ଜାମୁକୋଳିରେ ଅଛି ଔଷଧୀୟ ଗୁଣର ଖଜଣା, ଏହାର ସେବନ କରିଲେ ହୋଇଥାଏ ବହୁତ ଚମର୍କାରୀ ଫାଇଦା , ଜାଣନ୍ତୁ

ଲୋକଙ୍କ ଖାଦ୍ୟ ସମୟ ସହିତ ଦ୍ରୁତ ଗତିରେ ବଦଳି ଯାଇଛି | ପୂର୍ବ କାଳରେ ଲୋକମାନେ ଅଧିକ କଠିନ ଶସ୍ୟ ଖାଉଥିଲେ ଏହି ଶସ୍ୟ ଲୋକମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କଲା | ଆଜି ଲୋକଙ୍କ ଖାଦ୍ୟ ଏବଂ ପାନୀୟ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି | ଆଜି ଲୋକମାନେ ସ୍ୱାଦକୁ ଧ୍ୟାନରେ ରଖି ଖାଦ୍ୟ ଖାଆନ୍ତି ଯାହା ଅନେକ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ | ଲୋକମାନେ ରାସ୍ତାରେ ଯାଉଥିବା ଖାଦ୍ୟ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି | ରାସ୍ତା ପାର୍ଶ୍ୱରେ ମିଳୁଥିବା ଏହି ଖାଦ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଦୌ ଭଲ ନୁହେଁ | ଖାଦ୍ୟର ଏହି ପରିବର୍ତ୍ତନ ହେତୁ ଅନେକ ଲୋକ ସାମାନ୍ୟ ରୋଗରେ ଗୁରୁତର ଶାରୀରିକ ଅସୁସ୍ଥତାର ଶିକାର ହୋଇଥିଲେ | ମଧୁମେହର ସମସ୍ୟା ଆଜିର ସମୟରେ ଅଧିକାଂଶ ଲୋକ, ଏହା ସହିତ ଅନେକ ଲୋକ ହଜମ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ଅସୁବିଧାରେ ପଡ଼ନ୍ତି | ଭୁଲ ଖାଦ୍ୟ ଏବଂ ପାନୀୟ ପେଟରେ ସମସ୍ୟା ସୃଷ୍ଟି କରିଥାଏ | ଧୀରେ ଧୀରେ, ଏହି ସମସ୍ୟାଗୁଡିକ ଏକ ବଡ଼ ରୂପ ନେଇଥାଏ ଏବଂ ବ୍ୟକ୍ତିଙ୍କୁ ବହୁତ ଅସୁବିଧାରେ ପକାଇଥାଏ | ପ୍ରକୃତିରେ ଏପରି ଅନେକ ଜିନିଷ ଅଛି, ଯେଉଁଥିରୁ ଆମେ ଆମର ଅନେକ ଶାରୀରିକ ସମସ୍ୟାର ଚିକିତ୍ସା କରିପାରିବା |
ପ୍ରକୃତି ଏହି ପୃଥିବୀରେ ନାନାପ୍ରକାରର ଜୀବ ଜନ୍ତୁ, ଗଛ ଲତା ବନାଇଛନ୍ତି , ଏଥିରୁ ଅନେକ ଗଛ ଲତା ଅଛନ୍ତି ଯାହାଙ୍କ ଔଷଧୀୟ ଗୁଣରେ ବ୍ୟବହାର ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଔଷଧୀୟ ଗୁଣ ଭରପୁର୍ ଫଳ ବିଷୟରେ କହିବାକୁ ଯାଉଛୁ, ଯାହାର ବ୍ୟବହାରରେ ଆପଣ ନାନାଦି ରୋଗରୁ ମୁକ୍ତି ପାଇପାରିବେ , ଆମେ କଥା ହେଉଛୁ ଜାମୁକୋଳିର , ଏହା ଏକ ଔଷଧୀୟ ଗୁଣରେ ଭରପୁର୍ ଫଳ ଅଟେ, ଏଥିରେ ନାନାଦି ଶାରରୀକ ଫାଇଦା ବି ହୋଇଥାଏ , ଜାମୁକୋଳି ଏକ ଅମ୍ଳିୟ ଫଲ ଅଟେ, ଏହାର ସ୍ୱାଦ ମୀଠା ହୋଇଥାଏ ।
ଆପଣଙ୍କୁ ଜଣେଇଦେବୁ କି ଜାମୁକୋଳିରେ ଭରପୁର୍ ମାତ୍ରାରେ ଗ୍ଲୁକୋଜ୍ ଓ ଫ୍ରୁଟୋଜ୍ ମିଳିଥାଏ , ଯଦି ଆପଣ ପେଟର ସମସ୍ୟାରେ ପିଡିତ ଅଛନ୍ତି ତେବେ ଜାମୁକୋଳିର ରସରେ ଲୁଣ ମିଶାଇ ସେବନ କରନ୍ତୁ , ପେଟ ପିଡା, ଓ ପତଳା ଝାଡା ଓ ପେଟ୍ ଜଳ ପୋଡା ଆଦିରୁ ମୁକ୍ତି ମିଳିବ । ପାଚନ କ୍ରିୟା ପାଇଁ ଜାମୁକୋଳି ବହୁତ ଫାଇଦାଦାୟକ ହୋଇଥାଏ , ଜାମୁକୋଳି ଖାଇଲେ ବ୍ୟକ୍ତିର ପାଚନ୍ କ୍ରିୟା ମଜବୁତ୍ ହୋଇଥାଏ , ଓ ଗ୍ୟାସ୍ ପରି ସମସ୍ୟା ଆଉ ହୁଏ ନାହିଁ , ମଧୁମେହ ରୋଗୀଙ୍କ ପାଇଁ ଏହା କେଉଁ ବରଦାନରୁ କମ୍ ନୁହେଁ
ମଧୁମେହ ରୋଗୀଙ୍କ ପାଇଁ ଜାମୁକୋଳିର ମଞ୍ଜିକୁ ପେଷିଦିଅନ୍ତୁ ଓ ଏହାକୁ ଉପଯୋଗ କରନ୍ତୁ । ଷ୍ଟୋନ୍ ର ଚିକିତ୍ସା ପାଇଁ ଜାମୁକୋଳି ଫାଇଦାଦାୟକ ହୋଇଥାଏ , ଷ୍ଟୋନ୍ ର ସମସ୍ୟା ହେଲେ ଜାମୁକୋଳିର ମଞ୍ଜିକୁ ସୁଖାଇକରି ଭଲରେ ପେଷିଦିଅନ୍ତୁ , ଏହାକୁ ଦହି ସହ ଖାଆନ୍ତୁ , କିଛି ହିଁ ଦିନରେ ଷ୍ଟୋନର ସମସ୍ୟା ଦୁର ହୋଇଯିବ , ପିତ୍ତର ସମସ୍ୟା ହୋଇଥିଲେ , ଜାମୁକୋଳିକୁ ବତୁରାଇ ରଖନ୍ତୁ , ସବୁଦିନ ସକାଳ ଓ ସଂନ୍ଧ୍ୟାରେ ଏହାର ସେବନ କରନ୍ତୁ ଏହା ଦ୍ୱାରା ପିତ୍ତ ଶାନ୍ତ ରହିବ ।
ପତଳା ଝାଡାର ସମସ୍ୟା ହୋଇଥିଲେ ଜାମୁକୋଳିର ମଞ୍ଜିକୁ ପେଷିକରି ଚୁର୍ଣ୍ଣ ବନାନ୍ତୁ, ଏହି ଚୁର୍ଣ୍ଣକୁ ଚିନିର ସହ ମିଶାଇକରି ସେବନ କରିଲେ ପତଳଝାଡାରୁ ମୁକ୍ତି ମିଳିଥାଏ ।