ଏହି ରାଶିର ଜାତକରେ ଅଧିକାଂଶ କରନ୍ତି ପ୍ରେମ ବିବାହ , ଆପଣଙ୍କ ରାଶି ନାହିଁ ତ ଏଥିରେ ସାମିଲ୍ , ଆଜି ହିଁ ଜାଣିନିଅନ୍ତୁ
 
                ଆଜିର ଜମାନା ବଦଳିଯାଇଛି ଓ ଲୋକଙ୍କର ଭାବନା ବି, କହିଦେବୁ କି ବୟସର ସାଥେ ସାଥେ ଲୋକଙ୍କର ନାନାପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳେ , ଓ ଏହି ପରିବର୍ତ୍ତନର ସହ ଆଜିର ଯୁବା ନିଜ ଫଇସଲା ନିଜେ କରିବାକୁ ଲାଗିଲେଣି, କାରଣ ଏବେ ଅଧିକାଂଶ କାମ ପାଇଁ କାହା ଉପରେ ନିର୍ଭର କରିବାକୁ ପଡୁନି, ଏହା ସହ୍ ନିଜ ମାବାପାଙ୍କ ଉପରେ ବି ନୁହେଁ , ଏହା ଏକ ଅଲଗା କଥା ଅଟେ କି ନିଜ ଫଇସଲା ନେବା ଏହା ମତଲବ ନୁହେଁ କି ଆଜିର ଯୁବା ନିଜ ମା ବାପାଙ୍କ ସମ୍ମାନ କରନ୍ତି ନାହିଁ , ଆଜି ଆମେ ଆପଣଙ୍କୁ ସେହି ତିନୋଟି ରାଶି ବିଷୟର୍ କହିବୁ ଯିଏ ଅଧିକାଂଶ ପ୍ରେମ ବିବାହ କରନ୍ତି , ଓଦେଖାଯାଇଛି କି ଏହି ଲୋକଙ୍କର ନିଜ ପ୍ରେମ ସହଜରେ ହାସିଲ୍ ହୋଇଯାଏ ।

ଆପଣଙ୍କୁ ଜଣାଥିବା ଦରକାର କି ପ୍ରେମକୁ ପାଇବା ସମସ୍ତଙ୍କ ଭାଗ୍ୟରେ ନଥାଏ , ଏହାପାଇଁ ବହୁତ ସାରା କାର୍ଯ୍ୟ କରିବାକୁ ପଡେ , ଓ ତେବେ ଯାଇକରି ଆପଣଙ୍କୁ ନିଜପସନ୍ଦର ଝିଅ ମିଳେ , ଓ ତାଙ୍କୁ ଆପଣ ବିବାହ କରିପାରନ୍ତି , ଏହା ସମସ୍ତେ ସହଜ ଭାବନ୍ତି କିନ୍ତୁ ଅସଲରେ ଏକ ଚତୁର୍ଥାଶଂ ବିହୋଇନଥାଏ, ନିଜ ପ୍ରେମ ପାଇବାପାଇଁ ଘର ଲୋକ, ସଂମ୍ପର୍କୀୟ, ଆଦିଙ୍କୁ ରାଜି କରାଇବା ବହୁତ୍ କଠିନତା କାମ ହୋଇଥାଏ, କିନ୍ତୁ ଦେଖାଯାଇଛି କି ଏହି ତିନୋଟିରାଶିର ଲୋକେ ନିଜ ପ୍ରେମକୁ ବଡ ସହଜରେ ପ୍ରାପ୍ତକରିଦିଅନ୍ତି ।
ସବୁଠାରୁ ଆମେ କଥା ହେବା କର୍କଟ ରାଶିର୍ ଜାତକ ବିଷୟରେ, କହିଦେବୁ କି ଏହି ରାଶି ସହ ସଂବନ୍ଧ ରଖୁଥିବା ପୁଅ କି ଝିଅ ବହୁତ ଖୋଲା ମିଜାଜର ହୋଇଥାନ୍ତି , ଓ ବହୁତ ବୁଦ୍ଧିମାନ ବି, ଦେଖାଯାଇଛି କି ଏହି ଅଭ୍ୟାସର କାରଣରୁ ସେ ସମସ୍ତଙ୍କ ପାଇଁ ଫଇସଲାର ଆଦର କରନ୍ତି , ସେ ଘର୍ ଲୋକ ହୁଅନ୍ତୁ କିମ୍ବା ବାହାର ଲୋକ, ନିଜ ବୁଦ୍ଧିମତାର କାରଣରୁ ଏହି ରାଶିର ଜାତକ ନିଜ ପ୍ରେମକୁ ସହଜରେ ପାଇନିଅନ୍ତି ।

ଏହାପରେ ଆସେ ସିଂହ ରାଶିର ଜାତକ ସଂବନ୍ଧରେ , କୁହାଯାଏ କି ଏହି ରାଶିର ସଂବନ୍ଧ ରଖୁଥିବା ଲୋକଙ୍କ ମଧ୍ୟରେ ବହୁତ ଆତ୍ମବିଶ୍ୱାସ ଭରି ରହିଥାଏ, ଓଏମିତି ଦେଖାଯାଇଛି କି ଯାହାକୁ ସେ କରିବାକୁ ନିଷ୍ପତି ନେଇଜାଆନ୍ତି , ତାହା ପୁରା କରି ଦମ୍ ନିଅନ୍ତି , ତାଙ୍କୁ ନିଜର ନିର୍ଣ୍ଣୟ ନେବା ପସନ୍ଦ ହୋଇଥାଏ , ଏହି କାରଣରୁ ନିଜ ଦମରେ ନିଜ ପ୍ରେମ ହାସିଲ୍ କରିବାର ସଫଳତା ହାସିଲ୍ କରିପାରନ୍ତି ।
ପରିଶେଷରେ କଥା ହେବା ମେଷ ରାଶିର ଜାତକ ବିଷୟରେ , କୁହାଯାଏ କି ଏମାନେ ବହୁତ ରୋମାଣ୍ଟିକ୍ ପ୍ରବୃତିର ହୋଇଥାନ୍ତି , ଏମାନକୁ କୌଣସି ପ୍ରକାରର ଶିଙ୍କୁଳିରେ ବାନ୍ଧି ହୋଇ ଚଲିବା ପସନ୍ଦ ହୋଇନଥାଏ, କହିବାକୁ ଚାହିଁବୁ କି ଏହି ରାଶିର ଲୋକଙ୍କୁ ପ୍ରେମ ବିବାହ କରିଥାନ୍ତି , ଓ ସବୁବେଳେ ଖୁସିରେ ରୁହନ୍ତି , କେବଳ ଏତିକି ନୁହେଁ ବରଂ ଏମାନଙ୍କ ପାଇଁ ପ୍ରେମ ଓ ପରିବାର ଦୁହେଁ ବହୁତ ମାଇନା ରଖିଥାଏ

 
                         
                                 
                                 
                                