February 13, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କୁ ନିଦ ଆସୁନଥିବାର ରୋଗ ଅଛି ତେବେ ଏହି ଜିନିଷର ସେବନ ନିଶ୍ଚିତ କରନ୍ତୁ ମେଡିସିନ୍ ରୁ ବି ଅଧିକା ପ୍ରଭାବଶାଳୀ…

କିଏ କହିଥିଲେ କି ଏକ ସୁସ୍ଥ୍ୟ ମନ ଓ ସୁସ୍ଥ୍ୟ ଶରୀର ପାଇଁ ଭଲ ନିଦ ଆସିବା ବହୁତ ଆବଶ୍ୟକ ହୋଇଥାଏ , ଆପଣଙ୍କୁ କହିଦେବୁ କି ଏକ ଭଲ ନିଦ ପାଇଁ ଏକ ଭଲ ବିଛଣାର ସହ  ସବୁଠାରୁ ଅଧିକା ଆବଶ୍ୟକ ହୋଇଥାଏ କି ଏକ ଭଲ ଟାଇଟ୍ ଡାଇଟ୍ ନେବା , ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସବୁଦିନ ଡିନରରେ ନେବେ କିମ୍ବା ଶୋଇବା ପୁର୍ବରୁ ନେବେ ତେବେ ଆପଣଙ୍କୁ ଭଲ ନିଦ ଆସିବ , ଆସନ୍ତୁ ଜାଣିବା କେଉଁ ସେହି ଖାଦ୍ୟ ପଦାର୍ଥ ଅଛି ଯାହାର ସେବନ କରିଲେ ଆପଣଙ୍କୁ ଭଲ ନିଦ ଆସିବ । ଆପଣଙ୍କୁ କହିଦେବୁ କି ନିଦ ନ ଆସିବାର ଏକ ଖାସ୍ କାରଣ ହୋଇଥାଏ ଭଲ ଡାଇଟ୍ ନନେବା , କିଛି ଖାଦ୍ୟ ପଦାର୍ଥ ବୀଷୟରେ ଆମେ କହିବୁ ଯାହା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିବ ।

୧) କ୍ଷୀର- ଶୋଇବା ପୁର୍ବରୁ କ୍ଷୀର ପିଇବା ଅଭ୍ୟାସ ବହୁତ ପୁରୁଣା ଅଟେ,  କିନ୍ତୁ ଆଜିକାଲି ବଦଲୁଥିବା ଲାଇଫ୍ ଷ୍ଟାଇଲ୍ କାରଣରୁ ଲୋକେ କ୍ଷିର ନିଜ ଡେଲି ମିଲରେ ସାମିଲ୍ କରିପାରନ୍ତି ନାହିଁ,  ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କୁ ନିଦ ନ ଆସିବାର ରୋଗ ଅଛି ତେବେ ଏକ ଗିଲାସ ନଖଉଷୁମ କ୍ଷିର ନିଶ୍ଚିତ ପିଅନ୍ତୁ , ଯାହା ଦ୍ୱାରା ଭଲ ନିଦ ଆସିବାରେ କୌଣସି ବାଧା ନଆସୁ, କହିଦେବୁ କି କ୍ଷୀରରେ ଏମିତି ତତ୍ତ୍ୱ୍ ଅଛି ଯାହା ଭଲ ନିଦ ଆସିବାରେ ସହାୟକ ହୋଇଥାଏ ।

୨) କାବୁଲି ବୁଟ- ଆପଣଙ୍କୁ କହିଦେବୁ କି କାବୁଲି ବୁଟକୁ ଏକ ନିଦ ଆସିବାର ଭଲ ସ୍ରୋତ ବୋଲି ଜଣାଯାଏ , କାବୁଲି ବୁଟରେ ପ୍ରୋଟିନ୍ ବହୁତ ପରିମାଣରେ ଅଛି ,ଯାହାକି ଅଧିକା ମାତ୍ରାରେ  ମେଲାଟିନ୍ ମିଳିଥାଏ , ଯାହା ଶରୀରକୁ ରିଲାକ୍ସ କରି ଭଲ ନିଦ ଆଣିବାରେ ସହାୟକ ହୋଇଥାଏ , ଯଦି ଆପଣ ରାତିର ଡିନରରେ କାବୁଲି ବୁଟ କୁ ସାଲାଡ୍ କିମ୍ବା ସିଝା କାବୁଲି ବୁଟକୁ ଖାଆନ୍ତି ତେବେ ଆପଣଙ୍କୁ ଭଲ ନିଦ ଆସିବ , ଏହା ଛଡା କାବୁଲି ବୁଟରେ ବିଶେଷ ରୁପରେ ଭିଟାମିନ୍ ବି ୬ ମିଳିଥେ , ଯାହା ଆପଣଙ୍କ ବଡିର ସହ ନିଦ ଆସିବାର ସାହାଯ୍ୟ କରେ ।

୩) ଡାଲିଆ ଓ ଭାତ- କହିଦେବୁ କି ରାତିର ଡିନରରେ ଯଦି ଡାଲିଆ ଭାତ ଖାଆନ୍ତି ତେବେ ଏଥିରେ ଭଲ ନିଦ ଆସିଥାଏ,  କହିଦେବୁ କି ଡାଲିଆ ଓ ଭାତରେ ବହୁ ପରିମାଣରେ କାର୍ବୋହାଇଡ୍ରେଡ୍ ମିଳିଥାଏ, ଓ ଏହି ଦୁହେଁ ଖାଦ୍ୟପଦାର୍ଥ ବହୁତ ଜଲଦି ପେଟରେ ହଜମ ହୋଇଯାଏ , ଓ ଭଲ ନିଦ ଆସିବାରେ ସାହାଯ୍ୟ କରେ, ଏଥିପାଇଁ ଯଦି ଆପଣଙ୍କ ଅନିଦ୍ରା ରହିବାର ଅସୁବିଧା ଅଛି ତେବେ ଭାତ ନହେଲେ ଡାଲିଆ ଖାଇପାରିବେ , ଡାଲିଆ ଫ୍ୟାଟ୍ ଫ୍ରୀ ହୋଇଥାଏ , ଓ ଭଲ ନିଦ ଆସିଥାଏ ।

୪) ସାଲାଡ୍ – ରାତିର ଖାଦ୍ୟରେ ବିଶେଷ ରୁପରେ ସାଲାଡ୍ ସାମିଲ୍ କଲେ ଭଲ ନିଦ ଆସିଥାଏ,  ଏହା ଆପଣଙ୍କୁ ସବୁଦିନ ରାତିର ଡିନରରେ ସାମିଲ୍ କରିବାର ଅଛି , ଏଥିରେ ଆପଣଙ୍କୁ ଓଭର୍ ୱେଟିଙ୍ଗ୍ ହେବାର ସମସ୍ୟାରୁ ରକ୍ଷା କରିଥାଏ

Leave a Reply

Your email address will not be published. Required fields are marked *