February 6, 2025

Odia Express

Leading Odia News Portal of Odisha

କନ୍ୟା ରାଶିଫଳ ୨୦୨୧ – ଜାଣନ୍ତୁ କନ୍ୟା ରାଶି ବାଲାଙ୍କ ପାଇଁ କିପରି ରହିବ ନୁଆ ବର୍ଷ, ୨୦୨୧ ରେ କଣ ଏମାନଙ୍କ ଭାଗ୍ୟରେ

ଯଦି ଗ୍ରହର୍ ଅନୁସାରେ ଦେଖିବା ତେବେ ରାଶି ଚକ୍ରରେ ପ୍ରାୟ ୧୨ ଟି ରାଶି ହୋଇଥାଏ,  କିନ୍ତୁ ଆଜି ଆମେ କେବଳ ଗୋଟିଏ ରାଶି ବିଷୟରେ କହିବାକୁ ଯାଉଛୁ, ହଁ ଆଜ୍ଞା ଆପଣଙ୍କୁ ଜଣେଇଦେବୁ କି ଆମେ ଏଠାରେ କନ୍ୟା ରାଶି ବିଷୟରେ କହିବାକୁ ଯାଊଛୁ, ଆଜି ଆମେ ଆପଣଙ୍କୁ କହିବୁ କନ୍ୟା ରାଶି ଆଗାମୀ ବର୍ଷ ମାନେ ୨୦୨୧ କିପରି ରହିବ , ସେମିତି ଆପଣଙ୍କୁ କହିଦେବୁ କି ଗ୍ରହର ଅନୁସାରେ ରାଶି ଚକ୍ରରେ କନ୍ୟା ରାଶି ଷଷ୍ଠ ସ୍ଥାନରେ ଆସନ୍ତି , କନ୍ୟା ରାଶିର ସ୍ୱାମୀ ବୁଧଙ୍କୁ ଜଣାଯାଇଛି, ସେମିତି ଯଦି ଏହି ରାଶିର ଲୋକଙ୍କ ବ୍ୟକ୍ତିତ୍ୱ ବିଷୟରେ କଥା ହେବା ତେବେ ଏହି ରାଶିର ଲୋକେ ବହୁତ ଆଶାୟୀ ହୋଇଥାନ୍ତି ।ବୋଧେ ଏହି କାରଣରୁ ଏହି ଲୋକ ଦିମାଗରୁ ଭାବିବା ପରିବର୍ତ୍ତେ ମନରୁ ଭାବିଥାନ୍ତି । ଏହା ଛଡା ଏହି ଲୋକ ଜଲଦି ଭାବୁକ ହୋଇଯାଆନ୍ତି ।  କହିଦେବୁ କି ଏହି ରାଶିର ଲୋକେ ରୁଢିବାଦୀ ଓ ସଂଗଠିତ୍ ଜିନିଷକୁ ହିଁ ପସନ୍ଦ କରିଥାନ୍ତି , ଏହି ରାଶିର ଲୋକଙ୍କୁ ବହୁତ ଭଲ ଲାଗିଥାଏ ଏମିତି ତ ଲୋକେ ନିଜ କାମକୁ ନେଇ ବଫାଦାର୍ ହୋଇଥାନ୍ତି

କିନ୍ତୁ କେବେ କେବେ ଏହି ଲୋକ ଛୋଟ ଛୋଟ୍ କଥାକୁ ନେଇକରି ଚିନ୍ତା କରିବସନ୍ତି, ଯଦି ଆପଣଙ୍କ ରାଶି କନ୍ୟା ଅଟେ , ତେବେ ଏହି ଖବରକୁ ନିଶ୍ଚିତ ଥରେ ପଢନ୍ତୁ , ହଁ ଆଜ୍ଞା ଏହାକୁ ପଢିବାପରେ ଆପଣଙ୍କୁ ବୁଝାପଡିବ କି ଆପଣଙ୍କ ଆଗାମୀ ବର୍ଷ କିପରି ରହିବ , ତେବେ ଚାଲନ୍ତୁ ଆପଣଙ୍କୁ କନ୍ୟା ରାଶିର ବିଷୟରେ କିଛି ବିସ୍ତାରରେ କହିବୁ ।

୧) ଆର୍ଥିକ ସ୍ଥିତି- ଏମାନଙ୍କ ଆର୍ଥିକ ସ୍ଥିତି ବହୁତ ମଜବୁତ୍ ହେବ , ଓ ସମାଜରେ ମାନ ସମ୍ମାନ ମିଳିପାରିବ,  ଏହା ଛଡା କେଉଁ ନୁଆ ମଉକା ହାତରୁ ଛାଡନ୍ତୁ ନାହିଁ, କାରଣ ଏହି ବର୍ଷ ଆପଣ ଏକ ନୁଆ କୀର୍ତ୍ତିମାନ ସ୍ଥାପିତ କରିବେ , ସେମିତି ଅଗଷ୍ଟ ମାସରେ ଆପଣଙ୍କ ଜୀବନରେ କିଛି ନୁଆ ବନ୍ଧୁ  ଆସିବେ । ଯାହାଙ୍କ ସହ ମିଶିକରି ଆପଣ କେଉଁ ବଡ କାମ ଆରମ୍ଭ କରିବେ , କହିଦେବୁ କି ଏହି ବର୍ଷ ଆପଣଙ୍କ ପାଇଁ ବହୁତ ସ୍ମରଣୀୟ ରହିବ ।

୨) ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧା – ଆଗାମୀ ବର୍ଷ କେଉଁ ଆଡେ ବିନା ମତଲବରେ ଯାତ୍ରା କରନ୍ତୁ ନାହିଁ , ଏହା ଛଡା ଅକ୍ଟୋବର ମାସରେ ଆପଣଙ୍କୁ ବହୁତ ମାନସିକ ଅସୁବିଧାରେ ଘେରେଇ ହୋଇପାରନ୍ତି , ଏହା ସହ କେଉଁ ରୋଗର କାରଣରୁ ଆପଣଙ୍କ ଅଧିକା ଖର୍ଚ୍ଚ ହେବ ।

୩) ପାରିବାରିକ ଜୀବନ- ଏହି ମାମଲାରେ ନୁଆ ବର୍ଷରେ ଆପଣଙ୍କ ପାରିବାରିକ ଖୁସିର ପ୍ରାପ୍ତି ହେବ ,ବର୍ଷର ଶେଷରେ ଆପଣଙ୍କୁ ପାରିବାରିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ, କିନ୍ତୁ ନିଜ ଆତ୍ମବିଶ୍ୱାସରୁ ଆପଣ ଜିବନରେ ଆସୁଥିବା ସବୁ ଅସୁବିଧାକୁ ଦୁର କରିପାରିବେ ।

୪) ପ୍ରେମ ସଂବନ୍ଧିତ ସମସ୍ୟା- ଯେଉଁ ଲୋକଙ୍କୁ ସଚ୍ଚା ପ୍ରେମର ଅନୁସନ୍ଧାନରେ ଅଛନ୍ତି , ସେମାନେ ଆରମ୍ଭରୁ ଟିକିଏ ନିରାଶା ହାତରେ ଲାଗିପାରେ, କିନ୍ତୁ ବର୍ଷରଅନ୍ତରେ ଆପଣଙ୍କୁ ସବୁ କିଛି ଭଲ ହେବ , ସେମିତି ଆପଣ କାହାକୁ ପସନ୍ଦ କରୁଥିଲେ  ତେବେ ପ୍ରପୋଜ କରିବାରେ ଫେବୃୟାରୀ ମାସ ଭଲ ରହିବ, ଯଦି ସିଧା ଶବ୍ଦରେ କହିବାତେବେ ପ୍ରେମର ମାମଳାରେ ଏହି ବର୍ଷ ଆପଣଙ୍କପାଇଁ ଭଲ ହେବ ।

୫) କ୍ୟାରିୟର- କହିଦେବୁ କି ନୁଆ ବର୍ଷରେ ଗୋଟେ ଆଡୁ ଆପଣଙ୍କୁ ଧନ ଲାଭ ହେବ , ସେମିତି ଅନ୍ୟପଟେ ପରିବାରର ସହଯୋଗରୁ କ୍ୟାରିୟରରେ ବୃଦ୍ଧି ହେବ , ଏ ହାସହ ଆପଣ କେଉଁ ଭଲ ଜାଗାରେ ନିବେଶ କରି ଖୁବ୍ ଲାଭ ଉଠାଇପାରିବେ , ଏହା ଛଡା ଯେଉଁ ଲୋକ ଚାକିରି ଅନୁସନ୍ଦାନରେ ଅଛନ୍ତି , ତାଙ୍କର ଚାକିରି ମିଳିଯିବ,  କିନ୍ତୁ ଯେଉଁ ଲୋକ ଚାକିରି କରୁଛନ୍ତି ତାଙ୍କୁ ଉନ୍ନତି ହେବ

୬) ବୈଦିକ ଉପାୟ- କନ୍ୟା ରାଶିର ଲୋକଙ୍କୁ ସବୁ ମାସର ଦ୍ୱିତୀୟ ବୁଧବାର୍ ପୁଜା ତିନିଟି ମଧୁରି ଗଣେଷଙ୍କ ପାଖରେ ଚଢାଇବା ଉଚିତ୍ , ଏହା ଛଡା ଶୁକ୍ରବାର କୁ ଗୋଲାପର ଫୁଲ କୁମ୍ କୁମ୍ ଲଗାଇକରି ଦୁର୍ଗା ମାଙ୍କ ମନ୍ଦିରରେ ଚଢାଇଦିଅନ୍ତୁ  ଏହା ଦ୍ୱାରା ଆପଣ ଶତ୍ରୁଙ୍କ କବଳରୁ ରକ୍ଷା ପାଇବେ , ଏହା ସହ ପକ୍ଷୀଙ୍କୁ ପାଣି ପିଆଇଲେ ଆପଣଙ୍କ ସୁଖ ଓ ଶାନ୍ତି ମିଳିବ ।

୭) ଶୁଭ ରଙ୍ଗ ଓ ଶୁଭ ମାସ- କହିଦେବୁ କି ଏହି ରାଶିର ଲୋକଙ୍କ ପାଇଁ ଜୁନ୍ ଓ ସେପ୍ଟେମ୍ବର୍ ମାସ ଭଲ ରହିବ, ଏହି ମାସରେ ଆପଣ ଧନ ସଂବନ୍ଧିତ କିଛି ଖୁସିଖବର ପାଇବେ ଓ ଚାକିରି ବି ହୋଇଯିବ,  ସେମିତି ନୁଆ ବର୍ଷରେ ହଳଦିଆ ରଙ୍ଗ ଆପଣଙ୍କ ପାଇଁ ଶୁଭ ରହିବ ।

Leave a Reply

Your email address will not be published. Required fields are marked *