February 14, 2025

Odia Express

Leading Odia News Portal of Odisha

ସାଉଥ୍ ଅଭିନେତା ଚିରିଞ୍ଜିବୀ ୧୩୦୦ କୋଟିର ସଂମ୍ପତ୍ତିର ଅଟନ୍ତି ମାଲିକ, ଓ ଘର ବି କେଉଁ ମହଲରୁ ନୁହେଁ କମ୍ , ଦେଖନ୍ତୁ ଫଟୋଗୁଡିକ..

ଆମର ଭାରତ ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରି ପାଇଁ ସବୁ ବିଶ୍ୱରେ ଜଣାଯାଈଥାଏ । ବଲିଉଡ୍ ଫିଲ୍ମ ଜଗତର ସବୁ ଷ୍ଟାର୍ସ ଆଜି ପୁରା ଦୁନିଆଁ ନିଜ ନାଁରୁ ଜଣାଯାଇଥାଏ , ଏମିତି ଭାରତ ଦେଶରେ ଭାରତର ସାଉଥ୍ କଥା କହିଲେ ତାଙ୍କର ଏକ ଅଲଗା ଫିଲ୍ମ ଇଣ୍ତଷ୍ଟ୍ରିର ଅଟେ , ଆଜି ଯଦି ଫିଲ୍ମର କଥା କହିବା ତେବେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ନାଁ କମାଇଛନ୍ତି , ସାଉଥ୍ ଫିଲ୍ମ ଅଧିକାଂଶ ଆକ୍ସନ୍ ଫିଲ୍ମ ପାଇଁ ଜଣାଯାଆନ୍ତି । ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଏକ ବହୁତ ବଡ ଅଭିନେତାଙ୍କ ବିଷୟରେ ଆଜି ଆମେ ମଜାଦାର୍ କଥା କହିବାକୁ ଯାଉଛନ୍ତି , ଆଜି ଆମେ ଆପଣଙ୍କୁ ସାଉଥ୍ ଫିଲ୍ମର ନଜର ଆସୁଥିବା ଅଭିନୟକର୍ତ୍ତା ଚିରଞ୍ଜିବି ଜୀଙ୍କ ବିଷୟରେ କହିବାକୁ ଯାଉଛୁ । ଯଦି କଥା କହିବା ତେବେ ଚିରଞ୍ଜିବିର ଫିଲ୍ମ କ୍ୟାରିୟର କଥା କହିବାକୁ ଯାଉଛୁ , ଯିଏକି ଗୋଟେ ରୁ ବଳି ଗୋଟେ ବ୍ଲକ୍ ବଷ୍ଟର୍ ଫିଲ୍ମ କରିଛନ୍ତି , ତାମିଲ୍-ତେଲେଗୁ ସହ ସେ ବହୁତ ହିନ୍ଦୀ ଫିଲ୍ମରୁ ନିଜ ଅଭିନୟରୁ ଲୋକଙ୍କର ହୃଦୟ ଜିତିଥିଲେ ।

ଆଜି ଆମେ ଆପଣଙ୍କୁ ଚିରଞ୍ଜିବିଙ୍କ ସବୁ ପ୍ରୋପଟି ଓ ତାଙ୍କ ଲକ୍ଜୁରୀ ଘର ବିଷୟରେ ଆହୁରି କିଛି କହିବାକୁ ଯାଊଛୁ , ଓ ସେହି ଘରର କିଛି ଫଟୋ ଦେଖାଇବାକୁ ଯାଉଚୁ , ଚିରଞ୍ଜିବି ଙ୍କ ପ୍ରୋପଟି କଥା କହିଲେ ଯଦି ମିଡିଆ ରିପୋର୍ଟ ଅନୁସାରେ ପ୍ରାୟ ୧୩୦୦ କୋଟି ପ୍ରୋପଟିର ମାଲିକ ଅଟନ୍ତି , ଆଜି ତାଙ୍କର ହାଇଦ୍ରାବାଦ ରେ ଏକ ବଡ ଆଲିଶାନ୍ ଘର ଅଛି , କହିଦେବୁ କି ଏହି ବଙ୍ଗଳା ହାଇଦ୍ରାବାଦର ଜୁବୁଲି ହିଲ୍ସ ମୋଷ୍ଟ ପ୍ରାଇମ୍ ଲୋକେସନରେ ଯାହାର ଦାମ୍ ୩୮ କୋଟି କିମ୍ବା ତାଠାରୁ ଅଧିକା ବୋଲି କୁହାଯାଉଛି । ତାଙ୍କର ନାମି ବଙ୍ଗଳା ବିଷୟର୍ କୁହାଯାଉଛି କି ଏହା ୱାର୍ଲଡ୍ କ୍ଲାସ୍ ଏମେନିଟିଜ୍ ମହଜୁଦ୍ ଅଛି, ତାଙ୍କ ଘରେ ସବୁ ସୁବିଧାରେ ପରିପୁର୍ଣ୍ଣ ଅଟେ,  ଯଦି ଘରର କବାଟ କଥା କହିବା ତାହା ମହଙ୍ଗା ପେଣ୍ଟିଙ୍ଗ୍ସ ଲାଗିଚି

ବହୁତ ଭଲ ଲୋକେସନକୁ ନେଇ ଏହା ଘର ବାହାର ନଜାରା ବହୁତ ଭଲ ଲାଗେ,  ତାଙ୍କ ଘର ଚାରିପଟ ସବୁଜ ବର୍ଣ୍ଣାନୀରେ ପରିପୁର୍ଣ୍ଣ , କହିଦେବୁ କି ଏହି ବଙ୍ଗଳା ସେ ନିଜ ଗାଡିର କଲେକ୍ସନ୍ ବି ବନାଇଛନ୍ତି , ଓ ଏହି ବଙ୍ଗଳା ସେ ଏକ ସ୍ୱିମିଙ୍ଗ୍ ପୁଲ୍ ବି କରିଚନ୍ତି ,ଯଦି କଥା୍ ହେବା ଚିରଞ୍ଜିବିଙ୍କର ତେବେ ତାଙ୍କର ଏକ ପୁଅ ଅଛି ଯାହାଙ୍କ ନାଁ ରାମଚରଣ, ଓ ଯଦି ତାଙ୍କ ପୁଅଙ୍କ ବଙ୍ଗଳା କଥା କହିବା ତେବେ ତାହାର ଦାମ୍ ପ୍ରାୟ ୧୦୦ କୋଟି କୁହାଯାଉଚି, ଚିରଞ୍ଜିବିଙ୍କ ପୁଅ ଜଣେ ସଫଳ ଫିଲ୍ମ ଅଭିନେତା ଅଟନ୍ତି , ଓ ଜଣେ ଜଣାଶୁଣା ବିଜନେସ୍ ମ୍ୟାନ୍ ଅଟନ୍ତି , ଓ ସେ ନିଜର ପ୍ରଡକ୍ସନ୍ ହାଉସ୍ ବି ରଖିଛନ୍ତି

ଯାହାର ନାଁ କୋନିଡେଲା ପ୍ରଡକ୍ସନ୍ ହାଉସ୍ କୁହାଯାଉଛି । ପ୍ରଥମେ ଚିରଞ୍ଜିବି ବହୁତ ଫିଲ୍ମରେ ନଜର ଆସୁଥିଲେ,  କିନ୍ତୁ ବୟସ ବଢିବା ସହ ଏବେ ଆସିବା କମିଯାଈଛି, ଏହାକୁ ନେଇ ସେ ଅଧିକା କ୍ୟାମେରା ସାମ୍ନାରେ ଆସୁନାହାନ୍ତି , ଆଜି ଚିରଞ୍ଜିବିଙ୍କୁ ୬୫ ବର୍ଷ ହୋଇସାରିଛି,  ଆଜିର ସମୟରେ ଚିରଞ୍ଜିବି ସେତେ ଅଧିକା ଆକ୍ଟିଭ୍ ରହୁନାହାନ୍ତି ,କିନ୍ତୁ ସେ ବର୍ଷରେ ଗୋଟେ କିମ୍ବା ଦୁଇଟି ଫିଲ୍ମ ନିଶ୍ଚିତ ସାଇନ୍ କରିଦିଅନ୍ତି ।

Leave a Reply

Your email address will not be published. Required fields are marked *