ପରେଶ୍ ରାୱଲ୍ କରିଥିଲେ ଏହି ମିସ୍ ଇଣ୍ତିଆଙ୍କୁ ବିବାହ, ପଇସା ମାମଲାରେ ଅମ୍ବାନୀଙ୍କ ଠାରୁ କମ୍ ନୁହେଁ ଏମାନଙ୍କ ସଂମ୍ପତ୍ତି..
ବଲିଉଡ୍ ଦିଗଜ୍ ଅଭିନେତାଙ୍କ ଯଦି କଥା କହିବା ତେବେ ଏଥିରୁ ଗୋଟେ ନାଁ ଆସେ ପରେଶ୍ ରାୱଲଙ୍କର, ପରେଶ୍ ରାୱଲ୍ ବଲିଉଡ୍ ରେଏମିତି ଏକ ଅଭିନେତା ଅଟନ୍ତି ଯିଏକି କମେଡିରୁ ନେଇକରି ସିରିୟସ୍ ରୋଲ୍ ବି କରିଛନ୍ତି , ଓ ସବୁ ଭୁମିକାରେ ସେ ପ୍ରଶଂସା ଶୁଣିବାକୁ ପାଇଛନ୍ତି , ପରେଶ୍ ରାୱଲ୍ ଏକ ଅଭିନେତା ହିସାବରେ ଜଣାଯାଆନ୍ତି କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କଥା କହିଲେ କିଛି ଏମିତି ଘଟଣା ଅଛି ଯାହା ସମସ୍ତେ ଜାଣିବାକୁ ଚାହିଁବେ , ତେବେ ଆସନ୍ତୁ ଜାଣିବା ସେହି ବିଷୟରେ । ଆସୁଥିବା ଦିନରେ ପରେଶ୍ ରାୱଲ୍ ଫିଲ୍ମ ସଞ୍ଜୁ ରିଲିଜ୍ ହୋଇସାରିଛି ଯେଉଁଥିରେ ସେ ସଞ୍ଜୟ ଦତ୍ତଙ୍କ ବାପା ସୁନିଲ୍ ଦତ୍ତ ସାହେବଙ୍କ ଭୁମିକା ନିଭାଇଥିଲେ । ଯେଉଁଠି ପରେଶ ରାୱଲଙ୍କ ନିଜ ଜୀବନୀ ଉପରେ ପ୍ରଶ୍ନ ଆସେ ତେବେ ଆପଣଙ୍କୁ କହିଦେବୁ କି ନିଜ ଗୁଜୁରାଟି ଥିଏଟରରୁ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ପରେଶ୍ ରାୱଲ୍ ବାସ୍ତବିକ ଜୀବନରେ କେଉଁ ଅମ୍ବନୀଙ୍କ ଠାରୁ କମ୍ ନୁହନ୍ତି ।
ଗତ କିଛି ଦିନ ହେବ ଯେବେ ସେ ରାଜନୀତିରେ ପ୍ରବେଶ କଲେ , ଓ ବିଜେପିରେ ଯୋଗ ଦେଲେ, ତେବେ ନିଜ ଅଚଳାଚଳ ସଂମ୍ପତ୍ତି ବିଷୟରେ କହିଲେ କି ସେ ପ୍ରାୟ ୮୦ କୋଟିର ମାଲିକ ଅଟନ୍ତି , ଫିଲ୍ମର ନିର୍ବାଚନରେ ସବୁବେଳେ ବଛା ରହୁଥିବା ପରେଶ୍ ରାୱଲ୍ ଇଣ୍ତିଆ ସହିତ ଦେଶ ବିଦେଶରେ ନିଜ ଦମଦାର୍ ଅଭିନୟ ପାଇଁ ଜଣାଯାଆନ୍ତି । ଏହା ଛଡା ପରେଶ୍ ରାୱଲ୍ ବିବାହିତ ଜୀବନ ବିଷୟରେ କହିଲେ ସେ ସ୍ୱରୁପ ସଂପତ୍ ଙ୍କୁ ବିବାହ କରିଛନ୍ତି , କହିଦେବୁ କି ସ୍ୱରୁପ ୧୯୭୯ ରେ ମିସ୍ ଇଣ୍ତିଆ ରହିସାରିଛନ୍ତି , ମିସ୍ ଇଣ୍ତିଆ ହେବା ସହ ସ୍ୱରୁପ ଏକ ସଫଳ ଅଦାକାରା ବି ଅଟନ୍ତି
ସେ ବହୁତ ସାରା ବଲିଉଡ୍ ଫିଲ୍ମରେ ଓ ତାହା ସହ ଗୁଜୁରାଟି ନାଟକ ଓ ଟେଲିଭିଜନ୍ ଶୋରେ କାମ କରିଛନ୍ତି , ପରେଶ୍ ଓ ସ୍ୱରୁପଙ୍କ ସାକ୍ଷାତ ଏକ ଗୁଜୁରାଟି ନାଟକରେ କାମ କରୁଥିବା ସମୟରେ ହୋଇଥିଲା, ଓ ଏହାପରେ ଦୁହେଁ ବିବାହ କରିନେଲେ , ପରେଶ୍ ଓ ସ୍ୱରୁପଙ୍କ ଦୁଇଟି ପୁଅ ଅଛନ୍ତି , ସ୍ୱରୁପଙ୍କ ଶେଷ ହିନ୍ଦୀ ଫିଲ୍ମ “କି ଆଣ୍ତ କା” ଥିଲା, ଯେଉଁଥିରେ ସେ କରିନା କାପୁର ମା ଭୁମିକା ନିଭାଇଥିଲେ । ଫିଲ୍ମରେ କାମ କରିବା ଛଡା ସ୍ୱରୁପ ଏକ ପ୍ରଡକ୍ସନ୍ କମ୍ପାନୀର ମାଲିକାଣୀ ଅଟନ୍ତି , ସେ ଘର ଭଲରେ ସଂମ୍ଭାଳନ୍ତି , ତାହା ସହ ନିଜ କାମରେ ବି ଫୋକସ୍ ରଖନ୍ତି ।
ଆପଣଙ୍କୁ କହିଦେବୁ କି ପରେଶ୍ ରାୱଲ୍ ଓ ତାଙ୍କ ସ୍ତ୍ରୀ ସ୍ୱରୁପ୍ ସଂପତ୍ ଦୁହେଁ ବହୁତ ହିଁ ଭଲ କଳାକାର୍ ଅଟନ୍ତି , କିନ୍ତୁ ତାଙ୍କ ଛୁଆଙ୍କ ଅଭିନୟ ଫିଲ୍ଡରେ ଆସିବାର କୌଣସି ଇଛା ନାହିଁ , ସେମିତି ଉଭୟ କେବେ ବି ନିଜ ଛୁଆଙ୍କୁ କେବେ ଦବାବ୍ ପକାଇନାହାନ୍ତି କି ସେମାନେ ଅଭିନୟ ଜଗତକୁ ଆସନ୍ତୁ , ଗତ କିଛି ଦିନରେ ପରେଶ୍ ରାୱଲଙ୍କ୍ ଏକ ଇଣ୍ଟରଭ୍ୟୁରେ ପଚାରାଗଳା କି ସେ ନିଜକୁ ଏକ ଭଲ ରାଜନୀତିଜ୍ଞ ମାନୁଛନ୍ତି କି ଏକ ଭଲ ଅଭିନେତା , ତେବେ ସେ କହିଲେ କି ସେ ଏକ ଅଭିନେତା ଥିଲେ ଓ ସବୁଦିନ ରହିବେ , ଯେବେ ସଞ୍ଜୁ ରୋଲ୍ ପାଇଁ ରାଜକୁମାର ହିରାଣୀ ପରେଶ୍ ରାୱଲଙ୍କୁ ବାଛିଲେ ତେବେ ସେହି ସମୟରେ ପରେଶ୍ ରାୱଲ୍ ପ୍ରଥମେ ମନା କରିଥିଲେ , କାରଣ ସୁନିଲ୍ ଦତ୍ତ ସାହେବଙ୍କ ଅଭିନୟ କରିବା ନ୍ୟାୟ୍ କରିବାରେ ଡର ଥିଲା, କିନ୍ତୁ ରାଜକୁମାର ହିରାନୀ ବହୁତ ମନାଇବା ପରେ ସେ ଏହି ରୋଲ୍ ପାଇଁ ହଁ କରିଥିଲେ