January 18, 2025

Odia Express

Leading Odia News Portal of Odisha

ଯଦି ଆପଣ ଗୁରୁବାରକୁ କରିନିଅନ୍ତି ଖାଲି ଏହି ଛୋଟ କାମ ତେବେ ହୋଇଯିବେ ଧନବାନ..

ଭଗବାନ ବୃହସ୍ପତିଙ୍କୁ ସମସ୍ତ ଦେବତାଙ୍କର ଗୁରୁ ଭାବରେ ବିବେଚନା କରିଛନ୍ତି ଏବଂ ସେ କୌଣସି ସମସ୍ୟାର ସମାଧାନ  କରିଦିଅନ୍ତି | ଯଦି ଆପଣଙ୍କର କୁଣ୍ତଳୀରେ କୌଣସି ଗୁରୁ ଦୋଷ ଅଛି, ଯେଉଁ କାରଣରୁ ଆପଣଙ୍କ ବିବାହରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଆପଣଙ୍କ ପାଇଁ  ସମୟ ଅନୁକୂଳ ଅବସ୍ଥା ସତ୍ତ୍ୱେ ଆପଣଙ୍କ ବିବାହରେ ସମସ୍ୟା ଉପୁଜୁଛି, ତେବେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ | ଗୁରୁବାର ଆପଣଙ୍କ ପାଇଁ ଶୁଭ ହୋଇପାରେ |ଗୁରୁ ହେଉଛନ୍ତି ଆପଣଙ୍କର ବୈବାହିକ ଏବଂ ଭାଗ୍ୟର କାରକ ଗ୍ରହ  ଅଟନ୍ତି ଏବଂ ଏହା ସହିତ ଗୁରୁବାରର ଏହି ଦିନ ସାଇ ବାବାଙ୍କର ଅଟେ, ଯଦି ଆପଣ ତାଙ୍କୁ ବିଶ୍ୱାସ କରନ୍ତି, ତେବେ ଆପଣ ମଧ୍ୟ ତାଙ୍କୁ ଉପାସନା କରିପାରିବେ |

କାରଣ ଏହି ଦିନ ଖାସ୍ ଦେବତା ଅଟନ୍ତି ବ୍ରହ୍ମା ଜୀଙ୍କୁ ମାନାଯାଏ , କିନ୍ତୁ କହିବ୍ଦେବୁ କି ଗୁରୁବାର ଦିନ ସ୍ୱାମୀ ଗ୍ରହ ଅଟନ୍ତି ବୃହସ୍ପତି ଗ୍ରହ , ଗୁରୁ ଦୋଷ ସମୟରେ ଶାନ୍ତି ପାଇଁ ଗୁରୁବାର ଦିନ କିଛି ବିଶେଷ ପ୍ରତିକାର ଅଛି ଯଦି କରିବେ  ଏହା କରିବା ପରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କ କାର୍ଯ୍ୟରେ ସଫଳତା ପାଇବେ। ଶାସ୍ତ୍ରରେ ସବୁବେଳେ ଉଲ୍ଲେଖ କରାଯାଇଛି ଯେ ହଳଦିଆ କିମ୍ବା ଧଳା ମିଶ୍ରିତ ହଳଦିଆ ରଙ୍ଗ ଗୁରୁଙ୍କୁ ଅଧିକ ପସନ୍ଦ ହୋଇଥାଏ। ଏହି କାରଣରୁ କୁହାଯାଏ ଯେ ଯଦି ଆପଣ ଏହି ଦିନ ଏକ ପଥର ଉପରେ ଧଳା ଚନ୍ଦନ ଘଷନ୍ତି ଏବଂ ସେଥିରେ କିଛି କେଶର ମିଶାନ୍ତି, ତେବେ ଆପଣ ଏଥିରୁ ପ୍ରସ୍ତୁତ ଏକ ପେଷ୍ଟକୁ କପାଳରେ ଲଗାଇପାରିବେ , କିମ୍ବା ଯଦି ଆପଣ ଏହି ଲେପକୁ ମସ୍ତକରେ ଲଗାଇବାକୁ ଚାହୁଁନାହାନ୍ତି  ତେବେ ଆପଣ ଟିକା ଭାବରେ ଲଗାଇପାରିବେ ।

ଯଦି ଆପଣ ଚାହାଁନ୍ତି, ଆପଣ ହଳଦୀ  କିମ୍ବା ଗୋରୋଚନର ତିଲକ ମଧ୍ୟ ଲଗାଇପାରିବେ , ଏହା ବିଶ୍ୱାସ କରାଯାଏ ଯେ ଏହାକୁ ପ୍ରୟୋଗ କରି ମନରେ ଶୁଦ୍ଧତା ଆସିଯାଏ ଏବଂ ଆପଣଙ୍କ ମସ୍ତିଷ୍କ ସର୍ବଦା ଶୁଦ୍ଧ ଏବଂ ସକରାତ୍ମକ ଚିନ୍ତାଧାରା ମଧ୍ୟ ଆଣିଥାଏ ଓ ତାହା ସହ ଭଲ ଭାବନା ର ଉଦ୍ରବ ହେବ ପୁରା ଦିନ ଭଲ ଓ ଶୁଭରେ କଟିବ, ଓ ନିତ୍ୟ ଏମିତି କରିଲେ ଆପଣଙ୍କ ସମସ୍ତ ଆର୍ଥିକ ଅସୁବିଧା ଧୀରେ ଧୀରେ ଦୁର ହେବାକୁ ଚାଲିବ

Leave a Reply

Your email address will not be published. Required fields are marked *