December 8, 2024

Odia Express

Leading Odia News Portal of Odisha

ଯେବେ ନିଜ ସାଙ୍ଗର ସ୍ତ୍ରୀକୁ ମୁରଲୀ ବିଜୟ କରିବସିଲେ ପ୍ରେମ ,IPL ମଧ୍ୟରେ ଚାଲିଲା ଏମାନଙ୍କ ଲୁଚାଛପା ପ୍ରେମ କାହାଣୀ…

କୁହନ୍ତି ପ୍ରେମ ରଙ୍ଗ,ରୁପ, ବୟସ ଦେଖେନାହିଁ , ଏହା କେବେ ବି କାହାକୁ ବି ହୋଇପାରେ,  ଏମିତିରେ ଆମେ ଏମିତି ମଣିଷକୁ ହୃଦୟ ଦେଇଥାଉ ଯାହାଙ୍କୁ ଦେଖାକରିବାର କୌଣସି ଆଶା ନାହିଁ , ବଲିଉଡ୍ ଓ କ୍ରିକେଟ୍ ଜଗତରେ ଏମିତି ଜଣାଶୁଣା କଳାକାର ଅଛନ୍ତି । ଯିଏ ପ୍ରେମରେ ପଡିସାରିଛନ୍ତି । ଏଥିରୁ ତ କିଛି ଡେଟିଙ୍ଗ୍ ପରେ ସଂମ୍ପର୍କ ପରସ୍ପର ଭାଙ୍ଗିଦେଇଥିଲେ,  ସେମିତି କିଛି କଳାକାର ଏମିତି ଅଛନ୍ତି ଯିଏକି ପ୍ରେମକୁ ପାଇବାପାଇଁ ବିବାହ ଯାଏଁ କଥା ପହଞ୍ଚାଇଦେଇଥିଲେ, ଏହିମଧ୍ୟରୁ ଆଜି ଆମେ ଆପଣଙ୍କୁ କ୍ରିକେଟିୟର ମୁରଲୀ ବିଜୟଙ୍କ ପ୍ରେମକାହାଣୀ ବିଷୟରେ କହିବାକୁ ଯାଉଛୁ । ଏହି ଦିନରେ ମୁରଲୀ ବିଜୟ ଆଇପିଏଲ୍ ୧୩ ସିଜିନ୍ ରେ ଖେଳିବାପାଇଁ ୟୁଏଇ ଯାଇଛନ୍ତି , ସେ ଚେନ୍ନାଇ ସୁପରକିଙ୍ଗ୍ ଟିମ୍ ରେ ଅଛନ୍ତି , ଗତ ସିଜିନ୍ ରେ କିଛି ଖାସ୍ କରିବାର ମଉକା ମିଳିନଥିଲା କିନ୍ତୁ ଏହିଥର ସେ ନିଜ ପାରି ଖେଲିବାକୁ ଅପେକ୍ଷା କରିଛନ୍ତି,  ମଇଦାନରେ ଲମ୍ବା ଛକା ମାରିବାରେ ଜଣାଶୁଣା ମୁରଲୀ ବିଜୟଙ୍କ ପର୍ସନାଲ୍ ଲାଇଫ୍ ବହୁତ ମଜାଦାର୍ ଅଟେ,  ସେ ନିଜ ସାଙ୍ଗର ସ୍ତ୍ରୀଙ୍କୁ ପ୍ରେମ କରିବସିଥିଲେ

ସେମିତି ବନ୍ଧୁତାରେ ଏହାକୁ ଭୁଲ୍ ମାନାଯାଏ ,କିନ୍ତୁ ତାଙ୍କ ପରିବାର ଲୋକେ ଏହାକୁ ଚିନ୍ତା କଲେ ନାହିଁ ଓ ପରିଶେଷରେ ଦୁହେଁ ପ୍ରେମିକ ପ୍ରେମିକା ବିବାହ କରିଲେ,  ବୋଧେ ଏହି କାରଣ ଥିଲା ସେ ନିଜ ବନ୍ଧୁକୁ ସବୁଦିନ ପାଇଁ ହରାଇବସିଲେ ଓ ବନ୍ଧୁତାରେ ଫାଟ୍ ଆସିଗଲା । କହିଦେବୁ କି ମୁରଲୀ ବିଜୟ ଯେଉଁ ବନ୍ଧୁଙ୍କ ସ୍ତ୍ରୀ ସହ ବିବାହ କରିଲେ ସେ ଆଉ କେହି ନୁହେଁ ଭାରତୀୟ କ୍ରିକେଟ୍ ଟିମର ୱିକେଟ୍ କିପର୍ ଓ ବ୍ୟାଟ୍ସମ୍ୟାନ୍ ଦିନେଶ୍  କାର୍ତ୍ତିକ୍ ଅଟନ୍ତି ,ଦିନେଶ କାର୍ତ୍ତିକ ଏହି ଦିନରେ ଆଇପିଏଲ୍ ରେ କୋଲକାତା ନାଇଟ୍ ରାଇଡର୍ସଙ୍କ ଅଧିନାୟକତ୍ୱ କରୁଛନ୍ତି, ଗୋଟେ ସମୟ ଥିଲା ଯେବେ ମୁରଲୀ ଓ ଦିନେଶ ଙ୍କ ବନ୍ଧୁତା ମିଶାଲ୍ ହେଉଥିଲା,  କିନ୍ତୁ ପରେତାଙ୍କ ସଂମ୍ପର୍କ ସବୁଦିନ ପାଇଁ ଭାଙ୍ଗିଗଲା , କାରଣ ତାଙ୍କ ଦୁହେଁଙ୍କ ମଧ୍ୟରେ ନିକିତା ବଞ୍ଜାରା ଆସିଗଲେ , ନିକିତା ଦିନେଶଙ୍କ ସ୍ତ୍ରୀ ଥିଲେ କିନ୍ତୁ ସେ ମୁରଲୀ ବିଜୟଙ୍କୁ ଭଲ ପାଉଥିଲେ ।

ମୁରଲୀ ବିଜୟ ଓ ନିକିତା ପ୍ରଥମ ସାକ୍ଷାତ ୨୦୧୩ ରେ ହୋଇଥିଲା,  ସେହି ସମୟରେ ଆଇପିଏଲ୍ ର୍ ପଞ୍ଚମ ସିଜିନ୍ ଖେଲାଯାଊଥିଲା , ନିକିତା ସେହି ଦିନରେ ସ୍ୱାମୀ ଓ ତାଙ୍କ ବନ୍ଧୁଙ୍କ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ୍ ଯାଉଥିଲେ , ସେମିତି ସାକ୍ଷାତରେ ତାଙ୍କର ବନ୍ଧୁତା ହୋଇଗଲା, ଓ ଦୁହେଁ ପରସ୍ପର ହୃଦୟ ଦେଇଦେଲେ,  ଦୁହେଁ ଏକାସାଙ୍ଗେ ଏତେ ସମୟ ବିତାଇବାକୁ ଲାଗିଲେ କି ଦୁହେଁଙ୍କୁ ଦୁରରେ ରହିବା ମୁସକିଲ୍ ହୋଇଥିଲା,  ଯେବେ ଦୁହେଁଙ୍କୁ ଲାଗିଲା କି ଏବେ ବିବାହ କରିବାର ଦରକାର, ତେବେ ସେ କାହାର ଚିନ୍ତା ନକରି ତାଙ୍କ ରିଲେସନସିପ୍ କୁ ପବ୍ଲିକ୍ କରିଦେଲେ,  ଦିନେଶ ଏହି କଥାକୁ ଶୁଣି ବହୁତ ମର୍ମାହତ ହେଲେ , ଏହାର ପ୍ରଭାବ ତାଙ୍କ ଖେଲ ଉପରେ ବି ପଡିଲା,  ଦୁହେଁ ଆଇପିଏଲ୍ ସିଜିନ୍ ରେ ଖେଲିଲେ କିନ୍ତୁ କିଛି ଖାସ୍ କମାଲ୍ କରିପାରିଲେ ନାହିଁ ।

କୁହାଯାଉଛି କି ଦିନେଶ୍ ନିକିତାଙ୍କ ଏହି ବିଷୟରେ ଶୁଣୀ ଛାଡପତ୍ର ଦେଇଥିଲେ,  ସେହି ସମୟରେ ନିକିତା ମା ହେବାକୁ ଯାଉଥିଲେ,  ରିପୋର୍ଟ ଅନୁସାରେ ସେହି ସମୟରେ ଦିନେଶ ଓ ମୁରଲି ବିଜୟ ବହୁତ ବଡ ଝଗଡା ହୋଇଥିଲା,  କିନ୍ତୁ ନିକିତା ଯିବାର ଦୁଇବର୍ଷ ପରେ ସେ ୨୦୧୫ ରେ ଦିପିକା ପଲ୍ଲିକଲଙ୍କୁ ବିବାହ କରିଦେଲେ,  ସେମିତି ଆଜି ବି ମୁରଲି ଓ ନିକିତା ଏକା ସାଙ୍ଗରେ ଅଛନ୍ତି , ଓ ଏବେ ସ୍ୱାମୀ ସ୍ତ୍ରୀଙ୍କ ପରି ଖୁସିମୟ ଜୀବନ ବଞ୍ଚିଛନ୍ତି

Leave a Reply

Your email address will not be published. Required fields are marked *