କିଚେନ୍ ରେ ଖାଇବା ତିଆରି କରିବାପରେ ନିଶ୍ଚିତ କରନ୍ତୁ ଏହି ୩ ଟି କାମ , କେବେ ହେବନାହିଁ ଧନ ଓ ଅନ୍ନର ଅଭାବ..
ହିନ୍ଦୁ ଧର୍ମରେ ବାସ୍ତୁର ବହୁତ ଅଧିକା ମହତ୍ତ୍ୱ ବିଷୟରେ କୁହାଯାଇଛି , ଏମିତି କୁହାଯାଇଛି କି ଆପଣଙ୍କ ଘରର ସୁଖ,ଶାନ୍ତି, ଆର୍ଥିକ ସ୍ଥିତି ଏହି ସବୁ ଜିନିଷ ଘରର ବାସ୍ତୁ ଉପରେ ନିର୍ଭର କରିଥାଏ । ଯେଉଁ ଘରେ ବାସ୍ତୁ ଭଲ ହୋଇଥାଏ , ସେଠାରେ ସବୁକିଛି ଠିକ୍ ହୋଇଥାଏ , ଏମିତି ମାନାଯାଏ କି ଭଲ ବାସ୍ତୁ ହେଲେ ଆପଣଙ୍କ ଘରେ ଲଗାତାର ସକରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ , ତାହା ସହ ଘରୁ ନକରାତ୍ମକ ଉର୍ଜା ସବୁ ଚାଳିଯା , ଏଇ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ରୋଷେଇ ସହ କିଛି କଥା କହିବାକୁ ଯାଉଛୁ , ଘରେ ରୋଷେଇ ଘର ଏମିତି ଏକ ଜାଗା ହୋଇଥାଏ ଯେଉଁଠି ଘରର ସଦସ୍ୟଙ୍କ ପାଇଁ ରୋଷେଇ ହୋଇଥାଏ , ଏମିତିରେ ଘରର ସବୁ ଲୋକଙ୍କର କନେକ୍ସନ୍ ସିଧା ରୋଷେଇ ଘର ସହ ହୋଇଥାଏ , ଏଥିପାଇଁ ଆଜି ଆମେ ରୋଷେଇଘର ସହ କିଛି ସୁଚନା ଓ ସାବଧନତା ଟିପ୍ସ ଦେବାକୁ ଯାଉଛୁ , ଯାହାକୁ ଆପଣାଇଲେ ଆପଣଙ୍କ ମାହୋଲ୍ ସର୍ବଦା ପଜେଟିଭ୍ ରହିବ । ଯଦି ଆପଣ ଏହି ଉପାୟ କରୁଛନ୍ତି ତେବେ ଆପଣଙ୍କ ଘରେ କେବେ ଧନର ଅଭାବ ରହିବ ନାହିଁ ରୋଷେଇ ଘରକୁ ଅନ୍ନପୁର୍ଣ୍ଣା ଦେବୀଙ୍କ ସ୍ଥାନ ବୋଲି ଜଣାଯାଏ , ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଯାହା ଆମକୁ ଧ୍ୟାନ ରଖିବା ସହ୍ ସାବଧାନ ରହିବାକୁ ପଡିବ ।
୧) ଘରର ଖାଦ୍ୟ ତିଆରି ହୋଇସାରିବା ପରେ ଚୁଲ୍ଲୀକୁ ସଫାକରିଦେବେ , ବହୁତ ଲୋକଙ୍କର ଅଭ୍ୟାସ ହୋଇଥାଏ କି ସେମାନେ ବ୍ୟସ୍ତତା ଭିତରେ ଏହାକୁ ସଫା ନକରି ଛାଡିଦିଅନ୍ତି , ତାଙ୍କୁ ଲାଗିଥାଏ କି ରାତିକୁ ଆଉଥରେ ଖାଇବା ତିଆରି କରିବାର ଅଛି, ତେବେ ଆଉଥରେ ସଫା କରିବାକୁ ପଡିବ , ଏଥିପାଇଁ ସେ ଚୁଲ୍ଲୀକୁ ଥରେ ମାତ୍ର ସଫା କରିଥାନ୍ତି, କିନ୍ତୁ ଏମିତି କଲେ ଅନ୍ନପୁର୍ଣ୍ଣା ଦେବୀ ନାରାଜ୍ ହୋଇପାରନ୍ତି , ଅନ୍ନର ଅଭାବ ଦେଖାଦେଇପାରେ , ତାହା ସହ୍ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦେଖିଲେ ଚୁଲ୍ଲୀକୁ ଦୁଇ ସମୟରେ ସଫା କରିବା ଭଲ ଅଟେ ।
୨) ଯେବେ ଆପଣଙ୍କ ଖାଇବା ରୁଟି ଶେଷ ହେବାକୁ ଥିବ ତେବେ ଶେଷରେ ଏକ ରୁଟି କେଉଁ ପଶୁକୁ ଯେପରି ଗାଇ କିମ୍ବା କୁକୁରକୁ ଦେଇଦେବେ , ସେମିତି ଅଧିକାଂଶ ଲୋକ ପ୍ରଥମ ରୁଟି ଗାଇକୁ ଦେଇଥାନ୍ତି , ଓ ଶେଷ ରୁଟିକୁ କୁକୁରକୁ ଦେଇଥାନ୍ତି , ପଶୁମାନଙ୍କୁ ଭୋଜନ କରାଇଲେ ପୁଣ୍ୟ ମିଳିଥାଏ, ତାହା ସହ ଉଦାରତା ଦେଖିକରି ଅନ୍ନପୁର୍ଣ୍ଣାଦେବୀ ପ୍ରସନ୍ନ ହୋଇଥାନ୍ତି ।
୩) ଯେବେ ଘରର ସବୁ ସଦସ୍ୟ ଖାଇବା ଖାଇନେବେ , ତେବେ ଅଇଁଠାକୁ ରୋଷେଇ କିମ୍ବା ବେସିନ୍ ର୍ ପକାଇଦେବେ ନାହିଁ ଏହି ଅଇଁଠାକୁ ବାହାରେ ପକାଇଦେବେ ନହେଲେ କେଉଁ ରୁମ୍ ରେ ରଖିଦେବେ , ଏମିତି କଲେ ନକରାତ୍ମକ ଉର୍ଜା ଘରେ ପ୍ରବେଶ କରିଥାଏ , ତେବେ ଏହା କରୁଥିଲେ ଆଜି ଠୁ ଏହା କରିବା ବନ୍ଦ କରିଦିଅନ୍ତୁ ।