February 6, 2025

Odia Express

Leading Odia News Portal of Odisha

କଣ ଆପଣ ଜାଣିଛନ୍ତି ପୁରୁଷ ବିବାହିତ ହେଲେ ଚିହ୍ନିବେ କେମିତି? ସେ ବିବାହିତ କି ଅବିବାହିତ…

ଏଥିରେ କୌଣସି ସନ୍ଦେହ ନାହିଁ କି ବିବାହିତ ମହିଳାଙ୍କୁ ଚିହ୍ନିବା ବହୁତ ସହଜ ହୋଇଥାଏ,  ହଁ ଆଜ୍ଞା ଏହା ଏଥିପାଇଁ କାରଣ ଯେଉଁ ଝିଅ ବିବାହିତ ହୋଇଥାନ୍ତି ତାଙ୍କ ବେକରେ ମଙ୍ଗଲସୁତ୍ର, ମଥାରେ ସିନ୍ଦୁର, ଓ ହାତରେ ଚୁଡି ହୋଇଥାଏ, ମାନେ ଆମେ ସିଧା ଶବ୍ଦରେ କହିଲେ ଏହି ସବୁ ଜିନିଷକୁ ଦେଖିକରି ଆମେ ଜାଣିପାରିବା,  ଝିଅ ବିବାହିତ ଅଛି କି ଅବିବାହିତ, ଯଦି ପୁରୁଷଙ୍କ କଥା କହିବା ତେବେ ମହିଳାଙ୍କ ପରି ସେମାନେ ଶୃଙ୍ଗାର କରନ୍ତି ନାହିଁ , ଏହା ଛଡା ସେମାନେ ବିବାହ କରିଛନ୍ତି ବୋଲି କିଛି ଚିହ୍ନଟ ନାହିଁ , ଯାହାକୁ ଦେଖିଲେ ଆପଣ ବିବାହିତ କି ଅବିବାହିତ ତାକୁ ଜାଣିପାରିବେ , ହଁ ଆଜ୍ଞା ଏବେ ଜାହିର୍ କଥା କି ପୁରୁଷ ତ ମହିଳାଙ୍କ ପରି ମଥାରେ ସିନ୍ଦୁର ଓ ମଙ୍ଗଳସୁତ୍ର ଲଗାଇପାରିବେନାହୀଁ । ଆଜିକାଲି ଆପଣ ଫିଲ୍ମରେ ଦେଖିଥିବେ କି କିଛି ପୁରୁଷ ଗଳାରେ ମଙ୍ଗଳସୁତ୍ର ପକାଇ ବୁଲିଥାନ୍ତି , ଓ ସେମାନେ ଦେଖେଇବାକୁ ଚେଷ୍ଟା କରନ୍ତି , କି ମହିଳା ବି ପୁରୁଷଙ୍କ ଠାରୁ୍ କମ୍ ନୁହନ୍ତି , କିନ୍ତୁ ଏହା କେବଳ ଫିଲ୍ମରେ ଭଲ ଲାଗିଥାଏ,  ବାସ୍ତବରେ ଏମିତି ପୁରୁଷ ହୋଇନଥିବ, ଯିଏ ଗଳାରେ ମଙ୍ଗଳସୁତ୍ର ପକାଇ ବୁଲିବାକୁ ଭଲ ପାଇବ

ସେମିତି ପୁରୁଷକୁ ଆମର ସମାଜ ସ୍ୱୀକାର କରିବନାହିଁ , କିନ୍ତୁ ଏବେ ପ୍ରଶ୍ନ ଉଠେ କି କିପରି ବିବାହିତ ପୁରୁଷଙ୍କୁ ଜାଣିପାରିବା କି ସେମାନେ ବିବାହିତ ବୋଲି । ହଁ ଆଜ୍ଞା ମାନିନିଅନ୍ତୁ ଯଦି ଆପଣଙ୍କୁ କିଏ ପଚାରିଦିଏ କି ବିବାହିତ ପୁରୁଷଙ୍କୁ କିପରି ଚିହ୍ନିବେ ତେବେ ଆପଣଙ୍କ ପାଖରେ ଏହାର ଉତ୍ତର ନଥିବ,  କାରଣ ବିବାହିତ ପୁରୁଷଙ୍କ ବିବାହ ପରେ ସେହି କପଡା ପିନ୍ଧନ୍ତି, ଯାହା ବିବାହ ପୁର୍ବରୁ ପିନ୍ଧୁଥିଲେ,  ଏହା ଛଡା ବିବାହ ପରେ ତାଙ୍କ ଲୁକ୍ସରେ କିଛି ଅଧିକା ପରିବର୍ତ୍ତନ ଆସେ ନାହିଁ, ତେବେ ଏମିଇ କିଏ ବିବାହିତ ପୁରୁଷଙ୍କୁ ଚିହ୍ନିପାରିବେ , ଏବେ କେଉଁ ପୁରୁଷ ମଥାରେ ଏହା ତ ଲେଖାହୋଇନଥାଏକି ସେ ବିବାହ କରିସାରିଛି କି କୁଆଁରା ଅଛି ।

ଯଦି ଆପଣଙ୍କୁ କିଏ ଏମିତି ପ୍ରଶ୍ନ କରୁଛି , ତେବେ ଆପଣ ବିବାହିତ ପୁରୁଷଙ୍କୁ ଚିହ୍ନିବାକୁ ଚାହୁଁଛନ୍ତି ତେବେ ଆମେ ଆଜି ଆପଣଙ୍କୁ କିଛି ଛୋଟ କଥା କହିବୁ , ଯାହାର ଜରିଆରେ ଆପଣ ବିବାହିତ ପୁରୁଷଙ୍କୁ ଚିହ୍ନିପାରିବେ , ଯେଉଁ ପୁରୁଷ ବିବାହିତ ମାନେ ବିବାହ କରିସାରିଥିବେ , ସେ ବିବାହପରେ କିଛି ଅଧିକା ଟେନସନ୍ ରେ ରୁହନ୍ତି , କିମ୍ବା ଏମିତି କହିପାରିବା କି ସେମାନଙ୍କ ଉପରେ ଅଧିକା ଦାୟିତ୍ୱ ମାଡିବସେ , ଏହା ଛଡା ବିବାହିତ ପୁରୁଷ୍ କେଉଁ ଝିଅ ସହ ଆଫେୟାର୍ କରିବା ପୁର୍ବରୁ ଅଧିକା ଭାବନ୍ତି । ଏବେ ସେମିତି ଯିଏ କୁଆଁରା ଥିବ ସେ କେମିତି କେଉଁଝିଅ ସହ ଆଫେୟାର୍ ରଖିବ , କିନ୍ତୁ ବିବାହିତ୍ ପୁରୁଷ ବିବାହ ପରେ ଏହା ବହୁତ୍ ଭାବିଥାନ୍ତି , ଏହା ସହ ବିବାହିତ ପୁରୁଷ ବାହାଘରକୁ ନେଇକରି ନିଶା ପରି ଜିନିଷରୁ ଦୁରରେ ରୁହନ୍ତି

ମାନେ ସିଧା ଶବ୍ଦରେ କହିଲେ ବିବାହ ପରେ ପୁରୁଷଙ୍କ ମନରେ ଡର ରହିଥାଏ କି ତାଙ୍କ କେଉଁ ଭୁଲ୍ ଜିନିଷ ବିଷୟରେ ତାଙ୍କ ସ୍ତ୍ରୀକୁ ଜଣାନପଡିଯାଉ, କାରଣ ଏମିତି ହେଲେ ତାଙ୍କ ଖୁସିର ସଂସାର ଭାଙ୍ଗିଯାଇପାରେ , ଯେଉଁ ପୁରୁଷଙ୍କୁ ନିଜ ସ୍ତ୍ରୀଙ୍କ ଚିନ୍ତା ରହିନଥାଏ, ସେମାନେ ଏହି କଥାକୁ କିଛି ଧ୍ୟାନ ଦିଅନ୍ତି ନାହିଁ , କିନ୍ତୁ ଆପଣ ଏହି ଛୋଟ ଛୋଟ କଥାକୁ ନୋଟିସ୍ କରି ବିବାହିତ ପୁରୁଷଙ୍କୁ ଜାଣିପାରିବେ ।

Leave a Reply

Your email address will not be published. Required fields are marked *