February 8, 2025

Odia Express

Leading Odia News Portal of Odisha

ଘର ଦୁଆର ବାହାରେ ଏହି ପରି ଜଳାଇଦିଅନ୍ତୁ ଖାଲି ଗୋଟେ ଦୀପ ବର୍ଷର ପୁରୁଣା ଦାରିଦ୍ରତା ହୋଇଯିବ ଦୁର..

ଆଜିକାଲି ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହିଁଥାଏ , ଓ ଭାବିଥାଏ କି ତାର ଜୀବନରେ ପଇସାର କମି ନ ରହୁ, ଓ ଜୀବନରେ ଖୁସି ଭରିରହୁ, କିନ୍ତୁ ବହୁତଥର ଏମିତି ହୋଇପାରେନାହିଁ , ବହୁତଥର କଡା ପରିଶ୍ରମ କରିବାପରେ ବି ଧନର ହାନୀ ହୋଇଥାଏ, ଓ ଆପଣଙ୍କ ଉପରେ ଆର୍ଥିକ ସଙ୍କଟ ରହିଥାଏ , ସେ କେଉଁ ବି କାମ ହେଉ ଅସଫଳତା ମିଳିଥାଏ, ଓ ଆମର ଭାବିଥିବା କାମ ହୋଇପାରେ ନାହିଁ । କିନ୍ତୁ ପରିଶ୍ରମରୁ ବ୍ୟକ୍ତିକୁ କିଛି ମିଳିପାରେନାହିଁ, କିନ୍ତୁ ଯଦି କେଉଁ ବ୍ୟକ୍ତି ଲକ୍ଷାଧିକ ଚେଷ୍ଟା କରିବାପରେ ବି ସେତେ କମାଇପାରେନାହିଁ ଯେତେ ସେ ପରିଶ୍ରମ କରିଥାଏ,  ଅଧିକାଂଶ ଲୋକ ଏମିତି ଅଛନ୍ତି ଯିଏକି ବହୁତ ପରିଶ୍ରମ କରିଥାନ୍ତି , କିନ୍ତୁ ସଫଳତା ହାସିଲ୍ କରିପାରନ୍ତି ନାହିଁ , ଜ୍ୟୋତିଷ୍ୟଙ୍କ ମାନିବା କଥା କି ଯେଉଁ ଲୋକଙ୍କର କୁଣ୍ତଳୀରେ ଗ୍ରହର ଦୋଷ ହୋଇଥାଏ , ସେମାନେ କେଉଁ କାମକୁ ସହଜରେ ସଫଳ କରିପାରନ୍ତି ନାହିଁ , ଓ ଚିନ୍ତା ରହିଯାଏ  ତେବେ ଏହାର ପଛରେ କାରଣ ଏହା କି ବାସ୍ତୁଦୋଷ । ଯାହା ଉପରେ ଆସିପାରେ , କିନ୍ତୁ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ , କିଛି ଉପାୟ ଦ୍ୱାରା ବ୍ୟକ୍ତି ନିଜ ଦାରିଦ୍ରତାକୁ ଦୁର କରିପାରିବ, ଏହା ସହ ତାଙ୍କ ଘରେ ସୁଖ ସଂମ୍ପତ୍ତି ଏବଂ ଦେବୀ ଲକ୍ଷ୍ମୀଙ୍କ୍ ବାସ ହେବ,  ତେବେ ଆସନ୍ତୁ ଜାଣିବା କୁଣ୍ତଳି ଦୋଷରୁ କେଉଁ କେଉଁ ଉପାୟ କରାଯାଇପାରିବ ।

୧) ପ୍ରଥମ ଉପାୟ- ପ୍ରଥମ ଉପାୟ ହେଲା ରବିବାର ଦିନ ସକାଳୁ ଉଠିକରି ଗାଧୋଇସାରି ସଫା ବସ୍ତ୍ର ପରିଧାନ କରି ମୁଖ୍ୟଦ୍ୱାରରେ କୁମକୁମ୍ ଛିଞ୍ଚନ କରନ୍ତୁ , ଏହାପରେ କବାଟ ଆଡକୁ ଦୁଇଟି ଘିଅର ଦିପ ଲଗାନ୍ତୁ , ଏମିତି କରିଲେ ଆପଣଙ୍କ ଘରେ ସକରାତ୍ମକତା ବଢିବ , ଓ ସୁଖ ସମୃଦ୍ଧି ବୃଦ୍ଧି ହେବେ ।

୨) ଦ୍ୱିତୀୟ ଉପାୟ- ରବିବାର ଦିନ ବା କେଉଁ ଶୁଭ ଦିନ ସକାଳୁ ଗାଧୋଇବାପରେ ପୁଜାରେ ଉପଯୋଗ କରାଯାଉଥିବା ଲାଲ୍ ଫିତା ନିଅନ୍ତୁ , ଓ ସେଥିରେ କେଶର ରଙ୍ଗ ଲଗାଇକରି ନିଜ ଘରର ମୁଖ୍ୟ ଫାଟକରେ ଭଲ ଭାବରେ ବାନ୍ଧିଦିଅନ୍ତୁ, ଏହି ରକ୍ଷାସୁତ୍ର ଘରେ ନକରାତ୍ମକତା ଆଣିବାରେ ରୋକିବ,  ଓ ଫିତା ଯେବେ ପୁରୁଣା ହୋଇଯିବ ।ତେବେ ଏହାକୁ ସମୟ ଥିବାପରେ ବଦଳାଇଦେବେ ।

୩) ତୃତୀୟ ଉପାୟ- ସକାଳୁ ଗାଧୋଇବାପରେ ଆପଣଙ୍କୁ ସକାଳୁ ତମ୍ବାର ଢାଳରେ ପାଣିନେଇକରି ସେଥିରେ ଫୁଲ, କୁମକୁମ୍ , ଓ ଚାଉଳ ପକାଇ ବରଗଛ ତଳେ ଅର୍ପଣ କରିବାର ଅଛି ଏମିତି କରିଲେ ଘରେ ସୁଖ ଓ ସମୃଦ୍ଧି ଆସିଥାଏ , ଧନ ସଂବନ୍ଧୀ କାମରେ ଆସୁଥିବା ଅସୁବିଧା ଦୁର ହୋଇପାରେ, ଓ ଆପଣଙ୍କ ଭାଗ୍ୟ ଖୋଲିପାରେ ।

୪) ଚତୁର୍ଥ ଉପାୟ- ଶେଷ ଉପାୟ ଯାହାଆପଣଙ୍କୁ କରିବାର ଅଛି ତାହା ହେଲା କେଉଁ ଶୁଭଦିନରେ ସ୍ପଟିକ୍ ଶ୍ରୀଯନ୍ତ୍ର ନେଇକରି ଘରକୁ ଆସନ୍ତୁ, ଓ ଏହାକୁ ନିଜ ଘରେ କିମ୍ବା ଦୋକାନ ସ୍ଥାନରେ ରଖିବେ,  ଏହାପରେ ସବୁଦିନ ଶ୍ରୀଯନ୍ତ୍ରର ପୁଜା କରିବେ , ଯଦି ସବୁଦିନ ପୁଜାକରିପାରୁନାହାନ୍ତି , ତେବେ ଶ୍ରୀଯନ୍ତ୍ରକୁ ଲାଲ କପଡାରେ ଗୋଡାଇ ଆଲମୀରାରେ ରଖିଦିଅନ୍ତୁ , ଏମିତି କରିଲେ ଦୋକାନ କିମ୍ବା ଘରେ ଲକ୍ଷ୍ମୀଙ୍କ ଆଗମନ ହେବ , ଓ ଆପଣ ନିଜ ଜୀବନରେ ଉନ୍ନତି କରିବେ , ଓ ସବୁ ବିଗଡିଯାଇଥିବା କାମ ହୋଇଯିବ

Leave a Reply

Your email address will not be published. Required fields are marked *