January 18, 2025

Odia Express

Leading Odia News Portal of Odisha

ପାନ ପତ୍ର ଦ୍ଵାରା କିପରି ଭାତୁଡ଼ି କୁ ଶରୀରରୁ ଦୂର କରିପାରିବେ – ଜୀବନରେ ଆଉ କେବେ ଆସିବ ନାହିଁ ଭାତୁଡ଼ି..

ଆସନ୍ତୁ ଜାଣିବା କିପରି ମୁହଁରେ ହୋଇଥିବା କଳାଯାଇ ଏବଂ ଭତୁରୀକୁ କିପରି ଦୂର କରିପାରିବେ ଏହି ସହଜ ଉପାୟକୁ ଅନୁସରଣ କରି । ଏହି ଉପାୟକୁ ବ୍ୟବହାର କରିବା ଦ୍ଵାରା ଆମର କଳାଯାଇ ଏବଂ ଭାତୁରି ଦୂର ହୋଇଯାଇଥାଏ ଏବଂ ଏହା ର କୌଣସି ପାର୍ଶ୍ଵ ପ୍ରଭାବ ନ ଥାଏ । ଆମେ ଆଜି ଯେଉଁ ଉପାୟ ଆପଣଙ୍କୁ କହିବୁ ଏହି ଉପାୟକୁ ବ୍ୟବହାର କରି ଆପଣ ନିଜ ଶରୀରର କୌଣସି ସ୍ଥାନରେ ଯଦି କଳା ଯାଇକି ଭାତୁରି ହୋଇଛି ତାହେଲେ ତାହାକୁ ସହଜରେ ଦୂର କରିପାରିବେ। ତ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଏଥିପାଇଁ ଆପଣ ପ୍ରଥମେ ଏକ ଭଲ ପାନ ପତ୍ର ଆଣନ୍ତୁ ।ଏହା ପରେ ସେହି ପାନ ପତ୍ରକୁ କାଟିବାକୁ ପଡ଼ିବ। କେମିତି କଟାଯିବ ତାହା ଆପଣ ଉପରେ ଥିବା ଲିଙ୍କ କୁ ଯାଇ ଭିଡିଓ ରେ ଦେଖିପାରିବେ । ପାନ ପତ୍ରଟି କୁ କାଟିବା ପରେ କଣ କରିବାକୁ ହେବ ଆସନ୍ତୁ ଦେଖିବା । ଏହାପରେ ଆପଣଙଙ୍କୁ ଖାଇବା ଚୂନର ଆବଶ୍ୟକତା ପଡ଼ିବ । ଯେଉଁ ଚୂନ କୁ ଆମେ ଖାଇବା ପାଇଁ ବ୍ୟବହାର କରିଥାଉ ସେହି ଚୂନ ର ଆବଶ୍ୟକତା ପଡ଼ିବ । ଆପଣ ଏହି ଚୂନ କୁ ପାନ ଦୋକାନରୁ କିଣି କି ଆଣି ପାରିବେ ଏବଂ ଏହା ଆପଣଙ୍କୁ ବହୁତ୍ କମ୍ ଅର୍ଥରେ ମିଳିଯିବ କହିବାକୁ ଗଲେ ୧ କି ୨ ଟଙ୍କା । କହିବାକୁ ଗଲେ ଆପଣ ଏକ ପାନ ଦୋକାନ କୁ ଯାଇ ସେଠାରୁ ପାନ ପତ୍ର ଏଵଂ ଚୂନ ଆଣି ପାରିବେ । ଆସନ୍ତୁ ଜାଣିବା ଆଗକୁ କଣ କଣ କରିବାକୁ ପଡ଼ିବ ।

ଆଗରୁ କଟା ଯାଇଥିବା ପାନର ତଳ ପଟେ ଥିବା ନାଡକୁ ସେହି ଚୂନ ମଧ୍ୟରେ ବୁଡାଇ ଦିଅନ୍ତୁ । ଏହା ପରେ କଳାଯାଇ କିମ୍ବା ଭାତୁରି ଥିବା ସ୍ଥାନରେ ଏହି ଚୂନକୁ ଲଗାଇ ଦିଅନ୍ତୁ । ଚୂନକୁ ଲଗାଇବା ପରେ ଆପଣ ସେହି ପାନର ନାଡରେ ସେହି ସ୍ଥାନ କୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଘଶନ୍ତୁ । ଘଷିବା ବେଳେ ଆପଣ ବହୁତ୍ ଜୋର ରେ ଘସାନ୍ତୁ ନାହିଁ କିମ୍ବା ଅଧିକ ପ୍ରେସର୍ ଦେଇକି ଘସ ନାହିଁ । ଯେଉଁ ସ୍ଥାନରେ ବି କଳା ଯାଇ ଅଛି ସେହି ସ୍ଥାନ କୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଧୀରେ ଧୀରେ ଘାସନ୍ତୁ । ଏହା ପରେ ଆପଣ କିଛି ବି କରନ୍ତୁ ନାହିଁ ସେହି ଚୂନକୁ ସେହି ସ୍ଥାନ ଉପରେ କିଛି ସମୟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହା ପରେ ଯେତେବେଳେ ଏହା ଭଲ ଭାବରେ ଶୁଖିଯିବ ସେତେବେଳେ ଯାଇକି ଭଲ ଭାବରେ କାମ କରିବ ।


ଏଥର ଆପଣ ଭାବୁଥିବେ ଏହି ପାନ ର କାମ କଣ ଆସନ୍ତୁ ଜାଣିବା । ଆମେ ଏହି ଯେଉଁ କଳାଯାଇ କୁ ଦୂର କରିବା ଏହି ଦୁରିକରଣ୍ ପାନର ବିନା ବ୍ୟବହାରରେ ହୋଇପାରିବ ନାହିଁ ।ଏହି ପାନ ନାଡର ମହତ୍ତ୍ଵ ପୂର୍ଣ୍ଣ ଭୂମିକା ରହିଛି । ଏହି ପାନର ନାଡ ଯେତେବେଳେ ଚୂନ ସହ ମିଶି କୌଣସି କଳା ଯାଇ ଉପରେ କାର୍ଯ୍ୟ କରନ୍ତି ତାହେଲେ ଏହି ଦୁଇଟି ଜିନିଷ କାରଣରୁ ହିଁ କଳାଯାଇ ଦୂର ହୋଇଥାଏ। କିନ୍ତୁ ଆପଣ ଏହାର ବ୍ୟବହାର ଥରେ କରୀକୀ ଦେଖିବେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆପଣ ଲଗାଇ କି ଏହାକୁ ଗୋଟେ ଦିନ ରଖି ଦିଅନ୍ତୁ ତା ପରଦିନ ଆପଣ ଦିଖିବେ ସେହି କଳାଯାଇ କିମ୍ବା ଭାତୁରି ମନକୁ ମନକୁ ଚାଲି ଯାଇଥିବ । ଏହାପରେ ଯଦି ଆପଣଙ୍କର ସେହି ସ୍ଥାନରେ କିଛି ଦାଗ ହୋଇଯାଇଛି ତାହେଲେ ସେଇଟା ଧୀରେ ଧୀରେ ଚାଲିଯିବ ନହେଲେ ଆପଣ ସେହି ସ୍ଥାନରେ ମଧ୍ୟ ନଡ଼ିଆ ତେଲକୁ ଧୀରେ ଧୀରେ ଘଷିବା ।

Leave a Reply

Your email address will not be published. Required fields are marked *