିନ୍ତୁ ସେ ଦୁନିଆଁରୁ ଦୂରେଇ ରହିବାକୁ ଚାହୁଁଛନ୍ତି , ଏହି କଥାକୁ କେବେ ବି ମନା କରିହେବନି କି ସେ ନିଜ ଝିଅକୁ ଜଲଦି ହିଁ ବଲିଉଡ୍ ରେ ଲଞ୍ଚ କରିବାକୁ ଯାଊଛନ୍ତି , ଲାଇମ୍ ଲାଇଟ୍ ରୁ ଦୁରେଇବାପରେ ଜୁହିଙ୍କ ଝିଅ ପାଠପଢା ସହ ଅଭିନୟ ଓ ମଡେଲିଙ୍ଗ୍ ରେ ବହୁତ ଲୋକଙ୍କୁ କଡା ଟକ୍କର ଦେଇଥିବାର ନଜର ଆସିଛନ୍ତି , ଏବେ ଆଶା କରାଯାଉଛି କି ୧୬ ବର୍ଷୀୟ ଜାହ୍ନବୀ ନିଜ ଡେବ୍ୟୁ ଜୁହିଙ୍କ ପ୍ରଡକ୍ସନ୍ ହାଉସ୍ ରେ ରିଲିଜ୍ ହୋଇଥିବା ଫିଲ୍ମ ଜରିଆରେ କରିବେ ।
ସେମିତି ଯଦି ସୋସିଆଲ୍ ମିଡିଆର କଥା କହିବା ତେବେ ଜାହ୍ନବୀ ବହୁତ୍ ଆକ୍ଟିଭ୍ ଅଛନ୍ତି , ଗତ ଦିନରୁ ସେ ବହୁତ ହର୍ଟ ଫଟୋଗୁଡିକ ଅପଲୋଡ୍ କରୁଛନ୍ତି , ଯାହାକି ବହୁତ ଭାଇରାଲ୍ ହୋଇଚି, କିଛି ଫଟୋ ସୋସିଆଲ୍ ମିଡିଆରୁ ଦେଖି ଲାଗୁଛି କି ସେ ନିଜ ମାଙ୍କ ପରି ସୁନ୍ଦର ଅଟନ୍ତି , ଏବେ ଜାହ୍ନବୀ ବଲିଉଡ୍ ରେ ଡେବ୍ୟୁ କରିବା କଥାକୁ ନେଇ ଜୁହି କିଛି ପ୍ରତିକ୍ରିୟା ରଖିନାହାନ୍ତି , ଆଶା କରୁଛୁ କି ଜୁହି ଯେପରି ନିଜ ଉତ୍କୃଷ୍ଟ ଅଭିନୟ ଦ୍ୱାରା ଯେମିତି ଲୋକଙ୍କୁ ଦିୱାନା କରିଥିଲେ ତାଙ୍କ ଝିଅ ଜାହ୍ନବୀ ସେମିତି ସମସ୍ତଙ୍କୁ ନିଜ ଦିୱାନା କରିବେ ।