ଏପରି ନୂଆ ଚତୁର ପ୍ରଶ୍ନ – ଏମିତି କେଉଁ ଦେଶ ଅଛି ଯେଉଁଠି ସୂର୍ଯ୍ୟ ୭୬ ଦିନ ପର୍ଯ୍ୟନ୍ତ ଅସ୍ତ ହୁଏ ନାହିଁ କଣ ଆପଣଙ୍କୁ ଜଣାଅଛି , ଜାଣିନିଅନ୍ତୁ ଏବେ ଏହାର ସଠିକ ଉତ୍ତର..

ମନୁଷ୍ୟ ନିଜ ଜୀବନରେ ଏକ ଭଲ ଜୀବନ ବ୍ୟତିତ କରିବାପାଇଁ ବହୁତ ପରିଶ୍ରମ କରିଥାଏ । ସେ ଚାହିଁଥାଏ କି ତାକୁ ଭଲରୁ ଭଲ ଚାକିରି ମିଳିପାରୁ, ଯାହା ଦ୍ୱାରା ସେ ନିଜ ଜୀବନ ସଫଳ କରିପାରିବ , ଏହା ପାଇଁ ସେ ବହୁତ ପ୍ରତିଯୋଗିତାରେ ଭାଗ ନେଇଥାଏ , ବହୁତ ସାରା ଇଣ୍ଟରଭ୍ୟୁ ବି ଦେଇଥାଏ ଓ ଏହି ସବୁ ଜାଗାରେ ପ୍ରଶ୍ନ ଉତ୍ତର ନିଶ୍ଚିତ କରାଯାଇଥାଏ , ଆଜି ଆମେ ଆପଣଙ୍କ ସାମ୍ନାରେ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ, ଯାହାର ସୁଚନା ଆପଣଙ୍କ ଜୀବନରେ ନିଶ୍ଚିତ କାମରେ ଆସିବ, ଆସନ୍ତୁ ଜାଣିବା ସେହି ପ୍ରଶ୍ନଗୁଡିକ ବିଷୟରେ ।
ପ୍ରଶ୍ନ-୧ : ଭାରତରେ ସର୍ବାଧିକ ଶିକ୍ଷିତ ରାଜ୍ୟ କେଉଁଟା ଅଟେ ?
ଉତ୍ତର- କେରଳ ହେଉଛି ଭାରତର ସବୁଠାରୁ ଅଧିକା ଶିକ୍ଷିତ ରାଜ୍ୟ ।
ପ୍ରଶ୍ନ-୨ : ଭାରତରେ ସବୁଠାରୁ ଲମ୍ବା ସଡକ କେଉଁଟା ଅଟେ ?
ଉତ୍ତର- ଭାରତର ସବୁଠାରୁ ଲମ୍ବା ସଡକ ଜିଟି ରୋଡ୍ ଅଟେ ।
ପ୍ରଶ୍ନ-୩ : କେଉଁ ନଦୀ ମହାରାଷ୍ଟ୍ରର ନାସିକ୍ ରୁ ବାହାରିଥାଏ ? ଉତ୍ତର- ଗୋଦାବରୀ ନଦୀ
ପ୍ରଶ୍ନ-୪ : ମହାତ୍ମା ଗାନ୍ଧୀଜୀଙ୍କ ସ୍ତ୍ରୀଙ୍କ ନାଁ କଣ ଥିଲା ?
ଉତ୍ତର- ମହାତ୍ମା ଗାନ୍ଧୀଜୀଙ୍କ ସ୍ତ୍ରୀଙ୍କ ନାଁ କସ୍ତୁରବା ଗାନ୍ଧୀ ଥିଲା ।
ପ୍ରଶ୍ନ- ୫ : ଭାରତର କେଉଁ ସହର ଗୁଲାବ ନଗର ନାଁରେ ଜଣାଶୁଣା ?
ଉତ୍ତର- ଜୟପୁର୍ ସହର ଗୋଲାପ ସହର ନାଁରେ ଜଣାଶୁଣା ।
ପ୍ରଶ୍ନ-୬ : ଅଲ୍ଲୀଗଢର କେଉଁ ଉତ୍ପାଦ ପାଇଁ ପ୍ରସିଦ୍ଧି ପାଇଛି ?
ଉତ୍ତର- ଅଲ୍ଲୀଗଢରେ ତାଲା ବନାଇବାର ଉତ୍ପାଦ ପାଇଁ ଲୋକପ୍ରିୟ ଅଟେ ।
ପ୍ରଶ୍ନ-୭ : ଇନକଲାବ୍ ଜିନ୍ଦାବାଦ୍ ର ନାରା ସର୍ବପ୍ରଥମ କିଏ ବାହାର କରିଥିଲେ ?
ଉତ୍ତର- ସର୍ଦାର ଭଗତ ସିଂ ଇନକଲାବ୍ ଜିନ୍ଦାବାଦ୍ ନାରା ପ୍ରଥମେ ଆରମ୍ଭ କରିଥିଲେ ।
ପ୍ରଶ୍ନ- ୮ : ଭାରତରେ ଡିଜେଲ୍ ଇଞ୍ଜିନ୍ ର ବିନିର୍ମାଣ ଇକାଇ ଡିଜେଲ୍ ଲୋକୋମୋଟିଭ୍ ୱାର୍କସ୍ କେଉଁଠି ଅଛି ?
ଉତ୍ତର- ଭାରତର ଡିଜେଲ୍ ଇଞ୍ଜିନ୍ ବିନିର୍ମାଣ ଇକାଇ ଡିଜେଲ୍ ଲୋକୋମୋଟିଭ୍ ୱାର୍କ୍ସ ବାରାଣାସୀରେ ସ୍ଥିତ ଅଛି ।
ପ୍ରଶ୍ନ- ୯ : ଏମିତି କେଉଁ ଦେଶ ଅଛି ଯେଉଁଠି ସୁର୍ଯ୍ୟ ୭୬ ଦିନ ଯାଏଁ ଅସ୍ତ ହୁଏ ନାହିଁ ?
ଉତ୍ତର- ନର୍ବେ ଏକ ଏମିତି ଦେଶ ଅଟେ ଯେଉଁଠି ସୁର୍ଯ୍ୟ ୭୬ ଦିନ ଯାଏଁ ଅସ୍ତ ହୁଏ ନାହିଁ ।
ପ୍ରଶ୍ନ- ବିରବଲ୍ ମହଲ କେଉଁଠି ଅବସ୍ଥିତ ?
ଉତ୍ତର- ଏହାର ଜବାବ୍ ଆପଣଙ୍କୁ ତଳେ କମେଣ୍ଟ ବକ୍ସରେ ଦେବାକୁ ହେବ ।