October 15, 2024

Odia Express

Leading Odia News Portal of Odisha

ଭଗବାନ ଶ୍ରୀକୃଷ୍ଣ ଏହା କହିଛନ୍ତି କି ଯେତେବେଳେ ଭଲ ସମୟ ଆସିଥାଏ ତାହା ଆଗରୁ ଆପଣଙ୍କୁ ଏହି ୩ ଟି ସଂକେତ ମିଳିଥାଏ

ବନ୍ଧୁଗଣ ଜୀବନରେ ଜନ୍ମ ,ମୃତ୍ୟୁ ,ସୁଖ ,ଦୁଃଖ ଏହି ସବୁ ଜୀବନ ର ଗୋଟେ ଗୋଟେ ପମୁଖ ଅଙ୍ଗ ହୋଇଥାଏ । ଜୀବନ ରେ କେତେବେଳେ ସୁଖ ଥିବ ତ ଯେତେବେଳେ ଦୁଃଖ ର ବାଦଲ ଆସିଯାଇଥାଏ ।ଏହା ସବୁ ସମୟ ଚକ୍ର କାରଣ ରୁ ହିଁ ହୋଇଥାଏ । ସମୟ ଠୁ ବଳବାନ ଆଉ କିଛି ବି ନାହିଁ । ସମୟ ଅନୁସାରେ ସବୁ କିଛି ପରିବର୍ତ୍ତନ ହୋଇଥାଏ ।ଆପଣ ବି ନିଜ ଜୀବନ ରେ ଅନେକ ବ୍ୟକ୍ତି କୁ ରାଜା ରୁ ଦରିଦ୍ର ଏବଂ ଦରିଦ୍ର ରୁ ରାଜା ହୋଇଥିବାର ଦେଖିଥିବେ ।ସମୟ ଏକ ଏପରି ଅସ୍ତ୍ର ଅଟେ ଯାହାର ପ୍ରହାର ବହୁତ୍ ଗଭୀର ହୋଇଥାଏ ଯାହାକୁ କୁ କେହି ପୂରଣ କରିପାରନ୍ତି ନାହିଁ । ଆମେ କିପରି ଆଣିବା ଏହି ସମୟ ର ଦ୍ଵାର ଆମ ପାଇଁ ଖୁସି ର ଦ୍ଵାରା ଖୋଲିବ କି ଦୁଃଖ ର ଦ୍ଵାର ଖୋଲିବ ଏହିପରି ଅନେକ ପ୍ରଶ୍ନ ଆମ ମନକୁ ଆସିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି କିଛି ସଂକେତ ବିଷୟରେ କହିବୁ ଯାହା ଦ୍ଵାରା କି ଆପଣ ସୁଖ ଆଗରୁ ଜାଣିପାରିବେ । ଯେତେବେଳେ ପ୍ରଭୁ ନାରଦ ବୈକୁଣ୍ଠ ପୁରରେ ପହଂଚିଥିଲେ ସେ ଭଗବାନ ବିଷ୍ଣୁ ଙ୍କୁ ଏହା ପଚାରି ଥିଲେ କି ଆମେ କିପରି ଜାଣିପାରିବ କି ଆଗକୁ ଆସୁଥିବା ସମୟ ଟି କିପରି ହେବ ସମୟ ଆସିବ ଆଗରୁ କଣ କିଛି ସଂକେତ ମିଳିଥାଏ କି । ତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡ଼ିକ ବିଷୟରେ ଯାହାକି ଭଗବାନ ବିଷ୍ଣୁ ନିଜେ କହିଛନ୍ତି ।


୧. ପ୍ରଥମ ସଂକେତ ଟି ହେଉଛି ଯଦି ଆପଣଙ୍କ ଆଖି ବ୍ରହ୍ମ ମୁହୃତ୍ତ ରେ ହଠାତ୍ ଖୋଲି ଯାଇ ଆପଣଙ୍କୁ ଭଗବାନ ନକ୍ର ସ୍ମରଣ ହେଉଛି କିମ୍ବା ଯଦି ଆପଣଙ୍କୁ କେହି ଏକ ଦିଗ ଆଡ଼କୁ ନେଇକି ଯାଉଛି ତାହେଲେ ଜାଣି ନିଅନ୍ତୁ କି ଆପଣଙ୍କର କାମୀୟବି ର ଦ୍ଵାର ଖୋଲିବାକୁ ଯାଉଛି ।ଆପଣଙ୍କୁ ନିଜ ଜୀବନ ର ଯୋଗ୍ୟ ସ୍ଥାନ ମିଳିବ ଯେଉଁଠାରେ ଭଗବାନ ନିଜେ ଆପଣଙ୍କ ସମର୍ଥନ କରିବେ।

୨. ବେଳେବେଳେ ଏପରି ହୁଏ କି ବିନା କାରଣରେ ମନ ଖୁସି ହୋଇଯାଇଥାଏ, କ୍ରୋଧ ଲାଗି ନଥାଏ ଏହିପରି ସମୟରେ ଆମେ ଯେଉଁ ବିଷୟରେ ଆଶା କରି ନଥାଉ ସେହି ବିଷୟରେ ମଧ୍ୟ ଆମକୁ ଖୁସି ଖବର ମିଳି ଯାଇଥାଏ । ମନ ଭିତରେ ଈଶ୍ବର ବାସ କରିଥାନ୍ତି ସେଥିପାଇଁ ମନ ର ପ୍ରସନ୍ନ ରହିବା ଏକ ଖୁସି ଖବର ବୋଲି କୁହାଯାଇଥାଏ ।


୩.ଯଦି ଆପଣଙ୍କ ଘର ଆଗକୁ ଗାଈ ବାରମ୍ବାର ଆସିଯାଉଥାଏ କିମ୍ବା ବିଲେଇ ଆପଣଙ୍କ ଘରେ ଛୁଆ ଜନ୍ମ କରେ କିମ୍ବା ପକ୍ଷୀ ଆପଣଙ୍କ ଘରେ ତାର କୁଡିଆ ପ୍ରସ୍ତୁତ କରେ କିମ୍ବା ମାଙ୍କଡ ଆପଣଙ୍କ ଘରେ ପଶି ଖାଦ୍ୟ କୁ ଛଡାଇ ନେଇ ଯାଉଥାଏ ତାହେଲେ ଏହା ଏହି ସଂକେତ ଦେଇଥାଏ କି ଆପଣଙ୍କ ଆସୁଥିବା ସମୟ ଆପଣଙ୍କୁ ବହୁତ୍ ବଳବାନ କରିବ ଯାହା ଦ୍ଵାରା କି ଆପଣ ନିଜ ଜୀବନରେ ଏକ ଯୋଗ୍ୟ ପଦବୀ ପ୍ରାପ୍ତ କରିବେ ।

Leave a Reply

Your email address will not be published. Required fields are marked *