February 19, 2025

Odia Express

Leading Odia News Portal of Odisha

ବଡ ଖୁସିଖବର , ଆଉଥରେ ପୁଣି ଫେରି ଆସିଛି ଲୋକଙ୍କର ପସନ୍ଦର RX 100 ବାଇକ୍ – ଦାମ ମାତ୍ର ଏତିକି ଟଙ୍କା..

ଯଦି ଆପଣ ବାଇକ୍ ର ସଉକ୍ ରଖନ୍ତି ,କିମ୍ବା ନୁଆ ବାଈକ୍ ନେବାର ପ୍ଲାନ୍ କରୁଛନ୍ତି , ତେବେ ଆପଣଙ୍କ ପାଇଁ ଖୁସିଖବର ଅଟେ, ହଁ ଆଜ୍ଞା କହିଦେବୁ କି ବଜାରରେ ୟାମାହା କମ୍ପାନୀ ଏକ ଏମିତି ବାଇକ୍ ଲଞ୍ଚ କରିଛନ୍ତି , ଯାହାକୁ ଦେଖିକରି ଆପଣଙ୍କ ମନ ଖୁସି ହୋଇଯିବ,  ୟାମାହା ଆସୁଥିବା ଦିନରୁ ନିଜ ଗ୍ରାହକଙ୍କ ପାଇଁ କିଛି ନୁଆ ନେଇକରି ଆସିଥାଏ , ଏହିଥର କିଛି ଏମିତି ହେଲା ଏହିଥର ସେ କିଛି ନୁଆ ଦେବା ସହ ତାଙ୍କ ପକେଟ୍ ପାଇଁ ଦାୟିତ୍ୱ ନେଲା , ଭାରତରେ ଦୁଇ ଚକିଆ ଯାନ ପାଇଁ ଏକ ବଡ ବଜାର ଅଛି, ଓ ସବୁ ବର୍ଷ କମ୍ପାନୀ ମଡେଲ୍ ଲଞ୍ଚ କରିଥାଏ,  ଏହି ସମୟରେ ଟ୍ୟୁହ୍ୱିଲର୍ ବଜାରରେ ବଜାଜ୍ ଓ ହିରୋର ମାର୍କେଟ୍ ଅଛି, କାରଣ ସାଧାରଣ ବ୍ୟକ୍ତିର ବଜେଟ୍ ଅନୁସାରେ ଏହି କମ୍ପାନୀ ଗାଡି ବିକ୍ରି କରୁଛନ୍ତି , ଗୋଟେ ସମୟ ଥିଲା ଯେବେ ବଜାରରେ ୟାମାହାର ନାଁ ଚାଳୁଥିଲା , କିନ୍ତୁ ଏହି କମ୍ପାନୀ ସ୍ପୋର୍ଟସ୍ ବାଇକ୍ ରେ ଅଧିକା ସଫଳ ହେଲା , ହିରୋ ବଜାଜ୍ କମ୍ ବଜେଟ୍ ରେ ବାଇକ୍ ମଡେଲ୍ ଦେଉଥିବାରୁ ୟାମାହା ଏବେ ଶସ୍ତା ମଡେଲ୍ ଲଞ୍ଚ କରିଦେଇଛି ।

ହଁ ଆଜ୍ଞା କହିଦେବୁ କି ଯଦି ଆପଣ ବାଇକ୍ ନେବାର ମନ ବଳାଇଛନ୍ତି , ତେବେ ତୁରନ୍ତ ଏହି ବାଇକ୍ କୁ ନେଇପାରିବେ , ଏବେ ଏକ ବାଇକ୍ ଆସିବାର ଅଛି କୁହାଯାଉଛି କି ୟାମାହା କମ୍ପାନୀ ଆସନ୍ତା ବର୍ଷ ଜୁଲାଇ ମାସ ମଧ୍ୟରେ ଲଞ୍ଚ କରିବ , ଯାହାର ଦାମ୍ ୧୬ ହଜାର ଟଙ୍କା ହେବ , ଏତିକି ନୁହେଁ ଏହା ବି କହିଦେବୁ କି ୟାମାହା ଭାରତରେ ଲୋକପ୍ରିୟ ଗାଡି କମ୍ପାନୀରୁ ଗୋଟେ ଅଟେ ,ୟାମାହା କମ୍ପାନୀ ୧୫୦ ସିସି ବାଇକ୍ ରୁ ନେଇକରି ୧୦୦୦ ସିସି ବାଇକ୍ ବନାଇଥାଏ ।

ସୁଚେଇଦେବୁ କି ଯେଉଁ ବାଇକ୍ କଥା ଆମେ କହୁଛୁ , ତାହା ହେଲା ୟାମାହା ଆର୍ ଏକ୍ସ ୧୦୦ ଏହି ବାଇକ୍ ୯୯ ସିସି ଏୟାର୍ କୁଲଡ୍ , ୨ ଷ୍ଟ୍ରୋକ୍ ସିଙ୍ଗଲ୍ ସିଲିଣ୍ତର୍, ଇଞ୍ଜିନ୍ ଲଗାଯାଇଛି, ୭୫୦୦ ଆର୍ ପିଏମ୍ ରେ ୧୧ ବିଏଚ୍ ପି ଶକ୍ତି, ଓ ୬୫୦୦ ଆର୍ ପିଏମ୍ ରେ ୧୦ ୩୯ ଏମ୍ ଏମ୍ ଟର୍କ ଉତ୍ପନ୍ନ କରିଥାଏ,  ଏହି ଗାଡିର ସବୁଦାୟ ଓଜନ ୧୦୩ କେଜି ଅଟେ । କମ୍ପାନୀର କହିବା କଥା କି ବାଈକ୍ ରେ ୧୦ ୫ ଲିଟର୍ ଟାଙ୍କି ରଖାଯାଇଛି, ଏହାର୍ ଏକ୍ସ ଶୋରୁମ୍ ମାତ୍ର ୧୬୦୦୦ ଟଙ୍କା ରଖାଯାଇଛି, ଏତିକି ନୁହେଁ କହିଦେବୁ ଇ ଏହି ବାଇକ୍ ର ଗ୍ରାଉଣ୍ତ୍ କ୍ଲିଅରାନ୍ସ ୧୪୫ ଏମ୍ ଏମ୍ ଅଟେ, ଏହି ଗାଡିରେ ୪ ଟି ଗିୟର୍ ଅଛି, କମ୍ପାନୀ ଏହି ବାଇକ୍ କୁ ଭାରତୀୟ ବଜାରରେ ଅତିଶିଘ୍ର ଲଞ୍ଚକରିବ , ଆପଣଙ୍କ ପାଖାପାଖି ୟାମାହା ଶୋରୁମ୍ ରେ ବିକ୍ରି ପାଇଁ ଏହା ଉପଲ୍ଲବ୍ଧ ହୋଇଯିବ,  କୁହାଯାଉଛି କି ୟାମାହା କମ୍ପାନୀ ଏବେ ପୁରୁଣା ବାଇକ୍ ରେ ଆର୍ ଏକ୍ସ ୧୦୦ କୁ ଅପଗ୍ରେଡ୍ କରି ଏହାକୁ ଲଞ୍ଚ କରୁଛି, ମାନେ ନୁଆ ବାଇକ୍ ପୁରୁଣା ଆର୍ ଏକ୍ସ ୧୦୦ ନୁଆ ମଡେଲ୍ ଅଟେ ।

କହିଦେବୁ କି ୟାମାହା ଆର୍ ଏକ୍ସ ୧୦୦ ର ଲୁକ୍ ପୁରୁଣା ବାଇକ୍ ପରି ହୋଇଛି, ୟାମାହା କମ୍ପାନୀ ୯୦ ଦଶକରେ ଭାରତୀୟ ବଜାରରେ ରାଜ୍ କରୁଥିଲା,  କାରଣ ସେହି ସମୟରେ ସବୁଠାରୁ ଭଲ ବାଇକ୍ ଥିଲା,  ଯାହାକୁ ଲୋକେ ପସନ୍ଦ୍ କରୁଥିଲେ , ବହୁତ ଲୋକ ଏହି ବାଇକ୍ କୁ ଏବେ ପର୍ଯ୍ୟନ୍ତ୍ ସଂମ୍ଭାଳିକରି ରଖିଛନ୍ତି

Leave a Reply

Your email address will not be published. Required fields are marked *