ସାଗୁ ଦାନାର ମାତ୍ର ୧୨ ଟି ଦାନା ଏହି ଉପାୟ କରିଦେବ ଆପଣଙ୍କ ଜୀବନରେ ଚାଲୁଥିବା ସବୁ ଅସୁବିଧାକୁ ଦୁର..
ଲୋକେ ସବୁବେଳେ ଏହା ଚାହଁନ୍ତି କି ତାଙ୍କ ଜୀବନରେ ଢେର୍ ସାରା ସୁଖ ସୁବିଧା ଉପଲ୍ଲବ୍ଧ ହେଉ , ଯାହାର କାରଣରୁ ପଇସା କମାଇଥାନ୍ତି , ଓ ଏହା ପାଇଁ ସେ କଡା ପରିଶ୍ରମ ବି କରିଥାନ୍ତି , ବହୁତଥର ବ୍ୟକ୍ତି ପଇସା କମାଇବାପାଇଁ ଏତେ ପରିଶ୍ରମ କରିବସେ କି ସେ ସବୁ ଇଚ୍ଛା ପୁରା କରିପାରେ ନାହିଁ । ଓ ଏଥିରେ ସେ ପଇସା କମାଇବାପାଇଁ ନାନାପ୍ରକାରର ଅସୁବିଧାର ସମ୍ମୁଖୀନ ବି ହୁଏ , ଏକମାତ୍ର ଏମିତି ନିଧି ଅଛି ଯାହା ଜୀବନରେ ଅତ୍ୟନ୍ତ ମହତ୍ତ୍ୱପୁର୍ଣ୍ଣ ଆଧାର ଅଟେ, ଧନର ଅଭାବ ହେଲେ ଅନେକ ପ୍ରକାରର ସମସ୍ୟା ଆସିଥାଏ , ଜୀବନ ନର୍କ ସମାନ୍ ଲାଗିଥାଏ, ଏହା ସହ ଆମେ ଆପଣଙ୍କୁ କହିଦେବୁ କି ଧନର ପ୍ରାପ୍ତିର ଏକ ଅଚୁକ ଉପାୟ ଏକ ଚମତ୍କାରିକ ଉପାୟ କରି ଆପଣ ନିଜ ଘରେ ସୁଖ ଓ ସମୃଦ୍ଧି ଆଣିପାରିବେ । ଯଦି ଆପଣଙ୍କ ଘରେ ସବୁ ବେଳେ କଳହ ଲାଗି ରହୁଛି କିମ୍ବା ପଇସାର ଅଭାବ ଦେଖାଦେଉଛି ଯାହାର କାରଣରୁ ପରିବାରରେ ଲଢେଇ ଝଗଡାର ମାହୋଲ୍ ହେଉଚି, ଓ ଆପଣଙ୍କ ଉପରେ କରଜଭାର ଅଧିକା ହୋଇଯାଈଛି, ଆପଣଙ୍କୁ ଧନରଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଦରକାର ଅଛି ,ମା ଲକ୍ଷ୍ମୀଙ୍କର ଆଶିର୍ବାଦରୁ ଧନର ସଂବନ୍ଧିତ ସବୁ ଅସୁବିଧା ଦୁର ହୋଇଯିବ , ଆପଣଙ୍କ ପରିବାରରେ ଖୁସି ଆସିଯିବ , ତେବେ ଆଜି ଆମେ ଆପଣଙ୍କୁ ଉପାୟ କହିବାକୁ ଯାଊଛୁ , ଯାହା ଆପଣଙ୍କ ସବୁ ସମସ୍ୟା ଦୁର କରିଦେବ ।
ଲୋକେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାପାଇଁ କିଛି ବି କରିପାରନ୍ତି , ତେବେ ଏହି ଛୋଟ ଉପାୟ କରି ଆପଣ ନିଜ ସମସ୍ୟାକୁ ସମାଧାନ କରିପାରିବେ , କିନ୍ତୁ ଆପଣଙ୍କୁ ଏକ ଉପାୟ କରିବାକୁ ହେବ , ଯାହାପରେ ଆପଣଙ୍କ ସହ ଯେତେ ବି ଧନ ସଂବନ୍ଧି ଅସୁବିଧା ଅଛି ଶେଷ ହୋଇଯିବ, ଏହା ସହ ଧନର ପ୍ରାପ୍ତି ହେବ, ଆଜିର ସମୟରେ ଧନର ଆବଶ୍ୟକତା ସମସ୍ତଙ୍କୁ ଅଛି , କାରଣ ବିନା ଧନରେ କିଛି ବି ସଂମ୍ଭବ ହୋଇପାରିବ ନାହିଁ ।
ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଯେବେ ଆପଣ ସଂନ୍ଧ୍ୟାରେ ପୁଜା କରିବେ ତେବେ ସେହି ସମୟରେ ତମ୍ବାର ଢାଳରେ ପାଣି ଭରିକରି ନିଜ ପାଖରେ ରଖନ୍ତୁ , ଓ ସେଥିରେ ୨ ଟି କର୍ପୁର ଦିଅନ୍ତୁ , ଯେବେ ଆପଣଙ୍କ ପୁଜା ଶେଷ ହୋଇଯିବ , ତେବେ ଏହି ଜଳକୁ ଢାଳରେ ପୁରା ରୁମରେ ଛିଞ୍ଚିଦିଅନ୍ତୁ , ଏହି ଉପାୟ କରିଲେ ଆପଣଙ୍କ ସବୁ ଅସୁବିଧା ଦୂର ହୋଇଯିବ ।
ସେମିତି ଆପଣଙ୍କୁ କହିଦେବୁ କି ଏହି ଉପାୟ ଯଦି ଆପଣ ସବୁଦିନ ସକାଳ ଓ ସଂନ୍ଧ୍ୟାରେ କରୁଛନ୍ତି ତେବେ ଆପଣଙ୍କ ସମସ୍ୟା କିଛି ଦିନରେ ଶେଷ ହୋଇଯିବ , କିନ୍ତୁ ଗୋଟିଏ କଥାକୁ ଧ୍ୟାନ ଦେବେ କି କେବଳ ଘରର ମହିଳା ଏହାକୁ କରନ୍ତୁ, କାରଣ ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ ବୋଲି ମାନାଯାଏ ।
ଏହା ସହ ଆପଣଙ୍କୁ ଆଉ ଏକ ଉପାୟ କହିଦେବୁ କି ଯଦି ଆପଣ ସାଗୁଦାନାର ୧୨ ଟି ଦାନା ନେଇକରି ୧୨ ଦିନ ମନ୍ଦିରରେ କିମ୍ବା ଦୋକାନରେ ଜଳାଉଛନ୍ତି ତେବେ ଏମିତି କରିଲେ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ , ଓ ତାହାସହ ବେରୋଜଗାର ଥିଲେ, ଆପଣଙ୍କୁ ଚାକିରି ମିଳିପାରିବ ।
ଯଦି ଆପଣଙ୍କ ଘରେ କେଉଁ ବ୍ୟକ୍ତି ବହୁ ଦିନରୁ ରୋଗାକ୍ରାନ୍ତ ହୋଇପଡିଛନ୍ତି ତେବେ ଆପଣ ଏକ ମାଟିର ଦୀପରେ ଘିଅ କେସର ଓ କର୍ପୁର ଚୁର୍ଣ୍ଣ ମିଶାଇ ଜଳାଇଲେ ସେ ଜଲଦି ଠିକ୍ ହୋଇଯିବେ