February 19, 2025

Odia Express

Leading Odia News Portal of Odisha

ଆଜିର ଚତୁର ପ୍ରଶ୍ନ – ଗୋଟେ ପୁଅକୁ ଦେଖି ରୀନ୍ କହେ କି ସେ ମୋର ଜେଜେଙ୍କ ଏକମାତ୍ର ପୁଅ ର ପୁଅ ଅଟେ ପୁଅ ରୀନା ସହ୍ କେଉଁ ସଂମ୍ପର୍କରେ ଅଛି ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

ଦେଶର୍ ସବୁଠାରୁ ପ୍ରତିଷ୍ଠିତ ସିଭିଲ୍ ସେବା ପରୀକ୍ଷାର ଅନ୍ତିମ ଚରଣ କ୍ୟାଣ୍ତିଡେଟ୍ ଙ୍କ ପର୍ସନାଲିଟି ଟେଷ୍ଟ ହୋଇଥାଏ , ଏହି ଆଇଏଏସ୍ ଇଣ୍ଟରଭ୍ୟୁ କହନ୍ତି , ଇଣ୍ଟରଭ୍ୟୁରେ ଆଶାର୍ଥୀ ପ୍ରାର୍ଥୀଙ୍କୁ ଆଇଏଏସ୍ ସହିତ ଅନ୍ୟ ସେବାଗୁଡିକରେ ବିଭିନ୍ନ ପଦ ପାଇଁ ବଛା ହୋଇଥାଏ , ୟୁପିଏସ୍ ସି ପ୍ରିଲିମ୍ସ୍ ପରୀକ୍ଷା ଓ ୟୁପିଏସ୍ ସି ମେନ୍ସ ପରୀକ୍ଷା ପରେ ଆଇଏଏସ୍ ସାକ୍ଷାତକାର ହୋଇଥାଏ , କ୍ୟାଣ୍ତିଡେଟର ଭାବନା, ନଜରିଆ, ଯୋଗ୍ୟତା ଯାଞ୍ଚ କରିବାପାଇଁ ଇଣ୍ଟରଭ୍ୟୁ ନିଆଯାଏ , ଏହା ବହୁତ କଠିନ ହୋଇଥାଏ , ଏହା କୌଣସି ବହିରୁ ବିଷୟ ନେଇ ଇଣ୍ଟରଭ୍ୟୁ କରାଯାଏନି, ଏହା ଆପଣଙ୍କ ତର୍କଶକ୍ତି ଓ ବୁଦ୍ଧିମତାକୁ ପରକ୍ଷା ଯାଏ , ଏମିତିରେ ୟୁପିଏସ୍ ସି ପରୀକ୍ଷା ପାସ୍ କରିବାପରେ ଆଇଏଏସ୍ ଅଫିସର ପାଇଁ ସାକ୍ଷାତକାର ପରୀକ୍ଷା ପାଇଁ କ୍ୟାଣ୍ତିଡେଟ୍ କୁ ବହୁତ ପରିଶ୍ରମ କରିବାକୁ ପଡେ , ଆଜି ଆମେ ଆପଣଙ୍କୁ କିଛି ରୋଚକ ଆଇଏଏସ୍ ଇଣ୍ଟରଭ୍ୟୁର୍ ପ୍ରଶ୍ନଗୁଡିକ କହିବାକୁ ଯାଉଛୁ ।

୧) ଜିଲାପିକୁ ଇଂରାଜୀରେ କଣ କହନ୍ତି ? ଉତ୍ତର : Funnel cake, Rounded sweet, Syrup filled ring ବି କୁହାଯାଏ ।

୨) ଇଣ୍ଟରଭ୍ୟୁର୍ ଆଶାର୍ଥୀ ଛାତ୍ରଙ୍କୁ ଏକ କପ୍ କଫି ଆଦେଶ ଦେଲେ,  କଫି ଆସିଗଲା , ଓ ଆଶାର୍ଥୀଙ୍କ ସାମ୍ନାରେ ରଖିଦିଆଗଲା,  ତାପରେ ଆଶାର୍ଥୀଙ୍କୁ ପଚାରାଗଲା ,What is before you ?

ଉତ୍ତର- ଏହାର ଉତ୍ତରରେ “ଟି” “ୟୁ” ର ପୁର୍ବରୁ ଆସେ ଏଥିପାଇଁ , ଏହା T comes before u ବର୍ଣ୍ଣମାଳା ।

୩) ସେ କେଉଁ ଜିନିଷ ଅଟେ ଯାହାକି ଫାଟିଲେ ଆବାଜ୍ ହୋଇନଥାଏ ? ଉତ୍ତର : କ୍ଷୀର

୪) ଲଙ୍କା ରାଗ କଣ ପାଇଁ ହୋଇଥାଏ ? ଉତ୍ତର- ଲଙ୍କାରେ କୈପ୍ସିସିନ୍ ନାମକ ଏକ କମ୍ପାଉଣ୍ତ ଲଙ୍କାରେ ହେଉଥିବା ପରସ୍ତ ମିଳିଥାଏ , କ୍ୟାପ୍ସିସିନ୍ ଜିଭ ଓ ତ୍ୱଚାର ଶିରାକୁ ପ୍ରଭାବପକାଏ , ଏଥିରେ ଜଳ୍ୱନଓ ଗରମ ଅନୁଭବ ହୁଏ । ଲଙ୍କାରେ ମହଜୁଦ୍ କ୍ୟାପ୍ସିସିନ୍ ମଣିଷର ତ୍ୱଚାକୁ ବିପରିତ ପ୍ରଭାବ ପକାଏ ସେଥିପାଇଁ ଆମକୁ ରାଗଲାଗେ,

୫) ହଲୱାଇ କୁ ଇଂରାଜୀରେ କଣ କହନ୍ତି ? ଉତ୍ତର- Confectioner କହନ୍ତି ।

୬) ସେ କେଉଁ ଜିନିଷ ଅଟେ ଯାହାର୍ ବିନା କାହାକୁ ଚିହ୍ନି ପାରିହେବ ନାହିଁ ? ଉତ୍ତର –ନାଁ

୭) ସେ କେଉଁ ଶବ୍ଦ ଅଟେ ଯେଉଁଥିରେ ଫଳ,ଫୁଲ ଓ ମିଠାଇ ତିନୋଟି ଶବ୍ଦ ଅଛି ? ଗୋଲାପଜାମୁ

୮) ଚନ୍ଦ୍ରରେ କେତେ କ୍ଷିପ୍ର ଝଡ ଆସିପାରିବ ? ଉତ୍ତର ; ବର୍ଷା,ତୋଫାନଓ ହିମପାତ ହେବାର ପାଇଁ ଆମକୁ ପାଣି ଓ କେଉଁ ପ୍ରକାରର୍ ବାତାବରଣ ଦରକାର, କିନ୍ତୁ ଚନ୍ଦ୍ରରେ କେଉଁ ବାୟୁମଣ୍ତଳରେ ନାହିଁ , ଏଠାରେ କୌଣସି ମୌସୁମ୍ ନାହିଁ , ଏଠାରେ ଝଡ୍ ଆସିପାରିବ ନାହିଁ ।

୯) ଗୋଟେ ପୁଅକୁ ଦେଖି ରୀନ୍ କହେ କି ସେ ମୋର ଜେଜେ ଙ୍କ ଙ୍କ ଏକମାତ୍ର ପୁଅ ର ପୁଅ ଅଟେ ପୁଅ ରୀନା ସହ୍ କେଉଁ ସଂମ୍ପର୍କରେ ଅଛି ? ଉତ୍ତର- ଜେଜେ ଙ୍କ ଙ୍କ ଏକମାତ୍ର ପୁଅ =ବାପା ,ବାପାଙ୍କ ପୁଅ- ଭାଇ, ତେଣୁ ସେ ରୀନାର ଭାଇ ଅଟେ ।

୧୦) ଗୁପଚୁପ୍ କୁ ଇଂରାଜୀରେ କଣ କହନ୍ତି ? ଉତ୍ତର : ୱାଟର ବଲବ୍ସ୍

୧୧) ସିଙ୍ଗିଡାକୁ ଇଂରାଜୀରେ କଣ କହନ୍ତି ? ଉତ୍ତର- Curry puff rissole

୧୨)ଦ୍ୱିପହରର ଖାଦ୍ୟ ଖାଇବାପରେ ଆମକୁ ନିଦ ଓ ଅଲସୁଆ କଣ ପାଇଁ ଲାଗେ ? ଗରମ ଦିନରେ ଏହା ଅଧିକାଂଶ ସମୟ ହୋଇଥାଏ, ଦ୍ୱିପହର ପରେ ଲଞ୍ଚ କରିବାପରେ ଶରୀରର୍ ରକ୍ତର ମାତ୍ରା କମ୍ ହୋଇଯାଏ , ଅଲଗା କିଛି ଏମିତି ହୋଇଥାଏ ଯାହା ଶରୀରରେ ଆଳସ ଆରମ୍ଭ କରିଥାଏ, ଯଦି ଆପଣ ଲଞ୍ଚରେ ଡାଲି, ପନୀର ଓ ଆଳୁରଚିପ୍ସ ଖାଉଛନ୍ତି , ତେବେ ନିଦ ଆସିଯାଏ , ଏହାକୁ ଖାଇଲେ ଶରୀରକୁ ଟାଣିପାରେ ନାହୀଁ ଏହି କାରଣରୁ ନିଦ ଆସିଯାଏ ।

୧୩) ସୋସିଆଲ୍ ମିଡିଆରେ ଇମୋଜିର ରଙ୍ଗ ହଳଦିଆ କଣ ପାଇଁ ହୋଇଥାଏ ?

ଉତ୍ତର- ହଲଦିଆ ରଙ୍ଗ ଚେହେରାର ଡିଟେଲ୍ ଓ ଚେହେରାର ଭାବ ଆଖିରେ ସଫା ଦେଖାଦିଏ , ହଳଦିଆ ରଙ୍ଗ ଖୁସିକୁ ଦର୍ଶାଇଥାଏ,  ଏଥିପାଇଁ ଇମୋଜି ହଳଦିଆ ରଙ୍ଗର ଅଧିକା ହୋଇଥାଏ ।

୧୪) ପାଣିର ବୁନ୍ଦା ଗୋଲ୍ କିପରି ହୁଏ ?

ଉତ୍ତର- ସବୁ ଦ୍ରବ୍ୟ ତଲେ ଏକ ବଳ ରେ ପଡେ ଯାହା ପୃଷ୍ଠ ତନାବ କହନ୍ତି , ଏମିତିରେ ଯେବେ ପାଣି ପଡିଥାଏ, ତେବେ ପାଣି ପୃଥିବୀର ଗୁରୁତ୍ୱଆକର୍ଷଣ ବଳର କାରଣରୁ ବୁନ୍ଦାର ଆକାର ନେଇଥାଏ ।

୧୫) ଯଦି ଆପଣଙ୍କ ଗୋଟେ ହାତରେ ତିନୋଟି ସେଓ ଓ ଚାରୋଟି ନାରଙ୍ଗୀ ଅଚି, ତେବେ ଦ୍ୱିତୀୟ ହାତରେ ଚାରୋଟି ସେଓ ଓ ତିନୋଟି ନାରଙ୍ଗୀ ଅଛି ତେବେ ଆପଣଙ୍କ ପାଖରେ କଣ ଅଛି ?

ଉତ୍ତର- ବହୁତ ବଡ ହାତ ।

Leave a Reply

Your email address will not be published. Required fields are marked *