February 8, 2025

Odia Express

Leading Odia News Portal of Odisha

ବଲିଉଡ୍ ର ସୁପରହିଟ୍ ଫିଲ୍ମ “ଘାତକ”ରେ ଥିଲେ ସନି ଦେଓଲଙ୍କ ହିରୋଇନ୍, ଆଜି ତାଙ୍କର ଏମିତି ହାଲତ୍ ଦେଖିକରି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ମୁମ୍ବାଇରେ କିଛି ମାସ ପୁର୍ବରୁ ନିଜ ସମୟର ସୁନ୍ଦର ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରୀ ଯିଏକି ଲମ୍ବା ସମୟରୁ ବଲିଉଡ୍ ରୁ ଦୂରରେ ଅଛନ୍ତି , ନିଜ କିଛି ଲାଟେଷ୍ଟ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି , ଯାହାର କାରଣରୁ ସେ ବହୁତ ଚର୍ଚ୍ଚିତ ହୋଇସାରିଛନ୍ତି , ଏଇ ଲାଟେଷ୍ଟ ଫଟୋଗୁଡିକ ମୀନାକ୍ଷୀ ଙ୍କ ଚେହେରାରେ ବଢୁଥିବା ବୟସର ପ୍ରଭାବ ଦେଖାଯାଉଥିବ ନିଶ୍ଚିତ, ମୀନାକ୍ଷୀଙ୍କ ଏହି ଫଟୋ ଦେଖିକରି ବହୁତ ଫ୍ୟାନ୍ସ ଚକିତ ହୋଇଯାଇଥିଲେ,  ଏହା ବହୁତ ଆଶ୍ଚର୍ଯ୍ୟକର ହୋଇଥିଲା,  କାହାକୁ ଏହି ବିଷୟରେ ବିଶ୍ୱାସ ହେଲା ନାହିଁ ମୀନାକ୍ଷୀ ଶେଷାଦ୍ରୀ ଏବେ ଦେଖିବାକୁ ଏମିତି ଲାଗୁଛନ୍ତି । ଆପଣଙ୍କୁ କହିଦେବୁ କି ବଲିଉଡ୍ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରୀ ୮୦ ଦଶକରେ ନିଜ କ୍ୟାରିୟର୍ ଆରମ୍ଭରୁ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି , ସେ ଆଜିକାଲି ଲାଇମ୍ ଲାଇଟ୍ ରୁ ଦୁରେଇ ଗୁମନାମ୍ ଭରା ଜୀବନ ଅତିବାହିତ କରୁଛନ୍ତି , ବଲିଉଡ୍ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରୀ ପ୍ରାୟ ସବୁ ବଡ ଷ୍ଟାରଙ୍କ ସହ କାମ କରିଛନ୍ତି , ମୀନାକ୍ଷୀଙ୍କ ଫିଲ୍ମ ମଧ୍ୟରୁ ସବୁଠାରୁ ବ୍ଲକ୍ ବଷ୍ଟର୍ ଫିଲ୍ମ ଦାମିନୀ ଓ ଘାତକ ପରି ବଡ ହିଟ୍ ଫିଲ୍ମ ଅଛି ।

କହିଦେବୁ କି ବଲିଉଡ୍ ମୀନାକ୍ଷୀ ଶେଷାଦ୍ରୀ ଙ୍କୁ ମନୋଜ କୁମାର ବଲିଉଡ୍ ରେ ପ୍ରଥମ ମଉକା ଦେଇଥିଲେ , ମୀନାକ୍ଷୀ ଯେବେ ୧୭ ବର୍ଷର ଥିଲେ , ସେ ମିସ୍ ଇଣ୍ତିଆ ପାଇଁ ବଛା ହୋଇଥିଲେ , ତେବେ ସେ ଶଶିକଳା ଶେଷାଦ୍ରୀ ନାଁରୁ ଜଣାଯାଉଥିଲେ, ମିସ୍ ଇଣ୍ତିଆ ହେବାପରେ ସେ ଖବରକାଗଜରେ ତାଙ୍କ ଫଟୋ ଛପା ହେଲା  ଓ ଯେବେ ସେହି ଫଟୋରେ ମନୋଜ କୁମାର ଙ୍କୁ ନଜର୍ ଆସିଲେ ତେବେ ସେ ତୟ କରିନେଲେ କି ତାଙ୍କ ଆସୁଥିବା ଫିଲ୍ମ ପେଣ୍ଟର୍ ବାବୁ ର ହିରୋଇନ୍ ସେ ହିଁ ହେବେ , ଓ ବିନା ସ୍କ୍ରିନ୍ ଟେଷ୍ଟରେ ମୀନାକ୍ଷୀଙ୍କୁ ଏହି ଫିଲ୍ମରେ ସାଇନ୍ କରିଦିଆଗଲା , ସନ୍ ୧୯୮୩ ରେ ଆସିଥିବା ଫିଲ୍ମ ପେଣ୍ଟର୍ ବାବୁ ମୀନାକ୍ଷୀ ମନୋଜକୁମାରଙ୍କ ସହ ନିଜ ବଲିଉଡ୍ ରେ ଡେବ୍ୟୁ କରିଥିଲେ,  ଓ ସେହି ବର୍ଷ ସୁଭାଷ ଘାଇଙ୍କ ହିରୋ ତାଙ୍କ ପ୍ରଥମ ଫିଲ୍ମ ଥିଲା

ଆପଣଙ୍କୁ କହିଦେବୁ କି ହିରୋ, ଘାୟଲ, ଦାମିନୀ, ଘାତକ, ଶେହନଶାହ୍, ତୁଫାନ୍, ଦିଲୱାଲା, ଓ ଆନ୍ଧୀ ତୁଫାନ୍ ପରି ଗୋଟେ ରୁ ବଳି ଗୋଟେ ହିଟ୍ ଫିଲ୍ମ ଦେଇଥିଲେ, ଏବେ ତାଙ୍କ ରୁପ ବହୁତ ବଦଳିଯାଇଛି, ଯାହା ଏବେ ପୁରା ସଫା ଜଣାପଡୁଛି । ଏବେ କିଛି ଦିନ ହେବ ନିଜ ଲମ୍ବା ସମୟ୍ରୁ ଜଣେ ଅନ୍ୟଙ୍କ ସହ କାମ କରିଥିବା ଅଭିନେତା ରୂଷି କାପୁର ବଲିଉଡ୍ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରୀଙ୍କ ଏକ ଫଟୋ ସେୟାର୍ କରିଥିଲେ,  ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ବହୁତ ଫିଲ୍ମରେ କାମ କରିଥିବା ରିଷିକାପୁର ବି ନିଜ ଦାମିନୀଙ୍କୁ ଚିହ୍ନିପାରିଲେ ନାହିଁ କିଛି ଦିନ ପୁର୍ବରୁ ଏକ ମିଡିଆ ରିପୋର୍ଟରୁ ମିଳିଥିବା ସୁଚନା ମୁତାବିକ ରିଷିକାପୁର୍ ଯେବେ ଅଚାନକ ଏକ ପାର୍ଟିରେ ମୀନାକ୍ଷୀଙ୍କୁ ଦେଖିଲେ ତ ଚିହ୍ନିପାରିଲେ ନାହିଁ ।

ସେ ଟ୍ୱିଟର୍ ରେ ଏକ ଫଟୋ ସେୟାର୍ କରି ପଚାରିଲେ ଇଏ କିଏ ମୁଁ ତାଙ୍କୁ ଚିହ୍ନିପାରିଲି ନାହିଁ , ଆପଣଙ୍କୁ କହିଦେବୁ କି ମୀନାକ୍ଷୀ ଶେଷାଦ୍ରୀ ହରିଷ୍ ମୈସୁର୍ ଙ୍କ ସହ ବିବାହ କରି ବଲିଉଡ୍ ଓ ଫିଲ୍ମରୁ ଦୁରେଇ ଯାଈଥିଲେ,  ଦୁଇ ଦଶକର ପୁର୍ବରୁ ହରିଷ୍ ମୈସୁରଙ୍କୁ ବିବାହ କରିବାପରେ ମୀନାକ୍ଷୀ ଭାରତରୁ ଓ ଫିଲ୍ମ ଜଗତରୁ ଦୂରେଇ ଗଲେ । ତାଙ୍କର ଦୁଇଟି ଛୁଆ ଅଛନ୍ତି ସେ ନିଜ ପରିବାର ସହ ବହୁତ ଖୁସିରେ ଅଛନ୍ତି , ଆଜି ସେମିତି ମୀନାକ୍ଷୀ ଲାଇମ୍ ଲାଇଟ୍ ରୁ ଦୁରେଇ ଅଛନ୍ତି କିନ୍ତୁ ସେ ବହୁତଥତ ନିଜ ଫଟୋ ଟ୍ୱିଟରରେ ସେୟାର୍ କରନ୍ତି ,

ଅଭିନୟ ଛଡା ମିନାକ୍ଷୀ ଏକ ଫେମସ୍ କ୍ଲାସିକାଲ୍ ଡ୍ୟାନ୍ସର୍ ବି ଅଟନ୍ତି , ସେ ଭାରତନାଟ୍ୟମ୍ , କୁଚିପୁଡି, କଥକ ଓ ଓଡିଶୀ ଡ୍ୟାନ୍ସରେ ମହାରଥ ହାସିଲ୍ କରିଛନ୍ତି । ଏବେ ସେ ଫିଲ୍ମ ଇଣ୍ତଷ୍ଟ୍ରିକୁ ଅଲବିଦା କହିସାରିଛନ୍ତି , କିନ୍ତୁ ତାଙ୍କ ଡ୍ୟାନ୍ସ ପ୍ରତି ଭଲ ପାଇବା ଏବେ ବି କମ୍ ହୋଇନି, ସେ ଟେକ୍ସାସ୍ ରେ ଚିୟରିଶ୍ ଡ୍ୟାନ୍ସ ସ୍କୁଲ୍ ନାଁରେ ଏକ ସ୍କୁଲ୍ ଚଲାଉଛନ୍ତି, ଏହି ସ୍କୁଲରେ ସେ ଛୁଆଙ୍କୁ ଡ୍ୟାନ୍ସ ଶିଖାଇଥାନ୍ତି  ଏବେ ଭାରତ ଫେରିବାର କୌଣସି ତାଙ୍କର ଇରାଦା ନାହିଁ ।

Leave a Reply

Your email address will not be published. Required fields are marked *