କ୍ୟାଟରିନା କୈଫ୍ ଙ୍କ ଠାରୁ ଅଧିକା ସୁନ୍ଦରୀ ଅଟନ୍ତି ତାଙ୍କ ବାକି ଛଅଜଣ ଭଉଣୀ , ଦେଖିଲେ ହୋଇଯିବେ ଚକିତ..

ବଲିଉଡ୍ ଅଭିନେତ୍ରୀ କ୍ୟାଟରିନା କୈଫ୍ ଆଜି ହିନ୍ଦି ଫିଲ୍ମ ଇଣ୍ତଷ୍ଟ୍ରିରେ କେଉଁ ପରିଚୟର ଆବଶ୍ୟକତା ନାହିଁ , ଏକ ଭାରତୀୟ ନ ହେବା ସତ୍ତ୍ୱେ ବି କ୍ୟାଟରିନା ହିନ୍ଦୀ ଫିଲ୍ମ ଇଣ୍ତଷ୍ଟ୍ରିରେ ନିଜ ସ୍ଥାନ ଅଧିକାର କରିନେଇଛନ୍ତି , ଫିଲ୍ମରେ ନିଜ ଉନ୍ନତ ଅଭିନୟ ଓ ସୁନ୍ଦରତାର ଦମରେ ଆଜି କ୍ୟାଟରିନା ଲକ୍ଷାଧିକ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି , ଆପଣ କ୍ୟାଟରିନାଙ୍କୁ ତ ଦେଖିଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି କ୍ୟାଟରିନାଙ୍କ କେତୋଟି ଭଉଣୀ ଅଛନ୍ତି , ଆପଣଙ୍କୁ କହିଦେବୁ କି ସୁନ୍ଦର କ୍ୟାଟରିନା କୈଫଙ୍କ ଜଣେ ନୁହେଁ ବରଂ ସାତ ଭଉଣୀ ଅଛନ୍ତି , ଆଜି ଆମେ କ୍ୟାଟରିନାଙ୍କ ସହ ବାକି ଛଅ ଜଣ ଭଉଣୀଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯିଏକି ସୁନ୍ଦରତାର ମାମଲାରେ କ୍ୟାଟରିନାଙ୍କୁ ବି ମାତ୍ ଦେଇପାରିବେ , ତେବେ ଆସନ୍ତୁ କହିବୁ କିପରି ଅଟନ୍ତି କ୍ୟାଟରିନାଙ୍କ ବାକି ଛଅଜଣ ଭଉଣୀ ।
ଆପଣଙ୍କୁ କହିଦେବୁ କି ଏବେ ଜଣାପଡିଯାଇଛି କି କ୍ୟାଟରିନା ତାଙ୍କ ମା ବାପାଙ୍କ ଏକ ମାତ୍ର ସନ୍ତାନ ନୁହନ୍ତି , ବର୍ଂ ତାଙ୍କ ଛଡା ତାଙ୍କର ଛଅ ଜଣ ଆହୁରି ଭଉଣୀ ଅଛନ୍ତି , କ୍ୟାଟରିନାଙ୍କ ଛଅଜଣ ଭଉଣୀଙ୍କ ନାଁ ହେଲା ସୋନିଆ, ଷ୍ଟେଫନଲେ, ମେଲିସା, କ୍ରିଷ୍ଟେନ୍, ନତାଶା, ଓ ଇଶାବେଲ୍, ଏବେ ଏଥିରୁ କ୍ୟାଟରିନାଙ୍କୁ ସମସ୍ତେ ଜାଣିଛନ୍ତି ଏବେ ଧୀରେ ଧୀରେ ଲୋକ ତାଙ୍କ ଛୋଟ ଭଉଣୀ ଇଶାବେଲ୍ ଙ୍କୁ ସମସ୍ତେ ଜାଣିଥିବେ ଓ ଆଶା କରାଯାଉଛି କି ଇଶାବେଲ୍ ବି କ୍ୟାଟରିନାଙ୍କ ପରି ଜଲଦି ହିଁ କେଉଁ ବଲିଉଡ୍ ଫିଲ୍ମରେ ନଜର ଆସିବେ । ଶୁଣିବାକୁ ଆସୁଛି କି ଇଶାବେଲଙ୍କୁ ବଲିଉଡ୍ ରେ ଲଞ୍ଚ୍ କରିବାର୍ ଦାୟିତ୍ୱ କ୍ୟାଟରିନା ସଲମାନଙ୍କୁ ଦେଇଛନ୍ତି , କହିଦେବୁ କି କ୍ୟାଟରିନାଙ୍କୁ ବଲିଉଡ୍ ସଲମାନ ଖାନ୍ ଫିଲ୍ମ ମୈନୈ ପ୍ୟାର୍ କ୍ୟୁଁ କିୟା ଲଞ୍ଚ କରିଥିଲେ , ଏହାପୁର୍ବରୁ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ବୁମ୍ ରେ ନଜର ଆସିସାରିଛନ୍ତି , କିନ୍ତୁ ସେହି ଫିଲ୍ମରେ କିଛି ଖାସ୍ ସଫଳତା ମିଳିନଥିଲା ।
କହିଦେବୁ କି ଏବେ କିଛି ମାସ ପୁର୍ବରୁ କ୍ୟାଟରିନା ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ନିଜେ ବାକି ଭଉଣୀଙ୍କ ସହ ଫଟୋ ସେୟାର୍ କରିଥିଲେ, ଯାହାକି ବହୁତ ଭାଇରାଲ୍ ହେଉଛି, ଯେଉଁଥିରେ ତାଙ୍କ ସବୁ ଭଉଣୀ ପିଙ୍କ୍ ଫେୟାରୀ ଡ୍ରେସ୍ ପିନ୍ଧିଛନ୍ତି , ଓ ସବୁ ବିଲକୁଲ୍ ପରିଙ୍କ ପରି ଦେଖାଯାଉଛନ୍ତି , କ୍ୟାଟରିନା ଓ ବାକି ଭଉଣୀଙ୍କ ବିଷୟରେ ଅଧିକା ସୁଚନା ମିଳିପାରେନାହିଁ , କିନ୍ତୁ ତାଙ୍କ ଛୋଟ ଭଉଣୀ ଇଶାବେଲ୍ କିଛି ମାସରୁ କ୍ୟାଟରିନାଙ୍କ ସହ ମୁମ୍ବାଇରେ ରହୁଛନ୍ତି , ଓ ବଲିଉଡ୍ ରେ ଏଣ୍ଟ୍ରି ମାରିବାକୁ ଅପେକ୍ଷା କରିଛନ୍ତି ।
ସୁନ୍ଦରତାର କଥା କହିଲେ ଇଶାବେଲ୍ ନିଜ ଭଉଣୀ କ୍ୟାଟରିନାଙ୍କ ଠାରୁ ଅଧିକା ସୁନ୍ଦର ଅଟନ୍ତି , ଏହି ଦିନରେ କ୍ୟାଟରିନା ନିଜେ ବହୁତ ଜୋରଶୋରରେ ଇଶାବେଲଙ୍କୁ ଲଞ୍ଚ କରିବାପାଇଁ ଲାଗିପଡିଛନ୍ତି , ଆସିବାଦିନରୁ କେଉଁ ବଲିଉଡ୍ ଫଙ୍କସନରେ ଇଶାବେଲ୍ ଙ୍କୁ ନେବାକୁ ଭୁଲନ୍ତି ନାହିଁ, ଗତ ମାସରେ ସୋନମ୍ କାପୁରଙ୍କ ବିବାହରେ କ୍ୟାଟରିନା ଇଶାବେଲ୍ ଙ୍କୁ ନେଇକରି ପହଞ୍ଚିଲେ, ଏବେ ଜାହିର୍ କଥା ଏହାକି ବଡ ଭଉଣୀ ହେବା ଯୋଗୁଁ କ୍ୟାଟରିନା ଇଶାବେଲ୍ ପାଈଁ ସବୁ ରାସ୍ତା ସହଜ କରିବାକୁ ଚାହୁଁଛନ୍ତି, ଏଥିପାଈଁ ସେ ସବୁ ଫଙ୍କସନରେ ନେଇକରିଯାଉଛନ୍ତି , ଯାହାଦ୍ୱାରା ଲୋକଙ୍କ ସହ ମିଳାମିଶା ବଢିପାରିବ , ଏବେ ସେମିତି ଏହା ଆସୁଥିବା ସମୟ ହିଁ କହିବ , କି କେଉଁ ଭଳି ଇଶାବେଲଙ୍କୁ ବଲିଉଡ୍ ରେ ନିଜର ଡେବ୍ୟୁ କରିବେ , ବଲିଉଡ୍ ତାଙ୍କ ଭାଗ୍ୟ ଆଜମାଇବେ