December 8, 2024

Odia Express

Leading Odia News Portal of Odisha

ଜୋକ୍ସ- ସ୍ତ୍ରୀ ରାଗରେ ନିଜ ସ୍ୱାମୀକୁ ପଚାରେ- ମୁଁ ପଚାରୁଛି କି ତୁମେ ଘରେ ଏମିତି ଚୋର ଚାକର କଣ ପାଇଁ ରଖିଛ ?

ଏହି ଦୁନିଆଁରେ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଉତଥାନ ପତନ ଲାଗି ରୁହେ , ଜୀବନର ସବୁ ପରିସ୍ଥିତିର ସାମ୍ନା ଆମେ ହସିକରି କରିବା ଉଚିତ୍ , ଓ ଏହା ହିଁ ଜୀବନ ବଞ୍ଚିବାର ଅସଲି ମନ୍ତ୍ର ହୋଇଥାଏ, କିନ୍ତୁ କେବେ କେବେ ଆମେ ନିଜ କାମକାର୍ଯ୍ୟରେ ଏତେ ମଜିଯାଉକି କାମ ଛଡା ଆମକୁ ଆଉ କିଛି ଦେଖାଯାଏ ନାହିଁ ଓ ଲୋକେ ବି ହସିବା ଭୁଲିଯାଆନ୍ତି, ଆମେ ଏହି ବ୍ୟସ୍ତତାପୁର୍ଣ୍ଣ ଜୀବନ ମଧ୍ୟରେ କିଛି ସମୟ ନିଜ ପାଇଁ ବାହାର କରିବା ଉଚିତ୍ , ଓ ଏମିତିରେ ଆମେ କିଛି ମଜାଦାର୍ ଚୁଟକୁଲା ନେଇ ଆପଣଙ୍କ ପାଖକୁ ଆସିଛୁ ଯାହାକୁ ପଢିବା ମାତ୍ରେ ଆପଣଙ୍କ ହସ ଆଉ ଅଟକିବ ନାହିଁ  ତେବେ ଆଉ ବିଳମ୍ବ କାହିଁକି ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଅଧା ରାତିରେ ଗୋଲୁ ମଦ ପିଇକରି ରାସ୍ତାରେ ଯାଉଥିଲା , ଗୋଟେ ପୋଲିସ୍ ବାଲା ଅଟକାଇ ପଚାରିଲା କୁଆଡେ ଯାଉଛ ? ଗୋଲୁ- ମଦ ପିଇଲେ କ୍ଷତି ହେଉଥିବା ପ୍ରବଚନ ଶୁଣିବାକୁ ଯାଉଛି ସାର୍ । ପୋଲିସ୍ ବାଲା- ଏତେ ରାତିରେ ତୁମର ବାପା ପ୍ରବଚନ ଦେବେ କି ? ଗୋଲୁ – ନା ସାର୍ ମୋ ସ୍ତ୍ରୀ ଦେବ ।

୨) ଛୋଟ ଭଉଣୀ- ଦିଦି, ପ୍ରେମ ହୋଇଯାଏ ନା କରିବାକୁ ପଡେ ? ବଡ ଭଉଣୀ- ଏହା ତ ପରିସ୍ଥିତି ଉପରେ ନିର୍ଭର କରେ , ଛୋଟ ଭଉଣୀ- ତାହା କେମିତି? ବଡ ଭଉଣୀ- ପୁଅ ହ୍ୟାଣ୍ତସମ୍ ଓ କ୍ୟୁଟ୍ ହୋଇଥିଲେ , ତେବେ ଆପେ ଆପେ ହୋଇଯାଏ , କିନ୍ତୁ ଅସୁନ୍ଦର ଓ ଧନୀ ହୋଇଥିଲେ କରିବାକୁ ପଡିଥାଏ ।

୩) ଶିକ୍ଷକ କ୍ଲାସରେ ବହୁତ ପରିଶ୍ରମ କରି ଛୁଆଙ୍କୁ ପଢାଉଥିଲେ , ଶିକ୍ଷକ- ପପୁ ତମ ଘରୁ ବହୁତ ଅଭିଯୋଗ ଆସୁଛି , ପପୁ- ମୁଁ ତ କିଛି ବି କରୁନି ସାର୍ , ଶିକ୍ଷକ- ଆଛା କହ, ଭଗବାନ ଖୁସି କେତେବେଳେ ଅଧିକା ହୁଅନ୍ତି ? ପପୁ ବହୁତ ଭାବିକରି କହିଲା- ଯେବେ କେଉଁ ଝିଅକୁ ଗୁଣ୍ତା ମାନେ ଅପହରଣ କରିନିଅନ୍ତି , ଓ ସେ କହିବ- ଭଗବାନଙ୍କ ପାଇଁ ମୋତେ ଛାଡିଦିଅ, ଶିକ୍ଷକ- ଏବେ ବେହୋସ୍ ।

୪) ସାନ୍ତା- ଭାଇ ଆଜି ବହୁତ ଦିନ ପରେ ଦେଖା ହେଲ , ବାତା- ସାଙ୍ଗ କେମିତି ଅଛୁ ତୁ ? ସାନ୍ତା- ବିନ୍ଦାସ୍ ଅଛି ସାଙ୍ଗ, ବାନ୍ତା- ଆଉ ପାଠପଢା କେମିତି ଚାଲିଛି ? ସାନ୍ତା- ଶଳା ସାଙ୍ଗ ଅଟୁ ଓ ସାଙ୍ଗ୍ ପରି ରହ ଏହି ସଂମ୍ପର୍କୀୟଙ୍କ ପରି ହରକତ କରନି କହିଲି,

୫) ପୋଲିସ୍ ବାଲା ଥାନାରେ ସାନ୍ତାକୁ ପିଟୁଥିଲେ , ଥାନାବାବୁ- କହ ତୁ ନିଜ ସାଙ୍ଗ ବାନ୍ତାକୁ ଟ୍ରକ୍ ତଳକୁ କଣପାଇଁ ଫିଙ୍ଗିଦେଲୁ ? ସାନ୍ତା- ସାହେବ ସେ ନିଜେ ମରିବାକୁ ଯାଊଥିଲା,  ଏଥିପାଇଁ ମୁଁ ଫିଙ୍ଗିଦେଲି । ଥାନାବାବୁ- ତୋତେ କେମିତି ଜଣାଗଲା କି ସେ ମରିବାକୁ ଥିଲା, ସାନ୍ତା- ସେ ପ୍ରକୃତରେ ନିଜ ବାହାଘର କାର୍ଡ ବାଣ୍ଟୁଥିଲା, ଥାନାବାବୁ- ଛାଡ ଦିଅ ଏଇ ପିଲାଟି ନିର୍ଦ୍ଦୋଷ ଅଛି ।

୬) ଗୋଟେ ପୁଅ ନିଜ ଗାର୍ଲଫ୍ରେଣ୍ତକୁ ବହୁତ୍ ଭଲ ପାଉଥିଲା, ଦିନେ ସେ ମରିଗଲା, ତାର ସାଙ୍ଗ ସେ ଝିଅର ପାଖକୁ ଗଲା ଓ କହିଲା କଣ ମୁଁ ମୋର ସାଙ୍ଗର ଜାଗା ନେଇପାରିବି ? ଝିଅ- ମୋର କିଛି ଅସୁବିଧା ନାହିଁ , ଖାଲି କବ୍ରିସ୍ଥାନ ବାଲାକୁ ପଚାରି ଆସ,

୭) ପିଙ୍କି ଭ୍ୟାଲେନଟାଇନ୍ ଦିନ ନିଜ ବୟଫ୍ରେଣ୍ତକୁ ଦେଖାକରେ , ପିଙ୍କି- ମୁଁ ବିବାହ ପରେ ତୁମର୍ ଅଧା ଦୁଃଖ ବାଣ୍ଟିନେବି, ବିଲ୍ଲୁ- କିନ୍ତୁ ମୁଁ ତ ଦୁଃଖି ହିଁ ନାହିଁ , ପିଙ୍କି- କିନ୍ତୁ ମୁଁ ବାହାଘର କଥା କହୁଛି ନା, ବିଲ୍ଲୁ- ବେହୋସ୍ ।

୮) ଏକ ସୁନ୍ଦର ଝିଅ ନିଜ ବୟଫ୍ରେଣ୍ତ ସହ ବୁଲୁଥିଲା , ଝିଅର ମା ତାକୁ ବଜାରରେ ଦେଖିଦେଲା, ଘରକୁ ଆସିବା କ୍ଷଣି ମା ଝିଅକୁ ରାଗରେ ଫୋନ୍ କଲା, ମା- ଝିଅ ତୁ କେଉଁଠି ଅଛୁ ? ଝିଅ- ମା ମୁଁ ପରୀକ୍ଷା ଦେବାକୁ ଆସିଛି , ମା ରାଗରେ କହିଲା- ପରୀକ୍ଷାରେ ଧ୍ୟାନ ଦେବୁ ଝିଅ- ଏହି ପରିକ୍ଷାର ପରିଣାମ ନ ଆସୁ ସେଇଟା ଭାବେ ।

୯) ସ୍ତ୍ରୀ ରାଗରେ ନିଜ ସ୍ୱାମୀକୁ କହେ , ମୁଁ ପଚାରୁଛି ତୁମେ ଘରେ ଏମିତି ଚୋର ଚାକର କଣପାଇଁ ରଖିଛ ? ସ୍ୱାମୀ-କଣ ହେଲା ? ସ୍ତ୍ରୀ- ତୁମେ ଯେଉଁ ପରଦିନ ରୁପାର ପ୍ଲେଟ୍ ଚୋରି କରି ଆଣିଥିଲ , ସେ ଗାୟବ କରିଦେଇଛି ।

୧୦) ପ୍ରେମିକା_ ଜାନୁ ମୁଁ ଦେଖିବାକୁ କେମିତି ଲାଗୁଛି ? ପ୍ରେମୀ- ଏକଦମ୍ ଅପସରା, ଭଗବାନ ତୁମକୁ ଫୁରସତ୍ ରେ ବନାଇଛନ୍ତି ନିଶ୍ଚିତ, ପ୍ରେମିକା –ସତ କହୁଛ ଜାନୁ ? ପ୍ରେମୀ- ହଁ କାହିଁକି ନା କାମରୁ ଫୁରସତ୍ ରେ କରାଯାଏ, ବ୍ରେକ୍ ଅପ୍
୧୧) ହିନ୍ଦୀ ଶିକ୍ଷକ- କ୍ଲାସରେ ଛୁଆଙ୍କୁ କହେ , ପିଲେ- କବୁ-ତର୍ ଉପରେ ଏକ ବାକ୍ୟ କୁହ,  ପପୁ- ହାତ ଉଠାଇଲା, ଶିକ୍ଷକ- ହଁ ପପୁ କହ ? ପପୁ- ସଂନ୍ଧ୍ୟାରେ ପିଇଥିବା ମଦ କବ୍ ଉତ୍ତର୍ ଯାଏ, ଜଣା ହି ପଡେ୍ନି ।

୧୨) ସାନ୍ତା କଥାରେ ଗଲା, ପଣ୍ତିତ ଥାଳି ନେଇକରି ଚଢାଇବାପାଇଁ ପକାଅ ଦିଅ ସବୁ ଲୋକ, ସାନ୍ତା- ମୋର ତରଫରୁ ୧୦ ଟଙ୍କା, ସାନ୍ତାର ଶାଶୁର ପଛରେ ସାନ୍ତା ତ ୫୦୦ ଟଙ୍କା ନୋଟ୍ ଦେଲା ସାନ୍ତା ଥାଳିରେ ପକାଇଦେଲା,  ଶାଶୁ- ସଂନ୍ଧ୍ୟାକୁ- ତୁମେ ୫୦୦ ଟଙ୍କା ନୋଟ୍ ଥାଳିରେ କଣପାଈଁ ପକାଇଲ ? ସାନ୍ତା- ଆପଣ ହିଁ ଦେଇଥିଲେ , ଶାଶୁ- ଆରେ ସେ ତ ୧୦ ଟଙ୍କା ବାହାର କରିବା ସମୟରେ ତୁମର ପକେଟରୁ ବାହାରିଗଲା ମୁଁ ତୁମକୁ ଫେରାଇଦେଇଥିଲି ।

Leave a Reply

Your email address will not be published. Required fields are marked *