February 6, 2025

Odia Express

Leading Odia News Portal of Odisha

ହନୁମାନଜୀଙ୍କୁ ବହୁତ ପସନ୍ଦ ଆସିଥାଏ ଏହି ଜିନିଷ, ପାଇବାକୁ ଚାହୁଁଛନ୍ତି ଯଦି କୃପା ତେବେ ମଙ୍ଗଳବାର ଦିନ ନିଶ୍ଚିତ ଚଢାନ୍ତୁ

ଏମିତି ମାନାଯାଏ କି ହନୁମାନଜୀଙ୍କୁ ଅମରତାର ବରଦାନ ମିଳିଥିଲା,  ଓ ସେ ଆଜି ବି ଆମର ସାଥିରେ ଅଛନ୍ତି , ଯେଉଁ ପ୍ରକାରରେ ସଙ୍କଟ ଆସିଲେ ହନୁମାନଜୀ ଭଗବାନ ଶ୍ରୀରାମଙ୍କ ସାହାଯ୍ୟ କରିଥିଲେ, ଠିକ୍ ସେହି ପ୍ରକାରରେ ସଙ୍କଟ ମୋଚନ ହନୁମାନ ନିଜ ଭକ୍ତଙ୍କୁ ସାହାଯ୍ୟ କରିଥାନ୍ତି , କହନ୍ତି କି ଯେଉଁ ଲୋକ ସକାଳୁ ଉଠିକରି ହନୁମାନ ଚାଳିଶା ପାଠ କରନ୍ତି ,ତାଙ୍କ ଉପରେ କୌଣସି ସଙ୍କଟ ଆସେ ନାହିଁ , ମଙ୍ଗଳବାରକୁ ହନୁମାନଙ୍କ ଦିନ ଜଣାଯାଏ , ଏହି କାରଣରୁ କିଛି ଲୋକ ମନ୍ଦିରକୁ ଯାଈକରି ହନୁମାନଙ୍କ ମନ୍ଧିରରେ ହନୁମାନ ଚାଳିଶା ପାଠ କରନ୍ତି , ଓ ତାଙ୍କୁ ପ୍ରସାଦ ବି ଚଢାନ୍ତି ,ସବୁ ମଙ୍ଗଲବାର କୁ ଚାଳିଶା ପରେ ପ୍ରସାଦ ଚଢାଇଲେ ଅଧିକା ଲାଭ ମିଳିଥାଏ, ଆଜି ଏହି ଲେଖରେ ଆମେ ଜାଣିବା କି କେଉଁ ପ୍ରକାରର ପ୍ରସାଦ ଓ ଜିନିଷ ଚଢାଇଲେ ହନୁମାନଜୀ ପ୍ରସନ୍ନ ହୋଇପାରିବେ ।

୧) ବେସନର ଲଡୁ- ହନୁମାନଜୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଚାଳିଶା ପରେ ତାଙ୍କୁ ପ୍ରସାଦ ଚଢାଯାଏ , ମଙ୍ଗଳବାର ଦିନ ସକାଳୁ ହନୁମାନ ମନ୍ଦିର ଯାଇକରି ହନୁମାନ ଚାଳିଶା ପାଠ କରିଲେ ଓ ଲଡୁର ଭୋଗ୍ ଲଗାଇଲେ ଭଲ ଫଳ ପ୍ରାପ୍ତି ହୁଏ , ଏଥିରୁ ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିଥାଏ , ଓ ସବୁ ପ୍ରକାରର ସଙ୍କଟ ଦୁର ହୋଇଯାଏ ।

୨) ବୁନ୍ଦିଆ- ଆପଣ ବହୁତଥର ଦେଖିହିବେ କି ଅଧିକାଂଶ ଲୋକ ହନୁମାନଜୀଙ୍କୁ ବୁନ୍ଦୀର ଭୋଗ ଲଗାଇଥାନ୍ତି , ମଙ୍ଗଲାବାର ଦିନ ଚାଳିଶା ପରେ ବୁନ୍ଧିର ଭୋଗ ଲଗାଇବା ବହୁତ ଭଲ ମାନାଯାଏ , ଭୋଗ ଲଗାଇବା ପାଇଁ ବୁନ୍ଦୀର ତିଆରି ଜିନିଷର ବ୍ୟବହାର କରିପାରିବେ

୩)ସିନ୍ଦୁର- ବଜରଙ୍ଗ ବାଲିଙ୍କୁ ପ୍ରସାଦର ସହ ସିନ୍ଦୁର ଚଢାଇବା ବହୁତ ଶୁଭ ଜଣାଯାଏ , ସବୁ ମଙ୍ଗଳବାରକୁ ସକାଳୁ ସକାଳୁ ମଲ୍ଲୀଫୁଲର ତେଲରେ ସିନ୍ଦୁର ଲଗାଇକରି ଚଢାଇଲେ ଭଲ ହୋଇଥାଏ, ଏଥିରେ ଭଗବାନ ଜଲଦି ପ୍ରସନ୍ନ ହୋଇଥାନ୍ତି ,

୪) ଫୁଲର ମାଳା- ପ୍ରସାଦ, ସିନ୍ଦୁର ଚଢାଇବା ପରେ ଚାଳିଶା ପରେ ହନୁମାନଙ୍କୁ ଫୁଲର ମାଳା ଅର୍ପଣ କରିବା ଭଲ ହୋଇଥାଏ,  ଭଗବାନଙ୍କୁ ପୁଷ୍ପର ମାଳା ଅର୍ପଣ କରି ତାଙ୍କୁ ଜଲଦି ପ୍ରସନ୍ନ କରାଯାଇପାରିବ , ଯେଉଁ ଲୋକଙ୍କର ସବୁବେଳେ କେଉଁ  ଜିନିଷକୁ ନେଇ ସଙ୍କଟ ରହିଥାଏ, ସେ ଏହି ଜିନିଷ କୁ ନିଶ୍ଚିତ୍ କରନ୍ତୁ , ଏଥିରୁ ଜଲଦି ଲାଭ ମିଳିବ

Leave a Reply

Your email address will not be published. Required fields are marked *