ସବୁ ବିବାହିତ ମହିଳା ନିଶ୍ଚିତ କରନ୍ତୁ ଗଣେଷଜୀଙ୍କ ଏହି ଉପାୟ, ଚମକିଯିବ ସ୍ୱାମୀଙ୍କ ଭାଗ୍ୟ..

ବନ୍ଧୁଗଣ, ସବୁ ବିବାହିତ ମହିଳା ଚାହଁନ୍ତି କି ତାଙ୍କ ସ୍ୱାମୀଙ୍କ ଜୀବନ ବହୁତ ଉନ୍ନତି କରେ , ଯେବେ ସ୍ୱାମୀଙ୍କ ଜୀବନରେ ସଫଳତାର ସ୍ୱାଦ ଚାଖିଥାଏ ତେବେ ତାହାର ପ୍ରଭାବ ସ୍ତ୍ରୀର ଜୀବନରେ ବି ପଡିଥାଏ , ଏହି ସଫଳତା ପରିବାର ସବୁ ସଦସ୍ୟଙ୍କ ଜୀବନରେ ସୁଖ ନେଇଆସିଥାଏ, ଏମିତିରେ ସ୍ତ୍ରୀ ଚାହିଁଲେ ତେବେ ନିଜ ସ୍ତ୍ରୀ ସଫଳତାରେ ଯୋଗଦାନ କରିପାରିବେ , ସେମିତି ଆପଣମାନେ ଏହି ଲୋକକଥା ତ ଶୁଣିଥିବେ କ୍ ସବୁ ସଫଳ ବ୍ୟକ୍ତି ପଛରେ ଏକ ମହିଳା ହାତ୍ ହୋଇଥାଏ , ଏବେ ମଉକା ଆସିଯାଈଛି ଓ ଏହି ଲୋକକଥା ସତ ପ୍ରମାଣିତ କରନ୍ତୁ । ସଫଳତା ପାଇବାରେ ଦକ୍ଷତା ସହ ଭଲ ଭାଗ୍ୟ ରହିବା ବହୁତ୍ ଜରୁରୀ ହୋଇଥାଏ, ବହୁତଥର ଲାଇଫ୍ ରେ ଭଲ ମଉକା ଭାଗ୍ୟର୍ ବଳରେ ମିଳିଥାଏ, ଏମିତିରେ ଆପଣ ଚାହିଁଲେ ନିଜ ସ୍ୱାମୀଙ୍କ ଭାଗ୍ୟ ବଦଳାଇପାରିବେ , ଏଥିପାଇଁ ଆପଣଙ୍କୁ ଖାଲି ଗଣେଷଙ୍କ କିଛି ଖାସ୍ ଉପାୟ କରିବାକୁ ହେବ , ଗଣେଷଜୀ ସୁଖ ଓ ସମୃଦ୍ଧିର ଦେବତା ମାନାଯାଆନ୍ତି , ଏହି ଭଲ ଭାଗ୍ୟକୁ ବନାଇବାପାଇଁ ବି ପ୍ରସିଦ୍ଧ ଅଟନ୍ତି , ଏମିତିରେ ଯଦି ଆପଣ କିଛି ଖାସ୍ ଉପାୟ କରିବେ ତେବେ ତାଙ୍କ ଭାଗ୍ୟ ପୁର୍ବ ଅପେକ୍ଷା ହଜାରଗୁଣା ପ୍ରବଳ ହୋଇଯୀବ, ତେବେ ଆସନ୍ତୁ ଆପଣଙ୍କୁ ଜଣାଇବୁ କଣ କରିବାକୁ ହେବ ।
୧) ବୁଧବାର ଦିନ ସକାଳୁ ଜଲଦି ଉଠିକରି ସ୍ନାନ କରିଦିଅନ୍ତୁ, ଏହାପରେ ସୁର୍ଯ୍ୟଦୟ ହେବାପୁର୍ବରୁ ଅଶ୍ୱତଥ ଗଛରେ ଏକ ପତ୍ର ଛିଡାଇଦିଅନ୍ତୁ, ଏହି କଥାକୁ ଧ୍ୟାନ ରଖିବେ କି ପତ୍ର କେଉଁଠି ବି ଫଟା ହୋଇନଥିବ, ଏବେ ଏହି ପତ୍ରକୁ ପୁଜା ହେଉଥିବା ସ୍ଥାନ ମାନେ ଗଣେଷଙ୍କ ସାମ୍ନାରେ ରଖିଦିଅନ୍ତୁ, ଆପଣଙ୍କୁ ଏହି ପତ୍ରକୁ ଏକସିନ୍ଦୁର ଡବାରେ ରଖିବାର ଅଛି, ଏହି ଡବାକୁ ରଖିବାପରେ ଗଣେଷଙ୍କୁ ଘିଅର ଦିପ ଲଗାନ୍ତୁ, ଏକ ଦୀପକୁ ସିନ୍ଦୁର ଡବା ପାଖରେ ରଖିଦିଅନ୍ତୁ, ଯେବେ ଅନ୍ୟ ଏକ ଦୀପ ଗଣେଷଙ୍କ ପାଖରେ ରଖିକି ଆରତୀ କରିବାର ଅଛି
ଏହାପରେ ଗଣେଷଜୀଙ୍କୁ ନିଜ ସ୍ୱାମୀଙ୍କ ଭଲ ଭାଗ୍ୟର ମନୋକାମନା କରନ୍ତୁ , ଏବେ ସେମିତି ଗଣେଷଙ୍କ ପାଖରେ ବସି ଗଣେଷ ଚାଳିଶା ପାଠ କରନ୍ତୁ, ଓ ଏହା ତୁରନ୍ତପରେ ନିଜ ମଥାରେ ସେହି ସିନ୍ଦୁର ଡବାରୁ କୁମ୍ କୁମ୍ ବାହାର କରି ମଥାରେ ଲଗାଇଦିଅନ୍ତୁ, ଏମିତି ଆପଣଙ୍କୁ ୭ ଟି ବୁଧବାର ପର୍ଯ୍ୟନ୍ତ ସପ୍ତାହରେ ଥରେ କରିବାର୍ ଅଛି ,ଏଥିରେ ଆପଣଙ୍କ ସ୍ୱାମୀଙ୍କ ଆୟୁ ବଢିବ, ଓ ତାଙ୍କ ଭାଗ୍ୟ ପ୍ରବଳ ହେବ ।
୨) ବଜାରରୁ ଏକ କଳାଫିତା ନେଇ ଆସନ୍ତୁ, ଏହି କଳାଫିତାକୁ ଘିଅରେ ବୁଡାଇଦିଅନ୍ତୁ, ଏବେ ଏହାକୁ ଗଣେଷଙ୍କ ଚରଣରେ ରଖିଦିଅନ୍ତୁ, ଏହାପରେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ମିଶିକରି ଗଣେଷଙ୍କ ଆରତୀ କରନ୍ତୁ, ଏହି ସମୟରେ ଗଣେଷଜୀଙ୍କୁ ଦୁଇଟି ମୋଦକ ଭୋଗ୍ ଲଗାନ୍ତୁ । ଏହାପରେ ମୋଦକ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ନିଜ ହାତରେ ଖୁଆନ୍ତୁ, ଶେଷରେ ଗଣେଷଙ୍କ ଚରଣରେ ଦେଇଦିଅନ୍ତୁ, ଓ କଳା ଫିତା ଉଠାଇଦିଅନ୍ତୁ, ଏହି କଳା ଫିତାକୁ ଦୁଇ ବରାବର ଭାଗରେ ବିଭାଜିତଅ କରିଦିଅନ୍ତୁ, ଏକ ଫିତା ସ୍ତ୍ରୀ ନିଜ ବାମ ପାଦରେ ବାନ୍ଧିଦିଅନ୍ତୁ, ଓ ଅଲଗା ଫିତା ସ୍ୱାମୀ ନିଜ ଡାହାଣ ପାଦରେ ବାନ୍ଧିଦିଅନ୍ତୁ, ଏହି କଳାଫିତା ନା କେବଳ କୁ ଦୃଷ୍ଟିରୁ ରକ୍ଷା କରିବ , ବରଂ ଆପଣଙ୍କ ଭାଗ୍ୟ ବି ଚମକାଇଦେବ