କଣ ଆପଣ ଜାଣିଛନ୍ତି ତଳେ ବସିକରି ଖାଇଲେ କଣ ହୋଇଥାଏ ଫାଇଦା, ଜାଣିଲେ ଆଜିଠୁ ସବୁବେଳେ ତଳେ ବସିକି ଖାଇବା ଆରମ୍ଭ କରିବେ ଆପଣ..
ଆମର ଏଠାରେ ଭାରତରେ ପୁରୁଣା ଜମାନାରେ ଲୋକେ ତଳେ ବସି ଖାଇବାର ଅଭ୍ୟାସ ବହୁ ଯୁଗରୁ ରହିଆସିଛି, ଆଜି ବି ବଡ ବୟସ୍କ ଲୋକେ ତଳେ ବସି ଖାଇବାର ପସନ୍ଦ କରନ୍ତି , ଆଜି ଆମର ସମାଜରେ ସମସ୍ତଙ୍କ ଘରରେ ଡାଇନିଙ୍ଗ୍ ଟେବୁଲ୍ ଅଛି ଓ ଲୋକେ ଖାଇବାପାଇଁ ଡାଇନିଙ୍ଗ୍ ଟେବୁଲ୍ ହିଁ ବ୍ୟବହାର କରନ୍ତି , ତଳ ବସିକରି ଖାଇବା ଆଜି କାଲି ଲୋକେ ଭୁଲି ଗଲେଣୀ, ଆଜି ଆମେ ତଳେ ବସିକରି ଖାଇବାର କିଛି ଏମିତି ଫାଇଦା ବିଷୟରେ କହିବୁ, ଯାହାକୁ ଜାଣିବାପରେ ଆପଣ ନିଶ୍ଚିତ ତଳେ ବସି ଖାଇବା ଆରମ୍ଭ କରିଦେବେ , ତେବେ ଆସନ୍ତୁ ଜାଣିବା ତଳେ ବସିକରି ଖାଇବାରେ କଣ ଫାଇଦା ହୋଇଥାଏ ।
ଆପଣଙ୍କୁ କହିଦେବୁ କି ତଳେ ବସିକରି ଯେଉଁ ଭଳି ଲୋକ ଭୋଜନ କରନ୍ତି ଅସଲରେ ଏକ ସହଜ ମୁଦ୍ରା ହୋଇଥାଏ , ଏହି ମୁଦ୍ରାକୁ ବସିକରି ଖାଈଲେ ପ୍ରଥମ ଫାଇଦା ଏହା ହୋଇଥାଏ କି ଏହା ଶରୀରରେ ଖାଦ୍ୟକୁ ଜଲଦି ପଚାଇଦେଇଥାଏ, ଓ ଏଥିରେ ଶରୀରକୁ କୌଣସି କ୍ଷତି ହୋଇନଥାଏ, ଏହା ଛଡା ଯଦି ତଳେ ବସିକରି ଖାଆନ୍ତି ତେବେ ମନ ଶାନ୍ତି ରହିଥାଏ, କାରଣ ଏହା ଏକ ଆସନମୁଦ୍ରାରେ ବସିଥାନ୍ତି , ଓ ଏହା ପିଠି ପଛର ହାଡକୁ ମଜବୁତ୍ କରିଥା,ଏ ତଳେ ବସିକରି ଖାଇଲେ ପାଚନ ପ୍ରକିୟା ଭଲ ଭାବେ କାମ କରିଥାଏ, କାରଣ ଆସନରେ ବସିଲେ ପାଚନ ତନ୍ତ୍ର ପ୍ରବଳ ରୁପରେ କାମ କରିଥାଏ , ଯାହାର ଫାଇଦା ଅବଶ୍ୟ ମିଳିଥାଏ ।
କହିଦେବୁ କି ତଳେ ବସି ଦୁହେଁ ପାଦକୁ ଏକାଠି କରି ବସିକରି ଭୋଜନ କରିଲେ ଗୋଟେ ଫାଇଦା ମିଳିଥାଏ କି ଏହା ପିଠିର ହାଡକୁ ମଜବୁତ୍ କରିବା ସହ ଅଣ୍ଟାର ମାଂସପେଶୀକୁ ପେବ୍ଲିସ୍, ଓ ପେଟର ପାଖାପାଖି ମାଂସପେଶୀ ରେ ଟାଣୀ ହୋଇଯାଏ , ଯାହା ଆପଣଙ୍କ ଓଜନ ବଢେ ନାହିଁ , ସାଧାରଣତଃ ତଳେ ବସିକରି ଖାଇଲେ ଗୋଟେ ଫାଇଦା ହୋଇଥାଏ , ଆପଣ କେଉଁ ପ୍ରକାର ପୀଡାରେ ଗ୍ରସିତ ହୋଇଥିଲେ ଏହା ଦୁର ହୋଇଯାଏ , ଏହା ଶରୀରରେ ଏକ ଭଲ ପୋଶ୍ଚର ରହିଥାଏ, ଯାହା ଆପଣଙ୍କ ପର୍ସନାଲିଟି ରେ ବୃଦ୍ଧି ବଢାଇଥାଏ ।
ଆପଣ ନିଜ ପୁର୍ବଜଙ୍କୁ ତଳେ ବସିକରି ଖାଉଥିବାର ଦେଖିଥିବେ , ଏମିତି ବହୁତ କମ୍ ଲୋକ ହୋଇଥାନ୍ତି ଯେଉଁମାନେ ମୋଟାପା ସମସ୍ୟାରେ ଗ୍ରସିତ ହୋଇଛନ୍ତି, ଏହାର ପଛରେ ଏକ ବଡ କାରଣ ହୋଇଥାଏ କି ତାହା ତଳେ ବସିକରି ଖାଉଥିଲେ , ସେହି ଜମାନାରେ ଡାଇନିଙ୍ଗ୍ ଟେବୁଲ୍ କିମ୍ବା ଚେୟାର୍ ଟେବୁଲ୍ ରେ ବସିକରି ଖାଇବା ଚଳନ ନଥିଲା, ଏହା ଛଡା କହିଦେବୁ କି ଯେବେ ନୁଆ ଜମାନା ଆସିଲା ତେବେ ଲୋକେ ନୁଆ ଜମାନା ଅନୁସାରେ ନିଜକୁ ପରିବର୍ତ୍ତନ କରିଲେ , ଯାହାଦ୍ୱାରା ଏମିତି ଜୀବନଶୈଳୀ ସକାଶେ ଏବେ ଲୋକେ ମୋଟାପାରୁ ବେଶୀ ଗ୍ରସିତ ହୋଇଛନ୍ତି , ଏଥିପାଇଁ ଯଦି ଆପଣ ଏମିତି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ତେବେ ଆଜିଠାରୁ ତଳେ ବସି ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତୁ, ଯାହାଦ୍ୱାରା ଆପଣ ବହୁତ ପରିମାଣରେ ମୋଟାପାକୁ ନିଜ କଣ୍ଟ୍ରୋଲ୍ ରେ ଆଣିପାରିବେ ।