February 8, 2025

Odia Express

Leading Odia News Portal of Odisha

ପରୀକ୍ଷାରେ ଏପରି ଚତୁର ପ୍ରଶ୍ନ – ଯଦି ଗୋଟେ କବାଟ୍ କରିବାପାଇଁ ଆଠଜଣ ଲୋକଙ୍କୁ ୧୦ ଘଣ୍ଟା ଲାଗିଲା,  ତେବେ ଏହାକୁ ବନାଇବାକୁ ଚାରୋଟି ଲୋକଙ୍କୁ କେତେ ସମୟ ଲାଗିଥିବ ?ଦେଖନ୍ତୁ ସଠିକ ଉତ୍ତର..

ୟୁପିଏସ୍ ସି ଇଣ୍ଟରଭ୍ୟୁ ସିଭିଲ୍ ସେବା ପରୀକ୍ଷା ର୍ ଅନ୍ତିମ ଚରଣ ଅଟେ । ପ୍ରୀ, ମେନ୍ସ, ତାହାପରେ ଇଣ୍ଟରଭ୍ୟୁ ହୋଇଥାଏ । ଏହି ଚରଣ ପରେ କ୍ୟାଣ୍ତିଡେଟ୍ କୁ ସିଭିଲ୍ ସେବାର ବିଭିନ୍ନ ପଦ ପାଇଁ ବଛା ହୋଇଥାଏ , ଆଇଏଏସ୍ ପ୍ରିଲିମସ୍, ଓ ଆଇଏଏସ୍ ମେନ୍ସ ପରିକ୍ଷା ପରେ ଆଇଏଏସ୍ ସାକ୍ଷାତକାର ହୋଇଥାଏ,  ଯାହାକୁ ଭାବିକରି ବହୁତ କ୍ୟାଣ୍ତିଡେଟ୍ ନର୍ଭସ୍ ହୋଇଯାଆନ୍ତି , କ୍ୟାଣ୍ତିଡେଟ୍ ଇଣ୍ଟରଭ୍ୟୁରେ ଯାଇଥାଏ ତାକୁ ଏମିତି ଟ୍ରିକି ପ୍ରଶ୍ନ ପଚାରାଯାଇଥାଏ , ଯାହା ତାର ଦିମାଗ୍ ବୁଲାଇଦିଏ , ସେ ପ୍ରଶ୍ନ ପ୍ରକୃତରେ ବହୁତ୍ ସହଜ ହୋଇଥାଏ , କିନ୍ତୁ ତତ୍କାଳ ତାହାକୁ ବୁଝିବାରେ କ୍ୟାଣ୍ତିଡେଟ୍ ର ମୁଣ୍ତରୁ ଝାଳ ବାହାରିଯାଏ , ବହୁତଥର ସିଚ୍ୟୁଏସନ୍ କୁ ନ୍ନେଇକରି କ୍ୟାଣ୍ତିଡେଟ୍ କୁ ଫସାଯାଇଥାଏ , ଓ ତାର ଦିମାଗର ପରୀକ୍ଷା ନିଆଯାଏ , ୟୁପିଏସ୍ ସି ପର୍ସନାଲିଟି ଟେଷ୍ଟ୍ରେ ଛାତ୍ରଙ୍କ ଆତ୍ମବିଶ୍ୱାସ ବଢାଇବାପାଇଁ ଆମେ କିଛି ପ୍ରଶ୍ନ ଓ ତାହାର ଉତ୍ତର ନେଇକରି ଆସିଛୁ ।

୧) ଗୋଟେ ଝିଅକୁ ଦେକିକରି ଅରୁଣ କହିଲା ମୋର ଦାଦାଙ୍କ ପୁଅର ଏକମାତ୍ର ଝିଅ ଅଟେ , ତାହାର ଅରୁଣ୍ ସହ କଣ ସଂମ୍ପର୍କ ହେଲା ? ଉତ୍ତର : ସେ ଝିଅ ଅରୁଣ୍ ର ଭଉଣୀ ଅଟେ ।

୨) ଯଦି ଗୋଟେ କବାଟ୍ କରିବାପାଇଁ ଆଠଜଣ ଲୋକଙ୍କୁ ୧୦ ଘଣ୍ଟା ଲାଗିଲା,  ତେବେ ଏହାକୁ ବନାଇବାକୁ ଚାରୋଟି ଲୋକଙ୍କୁ କେତେ ସମୟ ଲାଗିଥିବ ? ଉତ୍ତର ; ଏହାର ସଠିକ ଉତ୍ତର ହେଲା ୨୦ ଘଣ୍ଟା ସମୟ ଲାଗିବ

୩) Z ର ଆଠଟି ପୁଅ ତାଙ୍କର ଗୋଟେ ଗୋଟେ ଭଉଣୀ, ତେବେ Z ର କେତୋଟି ଛୁଆ ହେଲେ ? ଉତ୍ତର : ୯ ଟି

୪) ୨ ପୁଅ ଓ ୨ ବାପା ଫିଲ୍ମ ଦେଖିବାକୁ ଗଲେ , ତାଙ୍କ ପାଖରେ ୩ ଟି ଟିକେଟ୍ ଥିଲା,  ତାପରେ ବି ସେମାନେ ଫିଲ୍ମ ଦେଖିଲେ, କେମିତି ? ଉତ୍ତର ; କାରଣ ସେମାନେ ୩ ଜଣ ହିଁ ଥିଲେ , ଦାଦାଜି ,ବାପା, ଓ ପୁଅ ଏଥିପାଇଁ ଟିକେଟ୍ ୩ ଟି ନେଇକରି ଫିଲ୍ମ ଦେଖିପାରିଲେ

୫) ପ୍ରଶ୍ନ- ଗୋଟିଏ ଛୁଆ ପାକିସ୍ଥାନର ଲାହୋରରେ ଜନ୍ମ ହୋଇଥିଲା,  ତାପରେ ବି ସେ ପାକିସ୍ଥାନୀ ନୁହେଁ । ଉତ୍ତର ; ସେ ଛୁଆ ୧୯୪୭ ର ପୁର୍ବରୁ ଜନ୍ମ ହୋଇଥିଲା,  ସେହି ସମୟରେ ଲାହୋର୍ ଏଠାରେ ନଥିଲା,  ସେ ଭାରତୀୟ ଥିବ ।

୬) ଲିଡର୍ ଓ ମ୍ୟାନେଜର୍ ମଧ୍ୟରେ କଣ ଫର୍କ ହୋଇଥାଏ ? ଉତ୍ତର : ଏହି ପ୍ରଶ୍ନ ସିଭିଲ୍ ସେବା ପରୀକ୍ଷାରେ ୨୦୧୭ ରେ ୧୧୭ତମ ରାଙ୍କ୍ ହାସିଲ୍ କରିଥିବା ସୁରଜ୍ କୁମାର ରାୟଙ୍କୁ ପଚାରାଗଲା , ସେ ଜବାବ୍ ଦେଲେ Leader does the right thing, and manager does the thing rightly ମାନେ ଲିଡର୍ ସଠିକ୍ ଜିନିଷ କରିଥାଏ,  ଯେବେ କି ମ୍ୟାନେଜର୍ ଜିନିଷକୁ ସଠିକ୍ ତରିକାରେ କରିଥାଏ,  ବୋର୍ଡ ଆଗକୁ କହିଲେ କି ନିଜ ଉତ୍ତର ସ୍ପଷ୍ଟ କରନ୍ତୁ , ସୁରଜ୍ କହିଲେ କି ଦୁହେଁ କାମକୁ ଜଣେ ଅନ୍ୟ ଜଣଙ୍କ ସହ ମିଶେ , କିନ୍ତୁ ଲିଡର୍ ଦିଗ ଦେଖାଇଥାଏ,  ଏକ ମାର୍ଗଦର୍ଶକ କୁ କାମ  କରିଥାଏ,  ସେ ନିଜ ଫଲୋଅର୍ସ, ପ୍ରେରିତ୍ କରିଥାଏ,  ଓ ଲକ୍ଷ୍ୟ ଯାଏଁ ପହଞ୍ଚାଇବାପାଇଁ ସେ ପ୍ରୋତ୍ସାହନ ଦେଇଥାଏ,  ଓ ମ୍ୟାନେଜର୍ ତାହାର କାମକୁ ଟିକିଏ ଭଲସେ କରିଥାଏ , ସେ କେବେ ଛୋଟ କାମ ବି କରିଥାଏ , ଯୋଜନା କରିଥାଏ,  ଆୟୋଜନ କରିଥାଏ,  ଲକ୍ଷ୍ୟକୁ ଦିଗଦେଖାଇଥାଏ,  ବ୍ୟବସ୍ଥାରେ ପ୍ରବନ୍ଧନ ଓ ସମନ୍ୱୟ ସ୍ଥାପନା କରିଥାଏ ,  ଏହା ଶୁଣିକରି ସୁରଜକୁ ପଚାରଗଲା କି ତୁମେ କଣ ହେବାକୁ ଚାହୁଁଛ ? ଲିଡର୍ କିମ୍ବା ମ୍ୟାନେଜର୍ ? ସେ କହିଲେ କି ମୁଁ ଆଡମିନିଷ୍ଟେଟର୍ ହେବାକୁ ଚାହୁଁଛି , ଏହି ପ୍ରଶ୍ନର ଉତ୍ତରରେ ସେ ଆଇଏଏସ୍ ରେ ସିଲେକ୍ସନ୍ ହୋଇଗଲା ।

୭) ଯଦି ଆପଣଙ୍କ ଘରର ଛାତରେ ଅଛ, ଓ ତଳୁ କିଏ ସିଢିକୁ ହଟାଇନିଏ , ତେବେ କଣ କରିବେ ? ଉତ୍ତର : ରଙ୍ଗଫୁଲ୍ କନସାଇଣ୍ଟମେଣ୍ଟ୍ ଦ୍ୱାରା କେସ୍ ଦର୍ଜ କରାଇବି ।

୮) ଯଦି ଆମେ ମାଟିରେ ଗାତ ଖୋଳିବା , ତେବେ କଣ ଅନ୍ତରୀକ୍ଷାରେ ଯାଇକରି ବାହାରିବା ? ଉତ୍ତର୍ : ୧୯୭୦ ରେ ରୁଷର ବୈଜ୍ଞାନିକ ପୃଥିବୀରେ ଖୋଳିବା ଆରମ୍ଭ କରିଥିଲେ , କିନ୍ତୁ କେବଲ ୧୨୬୨ ମିଟର୍ ପହଞ୍ଚିକରି ମେସିନ୍ କାମ ବନ୍ଦ କରିଦେଲା , ମାଟି ତଳେ ଭିତରର ତାପମାନ ୧୮୦ ଡିଗ୍ରୀ ଥିଲା,  ବୈଜ୍ଞାନିକଙ୍କ ଅନୁସାରେ,  ପୃଥିବୀ ପୃଷ୍ଠରେ ୬୪୦୦ କିମି ଗଭିର ଅଟେ,  ଏମିତିରେ ଗାତ ଖୋଳି ଅନ୍ତରିକ୍ଷ ଯିବା ବେକାରିଆ କଥା ଅଟେ ।

୯) ଉତ୍ତର ଧ୍ରୁବର ଘରେ ଚାରୋଟି କବାଟ ଅଛି , ଯାହା ଦକ୍ଷିଣ ଆଡକୁ ଅଛି,  ଘରର ଚାରିଆ ଡୁ ଏକ୍ ଭାଲୁ ଚକ୍କର ଲଗାଉଛି, ତେବେ ଭାଲୁର ରଙ୍ଗ କଣ ହେବ ? ଉତର ; ଭାଲୁର ରଙ୍ଗ ଧଳା ହେବ , କାରଣ ଉତ୍ତର ଧ୍ରୁବରେ ସେ ମିଳିଥାଏ ।

୧୦) ମନୁଷ୍ୟ ୨୪ ଘଣ୍ଟାରେ କେତେ ଥର୍ ନିଶ୍ୱାସ ନେଇପାରିବ ? ଉତ୍ତର : ୧୭ ରୁ ୩୦ ହଜାର ଥର

୧୧ ) ଛାଡପତ୍ରର ମୁଲ କାରଣ କଣ ହୋଇପାରେ  ? ଉତ୍ତର : ବିବାହ

୧୨) ରେସରେ ଦୌଡିକରି ଏକ ଯୁବକ ଆଉ ଏକ ଦ୍ୱିତିୟ ପୋଜିସନ ରେ ଥିବାପୁଅକୁ କ୍ରସ୍ କରିଥାଏ,  ତେବେ କୁହନ୍ତୁ ସେହି ଯୁବକର ପୋଜିସନ୍ କଣ ? ଉତ୍ତର : ସେକେଣ୍ତ ପୋଜିସନ୍ କାରଣ ସେହି ଯୁବକ ସେକେଣ୍ତପୋଜିସନ୍ ବାଲା ପୁଅକୁ କ୍ରସ୍ କଲା,  ଏବେ ନିଜେ ସେକେଣ୍ତରେ ଆସିଗଲା, ଓ ସେ ପିଲା ଥାର୍ଡ ପୋଜିସନ୍

୧୩) ଦୁଇ ଜାଆଁଳା ଛୁଆ ମଇରେ ଜନ୍ମ ନେଇଥିଲେ , କିନ୍ତୁ ତାଙ୍କରଜନ୍ମଦିନ ଜୁନ୍ ରେ ଅଟେ,  ଏହା କିପରି ସଂମ୍ଭବ ଅଟେ , ଉତ୍ତଅ : ମଇ ଏକ ସହରରେ ଅଟେ ।

୧୪) ଯଦି କେଉଁ ରାଜନେତା କେଉଁ କଥାରେ ମନମୁତାବ, କିମ୍ବା ମତଭେଦ ହୋଇଯାଏ , ତେବେ କଣ କରିବେ ?

ଉତ୍ତର : ଆଇଏଏସ୍ ସୌରଭ କୁମାର୍ କହିଲେ ଭାରତୀୟ ପ୍ରଶାସନିକ ବ୍ୟବସ୍ଥାରେ ଆଇଏଏସ୍ ଅଫିସରଙ୍କ ପାଖରେ ଆଉ କିଛି ଦ୍ୱିତିୟ ବିକଳ୍ପ ନାହିଁ ସିଭିଲ୍ ସେବା ଆସିବାପୁର୍ବରୁ ଏହା ଜଣାଥିବା ଦରକାର, ଆମେ ରାଜନେତାଙ୍କ ସହ କାମ୍ କରିବାକୁ ହେବ , ଏହା ଦାୟିତ୍ୱ ଅଛି କି କେଉଁ ବି ଆଇଏଏସ୍ ଅଫିସର୍ ଯଦି କେଉଁ ନେତା କେଉଁ ବିଷୟରେ ପୁରା ସୁଚନା ନାହିଁ ତେବେ ପୁରା ସୁଚନା ଦିଅନ୍ତୁ , ତାକୁ କୁହନ୍ତୁ କ୍ କଣ ସଠିକ୍ ଅଟେ ଓ  କଣ ଭୁଲ୍, ଯାହା ଆଇଏଏସ୍ ଅଫିସର୍ ହୋଇଥେ,  ସେ ରୁଲ୍ସ ଆଣ୍ତ ଲଅ, ଦ୍ୱାରା କାମ କରିଥାଏ,  କେଉଁ ରାଜନେତା ନିଜ ନିୟମ ଦ୍ୱାରା କରେନାହିଁଂ ଆମେ ଯେବେ ବି କାମ କରିବା ରୁଲ୍ସ ଓ ଆଇନ୍ ଅନୁସାରେ କାମ କରିବା ।

୧୫) ଏକ ଟ୍ରକ୍ ଡ୍ରାଇଭର୍ ଭୁଲ୍ ରାସ୍ତାରେ ଯାଉଥିଲା,  କିନ୍ତୁ ପୋଲିସ୍ ତାକୁ ଅଟକାଇଲା ନାହିଁ , ଉତ୍ତର : କାରଣ ଟ୍ରକ୍ ଡ୍ରାଇଭର୍ ପାଦରେ ଚାଲିଯାଉଥିଲା ।

୧୬) ଗୋଟେ ଚାଷୀ ପାଖରେକିଛି କୁକୁଡା ଓ ଛେଳି ଅଛି  ଯଦି ଏହାର ସମସ୍ତଙ୍କ ୯୦ ମୁଣ୍ତ ଓ ୨୨୪ ପାଦ ଥିବ , ତେବେ ଛେଳି ସଂଖ୍ୟା କେତେ ହୋଇଥିବ ? ୨୨ ଟି ଛେଲି ହୋଇଥିବ ।

Leave a Reply

Your email address will not be published. Required fields are marked *