February 13, 2025

Odia Express

Leading Odia News Portal of Odisha

ଯେପରି ଆପଣ ବୁଝୁଥିଲେ ଏକ ଛୋଟ ଅଭିନେତ୍ରୀ, ଅସଲରେ ସିଏ ଚନ୍ଦ୍ରକାନ୍ତାର ପଣ୍ତିତ ଜଗନ୍ନାଥଙ୍କ ଝିଅ ଅଟନ୍ତି, ଯିଏ ଅଟନ୍ତି ବହୁତ ସୁନ୍ଦର

ଆଜିର ସମୟରେ ଟିଭି ସିରିଆଲ୍ ଓ ଫିଲ୍ମ ଇଣ୍ତଷ୍ଟ୍ରିରେ ବହୁତ ଏମିତି କଳାକାର ଅଛନ୍ତି ଯିଏ କେବଳ ନିଜ ଅଭିନୟ ପାଇଁ ଜଣାଯାଅନ୍ତି , କିନ୍ତୁ ତାଙ୍କ ନାଁ ଆମକୁ ଜଣାନାହିଁ , ଏହା ସହ ତାଙ୍କ ମା ବାପା ସେହି ଇଣ୍ତଷ୍ଟ୍ରିରେ କାମ କରୁଥାନ୍ତି , କିନ୍ତୁ ଏହିକଥାର ଖବର ଆମକୁ ଜଣାନଥାଏ, ଏମିତିରେ ଟିଭି ଜଗତର ଏକ କଳାକାର ଅଛନ୍ତି , ସେ ହେଲେ ରାଜେନ୍ଦ୍ର ଗୁପ୍ତା ଯିଏକି ଚନ୍ଦ୍ରକାନ୍ତା ସିରିଆଲ୍ ରେ ପଣ୍ତିତଙ୍କ ଅଭିନୟ କରିଥିଲେ,  ଏହି ଅଭିନୟରୁ ଲୋକେ ଆଜି ବି ମନେ ପକାଉଛନ୍ତି । ରାଜେନ୍ଦ୍ର ଗୁପ୍ତା ଏବେ ୬୨ ବର୍ଷୀୟ ହୋଇସାରିଲେଣି, କିନ୍ତୁ ଚନ୍ଦ୍ରକାନ୍ତା କାରଣରୁ ନୁହେଁ ବରଂ ଲଗାନ୍, ଓ ଚିଡିଆ ଘର୍ ପାଇଁ ଜଣାଯାଆନ୍ତି, ତାଙ୍କର ଜନ୍ମ ଏକ ବିଜନେସ୍ କରୁଥିବା ପରିବାରରେ ହୋଇଥିଲା

ଯିଏ ପାଣିପଥରେ ରହୁଛନ୍ତି, ରାଜେନ୍ଦ୍ର ଗୁପ୍ତା ନିଜ କ୍ୟାରିୟରର ଆରମ୍ଭ ୧୯୮୫ ମସିହାରୁ ଛୋଟ୍ ପର୍ଦାରୁ କଲେ,  ଏହାପରେ ସେ ଫିଲ୍ମରେ କାମ କରିଥିଲେ,  ୯୦ ଦଶକରୁ ଆସୁଆସୁ ଗୁପ୍ତା ଜୀ ପ୍ରାୟ ୪୦ ରୁ ଅଧିକା ଟିଭି ଶୋ ରେ ନିଜ ଅଭିନୟର ଯାଦୁ ଦେଖାଇଦେଲେ,  ଏହାପାଇଁ ତାଙ୍କୁ ଲିମକା ବୁକ୍ ଅଫ୍ ରେକର୍ଡସ୍ ରେ ନାଁ ବି ଦର୍ଜ ଅଛି । ସେ ବଲିଉଡ୍ ରେ ତନୁ ୱେଡସ୍ ମନୁ, ଗୁରୁ, ଅପନେ, ପାନ୍ ସିଂ ତୋମାର୍, ବବି ଜାସୁସ୍, ଲଗାନ୍, ଭାଇ, ମିଶନ୍ କାଶ୍ମୀର, ତୁମ୍ ବିନ୍, ମୈଁ ଜିନ୍ଦା ହୁଁ, ବେନାମ୍ , ଦାବା, ଓ ଟିଭିରେ କାହାଁ ଗୟେ ବୋ ଲୋଗ୍ , ନୁକଡ୍, ଭାରତ ଏକ ଖୋଜ୍, ଶକ୍ତିମାନ, ବନୁ ମୈ ତୁମ୍ଭାରୀ ଦୁଲହନ୍ ,ବାଳିକା ବଧୁ, ଓ ଚିଡିଆଘର ସବୁ ପ୍ରମୁଖ ଅଛି ।

ରାଜେନ୍ଦ୍ର ଗୁପ୍ତା ବୀଣାଗୁପ୍ତାଙ୍କୁ ବିବାହକରିଥିଲେ,  ତାଙ୍କ ସାକ୍ଷାତ ଏକ କଲେଜ ସମାରୋହ ସମୟରେ ହୋଇଥିଲା,  ତାହା ପରେ ଦୁହେଁଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା, କିନ୍ତୁ ବୀଣାଙ୍କ ପରିବାର ଏହି ବାହାଘର ବିପକ୍ଷରେ ଥିଲା,  ଏଥିପାଇଁ ରାଜେନ୍ଦ୍ର ଓ ବିଣା ଘରୁ ପଳାଇଆସି ଭୋପାଳ ଯାଇକରି ଏକ ମନ୍ଦିରରେ ବିବାହ କରିନେଲେ , ତାଙ୍କର ଗୋଟିଏ ଝିଅ ଅଛି, ସେ ରାବିର ବିଷୟରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ରାବି କେବେ ନିଜକୁ ଏକ ଷ୍ଟାର୍ କିଡ୍ ପରି ଦର୍ଶାଇନାହାନ୍ତି, ଓ ଏହି କାରଣରୁ ତାଙ୍କୁ ବହୁତ କମ୍ ଲୋକ ଜାଣିଛନ୍ତି , ରାବି ପ୍ରସିଦ୍ଧ ଅଭିନେତାଙ୍କ ଝିଅ ଅଟନ୍ତି । ରାବି ଗୁପ୍ତା ବହୁତ ଟିଭି ସିରିଆଲ୍ ର ସେଲିବ୍ରେଟି ଅଟନ୍ତି , ସେ ବହୁତ ଟିଭି ସିରିଆଲ୍ ରେ କାମ କରିଛନ୍ତି , ରାବି ଗୁପ୍ତା ଟିଭିର ଜଣାଶୁଣା ନାଁ ଅଟନ୍ତି , ଯିଏକି ବହୁତ ସୁନ୍ଦର ହୋଇସାରିଛନ୍ତି

ଆଯି ଆମେ ତାଙ୍କ ଝିଅଙ୍କ ବିଷୟରେ କହିବୁ, ଯିଏକି ବଲିଉଡ୍ ର ସବୁ ଅଭିନେତ୍ରୀଙ୍କୁ ପଛରେ ପକାଇଦେବେ, ସୁନ୍ଦର ସହ ଭଲ ପ୍ରତିଭାର ଧନୀ ରାବି ନିଜ ବାପାଙ୍କ ଅଭିନୟକୁ ଭଲ ଭାବେ ଶିକ୍ଷା ନେଇଛନ୍ତି । ରାବି ଗୁପ୍ତାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି କି ସେ ନିଜ କ୍ୟାରିୟରର ଆରମ୍ଭ ମଡେଲିଙ୍ଗ୍ ରୁ କରିଥିଲେ, ଏହା ଛଡା ରାବି ଗୁପ୍ତା ୨୦୦୬ ରେ ମିସ୍ ଇଣ୍ତିଆରେ ଭାଗ ନେଇଥିଲେ, ରାବି ଏହି ପ୍ରତିଯୋଗିତାରେ ନିଜ ବିଜୟ ଦେଇପାରିଲେ ନାହିଁ କିନ୍ତୁ ଏଣ୍ଟରଟେଣ୍ଟମେଣ୍ଟ ଜଗତରେ ତାଙ୍କର ସୁନ୍ଦରତାର ଚର୍ଚ୍ଚା ସାଉଁଟି ନେଲେ , ରାବି ଜଣେ ମଡେଲର୍ ହିସାବରେ ଫ୍ୟାସନ୍ ଶୋରେ ରାମ୍ପ୍ ୱାକ୍ କରିଛନ୍ତି ।

ଆଜି ରାବି ଟିଭି ଜଗତର ଏକ ଜଣାଶୁଣା ଚେହେରା ହୋଇସାରିଛନ୍ତି , ଏହା ସହ ରାବି ମ୍ୟୁଜିକ୍ ଭିଡିଓ ଓ ଆଲବମ୍ ରେ ନିଜ ଯାଦୁ ଦେଖାଇଛନ୍ତି, ରାବି ଟିଭି ଜଗତରେ ଏକତା କାପୁରଙ୍କ ସିରିଆଲ୍ କ୍ୟୁଁ କି ଶାଶ୍ ବି କଭି ବୋହୁ ଥି ଓ କହିଁ କିସି ରୋଜ୍ ରୁ ପରିଚୟ ପାଇଥିଲେ, ଏହି ସିରିଆଲ୍ ରେ ନିଭାଇଥିବା ରାବିଙ୍କ ଅଭିନୟ ଆଜି ବିଲୋକଙ୍କ ହୃଦୟରେ ଅଛି, ସେମିତି ରାବି କେବଳ ଟିଭି ନୁହେଁ ବରଂ ସୋସିଆଲ୍ ମିଡିଆରେ ବହୁତ ଅଧିକା ଆକ୍ଟିଭ୍ ରହନ୍ତି

Leave a Reply

Your email address will not be published. Required fields are marked *