May 28, 2025

Odia Express

Leading Odia News Portal of Odisha

ଆଜି ସବୁଠୁ ମଜାଦାର୍ ଓଡ଼ିଆ ଜୋକ୍ସ : ପରୀକ୍ଷାରେ ପ୍ରଶ୍ନ ଆସିଲା କି ଚ୍ୟାଲେଞ୍ଜ କାହାକୁ କହନ୍ତି, ପପୁ ସବୁ ପେପର୍ ଖାଲି ଛାଡିକରି ଦେଲା ଆଉ କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତଦେବେ..

ଆଜିକାଲିର କର୍ମବ୍ୟସ୍ତ ଜୀବନ ମଧ୍ୟରେ ସବୁ ମଣିଷ ଚିନ୍ତାରେ ରହିଥାଏ,  ଚିନ୍ତାରେ ରହିଲେ ମଣିଷ ମଧ୍ୟରେ ନାନାପ୍ରକାରର ରୋଗ ଘର କରିବାକୁ ଲାଗେ , ଡାକ୍ତରଙ୍କ କଥା ମାନିଲେ ବ୍ୟକ୍ତି ତେବେ ସୁସ୍ଥ୍ୟ ରହିବ ଯେବେ ସେ ଭିତରୁ ଖୁସିଥିବ , ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଲ୍ ମିଡିଆରେ ଧମାଲ୍ ମଚାଉଛି, ଓ ଏହାକୁ ପଢିବାପରେ ଆପଣ ନିଶ୍ଚିତ ହସି ହସି ବେଦମ୍ ହୋଇଯିବେ , ତେବେ ଆସନ୍ତୁ ଜାଣିବା ସେହି ଜୋକ୍ସ ଗୁଡୀକ ବିଷୟରେ ।

୧) ଥରେ ପରୀକ୍ଷାରେ ପ୍ରଶ୍ନ ଆସିଲା ଚ୍ୟାଲେଞ୍ଜ କାହାକୁ କହନ୍ତି ? ପପୁ ସବୁ ପେପର୍ ଖାଲି ଛାଡିକରି ଶେଷ ପେଜରେ ଲେଖିଲା, ନିଜ ବାପର ଯଦି ପୁଅ ହୋଇଥିବୁ ତେବେ ମୋତେ ପାସ୍ କରିଦେଖା ? ଶିକ୍ଷକ ଏବେ ପର୍ଯ୍ୟନ୍ତ ବୁଝିପାରିଲା ନାହିଁ କି କଣ କରାଯିବ ।

୨) ସ୍ୱାମୀ ବେଡ୍ ରେ ବସିକରି ଲ୍ୟାପଟପ୍ ରେ କାମ କରୁଥିଲା, ପାଖରେ ସ୍ତ୍ରୀ ଆରାମରେ ଶୋଇ ମୋବାଇଲ୍ ଦେଖୁଥିଲା< ଅଚାନକ ସ୍ୱାମୀର ମୋବାଇଲ୍ ରେ ହ୍ୱାଟ୍ସଆପ୍  ମେସେଜର ରିଙ୍ଗଟୋନ୍ ବାଜିଲା,  ଫୋନ୍ ଫ୍ରିଜ୍ ର ଉପରେ ଚାର୍ଜିଙ୍ଗ୍ ରେ ଲଗା ହୋଇଥିଲା,  ସ୍ୱାମୀ ସାଙ୍ଗେ ସାଙ୍ଗେ ମୋବାଇଲ୍ କୁ ଧରି ଚେକ୍ କଲା ସ୍ତ୍ରୀ ସେତେବେଳେ ମେସେଜ୍ କରିଥିଲା କି ଆସିଲା ବେଳେ ଫ୍ରିଜ୍ ରୁ ପାଣିର ବୋତଲ ନେଇକରି ଆସିବ , ସ୍ୱାମୀ ଏବେ ସ୍ତ୍ରୀ ଉପରେ ଖପ୍ପା ।

୩) ଗୋଟେ ପୁଅ ନିଜ ପଡୋଶୀ ଘର ଆଣ୍ଟିକୁ ଘରକୁ ଛାଡିବାକୁ ଗଲା ପହଞ୍ଚିବାପରେ ଆଣ୍ଟି କହିଲେ ପୁଅ ବହୁତ ରାତି ହୋଈଯାଇଛି ଏବେ ତୁ ଗୁଲୁର ସହ ରୁମ୍ ରେ ଶୋଇପଡ, ପୁଅ- ନା ନା ଆଣ୍ଟି ମୁଁ ଏଠାରେ ସୋଫାରେ ଶୋଇପଡୁଛି, ସେ ବି ଶୋଫାର୍ ଶୋଇପଡିଲା, ସକାଳୁ ଏକ ସୁନ୍ଦର ଝିଅ ଚାହା ନେଇକରି ଆସିଲା , ଓ ପୁଅଟି ସେ ଝିଅକୁ ପଚାରିଲା, ତୁମେ କିଏ ? ଝିଅ କହିଲା- ମୁଁ ଗୁଲୁ ଓ ତୁମେ କିଏ ? ପୁଅ – ମୁଁ ଶଳା ଓଲ୍ଲୁ

୪) ବଣ୍ଟି- ପଞ୍ଜାବରେ ହ୍ୱାଟ୍ସଆପ୍ ରେ ଏହା ମେସେଜ୍ ଭାଇରାଲ୍ ହୋଇଛି କି କର୍ଫୁ ଲାଗିବାର ଅଛି । ପେଟ୍ରୋଲ୍ ପମ୍ପ୍ ବନ୍ଦ ରହିବ,  ନିଜ ଗାଡିରେ ତେଲ ଫୁଲ୍ କରିଦିଅ , ସବୁ ପଞ୍ଜାବୀ ଗାଡି ନେଇକରି ଲାଇନ୍ ରେ ଲାଗିଗଲେ, ଗୋଟେ ବୁଢା ବାହାରକୁ ଆସି ଚିଲ୍ଲାଇଲା ଆରେ ଗଧ, ଯେବେ କର୍ଫୁ ହିଁ ଲାଗିବ, ତେବେ ଗାଡି କଣ ତୁମ ବେଡରୁମ୍ ରେ ଚଲାଇବ , ତାପରେ କଣ ପମ୍ପ ଛାଡିକରି ସବୁ ମଦଦୋକାନରେ ଲାଇନ୍ ଲାଗିଗଲା ,

୫) କର୍ମଚାରୀ ନିଜ ସାହେବକୁ ସାହେବ ଆପଣଙ୍କ ଅଫିସ୍ ରେ ବିବାହିତ ବ୍ୟକ୍ତିଙ୍କୁ କଣପାଇଁ ରଖୁନାହାନ୍ତି ? ସାହେବ- କାରାଣ ତାଙ୍କୁ ବେଇଜ୍ଜତି ସହିବାର ଅଭ୍ୟାସ ଅଛି, ଓ ଘରକୁ ଯିବାର ଜଲଦି ନାହିଁ ।

୬) ଇଣ୍ଟରଭ୍ୟୁଅର୍- risk taking capacity କେତେ ଅଛି ଆପଣଙ୍କର? କାଣ୍ତିଡେଟ୍ ଭଗବାନ ଙ୍କୁ ଆସନ୍ତା ଜନ୍ମ ପାଇଁ ସେମ୍ ସ୍ତ୍ରୀ ମାଗିଛି, ଏବେ ସେ ସିଲେକ୍ଟେ ହୋଇଗଲା,

୭) ସଞ୍ଜୁ ନିଜ ଗାର୍ଲଫ୍ରେଣ୍ତର ବାପାଙ୍କୁ ଦେଖା କରିବାକୁ ଗଲା, ଝିଅର ବାପା- ମୁଁ ଚାହୁଁନାହିଁ କି ମୋର ଝିଅର ପୁରା ଜୀବନ ଏକ ମୁର୍ଖ ଲୋକ ସହ କଟୂ, ସଞ୍ଜୁ-ଖାଲି ଏତିକି ଅଙ୍କଲ୍, ଏଥିପାଇଂ ତ ତାକୁ ମୁଁ ତାକୁ ଏଠାରୁ ନେଇଯିବାକୁ ଆସିଛି ,

୮) ଦେବ ଓ ପତିଦେବ ଦୁହେଁଙ୍କର ମଧ୍ୟରେ କଣ ଫରକ୍ ଅଛି ,? ଦେବଙ୍କ ଆରତୀ- ସୁଖକର୍ତ୍ତା ଦୁଃଖହର୍ତ୍ତା, ସ୍ୱାମୀ ଦେବଙ୍କ ଆରତୀ- ଐସାକର୍ତ୍ତା ବୈସାକର୍ତ୍ତା, ୟହ୍ ନେହିଁ କରତା, ବୋ ନହିଁ କରତା ।

୯) ବଣ୍ଟୁ- ୱେଟର୍ ଏମିତି ଚାହା ପିଆଓ ଯାହାକୁ ପିକରି ମନ ଝୁମି ଉଠିବ । ଓ ବଡି ନାଚିବାକୁ ଲାଗିବ , ୱେଟର୍ – ସାର୍ ଆମର ଏଠାରେ ମଇଁଷିର କ୍ଷୀର ଆସିଥାଏ , ନାଗୁଣୀର ନୁହେଁ ।

୧୦) ସ୍ୱାମୀ ଡରିକରି ଘରକୁ ଆସିଲା ଓ ସ୍ତ୍ରୀକୁ କହିଲା- ଡାର୍ଲିଙ୍ଗ୍ ଆଯି ମୁଁ ଅଫିସରୁ ଆସୁଥିଲି, ରାସ୍ତାରେ ଗୋଟେ ଗଧ ଏତିକିରେ ତାର ଛୁଆ କହିଉଠିଲା, ମମି- ରୀତା ମୋର କଣ୍ଢେଇ ଭାଙ୍ଗିଦେଇଛି । ସ୍ୱାମୀ ଆଉଥରେ କହିବା ଆରମ୍ଭ କରିଦେଲା- ହଁ ତ ମୁଁ କହୁଥିଲି, ରାସ୍ତାରେ ଗୋଟେ ଗଧ, ଏତେବେଳେ ପୁଅ କହିଲା ମା ରୀତା ମୋର କାର୍ ଭାଙ୍ଗିଦେଲା< ସ୍ତ୍ରୀ –ଚିଲ୍ଲାଇକରି କହିଲା , ଭଗବାନ ପାଇଁ ତୁମେସବୁ ଚୁପ୍ ହୋଇଯାଅ, ମୋତେ ପ୍ରଥମେ ଗଧର କଥା ଶୁଣିବାକୁ ଦିଅ ।

୧୧) ଜଣେ କଞ୍ଜୁସ୍ ତାରପୁଅକୁ ବହୁତ ପିଟୁଥିଲା< ପଡୋଶୀ- କଣପାଇଁ ପିଟୁଛ ଛୁଆକୁ, କଞ୍ଜୁସ୍- ମୁଁ କହିଲି କି ୧-୧ ସିଢି ଛାଡିକରି ଚଢ, ଚପଲ କମ୍ ସରିବ  ନାଲାୟକ- ୨-୨ ସିଢି ଛାଡିକରି ଚଢିଲା , ପାଇଜାମା ଫାଟିଗଲା,

୧୨) ପପୁ ଏକ ମହିଳାକୁ ଅନେଇଥିଲା,  ମହିଳା- କଣ ଦେଖୁଛ ? ତୋର ମା ବୟସର ମୁଁ , ପପୁ- ମୁଁ ବି ମୋର ବାପାଙ୍କ ପାଇଁ ଖୋଜୁଛି ।

୧୩) ଏକ ଇଞ୍ଜିନିୟରିଙ୍ଗ୍ ଛାତ୍ର ଛାତରେ ଠିଆ ହୋଇଥିଲା,  ତେବେ ଏକପଡୋଶୀ- ପୁଅ ଏବେ ଆଗକୁ କଣ ଭାବିଛ ? ଛାତ୍ର- ଖାଲି ଅଙ୍କଲ୍, ଟାଙ୍କି ଭରିଲେ ମଟର୍ ବନ୍ଧ କରିଦେବି ।

Leave a Reply

Your email address will not be published. Required fields are marked *