October 10, 2024

Odia Express

Leading Odia News Portal of Odisha

କେବଳ ଲେମ୍ବୁ ପାଣି ପିଇଲେ ଦୁର ହୋଇପାରେ ସବୁ ରୋଗ, ଜାଣିବାପାଇଁ ଥରେ ପଢନ୍ତୁ ଏହି ରିପୋର୍ଟ ..

ଭାରତ ନୁହେଁ ବରଂ ପୁରା ଦୁନିଆଁରେ ଲେମ୍ବୁ ପାଣି ଏକ ସାଧାରଣ ଡ୍ରିଙ୍କ୍ ଅଟେ,  ଓଏହାକୁ ପିଇବା ଲୋକେ ହଜାର ସଂଖ୍ୟାରେ ଅଛନ୍ତି , ଆପଣମାନେ ଲେମ୍ବୁର ପାଣି ନିଶ୍ଚିତ ପିଇଥିବେ , କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ଲେମ୍ବୁ ପାଣି ପିଇଲେ ସବୁ ରୋଗ ଦୁର ହୋଈଯାଏ ବୋଲି , କିନ୍ତୁ ବହୁତ ଲୋକଙ୍କୁ ଏହି ବିଷୟରେ ଜଣା ବି ନଥିବ , ଆଜି ଆମେ ଆପଣଙ୍କୁ ଲେମ୍ବୁ ପାଣି ପିଇବାର କିଛି ଫାଈଦା ବିଷୟରେ କହିବୁ , ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ବାସ୍ତବରେ ଲେମ୍ବୁ ର ପାଣୀରେ ଏତେ ସାରା ଫାଇଦା ହୋଇଥାଏ , ତେବେ ଆସନ୍ତୁ ଜାଣିବା ।କହିଦେବୁ କି ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ରହିଥାଏ , ଯାହା କିଡନୀରେ ହେଉଥିବା ଷ୍ଟୋନ୍ କୁ ଦୁର କରିବାରେ ସହାୟକ ହୋଇଥାଏ , କହିଦେବୁ କି ଯଦି ଆପଣ ନିୟମିତ ରୁପରେ ସବୁଦିନ ଲେମ୍ବୁର ପାଣି ସେବନ କରନ୍ତି , ତେବେ କେବେ ବି କିଡନୀ ଷ୍ଟୋନ୍ ହେବାର ଆଶଙ୍କା ରହିବ ନାହିଁ

ଏହା ଛଡା ବହୁତ ଲୋକ ସକାଳୁ ଉଠିକରି ସବୁଠାରୁ ପ୍ରଥମେ ଲେମ୍ବୁକୁ ନଖ ଉଷୁମ ପାଣିରେ ମିଶାଇ ପିଅନ୍ତି , କହିଦେବୁ କି ସବୁଦିନ ସକାଳୁ ଉଠିବାପରେ ଆପଣ ଖାଲି ପେଟରେ ଲେମ୍ବୁ ପାଣି ପିଇଲେ ଏହାର ଡାଇଜେସନ୍ ଠିକ୍ ରହିଥାଏ , ଓ ଏଥିରେ ମୋଟାପା ହେବାର ସମସ୍ୟା ଦୁର ହୁଏ । କହିଦେବୁ କି ଲେମ୍ବୁରେ ଭିଟାମି ଅତ୍ୟାଧିକ ମାତ୍ରାରେ ରହିଥାଏ,  ଆପଣଙ୍କ ଇମ୍ୟୁନୋ ସିଷ୍ଟମ୍ କୁ ବି ମଜବୁତ୍ କରିଥାଏ,  ଯଦି ଆପଣ ସବୁଦିନ ଲେମ୍ବୁ ପାଣି ପିଅନ୍ତି ତେବେ ବହୁତ କମ୍ ଥଣ୍ତା ଜ୍ୱର ହେବାର ସମସ୍ୟା ଦୂରହୋଇଯାଏ , ଇମ୍ୟୁନୋ ମଜବୁତ୍ ହେବା କାରଣରୁ ଲେମ୍ବୁ ପାଣି ପିଉଥିବା ଲୋକ କମ୍ ଜ୍ୱରଥଣ୍ତାରେ ପଡନ୍ତି, ଏହା ଛଡା ଲେମ୍ବୁର୍ ପାଣି ତେବେ ବ୍ୟବହାର କରାଯାଏ , ତେବେ ମୁହଁରୁ କେଉଁ ପ୍ରକାରର ଦୁର୍ଗନ୍ଧ ଆସୁଥିବ , ଏହା ମୁହଁର ଦୁର୍ଗନ୍ଧକୁ ଦୁର କରିଥାଏ , ଓ ଏହା ସହ ମୁହଁ କେବେ ସୁଖିଲା ରୁହେ ନାହିଁ ।

କହିଦେବୁ କି ସବୁଦିନ ଲେମ୍ବୁ ପାଣି ପିଇଲେ ବଡିରେ ମେଟାବଲିଜିମ୍ ରେଟ୍ ସଠିକ୍ ରୁହେ , ଏହାଦ୍ୱାରା ଓଜନ ହ୍ରାସ ହେବାରେ ସାହାଯ୍ୟ କରେ, ଏହା ଛଡା ଆପଣଙ୍କୁ କହିଦେବୁ କି ଲେମ୍ବୁରେ ପ୍ରଚୁର ପରିମାଣର ଫାଇବର୍ ମିଳିଥାଏ , ଯାହା ପେଟକୁ ଫୁଲ ରଖିଥାଏ , ଓ ବହୁତ ସମୟ ଯାଏଁ ଭୋକ ବି ଲାଗେନି, ଯଦି ଆପଣ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ତେବେ ଜଙ୍କ୍ ଫୁଡ୍ ଖାଇବାରୁଏହା ଦୁରରେ ରଖେ ।

ଲେମ୍ବୁ ପାଣି ପିଇବା ସମୟରେ ଏହା ଧ୍ୟାନ ରଖିବେ କି ସବୁବେଳେ ଫ୍ରେସ୍ ଲେମ୍ବୁ ରେ ପାଣି ବନାଇକରି ପିଇବା ଉଚିତ୍ , କେବେ ବି ଲେମନ୍ ଫ୍ଲେବର୍ କିମ୍ବା ଅନ୍ୟ କେଉଁ ବଜାରରେ ମିଳୁଥିବା ଲେମ୍ବୁର ଅନ୍ୟ ରୁପ ବ୍ୟବହାର କରନ୍ତୁ ନାହିଂ, ତେବେ ଆଉ ଡେରି କଣ ପାଇଁ ଯଦି ଆପଣ ସବୁ ରୋଗରୁ ଦୁରରେ ରହିବାକୁ ଚାହିଁଛନ୍ତି ତେବେ ସବୁଦିନ ଗୋଟେ ଗିଲାସ ଲେମ୍ବୁର ପାଣି ସେବନ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *