February 19, 2025

Odia Express

Leading Odia News Portal of Odisha

ମାଟିର ତାୱାରେ ହୋଇଥିବା ରୁଟି ଖାଇଲେ ହୋଇଥାଏ ଏମିତି ଫାଈଦା, ଏହାର ବ୍ୟବହାର ନକରି ଆପଣ ରହିପାରିବେ ନାହିଁ

ଯଦି ଆମେ ପୁରୁଣା ଜମାନା କଥା କହିବା ତେବେ ପୁର୍ବର ସମୟରେ ଲୋକେ ମାଟିର ତାୱାରେ ରୁଟି ତିଆରି କରି ଖାଉଥିଲେ,  ଯେପରି ସମୟ ବଦଳିଲା,  ସେମିତି ଲୋକଙ୍କର ରହିବା ଚଳିବା ଶୈଳୀ ବି ବଦଳିଗଲା,  ଯାହାକୁ ନେଇ ଲୋକେ ମାଟିର ବାସନ ପରିବର୍ତ୍ତେ ଲୁହାର ତାୱାରେ ରୁଟି କରି ଖାଈଲେ,  ଏମିତି ଦେଖିବାକୁ ଗଲେ ସେମିତି କିଛି କ୍ଷତି ନାହିଁ କି ଏହାର ଖାସ୍ ଫାଇଦା ବି ନାହିଁ , ମାନେ ସିଧା ଶବ୍ଦରେ କହିବାକୁ ଗଲେ ମାଟିର ତାୱାରେ ରୁଟି ବନାଇକରି ଖାଇଲେ ଆପଣ ବହୁତ ସାରା ଫାଇଦା ପାଇବେ , ପୁର୍ବରୁ ଲୋକେ ଏମିତି ଚଲୁଥିଲେ , ଏହା ସହ ଆପଣଙ୍କୁ ଜଣେଇଦେବୁ କି ଆଜି ବି ଲୋକେ ଗାଁରେ ମାଟି ତିଆରି ତାୱାରେ ରୁଟି ବନାଇକରି ଖାଉଛନ୍ତି , ସେମିତି ସହରୀ ଲୋକଙ୍କ ଠାରୁ ଅଧିକା ସୁସ୍ଥ୍ୟ ରହୁଛନ୍ତି

ସେମିତି ଆଜିର ନନ୍ ଷ୍ଟିକ୍ ତାୱା ଓ ଲୁହାର ତାୱା ରୁଟି ତିଆରି ଆରମ୍ଭ କରିଦେଇଛନ୍ତି , କିନ୍ତୁ ଆଜି ବି ଆମେ ମାଟିର ତିଆରି ତାୱାରେ ରୁଟି ଖାଇବା ପସନ୍ଦ କରିଥାନ୍ତି , ସବୁଠାରୁ ପ୍ରଥମେ ଆମେ ଆପଣଙ୍କୁ କହିଦେବୁ କି ଆଯି ମାଟିର ତିଆରି ତାୱାରେ ରୁଟି ତିଆରିର ଟ୍ରେଣ୍ତ ଆରମ୍ଭ ହୋଇସାରିଛି, ହଁ ଆଜ୍ଞା ବୋଧେ ଲୋକ ବି ବୁଝିସାରିଛନ୍ତି , ମାଟିର ତାୱାରେ ରୁଟି ଅଧିକା ସ୍ୱାଦିଷ୍ଟ ଓ ପୋଷ୍ଟିକ ହୋଇଥାଏ, ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏଥିରେ ଶରୀରରେ ବହୁତ ରୋଗରୁ ଜଡରୁ ଶେଷ ହୋଇଯାଏ , ତେବେ ଚାଲନ୍ତୁ ଏବେ ଆମେ ଆପଣଙ୍କୁ ଏହାର ଫାଈଦା ବିଷୟରେ ଟିକିଏ ବିସ୍ତାରରେ କହିବୁ ।

୧) ଯଦି ଆପଣ ସବୁଦିନ ଘରେ ବସି କାମ କରୁଛନ୍ତି , ଓ ଆପଣଙ୍କ ଗ୍ୟାସ୍ ସଂବନ୍ଧି କିଛି ସମସ୍ୟା ଅଛି ତେବେ ଆଜି ଠାରୁ ମାଟିର ତିଆରି ତାୱାରେ ରୁଟି ତିଆରି କରିବା ଆରମ୍ଭ କରିଦିଅନ୍ତୁ , ହଁ ଆଜ୍ଞା, ଏଥିରୁ ଆପଣଙ୍କ ଗ୍ୟାସ୍ ସମସ୍ୟା ଦୂର ହୋଇଯିବ , ସେମିତି ଆଜିକାଲି ଲୋକେ ଘର ବସିକରି ନିଜ ସବୁ କାମ ଇଣ୍ଟରନେଟ୍ ଦ୍ୱାରା କରିଥାନ୍ତି , ଏମିତିରେ ନିଜେ ସ୍ୱାସ୍ଥ୍ୟକୁ ସୁସ୍ଥ୍ୟ ରଖିବାର ଏକ ଭଲ ତରିକା ଅଟେ ।

୨) ଏହା ଛଡା ଆଜି କାଲି ବହୁତ ଭୁଲ୍ ଖାଦ୍ୟପେୟ ଓ ବାହାର ଜିନିଷ ସେବନ ଅଧିକା କରିଲେ ବହୁତ ଲୋକଙ୍କୁ କବଜ୍ ସମସ୍ୟା ହୋଇଥାଏ , ଯଦି ଆପଣ ମାଟିର ତିଆରି ତାୱାରେ ର୍ତିଆରି ରୁଟି ଖାଇବା ଆରମ୍ଭ କରିଦିଅନ୍ତୁ , ତେବେ ଆମେ ସତ କହୁଛୁ, ଆପଣଙ୍କ ସମସ୍ୟା ଦୁର ହୋଇଯିବ, ଏଥିପାଇଁ ଆଜି ଆପଣ ମାଟିର ତାୱାରେ ତିଆରି ରୁଟି ଖାଇବା ଆରମ୍ଭ କରିଦିଅନ୍ତୁ ।

୩) ଯେବେ ମାଟିର ତାୱାରେ ରୁଟି ତିଆରି ହୋତିହାଏ ତେବେ ମାଟିରେ ଥିବା ପୋଷକ ତତ୍ତ୍ୱକୁ ରୁଟୀ ଅବଶୋଷିତ କରିନେଇଥାଏ, ଯାହାକୁ ନେଇ ରୁଟି ଅଧିକା ପୋଷ୍ଟିକ ଓ ସ୍ୱାଦିଷ୍ଟ ଲାଗିଯାଏ , ଏମିତିରେ ଶରୀରରୁ ରୋଗ ଦୁର ହୋଇଯାଏ ।

୪) ସେମିତି ଆମ ବଡ ବୟସ୍କ ଙ୍କ କହିବା କଥା କି ଯେଉଁ ମଣିଷ ଜନ୍ମରୁ ନେଇକରି ମୃତ୍ୟୁ ପର୍ଯ୍ୟନ୍ତ ନିଜ ମାଟିସହ ଯୋଡି ହୋଇଛନ୍ତି ସେ ଜୀବନରେ ସବୁବେଳେ ଖୁସିରେ ରହିଥାଏ, ଏବେ ଏହାକୁ ପଢିବାପରେ ଆପଣ ଏତେ ବୁଝିପାରିଥିବେ କି ମାଟିରେ ତିଆରି ତତ୍ତ୍ୱ ରୁଟି ଖାଇବା କେତେ ସାରା ଫାଇଦା ହୋଇଥାଏ

Leave a Reply

Your email address will not be published. Required fields are marked *