December 8, 2024

Odia Express

Leading Odia News Portal of Odisha

ଓଡ଼ିଶା ସମ୍ବନ୍ଧରେ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର – ଓଡିଶାର ମନ୍ଦିରମୟୀ ନଗରୀ କେଉଁ ସହରକୁ କୁହାଯାଏ ? କପିଳାସ ମନ୍ଦିରର ପାହାଚ ସଂଖ୍ୟା କେତେ ? ଉତ୍ତର ଜାଣିଥିଲେ ନିଶ୍ଚୟ କୁହନ୍ତୁ

ନମସ୍କାର ବନ୍ଧୁଗଣ ଏଥିରେ ସାଧାରଣଜ୍ଞାନ ଉପରେ ୧୫ଟି ପ୍ରଶ୍ନ ଉତ୍ତର ସହ ରହିଅଛି।ଏଥିରେ ଆପଣମାନଙ୍କୁ ଆମ ଦେଶ ଭାରତ ଓ ରାଜ୍ୟ ଓଡ଼ିଶାର ଇତିହାସ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ଏହାର ଉତ୍ତର ଦିଆଯାଇଛି।ଏହା ଭବିଷ୍ୟତରେ ଆପଣଙ୍କର ଅନେକ ସ୍ଥାନରେ କାର୍ଯ୍ୟରେ ଆସିବ ବୋଲି ଆମେ ଆଶା କରୁଛୁ।ତ ଫ୍ରେଣ୍ଡସ ଆପଣ ମାନେ ତା ଜାଣିଲେ ୧୫ ଟି ପ୍ରଶ୍ନ ଓ ତାର ଉତ୍ତର।ଆଶା କରୁଛୁ ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ।ଏଥିରେ ଆପଣଙ୍କ କିଛି ଜ୍ଞାନ ମଧ୍ୟ ବୃଦ୍ଧି ହେବ।ଏବଂ ଏହା ଆପଣଙ୍କର ଭବିଷ୍ୟତରେ କୌଣସି ପ୍ରବେଶିକା ପରୀକ୍ଷା ,ବୃତ୍ତି ପରୀକ୍ଷାରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ।

୧) ପ୍ରଶ୍ନ: ଓଡିଶାର ମନ୍ଦିରମୟୀ ନଗରୀ କେଉଁ ସହରକୁ କୁହାଯାଏ ?

ଏହାର ଉତ୍ତର: ଓଡ଼ିଶାର ମନ୍ଦିରମୟୀ ନଗରୀ ବୋଲି ଭୁବନେଶ୍ୱରକୁ କୁହାଯାଏ।

୨) ପ୍ରଶ୍ନ: କୋରାପୁଟ ଜିଲ୍ଲାର କେଉଁ ଆଦିବାସୀ ନେତା ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ଫାଶୀ ପାଇଥିଲେ ?

ଏହାର ଉତ୍ତର: କୋରାପୁଟ ଜିଲ୍ଲାର ଶ୍ରୀଯୁକ୍ତ ଲକ୍ଷ୍ମଣ ନାୟକ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ଫାଶୀ ପାଇଥିଲେ।

୩) ପ୍ରଶ୍ନ: ବିଶ୍ୱର ବୃହତ୍ତମ ସାପର ନାମ କଣ ?

ଏହାର ଉତ୍ତର: ବିଶ୍ୱର ବୃହତ୍ତମ ସାପର ନାମ ହେଉଛି ଆନ୍ନାକୋଣ୍ଡା।

୪) ପ୍ରଶ୍ନ: କିଏ ସତୀଦାହ ପ୍ରଥାକୁ ଉଚ୍ଛେଦ କରିଥିଲେ ?

ଏହାର ଉତ୍ତର: ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଉଇଲିୟମ ବେଣ୍ଟିକ୍ ସତୀଦାହ ପ୍ରଥାକୁ ଉଚ୍ଛେଦ କରିଥିଲେ।

୫) ପ୍ରଶ୍ନ: ଭାରତ ଇତିହାସରେ କେଉଁ ବଂଶର ଶାସନକୁ ସ୍ଵର୍ଣ୍ଣଯୁଗ କୁହାଯାଏ ?

ଏହାର ଉତ୍ତର: ଭାରତ ଇତିହାସରେ ଗୁପ୍ତବଂଶର ଶାସନକୁ ଶାସନର ସ୍ଵର୍ଣ୍ଣଯୁଗ କୁହାଯାଏ।

୬) ପ୍ରଶ୍ନ: ହାତି ଗୁମ୍ଫା କେଉଁଠାରେ ଅବସ୍ଥିତ ଅଛି ?

ଏହାର ଉତ୍ତର: ଏହାର ସଠିକ ଉତ୍ତର ହେଲା ଓଡିଶା ଠାରେ।

୭) ପ୍ରଶ୍ନ: କପିଳାସ ମନ୍ଦିର ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ ?

ଏହାର ଉତ୍ତର: କପିଳାସ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ।

୮) ପ୍ରଶ୍ନ: ମହିମା ଧର୍ମ ପାଇଁ ଓଡ଼ିଶାର କେଉଁ ଜାଗା ବିଶ୍ୱପ୍ରସିଦ୍ଧ ଅଟେ?

ଏହାର ଉତ୍ତର: ସଠିକ ଉତ୍ତର ହେଉଛି ଢେଙ୍କାନାଳ ର ଯୋରନ୍ଦା ମଠ

୯) ପ୍ରଶ୍ନ: ପୃଥିବୀର ବୃହତ୍ତମ ପୁଷ୍ପର ନାମ କଣ ?

ଏହାର ଉତ୍ତର: ପୃଥିବୀର ବୃହତ୍ତମ ପୁଷ୍ପର ନାମ ରାଫ୍ଲେସିଆ ଅଟେ।

୧୦) ପ୍ରଶ୍ନ: କେଉଁ ମହାପୁରୁଷ ପଞ୍ଜାବକେଶରୀ ନାମରେ ପରିଚିତ ଅଟନ୍ତି ?

ଏହାର ଉତ୍ତର: ମହାପୁରୁଷ ଲାଲା ଲାଜପତ ରାୟ ପଞ୍ଜାବକେଶରୀ ନାମରେ ପରିଚିତ ଅଟନ୍ତି।

୧୧) ପ୍ରଶ୍ନ: କପିଳାସ ମନ୍ଦିରର ପାହାଚ ସଂଖ୍ୟା କେତେ ?

ଏହାର ଉତ୍ତର: କପିଳାସ ମନ୍ଦିରର ପାହାଚ ସଂଖ୍ୟା ହେଉଛି ୧୩୫୨ ଟି ପାହାଚ।

୧୨)ପ୍ରଶ୍ନ: ତାଜମହଲ ଓ ମୋତି ମସଜିଦର ନିର୍ମାତା କିଏ ?

ଏହାର ଉତ୍ତର: ତାଜମହଲ ଓ ମୋତି ମସଜିଦର ନିର୍ମାତା ହେଉଛନ୍ତି ଶାହାଜାହାନ।

୧୩) ପ୍ରଶ୍ନ: ଅଶୋକ ସ୍ତମ୍ଭର କେଉଁ ଅଂଶ ଆମ ଜାତୀୟ ପତାକାର ସ୍ଥାନ ପାଇଛି ?

ଏହାର ଉତ୍ତର: ଅଶୋକ ସ୍ତମ୍ଭର ଧର୍ମଚକ୍ର ଆମ ଜାତୀୟ ପତାକାର ସ୍ଥାନ ପାଇଛି।

ଏଥିରେ ଆପଣଙ୍କର ନିଜସ୍ୱ ଜ୍ଞାନ ମଧ୍ୟ ବୃଦ୍ଧି ହେବ। ତଥା ଭବିଷ୍ୟତ ରେ ଏହା ବହୁତ ଫଳ ପ୍ରଦ ଓ ଲାଭ ଦାୟକ ହେବ।ଯଦି କିଛି ଏମିତି ପ୍ରଶ୍ନ ଆପଣ ଙ୍କୁ ପଚରା ଯାଏ ତେବେ ଏହାର ଉତ୍ତର ଆପଣ ଙ୍କୁ ଆସିବ ବୋଲି ଆଶା କରୁଛୁ।ପ୍ରବେସିକା ପରୀକ୍ଷା ରେ ଏହା ଆପଣଙ୍କୁ ବହୁତ ସହାୟକ ହେବ।।ଧନ୍ୟବାଦ।।

Leave a Reply

Your email address will not be published. Required fields are marked *