February 19, 2025

Odia Express

Leading Odia News Portal of Odisha

ଘରର ପାଁପୋଛ ତଳେ ରଖିଦିଅନ୍ତୁ ଚୁପ୍ ଚାପ୍ ଏହି ଗୋଟିଏ ଜିନିଷ , ଦାରିଦ୍ରତା ଭୁଲ୍ ରେ ବି ଆସିବ ନାହିଁ ଆପଣଙ୍କ ଘର…

ଆମର ଶାସ୍ତ୍ରରେ ଏମିତି କୁହାଯାଇଛି କି ଘରର ମହିଳାମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି , ଓ ଏହି କଥାକୁ ବହୁତ ଲୋକ ସତ ବି ମାନନ୍ତି , ସେମିତି ଦେଖିବାକୁ ଗଲେ ଗୋଟେ ପଟେ ଜମାନା ବଦଳିଯାଇଛି, ଓ ଆଜିକାଲିର ମହିଳା ଘର ଓ ଅଫିସ୍ ଦୁହେଁ ସଂମ୍ଭାଳିବାକୁ ଲାଗନ୍ତି , ସେମିତି ତାଙ୍କର ସମ୍ମାନ ଆହୁରି ବଢିଯାଇଛି କିନ୍ତୁ ଆପଣଙ୍କୁ କହିଦେବୁ କି ଆଜି ବି ବହୁତ ଏମିତି କଥା ଅଛି ଯାହା ମହିଳାଙ୍କୁ ସବୁବେଳେ ଧ୍ୟାନ ରଖିବା ଉଚିତ୍ , ଆମେ କଥା ହେଉଛେ ମହିଳାଙ୍କୁ ଏହି କଥା ଧ୍ୟାନ ରଖିବା ପାଇଁ ଯାହା ସବୁବେଳେ ଘରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି , ଓ ସେହି ଘରେ କଳହର ଆଗମନ ହୋଇନଥାଏ , ମାନେ ଘରେ ସବୁବେଳେ ସୁଖ ଓ ସଂମ୍ପତ୍ତି ଭରା ରହିଥାଏ , ତେବେ ଆସନ୍ତୁ ସେ ଜାଣିବା ସେହି କଥା ।

ସବୁଠାରୁ ପ୍ରଥମେ ଧ୍ୟାନ ଦେବେ ମହିଳାଙ୍କୁ ଘରେ କେବେ ଚିଲ୍ଲାଇବା ଉଚିତ୍ ନୁହେଁ , ବରଂ ପୁରା ମନରୁ ସବୁ ଜିନିଷର ଆନନ୍ଦ ଉଠାଇବା ଉଚିତ୍ । କହିଦେବୁ କି ଏମିତି କରିଲେ ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୁର ହୋଇଯିବ,  ଏହା ଛଡା ଏହି ଘରରେ ନକରାତ୍ମକ ଉର୍ଜା ବାସ ହୋଇଥାଏ , ଓ ଘରେ ସବୁବେଳେ କଳହ ହୋଇଥାଏ , ଏଥିପାଇଁ ମହିଳାଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ୍ , ତାଙ୍କ ଘରେ କେଉଁ କାରଣରୁ କଳହ ହେଉନଥିବ, ସେମିତି ଆପଣଙ୍କୁ କହିଦେବୁ କି ମହିଳାଙ୍କୁ ଖାଇବା ସମୟରେ ସବୁଠାରୁ ପ୍ରଥମେ ଗୋଟେ ପ୍ଲେଟରେ ରୁଟି ଓ ତରକାରୀ ପକାଇକରି ଭଗବାନଙ୍କୁ ଭୋଗ୍ ଲଗାନ୍ତୁ, ଏମିତି କରିବାପରେ ପରିବାରର କାହାକୁ ବି ଖାଇବାକୁ ଦିଅନ୍ତୁ ନାହିଁ

ମାନାଯାଏ କି ଯେଉଁ ବି ଜିନିଷ ଆପଣ ତିଆରି କରନ୍ତି , ତାହା ସବୁଠାରୁ ପ୍ରଥମେ ଭଗବାନଙ୍କୁ ଅର୍ପଣ କରାଯାଏ , ଓ ଭଗବାନଙ୍କୁ ଭୋଗ ଲଗାଇବା ପରେ ସେହି ଭୋଗ ଲଗାଇଥିବା ଖାଦ୍ୟକୁ ନିଜ ଖାଦ୍ୟରେ ମିଶାଇଦିଅନ୍ତୁ , କହିଦେବୁ କି ଏମିତି କରିଲେ ଆପଣ ନିଜର ଓ ପରିବାରର ପରିବର୍ତ୍ତନ ଦେଖିବେ , ଏହା ସହ ଏମିତି କରିଲେ ଆପଣଙ୍କ ଘରେ ପ୍ରେମ ବଢିବ , ଓ ସୁଖ ଶାନ୍ତିର ମାହୋଲ୍ ହେବ ।

ମାନାଯାଏ କି ଯଦି ବିନା କେଉଁ କାରଣରୁ ଆପଣ ଚିନ୍ତିତ ଅଛନ୍ତି କିମ୍ବା ଆପଣଙ୍କୁ ବାରମ୍ବାର ଅସଫଳତାର ସାମ୍ନା କରିବାକୁ ପଡୁଛି, ତେବେ ଆପଣଙ୍କ ଜୀବନରେ ଚିନ୍ତା ଅଛି ତେବେ ଏହି ଉପାୟ ନିଶ୍ଚିତ କରନ୍ତୁ, ଯାହା ଡୋରମ୍ୟାଟ୍ କିମ୍ବା ପାଁପୋଛ କୁ ଆପଣ ରୁମ୍ କିମ୍ବା ଘରର ଭିତରେ କିମ୍ବା ବାହାରେ ବ୍ୟବହାର କରୁଥିବେ , ସେହି ପାଁପୋଛ ତଳେ ଫିଟକିରି ର ପାଉଡର୍ ମିଶାଇକରି ରଖିଦେବାର ଅଛି , ଆପଣଙ୍କୁ କହିଦେବୁ କି ଏକ ଛୋଟ ପୁଟୁଳିରେ ଫିଟକିରି ପାଉଡ୍ର୍ ରଖିପାରିବେ ,ଓ ସେହି ପୁଟୁଳିକୁ ପାଁପୋଛ ତଳେ ରଖିପାରିବେ , ତାହା ସହ ଗୋଟିଏ କଥା ଧ୍ୟାନ ରଖିବାକୁ ହେବ କି ସେହି ପୁଟୁଳି ପାଁପୋଛ ବିଲକୁଲ୍ ତଳେ ରଖିବେ , ଏଥିରେ ଆପଣଙ୍କ ଘରେ ନକରାତ୍ମକ ଉର୍ଜାର ବିନାଶ ହେବ , ଓ ସକରାତ୍ମକ ଉର୍ଜା ରହିବ , ଏହି ଉପାୟ କରିଲେ ଘରେ ମା ଲକ୍ଷ୍ମୀଙ୍କର ବାସ ହେବ , ଓ ଏହା ସହ ଆପଣଙ୍କ ଦିନ ଦୁଇଗୁଣା ଓ ରାତି ଚାରିଗୁଣା ଉନ୍ନତି ହେବ , ଏହା ପର୍ଯ୍ୟନ୍ତ ଆପଣଙ୍କ ଘରେ କେବଳ ଖୁସି ଆସିବ , ଓ ସବୁ ଚିନ୍ତାରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *