January 25, 2025

Odia Express

Leading Odia News Portal of Odisha

ନିଜ ପୁଜା ଘରେ ଚୁପ୍ ଚାପ୍ ରଖିଦିଅନ୍ତୁ ଏହି ଜିନିଷ, ଦାରିଦ୍ରତା ଚାଲିଯିବ ଆପଣଙ୍କ ଘରୁ- ଆଜି ହିଁ କରନ୍ତୁ ଏହି ଉପାୟ

ଏହିକଥା ଆମେ ସମସ୍ତେ ଜାଣିଛେ କି ହିନ୍ଦୁ ଧର୍ମରେ ପୁଜା ପାଠ କେତେ ମହତ୍ତ୍ୱ ରଖିଥାଏ,  ଓ ଏହି କାରଣରୁ ଘର ମଧ୍ୟରେ ପୁଜା ଘର କିମ୍ବା ପୁଜା ମନ୍ଦିର ନିଶ୍ଚିତ୍ ଥାଏ,  ହିନ୍ଦୁ ଧର୍ମରେ ସଂବନ୍ଧ ରଖୁଥିବା ସବୁ ଲୋକ ଭଗବାନଙ୍କ ଉପରେ ଆସ୍ଥା ରଖିଥାନ୍ତି , ଓ ତାଙ୍କ ଉପରେ ବିଶ୍ୱାସ ବି କରିଥାନ୍ତି , ଏଥିପାଇଁ ସକାଳୁ ଉଠିବାପରେ ସ୍ନାନ କରି ମନ୍ଦିରରେ ନିଜ ଭଗବାନଙ୍କ ପୁଜା ଅର୍ଚ୍ଚନା କରିବା ତାଙ୍କ ଦିନଚର୍ଚ୍ଚାରେ ସବୁଠାରୁ ପ୍ରଥମ କାମ ହୋଇଥାଏ , କିନ୍ତୁ ଆପଣଙ୍କୁ କହିଦେବୁ କି ଯେଉଁ ଲୋକ ଘର୍ ମନ୍ଦିର ସ୍ଥାପନା କରନ୍ତି , ତାଙ୍କୁ କିଛି କଥା ଧ୍ୟାନ ରଖିବା ଜରୁରୀ ।

ସେମିତି ଆପଣ ପୁଜା କରିବାପାଇଁ ମନ୍ଦିରକୁ ଯାଇଥାନ୍ତି କିନ୍ତୁ ଏହି କର୍ମବ୍ୟସ୍ତ ଜୀବନ ମଧ୍ୟରେ କାହାକୁ ନିଶ୍ୱାସ ନେବାକୁ ସମୟ ମିଳେନି, ଯାହାର କାରଣରୁ ଘରେ ମନ୍ଦିର ସ୍ଥାପନକରିନେଇଥାନ୍ତି , କିନ୍ତୁ ଅଜଣାରେ କିଛି ଭୁଲ୍ କରିବସନ୍ତି , ଯାହା ତାଙ୍କ ଘରେ ସୁଖଶାନ୍ତି ଓ ସକରାତ୍ମକ ଉର୍ଜାକୁ ଶେଷ କରି ନକରାତ୍ମକ ବ୍ୟାପିଥାଏ , ହଁ ଆଜ୍ଞା ଯଦି ଆପଣ ନିଜ ମନ୍ଦିରରେ କିଛି କଥା ଧ୍ୟାନ ରଖିବା ଉଚିତ୍ ।

ସବୁଠାରୁ ପ୍ରଥମେ ଆପଣଙ୍କ ଘରେ ଥିବା ମନ୍ଦିରଟି ଉଚିତ୍ ସ୍ଥାନରେ ରହିବା ଜରୁରୀ, ଯଦି ଆପଣ ଶୁଭଫଳ ପାଇବାକୁ ଚାହୁଁଛନ୍ତି ତେବେ ବାସ୍ତୁର ଅନୁସାରେ ପୁଜାଘର ସବୁବେଳେ ପୁର୍ବ ଓ ଉତ୍ତର ଦିଗରେ ରହିବା ଜରୁରୀ, ସେମିତି ଆପଣଙ୍କୁ କହିଦେବୁ କି ପୁଜା ଘର ନିର୍ମାଲ୍ୟ ମାନେ ପୁରୁଣା ଫୁଲ, ମାଳା, ଅଗରବତି ଜମା କରିଥାନ୍ତି ସେମିତି କରିବା ଉଚିତ୍ ନୁହେଁ ଏହା ଘରେ ନକରାତ୍ମକ ଉର୍ଜା ବ୍ୟାପିଥାଏ,  ଏବେ କଥା ହେବା ସେହି ଉପାୟ ର ଯାହାକୁ କରିଲେ ଆପଣଙ୍କ ଘରୁ ଦାରିଦ୍ରତା ଦୁର୍ ହୋଇଯିବ , ଏଥିପାଇଁ ଏକ ହଳଦିଆ କାଗଜ ନେବାକୁ ହେବ , ସେଥିରେ ଟିକିଏ କୁମ୍ କୁମ୍ ମିଶାଇକରି ସେହି କାଗଜରେ ନିଜ ନାଁ ଲେଖିଦେବେ , ଓ ଯାହା ଇଚ୍ଛା ପୁରା କରିବାକୁ ଚାହୁଁଛନ୍ତି , ସେହି କାଗଜରେ ଲେଖିଦିଅନ୍ତୁ , ଏମିତି କରିଲେ ଆପଣଙ୍କ ପୁଜା ଘରେ ଏକ ଘିଅ ଓ ଏକ ସୋରିଷ ତେଲ ଦିପ ଲଗାଇକରି ବିପରିତ ଦିଗରେ ଦିପକୁ ଜଳାଇବାର ଅଛି , ଏହାପରେ ଭଗବାନଙ୍କୁ ଡାକିବେ, ଯାହାଦ୍ୱାରା ମନୋକାମନା ପୁରା କରିବାକୁ ଚାହୁଁଛନ୍ତି , ତାଙ୍କ ପୁଜା କରିବେ ।

ଓ ତାପରେ ସେହି କାଗଜରେ ଯାହାର ମନୋକାମନା ଲେଖିଛନ୍ତି ତାହାକୁ ମୋଡିକରି ହାତରେ ବାନ୍ଧିଦେବେ , ସେହି କାଗଜକୁ ଦିପ ଉପରେ ସାତଥର ବୁଲାଇବେ , ଓ ବୁଲାଇବା ସମୟରେ ଶ୍ରୀୟେ ନମଃ ମନ୍ତ୍ରର ଜପ କରିବେ  ଏମିତି କରିଲେ ସେହି କାଗଜକୁ ନିଜପୁଜା ଘରେ ମନ୍ଦିର ଅଛି ତାହାର ତଳେ ରଖିଦେବେ , କିମ୍ବା ସେହି ଭଗବାନଙ୍କ ଫଟୋ ପଛରେ ରଖିଦେବେ ,

ଆପଣ ଦେଖିବେ ଏହି ଉପାୟ କରିଲେ ଠିକ୍ ୨୧ ଦିନପରେ ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ , ଓ ଆପଣଙ୍କମନୋକାମନା ପୁରା ହୋଇଯିବ

Leave a Reply

Your email address will not be published. Required fields are marked *