January 18, 2025

Odia Express

Leading Odia News Portal of Odisha

ମାଠିଆର ପାଣି ପିଉଥିବା ୯୯ ପ୍ରତିଶତ ଲୋକ ଆଜି ପର୍ଯ୍ୟନ୍ତ ଜାଣିପାରିଲେ ନାହିଁ ଏହି କଥା, ଜାଣିବାପାଇଁ ପଢନ୍ତୁ ଏହି ଖବର ଥରେ

ଆଜିକାଲି ସମୟ ବହୁତ ବଦଳିଯାଇଛି , ପୁର୍ବ ପରି ଆଉ କିଛି ନାହିଁ , ନ ଖାଇବା ପିଇବା ମା ସେ ମାହୋଲ୍ ଅଛି, ଆଯିକାଲି ଏହି ମର୍ଡର୍ଣ୍ଣ ଯୁଗରେ ପାରମ୍ପାରିକ ଜିନିଷର ମୁଲ୍ୟ କମ୍ ହେଇଯାଉଛି, ଓ ଲୋକେ ପସନ୍ଦ କରୁନାହାନ୍ତି, କେବେ ଜମାନା ଥିଲା ଗରମ ହେଉଥିଲା , ଓ ତେବେ ଆମର କାନରୁ ଗୋଟେ ଆବାଜ୍ ଆସୁଥିଲା ମାଠିଆ ନିଅ, ଦେଶୀ ଫ୍ରିଜ୍ ନିଅ , କିନ୍ତୁ ଆଜିକାଲି ଏହାର ମୁଲ୍ୟ ଆଉ ନାହିଁ । ଆଜିକାଲି ଟେକ୍ନୋଲୋଜି ଏତେ ବିକଶିତ ହୋଇଯାଇଛି କି ଏବେ ସବୁ ଜିନିଷରେ ଯିଏ ହେଲେ ବି ନୁଆ ପଚାରେ , ଯେବେ ଏହି ଟେକ୍ନୋଲୋଜି ଏତେ ବିକଶିତ ହୋଇନଥିଲା ଯାହାର କାରଣରୁ ପୁରୁଣା ବସ୍ତୁ ଉପରେ ନିର୍ଭର କରୁଥିଲେ , ଯେପରି ଟେକ୍ନୋଲୋଜି ବିସ୍ତାର ହେଲା ଆଧୁନିକ ମେସିନ୍ ବଜାରରେ ଆସିଗଲା, ଲୋକେ ଏହି ମେସିନରୁ ତାଙ୍କ ଦୈନଦିନ କାର୍ଯ୍ୟରେ ନିଜ ଭାରି ଯୋଗଦାନ ଦେଇଦେଲେ । ଓ ଆଜିକାଲିର ମେସିନ୍ ଏବେ ସବୁ କାମ ବହୁତ ସହଜ କରିଦେଇଛି, ଆମେ କେଉଁ କାମକୁ ଆଉ ଅଧିକା ସମୟ ଲାଗୁନି, ଯେଉଁଠି ମେସିନ୍ ଦ୍ୱାରା ଫାଇଦା ହେଲା , ସେମିତି ଲୋକେ ଏହାର ଭୁଲ୍ ପ୍ରଭାବ ବି ଦେଖିବାକୁ ପାଇଲେ

ଏବେ ଲୋକେ ମେସିନ୍ ଉପରେ ନିର୍ଭରଶୀଳ ହେବାକୁ ଲାଗିଲେ , ଓ ଶାରରୀକ ପରିଶ୍ରମ କାମ ନକରିଲେ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିଲା , ପୁର୍ବରୁ ଲୋକଙ୍କ ପାଖରେ ଫ୍ରିଜ୍ ନଥିଲା, ସେହି ସମୟରେ ଲୋକେ ମାଠିଆର ପାଣି ପିଉଥିଲେ,  ମାଠିଆର ପାଣି ଅମୃତ ସମାନ ବୋଲି ଜଣାଯାଉଥିଲା,  କାରାଣ ମାଠିଆର ପାଣି ପାଣିରୁ ବିଷାକ୍ତ ପଦାର୍ଥକୁ ଶୋଷିନେଉଥିଲା,  ଓ ପାଣି ଏକ ଦମ୍ ଶୁଦ୍ଧ ରହୁଥିଲା< ଯାହାକୁ ପିଇକରି ଲୋକେ ନିଜ ତୃଷ୍ଣା ମେଣ୍ଟାଉଥିଲେ,  ଓ ପାଚନ ତନ୍ତ୍ରବି ସଠିକ୍ ରହୁଥିଲା ।

କିନ୍ତୁ ଆଜିର ଜମାନାରେ ଲୋକେ ମାଠିଆର ପାଣି ଆଉ ପିଉନାହାନ୍ତି , ଆଜିକାଲିର ଲୋକେ ଫ୍ରିଜ୍ ପାଣି ପିଉଛନ୍ତି , ଫ୍ରିଜ୍ ଭିତରେ ଏତେ ଅଧିକା ତାପମାନ ହୋଇଥାଏ , କି ପାଣିକୁ କିଛି ମିନିଟ୍ ରେ ଥଣ୍ତା କରିଦେଇଥାଏ , ଯେଉଁଥିରେ ଭିତରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ , ଯେବେ ଆମେ ସେଇ ପାଣି ପିଇଥାଉ , ଆମର ଶରିରରେ ନାନାଦି ରୋଗ ଦେଖାଯାଏ , ଡାକ୍ତର ରୋଗୀକୁ ସବୁବେଲେ ମାଠିଆର ପାଣି ପିଇବାକୁ ଉପଦେଶଦିଅନ୍ତି , କାରାଣ ରୋଗୀ ବ୍ୟକ୍ତି ପାଇଁ ଫ୍ରିଜ୍ ର ପାଣି ଏକ ବିଷାକ୍ତ ସହ ସମାନ ହୋଇଥାଏ,  ଏହା ଆପଣ ଜାଣିଥିବେ କି ମାଟି ଭିତରେ ବହୁତ ଗୁଣ ଅଛି, ଯେବେ ଆମେ ମାଠିଆ ଭିତର ପାଣି ପିଇଥାଉ , ତେବେ ଆମ ଶରୀରର ତାପମାନ ସାମାନ୍ୟ ରହିଥାଏ , କାରାଣ ମାଠିଆର ପାଣି ପିଏଚ୍ ତାପମାନ ଆମ ଶରୀରକୁ ସାମାନ୍ୟ ରଖିଥାଏ , ଓ ଏହି ବିଷାକ୍ତ ତତ୍ତ୍ୱ ନିଜ ମଧ୍ୟରେ ଶୋଷି ନେଇଥାଏ ।

ଆପଣଙ୍କୁ ଏହା ବି କହିଦେବୁ କି ମାଠିଆର ପାଣି ପିଇଲେ ପାଚନ ତନ୍ତ୍ର ସଠିକ୍ ରହିଥାଏ, ଓ ଆମକୁ ରୋଗରୁ ବଞ୍ଚାଇଥାଏ,  ଓ ଯେଉଁ ଲୋକ ସବୁବେଲେ ମାଠିଆର ପାଣି ପିଅନ୍ତି , ସେ ଲୋକ ସୁସ୍ଥ୍ୟ ରୁହନ୍ତି , ଯେପରି ରୋଗରୁ ବଞ୍ଚିଥାଉ ଓ ମାଠିଆର ପାଣି ଆମ ଶରୀରରେ ଟେଷ୍ଟୋରେନ୍ ବଢାଇଥାଏ , ଯାହା ଆମର ପାଚନକ୍ରିୟାକୁ ମଜବୁତ୍ କରିଥାଏ,  ଓ ଆମକୁ କେଉଁ ପ୍ରକାରର କିଛି ବିପଦ ରହେନାହିଁ

Leave a Reply

Your email address will not be published. Required fields are marked *