ମାତ୍ର ଅଧା ଲେମ୍ବୁର ରସରେ ବାଳର ଝଡିବା ହେବ ବନ୍ଦ, ଶରୀରର ଏହି ସବୁ ସମସ୍ୟା ହୋଇଯିବ ଦୂର…
ଆପଣ ଦେଖିଥିବେ ସାଧାରଣତଃ ଲୋକେ ଲେମ୍ବୁର ବ୍ୟବହାର ଖାଇବାର ସ୍ୱାଦ ବଢାଇବାରେ କିମ୍ବା ଜୁସ୍ ଆଦି ପିଇବାରେ କରାଯାଏ । କିନ୍ତୁ ଆପଣଙ୍କୁ ବୋଧେ ଜଣାନାହିଁ କି ଲେମ୍ବୁର ରସର ବ୍ୟବହାରରେ ବହୁତ ସ୍ୱାସ୍ଥ୍ୟ ସଂବନ୍ଧି ଜିନିଷରେ ବି କରାଯାଈଥାଏ ।ଆପଣଙ୍କୁ ଏହା ବି କହିଦେବୁ କି ଏହାର ବ୍ୟବହାର ଅଲଗା ଅଲଗା ତରିକାରେ କରିଲେ ଆମର ହେଲଥ୍ ସଂବନ୍ଧିତ ଅସୁବିଧାକୁ ଆମେ ନିୟନ୍ତ୍ରଣ କରିପାରିବା , ଆପଣଙ୍କୁ କହିଦେବୁ କି ଲେମ୍ବୁର ବ୍ୟବହାରରେ ଆପଣଙ୍କୁ ଗୋଟେ କିମ୍ବା ଦୁଇଟି ନୁହେଁ ବର୍ଂ ବହୁତ ଛୋଟ ଛୋଟ ସମସ୍ୟାରୁ ନେଇକରି ବଡ ବଡ ସମସ୍ୟାର ନିବାରଣ କରାଯାଇପାରିବ , ଆଯି ଆମେ ଏଠାରେ କେବଳ ଲେମ୍ବୁର ବ୍ୟବହାର ମାତ୍ରରୁ କହିବୁ କିପରି ଆପଣ ପୁରା ଭାବେ ହେଲଦି ଭାବେ ସ୍ୱାସ୍ଥ୍ୟକୁ ଦାୟିତ୍ୱ ନେଇପାରିବେ ।
ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଆପଣ ଲେମ୍ବୁ ବ୍ୟବହାର କରୁଛନ୍ତି ତେବେ ଅଧିକା ନୁହେଁ ବରଂ ଅଧା ଲେମ୍ବୁର ରସ ନେଇକରି ନଡିଆ ତେଲରେ ଭଲ ଭାବରେ ମିକ୍ସ କରିନିଅନ୍ତୁ , ଓ ଆପଣଙ୍କ ବାଳ ଓ ସ୍କାଲ୍ପରେ ବରାବର ମସାଜ୍ କରନ୍ତି ତେବେ ଏହା ଜଣାଥିବା ଦରକାର କି ଆପଣଙ୍କ ମୁଣ୍ତରେ ଥିବା ସବୁ ରୁପି ଦୁର ହୋଇଯିବ , ଓ ଆପଣଙ୍କୁ କେବେ ବି ରୁପିର ସମସ୍ୟା ଦେଖାଦେବ ନାହିଁ , ଓ ଏହି କାରଣରୁ ଯଦି ବାଳ ଝଡୁଛନ୍ତି ତେବେ ତାହା ଏବେ କଣ୍ଟ୍ରୋଲ୍ ହୋଇଯିବ, ଆପଣଙ୍କୁ ଏହା ବି ଜଣାଥିବା ଦରକାର କି ଯଦି ଆପଣ ପ୍ରତିଦିନ କେବଳ ଅଧା ଲେମ୍ବୁର ରସର ସହ ମହୁ ମିଶାଇ ଆପଣଙ୍କ ଚେହେରାରେ ଲଗାଉଛନ୍ତି ତେବେ ଆପଣଙ୍କ ଚେହେରାରୁ ବ୍ରଣ ସମସ୍ୟା ଦୁର୍ ହୋଇଯିବ, ଓ ଭବିଷ୍ୟରେ କେଉଁ ପ୍ରକାରର ସମସ୍ୟା ହେବ ନାହିଁ ।
ଲେମ୍ବୁର ବ୍ୟବହାରରେ ଆପଣଙ୍କ ବାଳ ଝଡିବା ସମସ୍ୟାରେ ବି କାରଗର୍ ହୋଇଥାଏ, ଏଥିପାଇଁ ଆପଣଙ୍କୁ ଅଧିକା କିଛି ନୁହେଁ ବରଂ ଅଧା ଲେମ୍ବୁ ନେଇକରି ତାହାର ରସ ବାହାର କରି ଏକ ଛୋଟ ଗିନାରେ ରଖିନେବାର ଅଛି ଓ ସେଥିରେ ପିଆଜର ରସ ମିଶାଇଦେବାର ଅଛି ଓ ସେହି ମିଶ୍ରଣକୁ ଆପଣ ସବୁଦିନ ନିଜ ମୁଣ୍ତରେ ଓ ସ୍କାଲ୍ପରେ କମ୍ ସେ କମ୍ ୧୦ ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରିବାର ଅଛି , ଆପଣଙ୍କୁ ଏହା ବି କହିବାକୁ ଚାହିଁବୁ କି ଏହି ନିୟମ ସପ୍ତାହରେ ୪-୫ ଥର କରିଲେ ଆପଣଙ୍କ ବାଳ ଝଡିବାର୍ ସମସ୍ୟା ଦୂର ହୋଇଯିବ , ଓ ଏହି ସମୟରେ ଲୋକଙ୍କ ପାଇଁ ଏହା ବହୁତ ବଡ ସମସ୍ୟା ହୋଇଛି
ବାଳ ଝଡିବା ଓ ରୁପି ଆଦି ସମସ୍ୟା ପାଇଁ ଲେମ୍ବୁର ରସ ବହୁତ କାମକୁ ଆସିଥାଏ , କିନ୍ତୁ ଏହା ଆପଣଙ୍କୁ କହିଦେବୁ କି ଏହାର ଛଡା ଲେମ୍ବୁର ରସ ଚେହେରାରୁ ବୟସ ଦାଗ ହଟାଇବାର କାରଗର ହୋଇଥାଏ , ଏଥିପାଇଁ ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବ୍ ନାହିଁ , ଏହାପାଇଁ ଖାଲି ଅଧାକଟା ଲେମ୍ବୁ ନେଇକରି ସେହି ରସକୁ ବାହାର କରିଦେବାର ଅଛି , ଓ ସେଥିରେ ନିମ୍ବର ପତ୍ର ମିଶାଇ ଭଲ ଭାବରେ ନିଜ ଚେହେରାରେ ଲଗାଇଦେବେ , କହିଦେବୁ କି ଏମିତି କରିଲେ ଆପଣଙ୍କ ନିଶ୍ଚିତ ରୁପରେ ଆପଣଙ୍କ ଚେହେରାରୁ ବୟସ ଦାଗ ଦୂର କରିପାରିବେ ।