December 8, 2024

Odia Express

Leading Odia News Portal of Odisha

ପାଇଲ୍ସର ସମସ୍ୟାକୁ କିଛି ହିଁ ଦିନରେ ଠିକ୍ କରିଦେବ ପାନର ପତ୍ର, ଜାଣିନିଅନ୍ତୁ ଖାଇବାର ସଟିକ୍ ତରିକା

ଆପଣ ବହୁତଥରଦେଖିଥିବେ କି ସାଧାରଣତଃ ଲୋକେ ବାହାଘର, କିମ୍ବା କେଉଁ ଆୟୋଜନ ଆଦିରେ ଯାଇଥାନ୍ତି , ତେବେ ଖାଇବା ପିଇବା କରିବାପରେ ସେମାନେ ପାନର ସେବନ୍ କରନ୍ତି , ଅସଲରେ ପାନ ଖାଇବା ନେଇକରି ବହୁତ ସାରା ମାନ୍ୟତା ଅଛି ଯାହା କିଛି ଲୋକ କହନ୍ତି କି ସବୁଠାରୁ ଶେଷରେ ପାନ ଏଥିପାଇଁ ଖିଆଯାଏ କାରଣ ପାଟି ମିଠା କରିବାପାଇଁ , ସେମିତି ବହୁତଥର ଏମିତି ମାନାଯାଏକି ପାନ ଖାଇବା ଶୁଭ ହୋଇଥାଏ , କିନ୍ତୁ ଆଜି ଆମେ ଆପଣଙ୍କୁ କହିଦେବୁ କି ପାନ କେବଲ ସ୍ୱାଦ ପାଇଁ ନୁହେଁ ବରଂ ଏହା ନାନାପ୍ରକାରର ସମସ୍ୟାକୁ ବି ସମାଧାନ କରିପାରିବ,  ଆଜି ସେହି ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ପାନର ପତ୍ରରେ କେତେ ଫାଇଦା ଅଛି ।

୧)ଆଣ୍ଟିସେପ୍ଟିକ୍- ସବୁଠାରୁ ପ୍ରଥମେ କହିଦେବୁକି ଯେବେ ଆମେ କେଉଁ ଛୋଟ ମୋଟ ଖଣ୍ତିଆ ଲାଗିଯାଏ , ତେବେ ଏମିତିରେ ଯଦି ଆମର ପାଖରେ କୌଣସି ମେଡିସିନ୍ କିମ୍ବା ଅୟଣ୍ଟମେଣ୍ଟ ନଥିବ ତେବେ ଏମିତି ସ୍ଥିତିରେ ପାନର ପତ୍ର ବ୍ୟବହାର କରିପାରିବେ , କାରାଣ ଏହା ଏକ ଆଣ୍ଟିସେପ୍ଟିକ୍ ପରି କାମ କରିଥାଏ ।

୨) ନାକରୁ ରକ୍ତ ବାହାରିବା- କହିଦେବୁ କି ଯଦି ଆପଣଙ୍କ ନାକରୁ ରକ୍ତ ବାହାରିବାକୁ ଲାଗେ ତ ଯଦି ପାନର ପତ୍ରକୁ ଶୁଙ୍ଗିବେ ତେବେ ଏହା ଲାଭ ମିଳିଥାଏ,  ଓ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

୩) ମୋଟା ଆବାଜ୍- ଏମିତି କୁହାଯାଏ କି ଯଦି ଆପଣଙ୍କ ଆବାଜ୍ ବହୁତ ମୋଟା ହୋଇଥାଏ , ଏମିତି ସ୍ଥିତିରେ ଯଦି ପାନର ପତ୍ରକୁ ଖାଆନ୍ତି ଓ ତାପରେ ପାଣି ପିଅନ୍ତି , ତେବେ ଏହା ବହୁତ ଅଧିକା ଲାଭଦାୟକ ହୋଇଥାଏ, ଅସଲରେ ଏମିତି କରିଲେ ଆପଣଙ୍କ ଆବାଜ୍ ଓ ଗଳା ସଂବନ୍ଧିତ ସମସ୍ୟା ସମାପ୍ତ ହୋଇଯାଏ ।

୪) ମାଢି-ଆପଣଙ୍କୁ ଏହା ବି କହିଦେବୁ କି ଯଦି ଆପଣଙ୍କୁ ବହୁତ ଦିନ ହେବ ମାଢିରୁ ରକ୍ତ ବାହାରିବା କିମ୍ବା ପୀଡା ହେଉଛି, ତେବେ ଏମିତି ସ୍ଥିତିରେ ପାନକୁ ସିଝାଇ ପାଣି ଗଳଗଳ କରାଇଲେ ଆରାମ ମିଳିଥାଏ ।

୫) କଫ- କହିଦେବୁ କି ଯଦି ଆପଣଙ୍କୁ ବହୁତ ଦିନ ହେବ କଫ ପରି ସମସ୍ୟା ହେଉଛି, ତେବେ ଏମିତି ସ୍ଥିତିରେ ପାନର ୧୫ ଟି ପତ୍ର ତିନି ଗିଲାସ ପାଣିରେ ସିଝାଇଦିଅନ୍ତୁ , ଓ ତାପରେ ପାଣିର ଏକ ତୃତୀୟଆଂଶ ରହିଗଲେ ତାକୁ ମେଡିସିନ୍ ରୁପେ ଦିନରେ ତିନିଥର ପିଅନ୍ତୁ , ଏଥିରେ କଫର ସମସ୍ୟା ମୁକ୍ତି ମିଳିବ ।

୬) ସ୍ତନ୍ୟପାନ- ଆପଣଙ୍କୁ କହିଦେବୁ କି ଗର୍ଭଧାରଣ ପରେ ମହିଳାଙ୍କ ମଧ୍ୟରେ କେବେ ଯଦି ସ୍ତନ୍ୟପାନ କରାଇବା ସମୟରେ ପୀଡା ହୋଇଥାଏ ,କିମ୍ବା ଫୁଲିଥାଏ , ତେବେ ଏମିତି ସ୍ଥିତିରେ ପାନର ପତ୍ରକୁ ନଡିଆ ତେଲ ଲଗାଇକରି ହାଲକା ଗର୍ମ କରିଦିଅନ୍ତୁ , ଓ ତାହାକୁ ସ୍ତନ୍ୟ ପାଖରେ ରଖନ୍ତୁ, ଏମିତି କରିଲେ ଫୁଲିଥିବା ଜାଗା କମ୍ ହୋଇଯିବ,  ଓ ସ୍ତନ୍ୟପାନ କରିବା ସମୟରେ ସହଜ ହେବ ।

୭) ପାଇଲ୍ସ- ସୁଚେଇଦେବୁ କି ଯଦି ଆପଣ ବହୁତଦିନରୁ ପାଇଲ୍ସ ପରି ଗଂମ୍ଭୀର ରୋଗରୁ ଚିନ୍ତିତ ଅଛନ୍ତି , ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଆପଣ ଦୁଇଦିନ ପାନ ପତ୍ର ଖାଆନ୍ତୁ , ଏହା ଛଡା କିଛି ଖାଇବେ ନାହିଁ,  ଆପଣ ଦେଖିବେ ୪୮ ଘଣ୍ଟାରୁ ଆପଣଙ୍କ ପାଇଲ୍ସ ଦୁର ହୋଇଯିବ

Leave a Reply

Your email address will not be published. Required fields are marked *