January 25, 2025

Odia Express

Leading Odia News Portal of Odisha

ଜାଣନ୍ତୁ ବୟସ ହିସାବରେ ବିବାହ କେତେ ସମୟ ପରେ କରିବା ଉଚିତ୍ ଫ୍ୟାମିଲି ପ୍ଲାନିଙ୍ଗ୍ , ନିଶ୍ଚିତ ଜାଣିନିଅନ୍ତୁ ନହେଲେ ହୋଇଯିବେ ନିସନ୍ତାନ…

ମା ହେବା ଦୁନିଆଁର ସବୁଠାରୁ ଏକ ଅଲଗା ଅନୁଭୁତି ହୋଇଥାଏ , ଓ ସବୁ ମହିଳା ବିବାହ ପରେ ମା ହେବାର ଅପେକ୍ଷାରେ ରହନ୍ତି , କିନ୍ତୁ ମା ହେବା ପାଇଁ ସବୁଠାରୁ ଅଧିକା ଜରୁରୀ ହୋଇଥାଏ କି ବିବାହର କେତେ ଦିନପରେ କେଉଁ ବୟସରେ ମା ହେବା ଉଚିତ୍ ଅଟେ , ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ ବୟସ ହିସାବରେ ମା ହେବା କେବେ ସବୁଠାରୁ ଅଧିକା ଭଲ ରହିଥାଏ , ଆଜିକାଲି ପ୍ରାୟ ସହରରେ ରହୁଥିବା ବ୍ୟାଙ୍କିଙ୍ଗ୍ କପଲ୍ସ ବହୁତ ବର୍ଷ ପରେ ଫ୍ୟାମିଲି କରିନିଅନ୍ତି , କିନ୍ତୁ କଣ ଏହା ସଠିକ୍ ଅଟେ ,ଆସନ୍ତୁ କହିବୁ କେବେ ଓ କିପରି କରିବା ଉଚିତ୍ ଛୁଆଙ୍କ ପ୍ଲାନିଙ୍ଗ୍ । ଆଜିର୍ ଭାରତରେ ବହୁତ ଏମିତି ମେଣ୍ଟାଲିଟି ବାଲା ପରିବାର ଅଛନ୍ତି ଯିଏକି ନିଜ ଝିଅଙ୍କର ବିବାହ ୨୦ ବର୍ଷର କମ୍ ବୟସରେ କରିଦିଅନ୍ତି , ଯଦି ଆପଣଙ୍କ ବିବାହ ୨୦ ବର୍ଷରୁ କମ୍ ବୟସରୁ ହୋଇଥାଏ , ତେବେ ସେହି ସମୟରେ ଭୁଲ୍ ରେ ଫ୍ୟାମିଲି ପ୍ଲାନିଙ୍ଗ୍ କରନ୍ତୁ ନାହିଁ , ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ

ଏମିତି ବିବାହିତ ଯୋଡାଙ୍କୁ ୨୦ ବର୍ଷ ବୟସ ପରେ ହିଁ ଛୁଆ ଜନ୍ମ ଦେବାର ପ୍ଲାନିଙ୍ଗ୍ କରିବା ଉଚିତ୍ । ଆପଣଙ୍କୁ କହିଦେବୁ କି ୨୦ ରୁ ୨୫ ବର୍ଷ୍ ମଧ୍ୟରେ ଯଦି ଆପଣଙ୍କ ବିବାହ ହେଉଛି ତେବେ ଏହି ସମୟ ଫ୍ୟାମିଲି ପ୍ଲାନିଙ୍ଗ୍ ପାଇଁ ସବୁଠାରୁ ଉତ୍ତମ ହୋଇଥାଏ , ଏଥିପାଇଁ କି ଏହି ବୟସରେ ମହିଳାଙ୍କ ଫର୍ଟିଲିଟି ସବୁଠାରୁ ଅଧିକା ହୋଇଥାଏ , ଓ ଛୁଆ ବି ସୁସ୍ଥ୍ୟ ଭାବେ ଜନ୍ମ ନେଇଥାନ୍ତି । ଆଜିକାଲି ମହିଳାଙ୍କ କାମକାର୍ଯ୍ୟ କାରଣରୁ ବିବାହରେ ବହୁତ ଡେରି ହୋଈଯାଏ , ତେବେ ଯଦି ଆପଣଙ୍କର ୨୫ ରୁ ୩୦ ବର୍ଷ ମଧ୍ୟରେ ହୋଇଥାଏ , ତେବେ ଫ୍ୟାମିଲି ପ୍ଲାନିଙ୍ଗ୍ ରେ ବିଳମ୍ବ କରନ୍ତୁ ନାହିଁ , କାରଣ ୩୦ ବର୍ଷ ବୟସ ପରେ ମହିଳାଙ୍କ ପ୍ରଜନନ କ୍ଷମତା କମ୍ ହେବାକୁ ଲାଗିଥାଏ, ଏଥିପାଇଁ ଯେତେ ଜଲଦି ହୋଇପାରିବ ସେତେ ଜଲଦି ଛୁଆର ପ୍ଲାନିଙ୍ଗ୍ କରନ୍ତୁ ।

ଏହି ବୟସରେ ଆସୁ ଆସୁ ଅଧିକାଂଶ ମହିଳା ପ୍ରେଗନେଣ୍ଟ ହେବାର ଚ୍ୟାନ୍ସ କମ୍ ହୋଇଯାଏ , ଏଥିପାଇଁ ବିନା ଡେରିକରି ବିବାହିତ କପଲ୍ ଫ୍ୟାମିଲି ପ୍ଲାନିଙ୍ଗ୍ କରିନେବା ଉଚିତ୍ , ନହେଲେ ଆସୁଥିବା ସମୟରେ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ , ଏହାପରେ ଯଦି ଆପଣଙ୍କ ବିବାହ ୪୦ ବର୍ଷ ପରେ ହେଉଛି  ତେବେ ବିବାହିତ କପଲ୍ ପୁର୍ବରୁ ଯାଞ୍ଚ କରିନିଅନ୍ତୁ  ଓ ତାପରେ ଯାଇ ବିବାହ ବିଷୟରେ ଭାବନ୍ତୁ । ତେବେ ଏହିପରି ଆପଣଙ୍କୁ ଜଣାପଡିଯାଈଥିବ କି ବିବାହ ପାଇଁ କେଉଁ ବୟସ୍ ହୋଇଥାଏ ଓ କେବେ ଫ୍ୟାମିଲି ପ୍ଲାନିଙ୍ଗ୍ କରିଆର ଉତ୍ତମ ସମୟ ହୋଇଥାଏ ।

Leave a Reply

Your email address will not be published. Required fields are marked *