February 12, 2025

Odia Express

Leading Odia News Portal of Odisha

ସବୁ ଝିଅମାନଙ୍କ ମନରେ ବିବାହ ପୁର୍ବରୁ ଆସିଥାଏ ଏହି ଭାବନା, ଏହି କଥାକୁ ନେଇକରି ଡରି ଥାନ୍ତି ସବୁ ଝିଅ

ବିବାହ କରିବା ଜୀବନର ଏକ ଗୁରୁତ୍ୱପୁର୍ଣ୍ଣ ଫଇସଲା ହୋଇଥାଏ, କାରଣ ଭାରତରେ ସୋସାଇଟି ଷ୍ଟ୍ରକଚର୍ ଏପରି ହୋଇଯାଇଛି କି  ବିବାହ ପରେ ସବୁ ଝିଅ କୁ ନିଜ ବାପା ମାଙ୍କୁ ଛାଡିକରି ନିଜ ଶଶୁରଘର ମାନେ ନିଜ ସ୍ୱାମୀଙ୍କ ଘରକୁ ଯିବାକୁ ପଡିଥାଏ, ଏହି କାରଣରୁ ବିବାହ ପୁର୍ବରୁ ସବୁ ଝିଅ ମନରେ ଏମିତି କିଛି ଭାବନା ଆସିଥାଏ । ଯାହାକି ତାଙ୍କୁ ଜୀବନରେ ଏତେ ବଡ ଫଇସଲା ନେବାପରେ ଭାବିବାକୁ ବାଧ୍ୟ କରିଦିଏ , ଆଜି ଆମେ ଆପଣଙ୍କୁ ବିବାହକୁ ନେଇକରି ମନରେ ଆସୁଥିବା କିଛି ଭାବନାର ଡର ବିଷୟରେ କହିବାକୁ ଯାଊଛୁ, ଯାହାର ସାମ୍ଣା ସବୁ ଝିଅଙ୍କ ବିବାହ ପୁର୍ବରୁ କରିବାକୁ ପଡିଥାଏ । କହିଦେବୁ କି ବିବାହ ପୁର୍ବରୁ ସବୁ ଝିଅଙ୍କ ମନରେ ଯାହା ବଡ ଡର ରହିଥାଏ ସେ ଏହା କି କେବେ ସେ ବିବାହ କରିସାରିଲା ପରେ ନିଜ ପରିଚୟ ହରାଇନଦେଉ, ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆଜିକାଲି ପ୍ରାୟତଃ ସବୁ ଝିଅଙ୍କ ଦିମାଗରେ ବିବାହ କରିବାପୁର୍ବରୁ ଏହି ଭାବନା ଆସିଥାଏ,  ଯାହା କି ବିବାହ ଫଇସଲାରେ ଥରେ ନୁହେଁ ବରଂ ଦୁଇଥର ଭାବିବାକୁ ବାଧ୍ୟ କରିଦିଏ ।

ସେମିତି ଝିଅମାନେ ଯିଏକି ନିଜ କ୍ୟାରିୟରକୁ ନେଇକଇ ଅଧିକା ଆଶାୟୀ ରୁହନ୍ତି , ତାଙ୍କୁ ଏହି କଥାର ଡର ରୁହେ କି ସେ ବିବାହ ପରେ ନିଜ ପରିଚୟ ନ ହରାଇବେ , ଓ କେଉଁ ଅନ୍ୟ ନାଁରୁ ଜଣାଯିବେ , ଯଦି ବିବାହ ପୁର୍ବରୁ ଏହି ପ୍ରକାରର ଭାବନା ମନରେ ଆସୁଛି ତେବେ କହିଦେବୁ କି ଏହିପ୍ରକାର ଭାବନା ରଖିବା ବିଲକୁଲ୍ ଉଚିତ୍ ନୁହେଁ , କହିଦେବୁ କି ବିବାହ ପରେ ସେପରି ଆପଣଙ୍କପରିଚୟ ରହିବ ଯାହା ବିବାହପୁର୍ବରୁ ଥିଲା ।

ଏହା ଛଡା ଆପଣଙ୍କୁ କହିଦେବୁ କି ବହୁତ ଝିଅଙ୍କର ମନରେ ବିବାହ ପୁର୍ବରୁ ଏହା ଭାବନା ଆସେ କି ସେ ବିବାହ ପରେ ନିଜ ଘର ଛାଡିକରି କେଉଁ ଅନ୍ୟ ଘରେ କିପରି ଫିଟ୍ ରହିବେ , ଏହିକଥାର ଡର ଅଧିକା ରହିଥା,ଏ ଆଜିକାଲି କର୍ମବ୍ୟସ୍ତତା ଝିଅଙ୍କର ସାଧାରଣତଃ ବିବାହପରେ ନିଜ ସ୍ୱାମୀଙ୍କ ସହ ଅଲଗା ଘରେ ରହିବାକୁ ପସନ୍ଦ କରନ୍ତି , ନିଜ ଶାଶୁ ଶଶୁରଙ୍କ ସହ ଗୋଟେ ଘରରେ ରହିବେ , ଏହି ସମସ୍ୟା ସେହି ଝିଅମାନଙ୍କୁ ଅଧିକା ହୋଇଥାଏ ,ଯିଏ ବିବାହପରେ ଏକ ସଂଯୁକ୍ତ ପରିବାର ଭାଗ ହେବାକୁ ଯାଉଛତି, ଯିଏକି ବିବାହପରେ ପରିବାର ଓ ସ୍ୱାମୀର ଦାୟିତ୍ୱରୁ ଡରି ବି ଚିନ୍ତିତ୍ ରୁହନ୍ତି , ଏମିତି ନୁହେଁ କି ଝିଅ ମାନେ ନିଜ ଦାୟିତ୍ୱ ନିଭାଉଛନ୍ତି , ବରଂ ତାଙ୍କ ସହ ସମସ୍ୟା ହୋଇଥାଏ କି ସେ ବିବାହ ପରେ ଆସୁଥିବା ସମୟରେ ଏହି ଦାୟିତ୍ୱରୁ ବଞ୍ଚିବାକୁ ଚାହୁଁଛନ୍ତି ।

ଆଜିକାଲି ଝିଅଙ୍କର ବିବାହ ପୁର୍ବରୁ ନିଜ ସ୍ୱାଧୀନତା ହରାଇବାର ଡର ରହିଥାଏ, ବହୁତ ଝିଅଙ୍କୁ ଏମିତି ଲାଗିଥାଏ କି ବିବାହପରେ ସେ ଜିନିଷଗୁଡୀକ କରିପାରିବେନି ଯାହା ବିବାହପୁର୍ବରୁ କରୁଥିଲେ,  ଆପଣଙ୍କୁ କହିଦେବୁକି ଯଦି ଆପଣ ଏକ ଭଲ ମଣିଷ ସହ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି , ତେବେ ଆପଣଙ୍କୁ କୌଣସି ପ୍ରକାର ପ୍ରତିବନ୍ଧକ ଲାଗିବାର ଆଶା ନାହିଁ , ଆପଣ ନିଜ ଜୀବନ ଖୁସିରେ ଅତିବାହିତ କରିପାରିବେ । ଓ ଯାହା ଇଚ୍ଛାକରୁଛନ୍ତି ତାହା ଖୋଲିକରି କରିପାରିବେ ।

Leave a Reply

Your email address will not be published. Required fields are marked *