ସ୍ତ୍ରୀଙ୍କ ପାଦର ଗଢଣ କହିଥାଏ ଆପଣଙ୍କ ଭାଗ୍ୟରେ ଧନ ଓ ସୁଖ ମିଳିବ କି ନାହିଁ..

ଧନ ଏମିତି ଏକ ବସ୍ତୁ ଅଟେ ଯାହାର ବଡ ମହତ୍ତ୍ୱ ହୋଇଥାଏ, ଓ ଏହାର ଦରକାର ତ ସବୁ ବର୍ଗର ମଣିଷ କରିଥାନ୍ତି , ସେ ଗରିବ ବର୍ଗ ହେଉ କିମ୍ବା ଧନୀ ବର୍ଗ କାରଣ ଏହା ସେମିତି ଏକ ଜିନିଷ ଅଟେ ଯାହାର ବିନା କେଉଁ ମଣିଷ ଜୀବନ ଅଧୁରା ହୋଇଥାଏ , ଆପଣଙ୍କ ପ୍ରାୟ ସବୁ ଦରକାରିତା ଧନରୁ ପୁରା ହୋଇଥାଏ , ଓ ଆଜିର ସମୟରେ ଏହାର ବହୁତ ଆବଶ୍ୟକତା ହୋଇଯାଇଛି, ଧନର ବିନା ଜୀବନରେ କିଛି କରିହେଇପାରିବ ନାହିଁ , କହିଦେବୁ କି ଧନର ଦେବୀ ମା ଲକ୍ଷ୍ମୀ ହୋଇଥାନ୍ତି ଓ ଲକ୍ଷ୍ମୀଙ୍କୁ ସ୍ତ୍ରୀ ରୁପରେ ଜଣାଯାଏ , ମା ଲକ୍ଷ୍ମୀ ନିଜେ ଏକ ସ୍ତ୍ରୀ ଅଟନ୍ତି , ଏମିତିରେ ଆଜି ଆମେ ଆପଣଙ୍କୁ କହିଦେବୁ କି ଯେବେ କେବେ ଆମର ଘରେ କେଉଁ ସ୍ତ୍ରୀ ପ୍ରବେଶ କରିଥାଏ , ତେବେ ତାହାର ବ୍ୟବହାର, ତାହାର ଗଢଣ, ଓ ତାହା ସହ ଯୋଡି ହୋଇଥିବା କିଛି ଖାସ୍ କଥା ହୋଇଥାଏ, ଯାହା ନିଶ୍ଚିତ ରୁପରେ ଆପଣଙ୍କ ଘରେ ଖୁବ୍ ସାରା ଧନର ଆଗମନ ହେବାର ସଙ୍କେତ ଦେଇଥାଏ , ଏହି ସିଲସିଲାରେ ଆଜି ଆମେ ଆପଣଙ୍କୁ କହିଦେବୁ କି ସ୍ତ୍ରୀଙ୍କ ପାଦର ଗଢଣରୁ ଆପଣ ଜାଣିପାରିବେ କି ଆପଣଙ୍କ ଜୀବନରେ କେତେ ସୁଖ ଓ ଧନ ଆସିବାର ଅଛି ।
୧) ତର୍ଜନୀ ଆଙ୍ଗୁଠି ବଡ ହେବା- କହିଦେବୁ କି ଯଦି କେଉଁ ସ୍ତ୍ରୀଙ୍କ ତର୍ଜନୀ ଆଙ୍ଗୁଟି ବଡ ହୋଇଥାଏ ,ତେବେ ସେ ସବୁବେଳେ ସ୍ୱାମୀ ସହ ପାଦରେ ପାଦ ମିଶାଇ ଚାଲିଥାଏ , ଓ ଏହା ବି କୁହାଯାଏ କି ଯଦି କେଉଁ ମହିଳାଙ୍କ ପାଦର କନିଷ୍ଠା ଓ ଅନାମିକ ଆଙ୍ଗୁଠି ମାଟିକୁ ଛୁଇଁନଥାଏ , ତେବେ ଏହା ଏକ ପ୍ରକାରର ସଙ୍କେତ ହୋଇଥାଏ , ଯାହାକି ସେମାନେ କମ୍ ବୟସରେ ବିଧବା ହୋଇପାରନ୍ତି ।
୨) ମହିଳାଙ୍କ ବଡ ଆକାରର ପାଦ- କହିଦେବୁ କି କେଉଁ ବି ମହିଳାଙ୍କ ଯଦି ବଡ ପାଦ ହୋଇଥିବ । ଓ ଏହା ସହ ଏକ ରେଖା ପାଦର ଆଙ୍ଗୁଠି ଉପରକୁ ଯାଉଥିବ , ତେବେ ମାନାଯାଏ କି ଏହି ପ୍ରକାର ସ୍ତ୍ରୀ ସବୁବେଳେ ନିଜ ସ୍ୱାମୀଙ୍କ ପାଇଁ ବହୁତ ଶୁଭ ହୋଇଥାନ୍ତି , କହିଦେବୁ କି ଏହି ପ୍ରକାରର ସ୍ତ୍ରୀ ସବୁବେଳେ ନିଜ ଓ ନିଜ ସ୍ୱାମୀଙ୍କ ଜୀବନରେ ବହୁତ ଲାଭ କରନ୍ତି , ଓ ଏମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ୍ ପାଆନ୍ତି ।
୩) ଗୋଲ ଗୋଇଁଠି- ଆପଣଙ୍କୁ କହିଦେବୁ କି ଯେଉଁ ମହିଳାଙ୍କ ପାଦର ଗୋଇଁଠି ଗୋଲ୍ ହୋଇଥାଏ, କୁହାଯାଏ କି ଏହି ପ୍ରକାରର ସ୍ତ୍ରୀ ସବୁବେଳେ ନିଜ ଜୀବନରେ ସୁଖି ରୁହନ୍ତି , ଓ ଏମିତି ମାନାଯାଏ କି ସାଧାରଣତଃ ଏମାନଙ୍କୁ ରାଜଯୋଗ ସୁଖ ପ୍ରାପ୍ତି ହୋଇଥାଏ , ଆପଣଙ୍କୁ ଏହା ବି କହିଦେବୁ କି ଏହି ପ୍ରକାରର ସ୍ତ୍ରୀ ଯେଉଁ ଘରକୁ ଆସନ୍ତି ତାଙ୍କ ଜୀବନସାଥୀ ହୁଅନ୍ତି , ତାଙ୍କୁ ସଫଳତା ମିଳିଥାଏ ।
୪) ପାଦ ତଳେ ପଦ୍ମ ଚିହ୍ନ- ଏହା ଛଡା ଆପଣଙ୍କୁ କହିଦେବୁ କି ଯଦି କେଉଁ ମହିଳାଙ୍କ ପାଦ ତଳେ ପଦ୍ନର ଚିହ୍ନ ବା ଛତା ଚିହ୍ନ ହୋଇଥାଏ, ଏମିତି ମାନାଯାଏ କି ତାଙ୍କ ସ୍ୱାମୀ ରାଜନୀତି କ୍ଷେତ୍ରରେ ସଫଳତା ପାଇବେ , ଓ ତାହା ସହ ସମାଜରେ ମାନ ସମ୍ମାନ ବି ମିଳିଥାଏ ।
୫) ପାଦର ଆଙ୍ଗୁଟିଗୁଡିକ ପରସ୍ପର ଭାବେ ଯୋଡି ହୋଇଥିବା- ଆପଣଙ୍କୁ କହିଦେବୁ କି ଯେଉଁ ସ୍ତ୍ରୀର ପାଦର ଆଙ୍ଗୁଠି ପରସ୍ପର ଯୋଡି ହୋଇଥାଏ , ଏମିତି କୁହାଯାଏ କି ଏଇ ମହିଳା ବହୁତ ଧନୀ ହେବା ସହ କୋମଳ ସ୍ୱଭାବର ହୋଇଥାନ୍ତି , ଏମିତି ମାନାଯାଏ କି ଏହି ପ୍ରକାରର ମହିଳା ଯେଉଁ ବି ଘରକୁ ଯାଆନ୍ତି , ସେଠାରେ ଭାଗ୍ୟକୁ ନେଇକରି ଚାଲିଥାନ୍ତି ।